Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
୧୩ ରାତିରୁ ଦେବସ୍ନାନ ପୂର୍ଣ୍ଣିମା ନିମନ୍ତେ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ଲାଗୁ
ପୁରୀ: ଦେବସ୍ନାନ ପୂର୍ଣ୍ଣିମା ନିମନ୍ତେ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ଲାଗୁ ହେବ । ଜୁନ୍ ୧୩ ତାରିଖ ରାତି ୧୨ଟାରୁ ଏହି କଟକଣା ଲାଗୁ ରହିବ । ସ୍ନାନବେଦିରୁ ମହାପ୍ରଭୁଙ୍କ ବାହୁଡ଼ା ପହଣ୍ଡି ପର୍ଯ୍ୟନ୍ତ ଏହି ଟ୍ରାଫିକ୍ କଟକଣା ବଳବତ୍ତର ରହିବ । ମରିଚିକୋଟ ଛକରୁ ଦୋଳବେଦି ଓ!-->…
ମାଟିତଳୁ ମିଳିଲା ଦୁଇ ହଜାର ବର୍ଷର ପ୍ରାଚୀନ ସଭ୍ୟତା, ବହୁ ସାମଗ୍ରୀ ଉଦ୍ଧାର
ବରଗଡ଼: ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅସୁରଗଡ଼ ଗାଁରେ ମିଳିଛି ଏକ ପ୍ରାଚୀନ ସଭ୍ୟତାର ଚିହ୍ନ। ଏଠରେ ମାଟି ତଳୁ ମିଳିଛି ବହୁ ପ୍ରାଚୀନ ସାମଗ୍ରୀ। ମାଟି ତଳୁ ମିଳିଥିବା ସାମଗ୍ରୀକୁ ଦେଖି ବିଶେଷଜ୍ଞ କହିଛନ୍ତି ଏହା ପ୍ରାୟ ଦୁଇ ହଜାର ବର୍ଷ ପୂର୍ବର।ବରଗଡ଼ ଜିଲ୍ଲାର ବରପାଲି ବ୍ଲକ ଅନ୍ତର୍ଗତ!-->…
ଆଦର୍ଶ ପଞ୍ଚାୟତର ପୂର୍ବତନ ସରପଞ୍ଚ, କରୋନା ସମୟରେ ଆଗଧାଡ଼ିର ଯୋଦ୍ଧା ଏବେ ମନରେଗା ରେ କାମକରି ପେଟ ପୋଷୁଛନ୍ତି…
ଏହା ଆଦର୍ଶ ନା ଭାଗ୍ୟର ବିଡମ୍ବନା...!!!
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଶାସନ ଆମ୍ବଗାଁ ପଚାଂୟତରେ ଚାଲିଥିବା ମନରେଡା କାର୍ଯ୍ୟରେ ଶ୍ରମିକ ଭାବେ କାମ କରୁଛନ୍ତି ପୂର୍ଵତନ ସରପଚଂ ଡାକ ବିଶ୍ବାଳ ।ଓଡ଼ିଶା ରାଜ୍ୟରେ ଭୋକିଲା ରହିବେ ନାହିଁ କି ରାଜ୍ୟ ବାହାରକୁ କେହି ବି!-->!-->!-->…
କନ୍ଧମାଳ : ଏସଓଜି ଓ ଡ଼ିଭିଏଫ ଯବାନଙ୍କ ମାଓବାଦି କ୍ୟାମ୍ପ ଉପରେ ଚଢ଼ାଉ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ…
ଫୁଲବାଣୀ : କନ୍ଧମାଳ ଏସପି ଭିନୀତ ଅଗ୍ରୱାଲଙ୍କ ନିର୍ଦେଶରେ ଏସଓଜି ଓ ଡ଼ିଭି ଏଫ ଯବାନଙ୍କ ମିଳିତ ସହଯୋଗରେ ଗୋଛା ପଡା ଥାନା ଅନ୍ତର୍ଗ୍ରତ ଶାସିକେତା ଜଙ୍ଗଲରେ ମାଓବାଦି କ୍ୟାମ୍ପ ଉପରେ ଚଢ଼ାଉ କରି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିବା ନେଇ ରବିବାର କନ୍ଧମାଳ ଏସପି ଭିନୀତ!-->!-->!-->…
ସ୍ୱାଭିମାନ ଅଞ୍ଚଳରେ ୨୯୫ ମିଲିସିଆଙ୍କ ଆତ୍ମସମର୍ପଣ : ଫେରିଲେ ମୁଖ୍ୟ ସ୍ରୋତ କୁ…
