Browsing Category

ଓଡିଶା

ମାକ୍ସ ନ ପିନ୍ଧିଲେ ପୂର୍ବ ଭଳି କଟାଯିବ ଫାଇନ୍‌: ଭୁବନେଶ୍ୱର ମେୟର

ଭୁବନେଶ୍ୱର : ଏଣିକି ମାକ୍ସ ନ ପିନ୍ଧିଲେ ହେବ କାର୍ଯ୍ୟାନୁଷ୍ଠାନ । ପୂର୍ବ ଭଳି କଟାଯିବ ଫାଇନ । ଭୁବନେଶ୍ୱରରେ ବଢୁଥିବା ସଂକ୍ରମଣ ଦେଖି ରାଜଧାନୀ ବାସୀଙ୍କୁ ତାଗିଦ କଲେ ମେୟର । ଏହା ସହ କୋଭିଡ କଟକଣାକୁ ସଠିକ୍‌ ଭାବେ ପାଳନ କରିବା ଲାଗି ସମସ୍ତ ରାଜଧାନୀ ବାସୀଙ୍କୁ ହାତଯୋଡ଼ି ନିବେଦନ କଲେ…

ନୂଆପଡା ପାଟଧରା ଜଙ୍ଗଲ ଭିତରୁ ମାଓ କ୍ୟାମ୍ପ ଠାବ

ନୂଆପଡା ୯।୭: ପଡୋଶୀ ଛତିଶଗଡ଼ ସୀମାନ୍ତ ପାଟଧରା ସଂରକ୍ଷିତ ଜଙ୍ଗଲରୁ ନୂଆପଡା ପୋଲିସ ଏସଓଜି, ଡିଭିଏଫ ଓ ସିଆରପିଏଫ ଜବାନଙ୍କ ସହାୟତାରେ ମାଓ କ୍ୟାମ୍ପ ଠାବ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ନୂଆପଡା ଏସପି…

ସୁନାବେଶ ପାଇଁ ପୁରୀକୁ ଗଡିବ ୨୦ଟି ସ୍ପେଶାଲ ଟ୍ରେନ

ଭୁବନେଶ୍ବର: ମହାପ୍ରଭୁଙ୍କୁ ଦର୍ଶନ ପାଇଁ କୋଣ ଅନୁକୋଣରୁ ପୁରୀକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ । ତେବେ ଦର୍ଶନ କରିବା ଲାଗି କାହିଁ କେତେ ଦୂରରୁ ଆସିବେ ଶ୍ରଦ୍ଧାଳୁ । ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ନେଇ ରେଳ ମନ୍ତ୍ରାଳୟ 20ଟି ସ୍ପେଶାଲ ଟ୍ରେନ ସେବା ଆରମ୍ଭ ନେଇ ଘୋଷଣା କରାଯାଇଛି । …

ରାଜ୍ୟରେ ୫୦୦ ଅତିକ୍ରମ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ବଢ଼ୁଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ କିଛି ଦିନ ହେବ ଦୈନିକ ସଂକ୍ରମଣ ୫୦୦ ଉପରେ ରହୁଥିବା ବେଳେ ଆଜି ୫୦୦ ଅତିକ୍ରମ କରିଛି ସଂକ୍ରମିତ ଙ୍କ ସଂଖ୍ୟା । ଶନିବାର ଦିନ ୫୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪୭୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା…

୨୯ ବର୍ଷ ପରେ ବିଦେଶରୁ ଜନ୍ମମାଟିକୁ ଫେରିଲେ ଓଡ଼ିଆ ଝିଅ

ଫୁଲବାଣୀ: ଆଗ୍ଲୋଂ ଇଣ୍ଡିଆନ ମନକୁ ଦେଇଥିଲା କଷ୍ଟ, ଭାବିବାକୁ ବାଧ୍ୟ୍ୟ କଲା ମୁଁ କିଏ । ତାପରେ ଖୋଜିଥିଲା ନିଜ ପରିଚୟ । 29 ବର୍ଷ ପୂର୍ବେ ଓଡ଼ିଶାର କନ୍ଧମାଳର ଏକ ଆଶ୍ରମରୁ ବିଦେଶ ଦମ୍ପତି 3ମାସର ଶିଶୁ କନ୍ୟା ପୋଷ୍ୟ ସନ୍ତାନ କରି ବିଦେଶ ନେଇ ଯାଇଥିଲେ । କିନ୍ତୁ 29 ବର୍ଷ ପରେ ଯୁବତୀ ଜଣକ…

କମ୍ବିଂରୁ ଫେରୁଥିବା ସମୟରେ ନାଳରେ ଭାସିଗଲେ ଯବାନ..

