Browsing Category

ଓଡିଶା

ଯୁବତୀଙ୍କୁ ବନ୍ଧୁକ ଦେଖାଇ ଧମକାଇବା ସହ ଗୁଳି ଫୁଟାଇ ଯୁବକ ଗିରଫ

ଉଦଳା: କପ୍ତିପଦା ଥାନା ନଛିପୁର ଗ୍ରାମରେ ଯୁବତୀଙ୍କୁ ବନ୍ଧୁକ ଦେଖାଇ ଧମକାଇବା ସହିତ ଗୁଳି ଫୁଟାଇ ଭୟଭୀତ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଯୁବକ ଜଣକ ହେଲେ ନଛିପୁର ଗ୍ରାମର କାଳିଆ ସେନାପତି ନଛିପୁର ଗ୍ରାମର ପୂଜା ସିଂଙ୍କ ଝିଅ ଏବଂ ଭଉଣୀ ଗ୍ରାମ ନିକଟରେ ଏକ ଗଛ ମୂଳରେ…

ଭାଇରାଲ୍ ହୋଇଥିବା ପାସ୍ ଓ ପରିଚୟ ପତ୍ର OCA ପକ୍ଷରୁ ଦିଆଯାଇ ନାହିଁ : OCA CEO

କଟକ : ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଥିବା ପାସ୍ ଓ ପରିଚୟ ପତ୍ର ଓଡ଼ିଶା କ୍ରିକେଟ୍ ଆସୋସିଏସନ ପକ୍ଷରୁ ପ୍ରଦାନ କରାଯାଇ ନାହିଁ। କୌଣସି ରାଜନୈତିକ ଦଳ ବା ବିଧାୟକଙ୍କ କ୍ରୁ ନାଁରେ ପରିଚୟ ପତ୍ର ବା ପାସ୍ ପ୍ରଦାନ କରାଯିବାର କୌଣସି ବ୍ୟବସ୍ଥା ନାହିଁ ବୋଲି ଓସିଏର ସିଇଓ ସୁବ୍ରତ କୁମାର…

ଜମିଜମାକୁ କେନ୍ଦ୍ର କରି ଭାଇକୁ ଗୁଳି କଲା ଭାଇ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭିକାପଡାରେ ଅଭାବନୀୟ ଘଟଣା ଘଟିଯାଇିଛି। ଜମିଜମାକୁ କେନ୍ଦ୍ର କରି ଭାଇକୁ ଗୁଳି ମାରିଛି ଭାଇ। ଗୁଳିମାଡ଼ର ଶିକାର ହୋଇଛନ୍ତି ସେହି ଭିକାପଡାର ବିରେନ ଦଲେଇ । ତେବେ ବିରେନଙ୍କୁ ତାଙ୍କ ବଡ଼ବାପାଙ୍କ ପୁଅ ଗୁଳିମାଡ଼ କରିଥିବା ସୂଚନା ।…

ରଥଯାତ୍ରା ପ୍ରସ୍ତୁତି ନେଇ ପୋଲିସର ସମୀକ୍ଷା ବୈଠକ : କର୍ଡନ ଓ ରଥ ଟଣା ଦାୟିତ୍ୱରେ ରହିବେ ବରିଷ୍ଠ ପଦାଧିକାରୀ

ପୁରୀ: ସ୍ନାନ ଯାତ୍ରା ସଫଳତା ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଇନଶୃଙ୍ଖଳା ଅତିରିକ୍ତ ଡିଜି ରାଧାକୃଷ୍ଣ ଶର୍ମାଙ୍କ ଅଧ୍ୟକ୍ଷତାରେ ଏସପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା…

ବଢୁଛି କରୋନା ସଂକ୍ରମଣ, ଲକ୍ଷଣ ଥିଲେ ତୁରନ୍ତ ପରୀକ୍ଷା କରାଇ ନିଅନ୍ତୁ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟର କରୋନା ସଂକ୍ରମଣ ଧୀରେ ଧୀରେ ବଢିବାରେ ଲାଗିଛି। ଗତ କିଛିଦିନ ହେବ ୨୦ ଭିତରେ ସଂକ୍ରମଣ ରହୁଥିବାବେଳେ ଗୁରୁବାର ତାହା ବଢି ୪୧ରେ ପହଞ୍ଚିଛି। କେବଳ ରାଜ୍ୟରେ ନୁହେଁ, ଦେଶରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସତର୍କ ରହିବା ଆବଶ୍ୟକ…

ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ 

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗୁରୁବାର ଓଡ଼ିଶା ଛୁଇଁଛି। ଏନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୌସୁମୀ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟକୁ ଛୁଇଁଛି…

ଆଜିଠୁ ୪ ମାସ ଯାଏ ଶିମିଳିପାଳ ବନ୍ଦ

ବାରିପଦା : ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ। ବର୍ଷାଦିନ ଆରମ୍ଭ ହେଉଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ୪ ମାସ ଯାଏ ଶିମିଳିପାଳ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ଏନେଇ ଉତ୍ତର ଶିମିଳିପାଳର ଏସିଏଫ୍‌ ପ୍ରଦୀପ କୁମାର ଦେ ସୂଚନା…

ପୋଖରୀରେ ଗାଧୋଉଥିବା ବେଳେ ବୁଡିଯାଇ ନାବାଳିକା ମୃତ

ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଆରୁହା ଗ୍ରାମରେ ପୋଖରୀରେ ବୁଡିଯାଇ ନାବାଳିକାଙ୍କ ମୃତ୍ୟୁ ଘଟିଛି। .ଆରୁହା ଗ୍ରାମ ର ସୁଦାମ ସେଠି ଙ୍କ ଝିଅ ସାଙ୍ଗ ମାନଙ୍କ ସହ ଗ୍ରାମ ରେ ଥିବା ଏକ ପୋଖରୀ କୁ ଗାଧୋଉଥିଲେ। ଗାଧୋଉଥିବା ସମୟରେ ଗୋଡ ଖସିଯିବାରୁ ପୋଖରୀରେ ବୁଡିଯାଇଥିଲେ। ସ୍ଥାନୀୟ…

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ବାଲେଶ୍ବରରେ ୧୨ଘଣ୍ଟିଆ ବନ୍ଦ ପାଳନ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ଆଜି ସକାଳ ୬ଟାରୁ ବିଭିନ୍ନ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବାଲେଶ୍ୱର ସହର ବନ୍ଦ ପାଳନ କରାଯାଇଛି। ବାଲେଶ୍ବର ଜିଲ୍ଲାରେ ଲଗାତାର ଚୋରି, ଡକାୟତି, ହତ୍ୟା, ରାହାଜାନୀ ସମେତ ମଦ, ଗଞ୍ଜେଇ ଓ ବ୍ରାଉନନସୁଗାର ଭଳି ମାରାତ୍ମକ…

ଘରୋଇ ହିଂସାକୁ କେନ୍ଦ୍ରକରି ଗୋଷ୍ଠୀ ସଙ୍ଘର୍ଷ, ୩ ଅଟକ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ସଦର ଥାନା ସିନ୍ଦୁରଗୌରାରେ ଦୁଇ ମହିଳା ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ। ଘରୋଇ ହିଂସାକୁ କେନ୍ଦ୍ରକରି ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀ ଉପରକୁ ଠେଙ୍ଗା ଓ ଭୁଜାଲିରେ ଆକ୍ରମଣ କରିଛନ୍ତି। …