Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ୩ ଭଉଣୀ; ଜଣେ ମୃତ
ବାଲେଶ୍ବର: ବାଲେଶ୍ବର ଜିଲା ବାଲିଆପାଳ ଥାନା ଅଧିନସ୍ଥ ବାଲିଆପାଳ ବ୍ଲକର ରେମୁଁ ଗ୍ରାମରେ ରବିବାର ଘଟିଛି ଏକ ଅଘଟଣ। ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ତିନି ଭଉଣୀ। ଏମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲିଆପାଳ ଗୋଷ୍ଠୀ!-->…
ଘରର ଆଜବେଷ୍ଟ କାମ କରୁଥିବା ବେଳେ ଘଟିଲା ବଜ୍ରାଘାତ, ୪ ମୃତ ଓ ୨ ଜଣ ଗୁରୁତର
ନୂଆପଡା ଜିଲ୍ଲା କୋମନା ବ୍ଲକ ମଲ୍ଲିକ ମୁଣ୍ଡା ଗାଁରେ ଆଜି ବଜ୍ରାଘାତରେ ୪ ମୃତ ଓ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଦୁଇଜଣଙ୍କୁ ଉଦ୍ଧାର କରି କୋମନା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଆଜି ଅପରାହ୍ନରେ ଘର ଛାତ ଉପରେ ଆଜବେଷ୍ଟ କାମ କରୁଥିବା ବେଳେ!-->…
ତିନିବର୍ଷ ପରେ ଏମ୍ସରେ ହେବ ଜଗାର ଅପରେସନ
କଟକ: ଯୋଡାମୁଣ୍ଡ ଶିଶୁ ଜଗାକୁ ଦେଖିଛନ୍ତି ଦିଲ୍ଲୀ ଏମସ୍ ଡାକ୍ତର ଦୀପକ ଗୁପ୍ତା । ଜଗାକୁ ପରୀକ୍ଷା କଲା ପରେ ଡ଼କ୍ଟରଙ୍କ ସୂଚନା ଯେ, ଜଗା ଭଲ ଅଛି, ଖେଳୁଛି ଓ ଚିହ୍ନୁଛି । ତାର ଥ୍ରୀଡି ସିଟି ସ୍କାନ କରାଯାଇଛି । ରିପୋର୍ଟ ସଂପର୍କରେ ପରେ ଦିଲ୍କୀର ଡାକ୍ତରୀ ଟିମ ତର୍ଜମା କରିବେ ।!-->…
ରାଜ୍ୟରେ ଆଜି ୫୧ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୦ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୨୧ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ୧୮ ବର୍ଷ ବୟସ!-->…
ଡିଲ୍ ବେଳେ ମାଡ଼ି ବସିଲା STF; ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୨ ଗିରଫ
ଭୁବନେଶ୍ୱର: ସୋନପୁର ଜିଲ୍ଲା ବିନିକା ବନାଞ୍ଚଳରୁ ବଜ୍ରକାପ୍ତା ଉଦ୍ଧାର । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନ ବିଭାଗ ଓ ଏସଟିଏଫ୍ ଚଢ଼ାଉ କରି ୨ ଜଣଙ୍କୁ ଧରିବା ସହ ବଜ୍ରକାପ୍ତା ଉଦ୍ଧାର କରିଛନ୍ତି । ଶନିବାର ସନ୍ଧ୍ୟାରେ ବଜ୍ରକାପ୍ତା ବିକ୍ରି ନେଇ ଡୁଙ୍ଗୁରିପାଲି ଛକ ନିକଟରେ ଡିଲ୍!-->…
ସ୍ତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣା, ଥାନାରେ ସ୍ୱାମୀଙ୍କ ନାଁରେ ଅଭିଯୋଗ କଲେ ପୀଡିତା
