Browsing Category

ଓଡିଶା

ବୌଦ୍ଧ ହାତୀ ମୃତ୍ୟୁ ଘଟଣା: ୩ ବନ କର୍ମଚାରୀ ସସପେଣ୍ଡ

ବୌଦ୍ଧ: ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ । ବୌଦ୍ଧ ଜିଲ୍ଲା ବଘିଆପଡ଼ା ରେଞ୍ଜରେ ଦୁଇ ହାତୀ ମୃତ୍ୟୁ ଘଟଣାରେ ୩ ଜଣ ବନ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ବାଘିଆପଡ଼ା ସେକ୍ସନ ଫରେଷ୍ଟର ସୁଶୀଳ ହୋତା, ଜାମଖୋଲ ବିଟ୍ ଫରେଷ୍ଟ ଗାର୍ଡ ଜ୍ୟୋତିରଞ୍ଜନ ବାରିକ ଓ ଫରେଷ୍ଟ…

କୋଟିଆରେ ଓଡ଼ିଶାର ବିକାଶ କାର୍ଯ୍ୟ ପରଖିଲେ ଆନ୍ଧ୍ର ଅଧିକାରୀ

କୋରାପୁଟ: ବୁଧବାର ଓଡ଼ିଶା ସରକାରଙ୍କ ତରଫରୁ କୋଟିଆ ପଞ୍ଚାୟତ ଅନ୍ତର୍ଗତ ଫାଟୁସିନେରୀ ଓ ଫଗୁଣସିନେରି ଅଞ୍ଚଳରେ ଗ୍ରାମବାସୀଙ୍କୁ ଉନ୍ନତ ମାନର ଜୀବନ ଜୀବିକା ପାଇଁ ଛେଳି, କୁକୁଡ଼ା ଭଳି ପ୍ରାଣୀଧନ ପାଳନ କରିବା ଦିଗରେ ସଚେତନତା ସୃଷ୍ଟି କରିବା ସହ ହିତାଧିକାରୀଙ୍କୁ ଛେଳି ଓ କୁକୁଡ଼ା…

ସ୍ବାସ୍ଥ୍ୟ କ୍ଷେତ୍ରରେ ବଡ ସଫଳତା: ଓଡିଶାରେ କମିଲା ଶିଶୁ ମୃତ୍ୟୁ ହାର

ଭୁବନେଶ୍ବର: ବିକାଶରେ ବିଭିନ୍ନ କ୍ଷେତ୍ରରେ ଓଡିଶା କ୍ରମାଗତଭାବେ ସଫଳତା ହାସଲ କରି ଅନ୍ୟ ରାଜ୍ୟମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିଥିବା ବେଳେ, ଏବେ ସ୍ବାସ୍ଥ୍ୟ କ୍ଷେତ୍ରରେ ଆଉ ଏକ ମାଇଲଷ୍ଟୋନ ହାସଲ କରିଛି। ଆଜି 'ମୋ ସରକାର'ର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ…

ଭୁବନେଶ୍ୱରରେ ହେବ ଜାତୀୟ ରେଳବାଇ ପୁରସ୍କାର ବିତରଣ ଉତ୍ସବ-୨୦୨୨

ଚଳିତ ବର୍ଷ ପୂର୍ବତଟ ରେଳପଥ ମେ’ ୨୮ ଦିନ ୬୭ତମ ଜାତୀୟ ରେଳ ପୁରସ୍କାର ଉତ୍ସବ-୨୦୨୨ ଆୟୋଜନ କରୁଛି। ରେଳମନ୍ତ୍ରୀ ଅଶ୍ୱିନୀ ଵୈଷ୍ଣବ, ରେଳବାଇ, କୋଇଲା ଏବଂ ଖଣି ବିଭାଗର କେନ୍ଦ୍ର ରାଜ୍ୟ ମନ୍ତ୍ରୀ ରାଓସାହେବ ପାଟିଲ ଡାନଭେ, ରେଳବାଇ ଏବଂ ଟେକ୍ସଟାଇଲର କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଦର୍ଶନା ଜରଦୋଶ…

ମୋ ସରକାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଲୋକଙ୍କ ପାଖରେ ପହଞ୍ଚିବାକୁ ପରାମର୍ଶ

ଭୁବନେଶ୍ୱର: ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ମୋ ସରକାର ଏକ ନୂଆ ମଡେଲ ଦେଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ମୋ ସରକାର ଉପକ୍ରମ ସଂପର୍କରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ବୈଠକରେ ସମସ୍ତ ବିଭାଗ ଏହି କାର୍ଯ୍ୟକ୍ରମରେ…

