Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଜୁନ୍ ୨ରୁ +୨ ଖାତାଦେଖା ଆରମ୍ଭ
ଭୁବନେଶ୍ୱର : ଜୁନ୍ ୨ରୁ +୨ ଖାତାଦେଖା ଆରମ୍ଭ । ୬୪ କେନ୍ଦ୍ରରେ ଅଫ୍ଲାଇନ୍ ଓ ୩୭ଟି କେନ୍ଦ୍ରରେ ଅନ୍ଲାଇନ୍ ମୂଲ୍ୟାୟନ ହେବ। ବୋର୍ଡ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ଖବର ଅନୁଯାୟୀ, ଆସନ୍ତା ଜୁନ୍ ୨ରୁ ଆରମ୍ଭ ହେବ ଯୁକ୍ତ ୨ ଖାତା ମୂଲ୍ୟାୟନ। ରାଜ୍ୟର ୬୪ କେନ୍ଦ୍ରରେ ଅଫ୍ଲାଇନ୍ ଓ!-->!-->!-->…
ଭୁବନେଶ୍ୱରରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ
ଭୁବନେଶ୍ୱର: ଭୁବନେଶ୍ୱରରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ପୋଲିସ ଓ ଡାକ୍ତର ପରିଚୟ ଦେଇ ଚଳାଉଥିଲେ କାରବାର । ଦୁଇ ଜଣ କୁଖ୍ୟାତ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଛି ଏସଟିଏଫ୍ । ସେମାନଙ୍କ ନିକଟରୁ ୧ କେଜି ୨୩୮ ଗ୍ରାମ୍ ବ୍ରାଉନସୁଗର ଜବତ ହୋଇଛି । ୧୭ ହଜାର ଟଙ୍କା ସହ ଫେକ୍!-->…
ବେଆଇନ ଗର୍ଭ ନିରୂପଣ କୁ ଲଗାମ ନାହିଁ : ଏବେ ବି ଭୃଣ ହତ୍ୟା ଚାଲିଛି ଘରୋଇ କ୍ଲିନିକ ରେ..!
ବ୍ରହ୍ମପୁର : କିଛି ଦିନ ର ବ୍ୟବଧାନ ପରେ ପୁଣିଭୃଣ ହତ୍ୟା ର କାହାଣୀ ବ୍ରହ୍ମପୁର ସହର ରେ ଦେଖିବାକୁ ମିଳିଛି. ନୂଆ ଏସ ପି ଯୋଗଦାନ ପରେ ସାଙ୍ଘାତିକ ବିଷୟ ଉପରେ ଆଜି ସେ ତଥ୍ୟ ରଖିଛନ୍ତି. ଯାହା ସ୍ୱାସ୍ଥ୍ୟ ବିଭାଗ ର ମୁଣ୍ଡ ବ୍ୟଥା ର କାରଣ ପାଲଟିଛି! ମାଳ ମାଳ କ୍ଲିନିକ ଭିତରେ!-->!-->!-->…
ନିସର୍ତ୍ତ ଖବର ପ୍ରସାରଣର ମହାପ୍ରଭାବ : ଛାତ୍ରବାସରେ ଛାତ୍ରଙ୍କ ମୃତ୍ୟୁ ଘଟଣା, ବିଦ୍ୟାଳୟର ଦାୟିତ୍ବହୀନତା ପାଈଁ ଦୁଇ…
ମାଲକାନଗିରି //ଖଇରପୁଟ (୨୭/୦୫) : ଖଇରପୁଟ ବ୍ଲକ ଅନ୍ତର୍ଗତ ଗତ ୧୫ ମେ ୨୦୨୨ ରେ ନନ୍ଦିନୀଗୁଡ଼ା ଆଶ୍ରମ ବିଦ୍ୟାଳୟର ଛାତ୍ରାବାସରେ ହୋଇଥିବା ଛାତ୍ରମୃତ୍ୟୁ ଘଟଣାରେ ଗୋଟିଏ ପାଦ ଆଗକୁ ଯାଇଛି ଜିଲ୍ଲା ପ୍ରଶାସନ ମାଲକାନଗିରି। ଉକ୍ତ ଘଟଣାକୁ ନେଇ ୧୬ ମେ ୨୦୨୨ ରେ ଏକ ପ୍ରାଥମିକ ତଦନ୍ତ!-->!-->!-->…
ନନ୍ଦନକାନନରେ ତିନି ମହଲା ବିଶିଷ୍ଠ କାର ପାର୍କିଂ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନନ୍ଦନକାନନଠାରେ ୩୫୪୨.୭୯ ଲକ୍ଷ ଟଙ୍କାରେ ନିର୍ମିତ ତିନି ମହଲା ବିଶିଷ୍ଟ ବହୁତଳ କାର ପାର୍କିଂ ସୁବିଧାର ଉଦ୍ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ବିକ୍ରମଏହି କେଶରୀ!-->…
