Browsing Category

ଓଡିଶା

ଦୁଇ ସାଇବର ଠକ ଗିରଫ, ଆକାଉଣ୍ଟରୁ ଠକି ନେଇଥିଲେ ୧୧ ଲକ୍ଷ ଟଙ୍କା

କଟକ : ଧରାପଡିଲେ ଦୁଇ ସାଇବର ଠକ । ଲୋନ୍ କରାଇଦେବା ବାହାନାରେ ଠକେଇ କରୁଥିଲେ । କଟକ ବକ୍ସିବଜାର ଅଞ୍ଚଳର ବିଜୟ କୁମାର ସିଂହଙ୍କ ଅଭିଯୋଗ ଆଧାରରେ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ବିହାର ସମସ୍ତିପୁରର ମହମ୍ମଦ ସମସାଦ୍ ଉଦ୍ଦୀନ ଏବଂ ମହମ୍ମଦ ଅଫତାବ ଉଦ୍ଦୀନ । ମାର୍ଚ୍ଚ…

ନରସିଂହପୁର ଜଙ୍ଗଲ ଭିତରେ ଚାଲିଛି ଗୁଳିବିଦ୍ଧ ହାତୀର ଚିକିତ୍ସା

ଆଠଗଡ଼: କଟକ ଜିଲ୍ଲା ନରସିଂହପୁର ଜଙ୍ଗଲ ଭିତରେ ଚାଲିଛି ଗୁଳିବିଦ୍ଧ ହାତୀର ଚିକିତ୍ସା। ଡାକ୍ତର ଟିମ୍‌ ହାତୀର ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ଅନ୍ୟପକ୍ଷରେ ଆଜି ହାତୀର ଚିକିତ୍ସା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି PCCF ଶଶି ପଲ୍‌। ହାତୀ ଦେହରେ ଥିବା କ୍ଷତ ୧୫ ଦିନ ତଳର ହୋଇଥିବା…

୧୩ରେ ବାଚସ୍ପତି ନିର୍ବାଚନ, ଶୁକ୍ରବାର ହେବ ପ୍ରାର୍ଥିପତ୍ର ଦାଖଲ

ଭୁବନେଶ୍ୱର: ନୂତନ ମନ୍ତ୍ରିମଣ୍ଡଳ ଗଠନ ପରେ ଏବେ ବାଚସ୍ପତିଙ୍କ ପାଳି। ବରିଷ୍ଠ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ପଦ ଛାଡ଼ିବା ପରେ ଉକ୍ତ ପଦ ଏବେ କାହା ଝୁଲାକୁ ଯିବ ତାହା ଉପରେ ସମସ୍ତଙ୍କ ନଜର। ଏଥିନିମନ୍ତେ ଆସନ୍ତା ୧୩ ତାରିଖରେ ହେବ ବାଚସ୍ପତି ନିର୍ବାଚନ । ବାଚସ୍ପତି…

କୂଅରେ ପଡ଼ିଲା କଲରାପତରିଆ ବାଘ, ଉଦ୍ଧାର କରି ଜଙ୍ଗଲରେ ଛାଡିଲା ବନବିଭାଗ

ସମ୍ବଲପୁର: କୂଅରେ ପଡ଼ିଲା କଲରାପତରିଆ ବାଘ । ରେଢାଖୋଲ ବନଖଣ୍ଡ ଚାରମାଲ ରେଞ୍ଜ ସାନହିଣ୍ଡୋଲ ଘାଟି ନିକଟ ଖୋଲା କୂଅରେ କଲରାପତରିଆ ବାଘଟି ପଡ଼ିଯାଇଥିଲା । କୂଅରେ ପାଖାପାଖି ୬ଫୁଟ ପାଣି ଥିବା ବେଳେ ବାଘଟି ସେଥିରେ ଫସିରହିଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ବନ ବିଭାଗ କର୍ମଚାରୀ…

କୁଆଖାଇ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ

ଭୁବନେଶ୍ଵର: କୁଆଖାଇ ନଦୀକୁ ଡ଼େଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ। ପ୍ରେମିକ ବ୍ଲାକମେଲିଂ କରିବାରୁ ଯୁବତୀ ଜଣଙ୍କ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତେବେ ସ୍ଥାନୀୟ ଲୋକେ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି। ସୂଚନାନୁଯାୟୀ, ଭୁବନେଶ୍ଵର ନିକୋ ପାର୍କରେ ରହୁଥିବା ଜଣେ ଯୁବତୀ ଆଜି…

