Browsing Category

ଓଡିଶା

କ୍ରାଇମ ପାଟ୍ରୋଲ ଦେଖି ଲୁଟ୍ ଯୋଜନା, ମହିଳାଙ୍କ ସହ ପ୍ରେମିକ ଗିରଫ

କଟକ: ପ୍ରେମିକ ସହ ମିଶି ଲୁଟ୍ ଯୋଜନା, ପଡ଼ିଲା ମହଙ୍ଗା । ଗିରଫ ହେଲେ ଘରୋଇ ଫାଇନାନ୍ସ କମ୍ପାନିର ମହିଳା ଏଜେଣ୍ଟ । ମହିଳାଙ୍କ ସହ ପ୍ରେମିକ ଗିରଫ, ଜଣେ ନାବାଳକ ଅଟକ । ଘରୋଇ ଚ୍ୟାନେଲରେ କ୍ରାଇମ ପାଟ୍ରୋଲ ଦେଖି ଲୁଟ୍ ଯୋଜନା କରିବା ପରେ ଗିରଫ ହେଲେ ଘରୋଇ ଫାଇନାନ୍ସ କମ୍ପାନୀର ମହିଳା…

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅସୁସ୍ଥ, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅସୁସ୍ଥ। ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ୱିଟ କରି କହିଛନ୍ତି…

ସମ୍ବଲପୁରରେ ପାଳିତ ହୋଇଛି ପ୍ରସିଦ୍ଧ ଶୀତଳ ଷଷ୍ଠୀ

ଜ୍ୟୈଷ୍ଠ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ମା' ପାର୍ବତୀ ଓ ଶିବ ଶଙ୍କରଙ୍କର ବିବାହ ଉତ୍ସବ ଏବଂ ତା'ପରଦିନ ଶୀତଳଷଷ୍ଠୀ ଯାତ୍ରା ପାଳନ କରାଯାଏ।ପୁରାଣରେ ଥିବା ତଥ୍ୟ ଅନୁଯାୟୀ ମାତା ସତୀ ଦେହତ୍ୟାଗ କରିବା ପରେ ମହାଦେବ ରୁଦ୍ର ଅବତାର ଧାରଣ କରିଥିଲେ। ପରେ ମାତା ଦ୍ୱିତୀୟ ଅବତାର ରୁପେ ପର୍ବତ…

ଶପଥ ପାଠ ପରେ ମନ୍ତ୍ରୀଙ୍କୁ ଦାୟିତ୍ୱ ବଣ୍ଟନ

ଭୁବନେଶ୍ବର: ନବୀନ ସରକାରଙ୍କ ମନ୍ତ୍ରିମଣ୍ଡଳର ନବକଳେବର ହୋଇ ଗଠନ ହେଲା ନୂଆ ଟିମ୍। ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ମୋଟ ୨୧ ଜଣ। ଏମାନଙ୍କ ମଧ୍ୟରେ ୧୩ ଜଣଙ୍କୁ କ୍ୟାବିନେଟ ପାହ୍ୟା ଏବଂ ୮ ଜଣଙ୍କୁ ସ୍ଵାଧୀନ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ଵ ମିଳିଛି। ରବିବାର ଦିନ ଲୋକସେବା ଭବନଠାରେ…

ରାଜଧାନୀରେ ବିଳମ୍ବିତ ରାତିରେ ୧୯ଟି ବାରରେ ପୋଲିସର ଚଢ଼ାଉ

ଭୁବନେଶ୍ୱର: ରାଜଧାନୀର ବାରରେ କମିଶନରେଟ ପୋଲିସର ଚଢ଼ାଉ । ଜୋନ୍-୪ ଓ ଜୋନ୍-୬ ଅଞ୍ଚଳରେ ୧୯ଟି ବାରରେ ରେଡ୍ କରିଛି ପୋଲିସ । ବାରଗୁଡ଼ିକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିବା ଖବର ପାଇ ଗତକାଲି ରାତିରେ ଦୁଇଟି ଜୋନକୁ ନେଇ ଡିସିପିଙ୍କ ନେତୃତ୍ବରେ ଅଚାନକ ଚଢ଼ାଉ ହୋଇଥିଲା । ଏସିପି ଜୋନ-୪…

ସମ୍ବଲପୁର ଆଇଆଇଏମ ଓଡ଼ିଶାକୁ ମ୍ୟାନେଜମେଣ୍ଟ ଦୁନିଆରେ ନୂଆ ପରିଚୟ ଦେବ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ କେନ୍ଦ୍ର ବିଜେପି ସରକାରଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଏକାଧିକ କାର୍ଯ୍ୟକ୍ରମରେ ସାମିଲ…

ଓଡ଼ିଶାର ୧୧ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସଂପ୍ରତି ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଉପକୂଳ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଏ ପରିସ୍ଥିତିରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ୬ ତାରିଖ ସୋମବାର ମଧ୍ୟାହ୍ନ ସୁଦ୍ଧା ଉପକୂଳ ଓଡ଼ିଶାର…

ଜୁଆ ଆଡ୍ଡାରେ ପୋଲିସର ଚଢାଉ, ୪ ଗିରଫ

ଅନୁଗୋଳ: ଛେଣ୍ଡିପଦା ପୋଲିସକୁ ସଫଳତା । ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୪ଜଣଙ୍କୁ ଗିରଫ କରିବା ସହ ଟଙ୍କା ଓ ବାଇକ ଜବତ କଲା ପୋଲିସ । ନୂଆଁପଡା ଗାଁର ପେଟ୍ରୋଲ ଟାଙ୍କି ପଛ ପାଖରେ ଥିବା ଏକ ପରିତ୍ୟକ୍ତ ସ୍ଥାନରେ ଅନେକ ଦିନ ହେଲା ଜୁଆ ଆଡ୍ଡା ଚାଲିଥିବା ବେଳେ ଏନେଇ ଖବର ପାଇ ଶନବାର ରାତିରେ…

୧୦ରେ ପିସିସି କାର୍ଯ୍ୟଭାର ଗ୍ରହଣ କରିବେ ଶରତ ପଟ୍ଟନାୟକ

ଭୁବନେଶ୍ୱର: ଆସନ୍ତା ୧୦ ତାରିଖରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ କାର୍ଯ୍ୟଭାର ଗ୍ରହଣ କରିବେ ନବନିଯୁକ୍ତ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ । ନୂଆଦିଲ୍ଲୀରୁ ବିମାନରେ ଆସି ସକାଳ ୧୦ଟା ୩୦ରେ ପହଞ୍ଚିବେ ଶରତ । ସେଠାରୁ ସମର୍ଥକମାନେ ତାଙ୍କୁ ଶୋଭାଯାତ୍ରାରେ ନେଇ ଆସିବେ । ରାଜ୍ୟ…

ଲୋକସେବା ଭବନ କନଭେନସନ୍‌ ହଲରେ ଶପଥ ନେଲେ ୨୧ ମନ୍ତ୍ରୀ

ଭୁବନେଶ୍ୱର : ଆଜି ନବୀନଙ୍କ ନୂଆ ଟିମ୍ ଶପଥ ଗ୍ରହଣ କରିଛନ୍ତି। ପୁରା ମନ୍ତ୍ରିମଣ୍ଡଳର ନବକଳେବର ହୋଇଛି । ଆଜି ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଦିନ ୧୧ଟା ୪୫ରେ ଲୋକସେବା ଭବନ କନଭେନସନ୍ ହଲ୍‌ରେ ଶପଥଗ୍ରହଣ ଉତ୍ସବ ଆୟୋଜିତ ହୋଇଥିଲା। ଏହି ଅବସରରେ…