ଓଡିଶା ଲଳିତକଳା ଏକାଡେମୀ ପକ୍ଷରୁ ଧର୍ମପଦ ପୁରସ୍କାର ଘୋଷଣା
ଭୁବନେଶ୍ବର: ୨୦୨୧ ଧର୍ମପଦ ପୁରସ୍କାର ପାଇବେ ଲଲାଟ ମୋହନ ପଟ୍ଟନାୟକ । ଚିତ୍ରକଳା, ସ୍ଥାପତ୍ୟ କଳା ପାଇଁ ପାଇବେ ପୁରସ୍କାର ପାଇବେ ଲଲାଟ ମୋହନ । ଧର୍ମପଦ ପୁରସ୍କାର ପାଇଁ ୫ଲକ୍ଷ ଟଙ୍କା ପାଇବେ ଲଲାଟ ମୋହନ । ଅନ୍ୟ ୫ ବରିଷ୍ଠ ଚିତ୍ରଶିଳ୍ପୀ ମଧ୍ୟ ହେବେ ସମ୍ବର୍ଦ୍ଧିତ । ୫ଚିତ୍ରଶିଳ୍ପୀ ହେଲେ!-->…
ଅନୁଭବ-ବର୍ଷା ପାରିବାରିକ ବିବାଦ: ଉଭୟ ପରସ୍ପର ପ୍ରତି କୌଣସି ଆକ୍ଷେପ ନକରିବାକୁ କୋର୍ଟ ଙ୍କ ନିର୍ଦ୍ଦେଶ
କଟକ: ବର୍ଷା ଅନୁଭବଙ୍କୁ ସୋସିଆଲ ମିଡିଆ ମନା । ସୋସିଆଲ ମିଡ଼ିଆକୁ ଆସିପାରିବେ ନାହିଁ ବର୍ଷା ଓ ଅନୁଭବ । ଜୁଲାଇ ୪ ତାରିଖ ଯାଏ କୌଣସି ଭିଡ଼ିଓ ପୋଷ୍ଟ କରିପାରିବେନି ଉଭୟ । ଉଭୟ ପକ୍ଷକୁ ନୋଟିସ୍ ଜାରି କଲେ ହାଇକୋର୍ଟ । ଉଭୟ ପରସ୍ପର ପ୍ରତି କୌଣସି ଆକ୍ଷେପ ନକରିବାକୁ କୋର୍ଟ ଙ୍କ!-->…
ଭିଜିଲାନ୍ସ କେସରେ ଡାବୁଗାଁ ବିଧାୟକଙ୍କୁ ୯ ବର୍ଷ ପରେ ନିର୍ଦ୍ଦୋଷ ସାବ୍ୟସ୍ତ କଲେ କୋର୍ଟ
ଭିଜିଲାନ୍ସ କେସରେ ନିର୍ଦ୍ଦୋଷ ସାବ୍ୟସ୍ତ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ଏଥିପାଇଁ ଆଜି ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ସେ ହାଜର ହୋଇଥିଲେ । ୨୦୦୯ ମସିହାରେ ନନ୍ଦାହାଣ୍ଡି ବ୍ଳକରେ କିରାଣୀ ଥିବା ସମୟରେ ସରକାରୀ ତହବିଲରୁ ମିଥ୍ୟା ବିଲ୍ କରି ଟଙ୍କା ହଡପ ମାମଲାରେ ଆଜି ରାୟ!-->…
ଚଳନ୍ତା ଅଟୋ ଉପରେ ପଡିଗଲା ଗଛ; ଜଣେ ମହିଳା ମୃତ, ୨ ଗୁରୁତର
ଅନଗୁଳ: ଜାତୀୟରଜପଥ ୧୪୯ ବାଲିପଶି ଗ୍ରାମ ନିକଟରେ ଏକ ଚଳନ୍ତା ଅଟୋ ଉପରେ ହଠାତ୍ ଖସିଲା ଶୁଖିଲା ଗଛ। ଫଳ ରେ ଅଟୋ ରେ ବସିଥିବା ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗର୍ଭବତୀ ମହିଳାଙ୍କୁ ମିଶାଇ ୨ ଜଣ ଗୁରୁତର ଅଛନ୍ତି ।ଗୁରୁତରଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି!-->…
କଟକ ଜଗତପୁରରେ ନକଲି କୋଲ୍ଡଡ୍ରିଙ୍କ୍ସ ଫ୍ୟାକ୍ଟ୍ରି ଉପରେ ଚଢାଉ
କଟକ: କଟକ ଜଗତପୁରରେ ଏକ ମୄଦ୍ୟୁ ପାନୀୟ ଗୋଦାମ ଉପରେ ଚଢ଼ାଉ। ସିଏମସି ସ୍ୱାସ୍ଥ୍ୟ ବିଭାଗ , ଜଗତପୁର ପୋଲିସ ଓ ଫୁଡ୍ ସ୍କ୍ୱାର୍ଡ ପହଞ୍ଚି ଛାନଭିନ୍ କରିଛନ୍ତି । ତେବେ ନିମ୍ନମାନର ପାଣି ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି । ଅପମିଶ୍ରଣ ସହ ଅନ୍ୟାନ୍ୟ ଅନିୟମିତତା ଅଭିଯୋଗ ହୋଇଛି । ପାଞ୍ଚ!-->…