ଧାମନଗର: ସ୍ତ୍ରୀର ଅଶ୍ଲୀଳ ଫଟୋ ଭାଇରାଲ କରୁଥିବା ନେଇ ଧାମନଗର ଥାନାରେ ଅଭିଯୋଗ ହୋଇଛି । ସମ୍ପୃକ୍ତ ପତ୍ନୀ ଥାନାକୁ ଯାଇ ନିଜ ସ୍ୱାମୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି । ଉକ୍ତ ଥାନା ଅଞ୍ଚଳରେ ରୁମାଲି ଦାଶ (ଛଦ୍ମାନମ) ୭ ବର୍ଷ ପୂର୍ବେ ପୁରୀ ଜିଲ୍ଲା ନୀଳଚକ୍ର ନଗର ଗ୍ରାମର ଭକ୍ତ!-->…
ବରମୁଣ୍ଡା ବସଷ୍ଟାଣ୍ଡରେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ
ଭୁବନେଶ୍ବର : ବରମୁଣ୍ଡା ବସଷ୍ଟାଣ୍ଡରେ ହଣାହଣି । ବରମୁଣ୍ଡା ବସଷ୍ଟାଣ୍ଡରେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ । ଯୁବକଙ୍କୁ ହାଣି ରକ୍ତାକ୍ତ କଲେ ଦୁର୍ବୃତ୍ତ । ରକ୍ତ ଜୁଡୁବୁଡ଼ୁ ହୋଇ ବସଷ୍ଟାଣ୍ଡ ସାରା ଦୌଡିଲେ ଯୁବକ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି । ଯୁବକଙ୍କୁ!-->…
ଅଗ୍ନୀପଥ ପ୍ରତ୍ଯାହାର ଦାଵିରେ ଏଆଇଏସ୍ଏଫ୍ ପକ୍ଷରୁ ଵିକ୍ଷୋଭ : ମୋଦି,ରାଜନାଥ ସିଂହ ଙ୍କ ସମେତ ଆଦାନୀ ଆମ୍ଵାନୀଙ୍କ କୁଶ…
ଭୁଵନେଶ୍ଵର: ସେନାରେ ୪ଵର୍ଷିଆ ଚୁକ୍ତି ଭିତ୍ତିକ ଠିକା ନିଯୁକ୍ତି ପାଇଁ ପ୍ରଣୟନ ହୋଇଥିଵା ଅଗ୍ନୀପଥ ଯୋଜନା ପ୍ରତ୍ଯାହାର ଦାଵିରେ ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସ୍ଏଫ୍) ପକ୍ଷରୁ ଓଡିଶା ଵିଧାନ ସଭା ସମ୍ମୁଖରେ ଵିକ୍ଷୋଭ ପ୍ରଦର୍ଶନ ସହ କୁଶ ପୁତ୍ତଳିକା ଦାହ କରାଯାଇଛି।୨୦୧୯ ପରଠାରୁ!-->!-->!-->…
ଭୁବନେଶ୍ୱର ଉପକଣ୍ଠ ଉତ୍ତରା ଛକରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ
ପୁରୀ : ଧଳା ଜହରର ହବ୍ ପାଲଟିଗଲାଣି ପୁରୀ ଜିଲ୍ଲା । ବାରମ୍ବାର ଚଢାଉ କରି ଧଳା ଜହର ଜବତ କରୁଛି ପୋଲିସ । କିଛି ଦିନ ତଳେ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ପୁଣି ଥରେ ପୁରୀ ପୋଲିସକୁ ସଫଳତା ମିଳିଛି । ବ୍ରାଉନସୁଗାର ଜବତ କରିବା ସହ କିଙ୍ଗପିନ୍କୁ ମଧ୍ୟ ପୋଲିସ ଗିରଫ କରିଛି ।
!-->!-->!-->…
ନିଶା ପାଇଁ ଟଙ୍କା ନ ଦେବାରୁ ମା’କୁ ହାଣିଦେଲା ପୁଅ!
ଅନୁଗୋଳ: ଯେଉଁ ମା' କୋଳେଇ କାଖେଇ ବଡ଼ କରିଥିଲା। ନିଜ ପଣତ କାନିରେ ମୁହଁ ପୋଛି ଦେଉଥିଲା। ସାମାନ୍ୟ ଟଙ୍କା ପାଇଁ ସେହି ମା'କୁ ହାଣି ହତ୍ୟା କଲା ପୁଅ। ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା କଲିୟାରୀ ଥାନା ଅନ୍ତର୍ଗତ ନାକିଟି ସାହିରେ। ମୃତ ମହିଳା ଜଣଙ୍କ ହେଲେ ଜୁଲେଇ ବିଶ୍ୱାଳ। ତାଙ୍କୁ!-->…