ଶ୍ରୀ ଭେଙ୍କେଟେଶ୍ୱର ସ୍ୱାମୀଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ଓ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ

ଭୁବନେଶ୍ୱର: ଭୁବନେଶ୍ୱର ଜୟଦେବବିହାରରେ ସମ୍ପର୍ଣ୍ଣ ହୋଇଛି ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ । ଆଜି ଉଦଯାପନୀ ଉତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଏହି ଅବସରରେ ବିଶ୍ୱଭୂଷଣ ହରିଚନ୍ଦନ…

ତିନିରଥର ମୋଟ ୪୨ଟି ଚକ ମଧ୍ୟରୁ ୩୬ଟି ଚକ ନିର୍ମାଣ ଶେଷ

ପୁରୀ: ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ ପ୍ରକ୍ରିୟା ଜୋର ଧରିଛି ।ଆଜି ସୁଦ୍ଧା ତିନିରଥର ମୋଟ ୪୨ଟି ଚକ ମଧ୍ୟରୁ ୩୬ଟି ଚକ ନିର୍ମାଣ ଶେଷ ସରିଛି । ପ୍ରତି ରଥର ତିନୋଟି ଭୂଇଁ ନିର୍ମାଣରେ ପ୍ରତ୍ୟେକ ଭୂଇଁ ପାଇଁ ୪ଟି ଲେଖାଏଁ ୧୨ଟି 'ଭୂଇଁଚଉତା' ଆବଶ୍ୟକ ହୋଇଥାଏ। ଆଜି ସୁଦ୍ଧା ତିନି ରଥର ୮ଟି…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ସିବିଆଇରେ ଏତଲା ଦେଲା ଶ୍ରୀ ଜଗନ୍ନାଥ ସେନା

ଭୁବନେଶ୍ୱର: ସିବିଆଇରେ ପହଞ୍ଚିଲା ଶ୍ରୀମନ୍ଦିର ପ୍ରକଳ୍ପ ବିବାଦ ପ୍ରସଙ୍ଗ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗରେ ସିବିଆଇରେ ଫେରାଦ ହୋଇଛି ଶ୍ରୀ ଜଗନ୍ନାଥ ସେନା । ଶ୍ରୀ ଜଗନ୍ନାଥ ସେନା ପୁରୀ ଜିଲ୍ଲାପାଳ, ଏଏସଆଇ, ଶ୍ରୀମନ୍ଦିର ପ୍ରଶାସନ, ଟାଟା ଏବଂ ଓବିସିସି ବିରୋଧରେ…

ରାଜ୍ୟରେ କମିଲା ବସ୍ ଭଡ଼ା

ଭୁବନେଶ୍ବର: ଡିଜେଲ୍ ଦର କମିବା ପରେ ରାଜ୍ୟରେ ବସ୍ ଭଡ଼ା କମିଲା । ସୂଚନା ଅନୁଯାୟୀ, ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୩ ପଇସା ହ୍ରାସ ପାଇଛି। ସେହିପରି ଏସି ବସ୍ ଭଡ଼ା କିଲୋମିଟର ପିଛା ୬ପଇସା କମାଯାଇଛି। ଅର୍ଡିନାରୀ ବସ ଭଡ଼ା ୯୨ରୁ ୮୯ ପଇସାକୁ ହ୍ରାସ ପାଇଛି।ଏକ୍ସପ୍ରେସ ବସରେ ୯୬ରୁ ୯୩…

ନିଯୁକ୍ତି ପାଇଲେ ୨୯୧ ଆଶାୟୀ ଲ୍ୟାବ ଆସିଷ୍ଟାଣ୍ଟ୍

ଭୁବନେଶ୍ୱର: ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶାଳୟରେ ନିଯୁକ୍ତି ପାଇଲେ ୨୯୧ ଆଶାୟୀ । ଲ୍ୟାବ ଆସିଷ୍ଟାଣ୍ଟ କମ୍ ଷ୍ଟୋର କିପର ପାଇଁ ୨୯୪ଟି ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ୨୦୧୮ରେ ଓଡ଼ିଶା ଷ୍ଟାଫ ସିଲେକସନ୍ କମିଶନ ଏଥପାଇଁ ମୁଖ୍ୟ ଲିଖିତ ପରୀକ୍ଷା ସହ ଇଣ୍ଟରଭ୍ୟୁ…