Browsing Category

ଓଡିଶା

ରାଜ୍ୟରେ ଆଉ ୧୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୫ଜଣ ରହିଛନ୍ତି । ଆଜିର ସଂକ୍ରମିତଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟର…

ଖୋର୍ଦ୍ଧାର ଜବରଦସ୍ତପୁରରୁ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା: ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ବ୍ରାଉନସୁଗାର କାରବାର । ପୁଣି 10 ଗ୍ରାମ ବ୍ରାଉନସୁଗାର ଜବତ କଲା ଆଦର୍ଶ ଥାନା ପୋଲିସ । ଖୋର୍ଦ୍ଧାର ଜବରଦସ୍ତପୁର ଅଞ୍ଚଳରୁ ବ୍ରାଉନସୁଗର ଜବତ କରାଯାଇ ଅଭିଯୁକ୍ତ କୃଷ୍ଣ ଧଳକୁ ଗିରଫ କରିଛି ପୋଲିସ । ସୂଚନାଅନୁଯାୟୀ,…

ଓଡ଼ିଶାରେ ପ୍ରଥମ ଥର ପାଇଁ ଗଡ଼ିବ ଡବଲ୍‌ ଡେକର୍‌ ଟ୍ରେନ୍‌

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଏକ ଡବଲ ଡେକର ଟ୍ରେନ୍‌ ଚାଲିବ । ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ବଦଳରେ ଡବଲ ଡେକର ଟ୍ରେନ ଚଳାଇବାକୁ ଯୋଜନା କରିଛି ରେଳ ମନ୍ତ୍ରାଳୟ । ମିଳିଥିବା ସୂଚନା ମୁତାବକ ଦକ୍ଷିଣ ପୂର୍ବ ରେଲପଥର ଚକ୍ରଧରପୁର ରେଳ ମଣ୍ଡଳ ଅଧୀନରେ ଏକ ଡବଲ୍‌…

ଶ୍ରୀ ଲିଙ୍ଗରାଜଙ୍କ ନୀତି ବିଭ୍ରାଟ : ବୈଠକ ଡାକିଲେ ଉପଜିଲ୍ଲାପାଳ

ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିରରେ ସୃଷ୍ଟି ହୋଇଥିବା ନୀତି ବିଭ୍ରାଟର ସମାଧାନ ପାଇଁ ଉପଜିଲ୍ଲାପାଳ ଡାକିଲେ ବୈଠକ । ସେବାୟତଙ୍କ ସହ ବୈଠକରେ ଆଲୋଚନା ହେବ । ଆଲୋଚନାରୁ ସମାଧାନର ବାଟ ବାହାରିବାର ସମ୍ଭାବନା ରହିଛି । ହେଲେ, ଏପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି ସ୍ୱାଭାବିକ ହୋଇନଥିବା…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ୫୦ ରୁ ଅଧିକ ଶ୍ରୀମନ୍ଦିର ସେବାୟତ

ଭୁବନେଶ୍ୱର: ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ନିର୍ମାଣ କାର୍ଯ୍ୟ ଉପରେ ସୁପ୍ରିମକୋର୍ଟଙ୍କ ରାୟ ପରେ ୫୦ ରୁ ଅଧିକ ସେବାୟତ ଶୁକ୍ରବାର ଦିନ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଖବର ଅନୁଯାୟୀ, ସମସ୍ତ ସେବାୟତମାନେ ତାଙ୍କ ବାସଭବନରେ ନବୀନ ନିୱାସରେ ଓଡିଶା…

