Browsing Category

ଓଡିଶା

ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମହାପ୍ରଭୁଙ୍କ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍ଫରେନ୍ସିଂ ଜରିଆରେ ସ୍ବତନ୍ତ୍ର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀ । ରଥଯାତ୍ରା ଯେପରି ଶାନ୍ତିଶୃଙ୍ଖଳାର ସହିତ ସୁରୁଖୁରୁରେ ଅନୁଷ୍ଠିତ ହେବ…

ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତ କାର୍ଯ୍ୟକ୍ରମ, ଆଜି ଯିବେ ଦିଲ୍ଲୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆରମ୍ଭ ହେଲା ଦ୍ବିତୀୟ ବିଦେଶ ଗସ୍ତ କାର୍ଯ୍ୟକ୍ରମ। ସେଥିପାଇଁ ଆଜି ଦିଲ୍ଲୀ ଗସ୍ତ କରିବେ ନବୀନ। ସେ ଆଜି ଅପରାହ୍ନ ସାଢ଼େ ୧ଟାରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିବେ। ସେଠାରେ ସେ ଦୁଇଦିନ ଅବସ୍ଥାନ କରିବା ପରେ ୨୦…

ଚିଲିକାରେ ଘାଟ ଭସାପୋଲ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ

ବ୍ରହ୍ମଗିରି: କୃଷ୍ଣପ୍ରସାଦ ୩୫ ମୌଜା କମିଟି ପକ୍ଷରୁ ଚିଲିକାରେ ଘାଟ ଭସାପୋଲ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯିବା ଲାଗି ନିଷ୍ପତ୍ତି ହୋଇଛି। ଗତ ଦ୍ଵିତୀୟ ବାଲିଯାତ୍ରା ତାଥା ପଣାପଡ଼ିଆରେ ହୋଇଥିବା ଆଳୁପାଟଣା ଓ ତିତିପ ଗ୍ରାମ ମଧ୍ୟରେ ହୋଇଥିବା ବିବାଦ ବାରମ୍ବାର ଉଗ୍ର ରୂପ…

କକାପୁଅର ଟାଙ୍ଗିଆ ଚୋଟରେ ବଡବାପା ପୁଅର ମୃତ୍ୟୁ

ମଦ ନିଶାରେ ଭାଇକୁ ଚିହ୍ନିଲାନି ଭାଇ। ସମ୍ପର୍କକୁ ଭୁଲିଯାଇ ଟାଙ୍ଗିଆ ଫସାରେ ଭାଇକୁ ହତ୍ୟା କଲା ଭାଇ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ କୃଷପୁର ଗାଁରେ। ଘଟଣାଟି ଅପରାହ୍ନ ୫ଟା ବେଳକୁ ଘଟିଥିବା ବେଳେ ଅଭିଯୁକ୍ତ କୁନା ନାୟକ ଘଟଣା ଘଟାଇ ଫେରାର…

SCBରେ ଭର୍ତ୍ତି ହେଲା ଜଗା: ୨ ଦିନ ଧରି ହେବ ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ

କଟକ: SCBରେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା । ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଜଗାକୁ କଟକ ଏସ୍‌ସିବି ମେଡିକାଲକୁ ଅଣାଯାଇଛି । ଏସ୍‌ସିବି ମେଡିକାଲର କାଜୁଆଲିଟି ଟ୍ରମା କେୟାର ୟୁନିଟର ସ୍ୱତନ୍ତ୍ର ପ୍ରକୋଷ୍ଠରେ ଜଗାକୁ ରଖାଯାଇଛି। ପ୍ରାୟ ଦେଢ଼ ବର୍ଷ ବ୍ୟବଧାନରେ ଜଗା ସ୍ୱାସ୍ଥ୍ୟାବସ୍ଥା…

ରାଜ୍ୟରେ ଆଉ ୩୮ ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ପୁଣି ଉପର ମୁହାଁ ହୋଇଛି। ଦିନକରେ ଆଉ ୩୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୩ ଜିଲ୍ଲା ଓ ଷ୍ଟେଟ ପୁଲରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨୩ ଓ ସ୍ଥାନୀୟ ଅଞ୍ଚଳରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ କରୋନା ଆକ୍ରାନ୍ତଙ୍କ…

ଖଣିରୁ ମୃତଦେହ ମିଳିବା ଘଟଣା, ଜଣେ ମହିଳା ସମେତ ୪ ଅଟକ

ଖୋର୍ଦ୍ଧା : ଆଦର୍ଶ ଥାନା ନିଆଳ ଖଣିରୁ ମୃତଦେହ ଜବତ ଘଟଣା। ମୃତକଙ୍କ ପରିଚୟ ମିଳିଛି। ମୃତକ କେରଙ୍ଗ ଗାଁର ଅତ୍ତାଉଲ୍ଲା ଖାଁ। ଘଟଣାରେ ପୋଲିସ ୪ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ଖବର ଅନୁଯାୟୀ, କେରଙ୍ଗ ଗାଁର ଅତ୍ତାଉଲ୍ଲା ଖାଁଙ୍କୁ ଗଳାକାଟି ହତ୍ୟା କରିବା ପରେ ଜରି ଅଖାରେ…

ସିମୁଳିଆରେ ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା

ବାଲେଶ୍ୱର: ପୂର୍ବ ଶତ୍ରୁତାକୁ ନେଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ରିଆ ଅଞ୍ଚଳରେ। ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ରିଆ ଗ୍ରାମର ଉପେନ୍ଦ୍ର ନାୟକଙ୍କ ପୁତ୍ର ପ୍ରଦୀପ ନାୟକଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ପଳାଇ…

ଗୁଳିବିଦ୍ଧ ଦନ୍ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟଣା : ୪ ଜଣଙ୍କୁ ଅଟକ ରଖିଲା ବନ ବିଭାଗ

ଆଠଗଡ: ଆଠଗଡ ନରସିଂହପୁରରେ ଗୁଳିବିଦ୍ଧ ଦନ୍ତା ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ବନ ବିଭାଗ ପକ୍ଷରୁ ଗଠନ କରାଯାଇଥିବା ସ୍ବତନ୍ତ୍ର ଟିମ୍ ୪ ଜଣଙ୍କୁ ଅଟକ ରଖି ଜେରା ଚଳାଇଛି । ସେମାନଙ୍କ ମଧ୍ୟରୁ ଜଣକୁ ସନ୍ଦେହରେ ଆଣିଥିବା ବେଳେ…

ଆଇଓସିଏଲ୍‌ ଅଧିକାରୀଙ୍କ ସହ ଅଗ୍ନିଶମ ଡିଜିଙ୍କ ବୈଠକ

କଟକ: ଅଗ୍ନିଶମ ବିଭାଗ ପାଇଁ ବ୍ୟବହାର‌ ହେଉଥିବା ଗାଡ଼ି ଓ ଏଥିପାଇଁ କିଣା ଯାଉଥିବା ଇନ୍ଧନ‌ରେ ସ୍ବଚ୍ଛତା ଆଣିବା ପାଇଁ ୫-ଟି ଅଧୀନରେ ରାଜ୍ୟ ଅଗ୍ନିଶମ ବିଭାଗ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। କଟକ ଓ ଖୋର୍ଦ୍ଧା ଜିଲ୍ଲାକୁ ଏଥିପାଇଁ ପାଇଲଟ୍‌ ଜିଲ୍ଲା ଭାବେ ନିଆଯାଇଛି। ଦୁଇ…