ଘର ପାଇଁ ଜିଲ୍ଳାପାଳଙ୍କ ଅଫିସ ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ: ଘର ପାଇଁ ଆତ୍ମହତ୍ୟା ଉଦ୍ୟମ । ଢେଙ୍କାନାଳ ଜିଲ୍ଳାପାଳଙ୍କ ଅଫିସ ସମ୍ମୁଖରେ ପୁଣିଥରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଦୀର୍ଘ ଦିନ ଧରି ସରକାରୀ ଯୋଜନାରେ ଜାଗା ଓ ଘର ପାଇବା ପାଇଁ ଗୁହାରୀ କରି ଆସୁଥିବା ସତ୍ତ୍ୱେ କେହି ଶୁଣୁ ନଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି…

କୁନି ଝିଅ ‘ପୁନ୍ୟା’କୁ କୋଳେଇ ନେଲେ ଆମେରିକୀୟ ଦମ୍ପତି

କଟକ : ସାମାଜିକ ଅନୁଷ୍ଠାନ ବସୁନ୍ଧରାରେ ରହୁଥିବା କୁନି ଝିଅ 'ପୁନ୍ୟା'କୁ ମିଳିଛି ପରିଚୟ। ଆଉ ତା'କୁ କେହି ଅନାଥ ବୋଲି କହିବେ ନାହିଁ। ଏବେ ସେ ଆମେରିକାର କଲୋରାଡୋ ସହରରେ ରହିବ। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଉପସ୍ଥିତିରେ ପୁନ୍ୟାକୁ ଆମେରିକୀୟ ଦମ୍ପତ୍ତି ପୋଷ୍ୟ ଭାବେ ଗ୍ରହଣ…

ମହାନଦୀରେ ଫସିଛନ୍ତି ଦୁଇଟି ହାତୀ

ବାଙ୍କୀ : ମହାନଦୀରେ ଫସିଛନ୍ତି ଦୁଇ ହାତୀ । ଆଠଗଡ଼ ସୁକସେନ ଜଙ୍ଗଲରୁ ଚନ୍ଦକା ଡମପଡା ଅଭୟାରଣ୍ୟକୁ ମହାନଦୀ ପାର ହୋଇ ଆସୁଥିବା ବେଳେ ଦୁଇଟି ହାତୀ ଅଟକି ରହିଛନ୍ତି । ସକାଳ ହୋଇଯିବାରୁ ଲୋକଙ୍କ ଗହଳି ଦେଖି ଜଙ୍ଗଲକୁ ନଯାଇ ଭଗିପୁର ନିକଟ ମହାନଦୀ ପଠାରେ ଫସିଛନ୍ତି ୨ ହାତୀ । ହାତୀ…

କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ଏକା ସାଙ୍ଗରେ ଚାଲିଗଲା ବାପା-ପୁଅଙ୍କ ଜୀବନ

ଖୋର୍ଦ୍ଧା: କାର୍ ଓ ବାଇକ୍ ମୁହାଁମୁହିଁ ଧକ୍କା। ଏକା ସାଙ୍ଗରେ ଚାଲିଗଲା ବାପା-ପୁଅଙ୍କ ଜୀବନ। ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ଵର ଜାତୀୟ ରାଜପଥ ଚକାପଦା ଠାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକ ବାପା ହେଲେ ବୋଲଗଡର ମଧୁସୂଦନ ଦାସ ଓ ପୁଅ କ୍ଷୀରୋଦ ଦାସ। ସୂଚନାନୁଯାୟୀ,…

ଭୁବନେଶ୍ୱର ରେଳ ଷ୍ଟେସନର ବିକାଶ ପାଇଁ ଟେଣ୍ଡର ଆହ୍ୱାନ

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବ ବୋଲି ଦୀର୍ଘ ଦିନ ହେବ ପ୍ରଚାର ହୋଇ ଆସୁଛି । ହେଲେ ତାହା ବାସ୍ତବତାରେ ପରିଣତ ହେବା ପାଇଁ ଦିନ ପରେ ଦିନ ଗଡ଼ି ଚାଲିଛି । ତେବେ ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ରେଳ ଷ୍ଟେସନର ବିକାଶ ନେଇ ଆଶା ଜନ୍ମିଛି । ପ୍ରାଥମିକ…