Browsing Category

ଓଡିଶା

ଓଲଟିଲା ବରଯାତ୍ରୀ ଗାଡି: ଜଣେ ମୃତ, ୭ ଗୁରୁତର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ସଂକୁଚା ନିକଟରେ ବରଯାତ୍ରୀ ଗାଡି ଦୁର୍ଘଟଣାଗସ୍ତ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଝାରପୋଖରିଆ ଥାନା ପାକଟିଆ ଅଞ୍ଚଳରୁ ବାହାଘର ସାରି…

ବେଆଇନ ଗର୍ଭସ୍ଥ ଶିଶୁ ଙ୍କ ଲିଙ୍ଗ ନିରୂପଣ ଘଟଣା : ତଥାପି ଜାଲ ରେ ପଡିନି ବଡ଼ ମାଛ…!

ଜାଲ କାଟି ଖସି ଯିବାକୁ ଚେଷ୍ଟା ରେ ବଡ ମାଛ...!! ବ୍ରହ୍ମପୁର : ବ୍ରହ୍ମପୁର ସହରରେ ମାଳ ମାଳ ନର୍ସିଙ୍ଗ ହୋମ ଓ ରୋଗ ନିଦାନ କେନ୍ଦ୍ର କାହାର ତ ଅଛି ଭିତିଭୂମି କାହାର ନାହିଁ ଏଥିପ୍ରତି ଜିଲ୍ଲା ପ୍ରଶାସନ ର ନଜର ହିଁ ନାହିଁ ଉଚ୍ଚ ପଦସ୍ତ ଅଧିକାରୀ ଙ୍କୁ ମୋଟା ଅଙ୍କର ପାଉଣା ଦେଇ…

ସରିଲା ବ୍ରଜରାଜନଗର ଉପନିର୍ବାଚନ ମତଦାନ, ଜୁନ୍ ୩ରେ ଫଳାଫଳ

ଭୁବନେଶ୍ୱର: ଆଜି ସକାଳ ୭ଟାରୁ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଥିଲା ଭୋଟ । ତେବେ ଆଜି ମତଦାନ ସମୟରେ ଜନସାଧାରଣ ଶାନ୍ତି ବଜାୟ ରଖିଥିବା ବେଳେ ଅପରାହ୍ଣ ୫ଟା ସୁଦ୍ଧା ମୋଟ ୬୯ ପ୍ରତିଶତ ମତଦାନ ହୋଇଛି । ୧୧ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ଏବେ ଇଭିଏମ୍ ବାକ୍ସରେ ସିଲ ହୋଇଥିବା…

ଓଡ଼ିଶାର କମାଣ୍ଡୋ ଦେବାଶିଷ ସେଠୀ, ସୁଧୀର କୁମାର ଟୁଡୁଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୀରତା ପୁରସ୍କାର ପ୍ରଦାନ କରିଛନ୍ତି। ଓଡ଼ିଶାର କମାଣ୍ଡୋ ଶହୀଦ୍‌ ଦେବାଶିଷ ସେଠୀ ଏବଂ ସୁଧୀର କୁମାର ଟୁଡୁଙ୍କୁ ମରଣୋପରାନ୍ତ ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯାଇଛି। ଓଡ଼ିଶା ପୋଲିସ କମାଣ୍ଡୋ ଦେବଶିଷ ସେଠୀ ଏବଂ ସୁଧୀର କୁମାର ଟୁଡୁଙ୍କୁ…

ହାଇ ସିକ୍ୟୁରିଟି ନମ୍ବର ପ୍ରଚଳନ ଦ୍ୱାରା ରୋଜଗାର ହରାଇବେ ୨୦ ହଜାରରୁ ଅଧିକ ପରିବାର

ଭୁବନେଶ୍ୱର : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପ୍ରଚଳନ ପରଠାରୁ ନମ୍ବର ପ୍ଲେଟ କାମ ଦ୍ୱାରା ରୋଜଗାର କରୁଥିବା ରାଜ୍ୟର ହଜାର ହଜାର ନମ୍ବର ପ୍ଳେଟ ଆର୍ଟିଷ୍ଟମାନେ ବେକାର ହୋଇଯାଇଛନ୍ତି। ଅଦ୍ୟାବଧି ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କର ଜୀବନ ଜୀବିକାର ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା…

କାଲିଠୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ଅନଲାଇନ ଆବେଦନ

ଭୁବନେଶ୍ୱର: ଆସନ୍ତାକାଲିଠୁ ଅର୍ଥାତ ଜୁନ ୧ରୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ ପାଇଁ ଆବେଦନ ଆରମ୍ଭ ହେବ। www.siam.in ପୋର୍ଟାଲକୁ ଯାଇ ଆବେଦନ କରିହେବ। ଏ ନେଇ ଟ୍ବିଟ କରି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଥାଉ କି, ୨୦୧୯…

ଭୁବନେଶ୍ୱରରେ ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା ଅଭିଯୋଗ

ଭୁବନେଶ୍ବର : ଯୌତୁକ ପାଇଁ ରାଜଧାନୀ ଭୁବନେଶ୍ୱରରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବିବାହର ମାସେ ପରେ ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ମା। ଅଭିଯୋଗ ପରେ ଖଣ୍ଡଗିରି ଥାନା ପୁଲିସ ହତ୍ୟା ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିବା ସହ…

ବ୍ୟାପିଲାଣି ମଙ୍କି ପକ୍ସ, ରାଜ୍ୟ ସରକାରଙ୍କ ପକ୍ଷରୁ ଆଲର୍ଟ ଜାରି

ଭୁବନେଶ୍ୱର: କରୋନା ମହାମାରୀର ଆତଙ୍କ ସରିନଥିବା ବେଳେ ମଙ୍କିପକ୍ସ ନେଇ ସାରା ବିଶ୍ୱରେ ଆତଙ୍କ ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ୩୦ଟି ଦେଶକୁ ବ୍ୟାପିସାରିଲାଣି ମଙ୍କିପକ୍ସ । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶ ନିରଞ୍ଜନ ମିଶ୍ର । ସେ…

ଜୁନ ମାସରେ ସ୍ଵାଭାବିକ ଠାରୁ ହୋଇପାରେ ଅଧିକ ବର୍ଷା: ଆଇଏମଡି ନିର୍ଦ୍ଦେଶକ

ଭୁବନେଶ୍ବର: ଆସନ୍ତା ମାସ ଅର୍ଥାତ ଜୁନ ମାସରେ ରାଜ୍ୟରେ ଭଲ ବର୍ଷା ହେବ। ଏହି ମାସରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ହେବ। ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସଂପୂର୍ଣ୍ଣ ଭାବେ କେରଳ ଛୁଇଁସାରିଛି। ଏହା ଧୀରେ ଧୀରେ କର୍ଣ୍ଣାଟକ, ଆସାମ, ମେଘାଳୟରେ ପ୍ରବେଶ କରୁଛି। ସାଧାରଣତଃ…

ପୁରୀ ଗଙ୍ଗାମାତା ମଠରେ ରହିଛି ଗୁପ୍ତ ସୁଡ଼ଙ୍ଗ: ଶ୍ରୀମନ୍ଦିରକୁ ଗୁପ୍ତ ରାସ୍ତା ଥିବା ଅନୁମାନ

ପୁରୀ: ଶ୍ରୀମନ୍ଦିର ନିକଟସ୍ଥ ବାଲିସାହିଠାରେ ଗଙ୍ଗାମାତା ମଠରେ ରହିଛି ଗୁପ୍ତ ସୁଡ଼ଙ୍ଗ । କୁହାଯାଉଛି, ଏହି ସୁଡଙ୍ଗରେ ରହିଛି ଅନେକ ଇତିହାସ । ସୁଡଙ୍ଗ ତଳେ ଏକ ଗୁପ୍ତ ପ୍ରକୋଷ୍ଠ ରହିଛି । ଏହି ପ୍ରକୋଷ୍ଠକୁ ବର୍ତ୍ତମାନ ସୁଦ୍ଧା ଖୋଲାଯାଇ ପାରିନାହିଁ କି କେହି ପ୍ରବେଶ ବି କରିପାରି…