ଚିତ୍ରକୋଣ୍ଡା : ମାଲକାନଗିରି ଗତ କିଛି ଦିନ ତଳେ ପୁଲିସ ଡିଜି ସୁନୀଲ ବଂଶଲ ମାଲକାନଗିରି ଗସ୍ତ କରି ସ୍ବାଭିମାନ ଅଂଚଳର ଯନ୍ତ୍ରୀ ଠାରେ ନୂତନ ଭାବେ ଅବସ୍ଥାପିତ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ମାଓ ଦମନ ନେଇ ସମୀକ୍ଷା କରିଥିଲେ। ବିଏସଏଫ କ୍ୟାମ୍ପରେ ପୁଲିସ ଡିଜିଙ୍କ ସମ୍ମୁଖରେ!-->!-->!-->…
ମାଓବାଦୀଙ୍କ ବିସ୍ଫୋରଣ ଉଦ୍ୟମ ଯୋଜନା ପଣ୍ଡ…
ମାଲକାନଗିରି : ସୀମାନ୍ତ ଛତିଶଗଡ ର ବିଜାପୁର ଜିଲ୍ଲାର ଗୋରନା ଓ ମନକେଲ୍ ମାର୍ଗରେ ସୁରକ୍ଷାକର୍ମୀଙ୍କୁ କ୍ଷତି ପହଞ୍ଚାଇବା ଉଦେଶ୍ୟରେ ମାଓବାଦୀ ଦ୍ୱାରା ଆଇଇଡି ଖଞ୍ଜା ଯାଇଥିଲା l ମାଓବାଦୀଙ୍କ ଏହି ଯୋଜନାକୁ ପଣ୍ଡ କଲେ ସୁରକ୍ଷାକର୍ମୀ l ମିଳିଥିବା ସୂଚନା ଅନୁଯାଇ ମାଲକାନଗିରି ସୀମାନ୍ତ!-->!-->!-->…
ଗ୍ରୀଷ୍ମ ଅବକାଶ ପୂର୍ବରୁ ଆଠ ଶିକ୍ଷକ ଗାୟବ ଘଟଣା : କାର୍ଯାନୁଷ୍ଠାନ କୁ ନେଇ ସନ୍ଦେହ, ନାଲି ଫିତା ତଳେ ଦବି…
କାହା ଛତ୍ର ଛାୟା ତଳେ ଏହି ଶିକ୍ଷକ...!!
ମାଲକାନଗିରି : ମାଲକାନଗିରି ଜିଲ୍ଲା ଶିକ୍ଷାଅଧିକାରୀଙ୍କ ଅଚନାକ ତଣ୍ଡକି ଗ୍ରାମପଞ୍ଚଯାତର ବିଭିନ୍ନ ସ୍କୁଲ ପରିଦର୍ଶନ ସମୟରେ ପାଞ୍ଚଟି ସ୍କୁଲର ଆଠଜଣ ଶିକ୍ଷକଙ୍କ ଅନୁପସ୍ଥିତ ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । କିଛି ଗଣମାଧ୍ୟମ!-->!-->!-->…
ନବ ବଧୁକୁ ହତ୍ୟା ଅଭିଯୋଗ, ସ୍ଵାମୀ ଅଟକ
ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘାଟିଯାଇଛି। ପାଦରୁ ଅଳତା ନ ଲିଭୁଣୁ ନବ ବଧୁକୁ ମାରି ଦେଇଥିବା ଏକ ଖବର ହସ୍ତଗତ ହୋଇଛି। ନବ ବିବାହିତାଙ୍କ ସ୍ୱାମୀ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ସ୍ଵାମୀଙ୍କୁ ଥାନାରେ ଅଟକ ରଖାଯାଇଥିବା!-->…
ହାତୀ କଙ୍କାଳ ମିଳିବା ଘଟଣାରେ ରେଞ୍ଜର ନିଲମ୍ବିତ
ନରସିଂହପୁର: ବଡ଼ମ୍ବାରେ ହାତୀ କଙ୍କାଳ ମିଳିବା ଘଟଣାରେ ନିଲମ୍ବିତ ହୋଇଛନ୍ତି ରେଞ୍ଜର । ବନ ବିଭାଗ ପକ୍ଷରୁ କରାଯାଇଛି କଡ଼ା କାର୍ଯ୍ୟାନୁଷ୍ଠାନ । ବନ ବିଭାଗ ପକ୍ଷରୁ ନିଲମ୍ବିତ ହେଲେ ବଡ଼ମ୍ବା ରେଞ୍ଜର ସୁରେଶ କୁମାର ଷଡଙ୍ଗୀ। ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ ଦେଇଛନ୍ତି!-->…
ବାରବାଟୀରେ ପହଞ୍ଚିଲେ ଦକ୍ଷିଣ ଆଫ୍ରିକା ଟିମ୍, ଆରମ୍ଭ କଲେ ଅଭ୍ୟାସ
କଟକ/ଭୁବନେଶ୍ୱର ୧୧।୦୬: ବାରବାଟୀ ଷ୍ଟାଡିୟମ୍ରେ ଦକ୍ଷିଣ ଆଫ୍ରିକା ଟିମ୍ । ଷ୍ଟାଡିୟମରେ ଅଭ୍ୟାସ୍ ଲାଗି ବାରବାଟିରେ ପହଞ୍ଚିଛନ୍ତି ଦକ୍ଷିଣ ଆଫ୍ରିକୀୟ ଟିମ୍ । ମେ ଫେୟାର ହୋଟେଲରୁ କଡ଼ା ସୁରକ୍ଷା ମଧ୍ୟରେ କଟକ ଷ୍ଟାଡିୟମରେ ପହଞ୍ଚିଛନ୍ତି ଟିମ୍ । ସେଠାରେ ଆଜି ଅଭ୍ୟାସ କରିବାର!-->…