Browsing Category

ଓଡିଶା

ରାଜଧାନୀରେ ପୁଣି ରାଗିଂ ଅଭିଯୋଗ

ଭୁବନେଶ୍ୱର: କଲେଜରେ ଥମୁନି ରାଗିଂ ବିବାଦ। ବିଜେବି କଲେଜରେ ରାଗିଂକୁ ନେଇ ରାଜ୍ୟରେ ଅସନ୍ତୋଷ ବଢ଼ୁଥିବା ବେଳେ ପୁଣି ରାଜଧାନୀରେ ରାଗିଂ ଅଭିଯୋଗ ଆସିଛି। ବେସିକ୍ ସାଇନ୍ସ କଲେଜ ଛାତ୍ରଙ୍କୁ ରାଗିଂ ହୋଇଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି । ୩ ଜଣ ସିନିୟର ଛାତ୍ର ଜୁନିୟର…

ରାଉରକେଲାରେ ୩୧୧ କୋଟି ଜିଏସଟି ଠକେଇ ଅଭିଯୋଗ, ୫ ଗିରଫ

ରାଉରକେଲା: ବଡ଼ ଧରଣର ଜିଏସଟି ଠକେଇ । ୩୧୧ କୋଟି ଜିଏସଟି ଠକେଇ ଅଭିଯୋଗ । ଜିଏସଟି ଠକେଇ ଅଭିଯୋଗରେ ୫ ଜଣ ବ୍ୟବସାୟୀ ଗିରଫ ହୋଇଛନ୍ତି । ଗିରଫଙ୍କ ମଧ୍ୟରେ ୪ ଜଣ ରାଉରକେଲାର ହୋଇଥିବାବେଳେ ଜଣେ ସୁନ୍ଦରଗଡ଼ ଅଞ୍ଚଳର । ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ଟିମ୍ ପଷରୁ ୫ ଜଣଙ୍କୁ ଗିରଫ କରାଯାଇଛି ।…

ମା’କୁ ହାଣିଲା ପୁଅ, ଘଟଣାର ତଦନ୍ତ ଆରମ୍ଭ

ନିଶ୍ଚିନ୍ତକୋଇଲି: ମା'କୁ ହାଣିଲା ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ବୁଧବାର ସକାଳୁ ସକାଳୁ ଏଭଳି ଅଭାବନୀୟ ଘଟଣା ଘଟିଛି । ମା'ର ବେକକୁ ପନିକିରେ ହାଣି ହତ୍ୟା କରିଛି…

ରାଜ୍ୟରେ ଆଉ ୪୦୧ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୦୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୩୬ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୬୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୪୪ ଜଣ ସଂକ୍ରମିତ…

ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାରେ ଓଡିଶା ୧ ନମ୍ବର ହୋଇଛି : କୃଷି ମନ୍ତ୍ରୀ

ଭୁବନେଶ୍ବର ୬ । ୭ : ବିଧାନସଭା ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନ । ବିଧାନସଭା ପ୍ରଶ୍ନକାଳରେ ଖୁସି ପ୍ରକାଶ କଲେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ସେ କହିଛନ୍ତି, ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାରେ ଓଡିଶା ୧ ନମ୍ବର ହୋଇଛି । ତେଣୁ ଆଜି…

ଦ୍ରୌପଦୀ ମୁର୍ମୁଙ୍କ ପାଇଁ ସମର୍ଥନ ମାଗିବାକୁ କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲା ବିଜେଡି

ଭୁବନେଶ୍ବର: ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ସମର୍ଥନ ମାଗିବାକୁ କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଛନ୍ତି ବିଜେଡିର ପ୍ରତିନିଧୀଦଳ ଭେଟିଛନ୍ତି। ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ସ୍ନେହାଙ୍ଗିନୀ ଛୁରିଆ ଓ ବିଧାୟକ…

ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ମାମଲା; ପୁରୁଷ ବନ୍ଧୁ କଲେ ଆତ୍ମହତ୍ୟା

ବହୁଚର୍ଚ୍ଚିତ ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ଘଟଣା ଉପରୁ ପରଦା ନହଟୁଣୁ ଘଟିଛି ଆଉ ଏକ ଅଘଟ। ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି । ଖବରପାଇ ଉଦିତନଗର ଥାନା ପୁଲିସ୍‌ ଘଟଣାସ୍ଥଳକୁ ଯାଇ ତାଙ୍କ ଝୁଲନ୍ତା…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି

ଭୁବନେଶ୍ୱର:ରାଷ୍ଟ୍ରପତି ନିର୍ବାଚନ ପାଇଁ ରାଜନୀତିର ପଶାଖେଳ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ ରାୟଗଡ଼ାର ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା ପରେ ଘୋଷଣା କରିଛନ୍ତି ମକରନ୍ଦ…

ହଷ୍ଟେଲ ଖାଦ୍ୟ ଖାଇବା ପରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଲେ ୧୦୦ ଛାତ୍ରୀ

ମଧ୍ୟାହ୍ନ ଭୋଜନ ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଛନ୍ତି ୧୦୦ରୁ ଅଧିକ ଛାତ୍ରୀ । ସୁନ୍ଦରଗଡ଼ ଜିଲ୍ଲା ବଣାଇରୁ ଏଭଳି ଏକ ଖବର ଆସିଛି । ହଷ୍ଟେଲ ଖାଦ୍ୟ ଖାଇବା ପରେ ଉକ୍ତ ଛାତ୍ରୀମାନଙ୍କର ଦେହ ଖରାପ ହେବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ମୁତାବକ, ଅସୁସ୍ଥ ହୋଇଥିବା…

ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ନେଇ ନରସିଂହଙ୍କୁ ଭେଟିଲେ ବିଜେଡି ସାଙ୍ଗଠନିକ ସଂପାଦକ

ଭୁବନେଶ୍ୱର: ମାଟିର ଝିଅକୁ ଜିତାଇବାକୁ ଅଣ୍ଟାଭିଡିଲା ବିଜେଡି । ଦଳମତ ନିର୍ବିଶେଷରେ ଓଡ଼ିଶାର ସମସ୍ତ ବିଧାୟକ ଓ ସାଂସଦ ଓଡ଼ିଶା ମାଟିର ଝିଅ ତଥା ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଯେଭଳି ଭୋଟ ଦିଅନ୍ତି ସେ ନେଇ ଅଭିଯାନ ଆରମ୍ଭ କରିଛି ବିଜୁ ଜନତା ଦଳ । ସ୍ୱୟଂ…