ମାଲକାନଗିରି :-୦୯/୦୭ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ କମ୍ବିଂ ସାରି ଫେରୁଥିବା ସମୟରେ ନାଳରେ ଭାସି ଯାଇ ଜଣେ ସିଆରପିଏଫ ଯବାନ ନିଖୋଜ ଥିବା ଜଣା ପଡ଼ିଛି। ବିଜାପୁର ଜିଲ୍ଲାରେ ଗତ କିଛି ଦିନ ହେଲା ବର୍ଷା ଲାଗି ରହିଥିବା ବ‌େଳେ ସିଆରପିଏଫ ର କୋବ୍ରା…

ଜମି ବିବାଦକୁ ନେଇ ବାପାକୁ ହତ୍ୟା କରି ଜାଳି ଦେଲା ପୁଅ

ବରଗଡ଼: ଜମି ଲୋଭରେ ସଇତାନ ପାଲଟିଗଲା ପୁଅ। ଜନ୍ମକଲା ବାପକୁ ବି ଛାଡିଲାନି। ଲୁହା ରଡରେ ପିଟି ପିଟି ମାରିବା ପରେ ପୋଡି ଦେଇଛି ପୁଅ। ଏମିତି ଲୋମହର୍ଷଣକାରୀ ଘଟଣା ବରଗଡର ଜିଲ୍ଲାରେ ଘଟିଛି। ପୋଲିସ ମଶାଣିରେ ପହଞ୍ଚି ଦରପୋଡା ଶବ ଜବତ କରିଛି। ବରଗଡ଼ ଜିଲ୍ଲା ବରପାଲି ଥାନା…

ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କଲେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଦ୍ରୌପଦୀ ମୁର୍ମୁଙ୍କୁ ଶୁଦ୍ଧ ଶାକାହାରୀ ମଧ୍ୟାହ୍ନ ଭୋଜନରେ ଆପାୟିତ କଲେ ମୁଖ୍ୟମନ୍ତ୍ରୀ । ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସହ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ । ପ୍ରଜାପିତା ବ୍ରହ୍ମକୁମାରୀ ଦିକ୍ଷିତା…

ଆଜି ମୁଁ ଯାହା ହୋଇଛି, ବିଜେପି ପାଇଁ ହୋଇଛି: ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଓଡ଼ିଶାକୁ ନିର୍ବାଚନ ପ୍ରଚାରରେ ଆସିଥିବା ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ରାତ୍ୟ ଅତିଥି ଭବନରେ ବିଜେପି ସାଂସଦ ଓ ବିଧାୟକମାନଙ୍କୁ ସମ୍ବୋଧିତ କଲା ବେଳେ ଭାବବିହ୍ୱଳ ହୋଇଛନ୍ତି । ଭାଷଣ ଆରମ୍ଭରୁ ବିଜେପିର କାର୍ଯ୍ୟକର୍ତାଙ୍କ…

ଏସ୍‌ଆରସି ଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍ କରି ଟଙ୍କା ମାଗିଲେ ସାଇବର ଠକ

ଭୁବନେଶ୍ୱର: ସାଇବର ଠକଙ୍କ ଟାର୍ଗେଟରେ ବରିଷ୍ଠ ଆଇଏଏସ ଅଫିସର । ଏସଆରସି ପ୍ରଦୀପ ଜେନାଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍ କରି ଟଙ୍କା ମାଗିଲେ ସାଇବର ଠକ । ଏନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଏସଆରସି ପ୍ରଦୀପ ଜେନା । ତାଙ୍କ ଫଟୋକୁ ବ୍ୟବହାର କରି ଅନ୍ୟ ଏକ ଆକାଉଣ୍ଟ ଖୋଲିଛନ୍ତି ଦଲାଲ୍ ।…