ରାଜଧାନୀରେ ବାର୍ ଉପରେ ଅବକାରୀ ବିଭାଗର ଚଢ଼ାଉ, କାରଣ ଦର୍ଶାଅ ନୋଟିସ୍ ଜାରି

ଭୁବନେଶ୍ୱର: ମଦ ଆସରକୁ ନାଚଗୀତରେ ମସଗୁଲ ନିଶାଡ଼ି । ନିୟମ ବେଖାତିର କରି ବିଳମ୍ବିତ ରାତିରେ ଚାଲିଥିଲା ବାର୍‌ । ଖାରବେଳନଗର ଥାନା ଅଧିନରେ ଥିବା ସନ ଗ୍ରୀନରେ ଅଚାନକ ରେଡ୍‌ କରିଛି ଅବକାରୀ ଟିମ । ବିଳମ୍ବିତ ରାତିରେ ମଦର ଆସର ଜମିଥିବାରୁ ହୋଟେଲ ସନ ଗ୍ରୀନକୁ ଅବକାରୀ ବିଭାଗର କାରଣ…

କଟକରୁ ୨୬ ଲକ୍ଷର ୫ଶହ ଟଙ୍କିଆ ନୋଟ୍ ଜବତ

କଟକ: ପଶ୍ଚିମବଙ୍ଗ ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ୨୬ ଲକ୍ଷ ଟଙ୍କାର ନଗଦ ଟଙ୍କା ଜବତ ହୋଇଛି । ଏହି ଟଙ୍କା ସେ' କେଉଁଠୁ ଆଣିଲେ ତାହାର ପ୍ରମାଣ ଦେଇନପାରିବାରୁ ପୁଲିସ ଟଙ୍କା ଜବତ କରି ଆୟକର ବିଭାଗକୁ ହସ୍ତାନ୍ତର କରିଛି । ତେବେ ଏହି ଟଙ୍କା ପଛରେ ଜିଏସ୍‌ଟି ଠକେଇ ର‌୍ୟାକେଟ୍‌ ଥାଇପାରେ…

ଜୁନ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ

ଭୁବନେଶ୍ବରଁ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଜୁନ ଶେଷ ସୁଦ୍ଧା ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ଖାତାଦେଖା ଶେଷ ହୋଇ ଅନ୍ୟ ପ୍ରକ୍ରିୟା ଚାଲିଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ତେବେ କରୋନା ମହାମାରୀ ଯୋଗୁ…

ବାପାଙ୍କୁ କାଠଫାଳିଆରେ ପିଟି ପିଟି ହତ୍ୟା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଚାନ୍ଦିପୋଶ ଥାନା ରାଣିବର୍ଣ୍ଣେ ଗାଁରେ ଅଭାବନୀୟ ଘଟଣା । କାଠ ଫାଳିଆରେ ବାପାକୁ ପିଟି ପିଟି ହତ୍ୟା କଲେ ଦୁଇ ପୁଅ । ହତ୍ୟା ପରେ ବାପାଙ୍କ ମୃତଦେହ ଉପରେ ସ୍କୁଟି ଚଢାଇଦେଲେ ପୁଅ । ହତ୍ୟାକାଣ୍ଡ ପରେ ଦୁଇ ପୁଅ ଫେରାର ହୋଇଥିବା ସୂଚନା । ପୋଲିସ…

ଭିଜିଲାନ୍ସ ଜାଲରେ ଅନୁ ସଚିବ, ୩୦ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଅନୁସଚିବ । ଲାଞ୍ଚ ନେଇ ଧରାପଡ଼ିଲେ ଅନୁସଚିବ ପୂର୍ଣ୍ଣଚନ୍ଦ୍ର ସାହୁ । ଯୋଜନା ଓ ସଂଯୋଜନ ବିଭାଗ ଅନୁସଚିବ ଅଛନ୍ତି ପୂର୍ଣ୍ଣଚନ୍ଦ୍ର ସାହୁ । ଏକ କାର୍ଯ୍ୟ କରିବା ବଦଳରେ ଲାଞ୍ଚ ମାଗୁଥିଲେ ପୂର୍ଣ୍ଣଚନ୍ଦ୍ର । ଅଭିଯୋଗ ପାଇ ପୂର୍ବ ସୂଚନା ମୁତାବକ ଜଗି…