Browsing Category

ଓଡିଶା

ବିଧାନସଭାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧଦିବସ ପାଳିତ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ପରିସରରେ ଓଡ଼ିଶାର ବରପୁତ୍ର ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଶ୍ରାଦ୍ଧଦିବସ ଆଜି ପୂର୍ବାହ୍ନରେ ପାଳିତ ହୋଇଯାଇଛି । ଓଡ଼ିଶା ବିଧାନସଭାର ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ, ରାଜ୍ୟ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା, ସାଧାରଣ…

ଯୈାନ ନିର୍ଯ୍ୟାତନା ଅଭିଯୋଗ ରେ କମିଶନରେଟ୍ ପୋଲିସର କନଷ୍ଟେବଳ ଗିରଫ

ଭୁବନେଶ୍ୱର: କମିଶନରେଟ ପୋଲିସରେ କଳଙ୍କ । ରକ୍ଷକ ହୋଇ ଭକ୍ଷକ ସାଜିଲେ କମିଶନରେଟ୍ ପୋଲିସର କନେଷ୍ଟବଳ । ପୋଲିସ ହାତରେ ବନ୍ଧା ହେଲେ ପୋଲସ । ନାବାଳିକାଙ୍କୁ ଯୌନ ଶୋଷଣ ଅଭିଯୋଗରେ ଗିରଫ ହେଲ ଯୌନ ପିପାସୁ ପୋଲିସ । ଗିରଫ କନେଷ୍ଟବଳ କମିଶନରେଟ୍ ପୋଲିସର ରଜନୀକାନ୍ତ ଗମାଙ୍ଗ। ।…

ଶ୍ରୀମନ୍ଦିର ଭିତରେ ସେବାୟତ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ପୁରୀ: ଶ୍ରୀମନ୍ଦିର ଭିତରେ ସେବାୟତ ଅସୁସ୍ଥ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗୁଳୁଗୁଳି ସହ୍ୟ କରିନପାରି ମୁକ୍ତି ମଣ୍ଡପ ନିକଟରେ ଅସୁସ୍ଥ ହୋଇ ତଳେ ପଡିଗଲେ ସେବାୟତ। ଅସୁସ୍ଥ ସେବାୟତ ଜଣକ ହେଉଛନ୍ତି ମଣିକର୍ଣ୍ଣିକା ସାହିର ଜମ୍ବେଶ୍ଵର ପତି ମହାପାତ୍ର। ଶ୍ରୀମନ୍ଦିର ଆମ୍ବୁଲାନ୍ସ ଯୋଗେ…

ରାଜ୍ୟ ବାହାର ଗାଡିକୁ କଳିଙ୍ଗା ଘାଟି ମନା

ଭୁବନେଶ୍ବର : ଟୁରିଷ୍ଟ ଗାଡି ପାଇଁ କାଳ ସାଜିଛି କଳିଙ୍ଗା ଘାଟି। ବାରମ୍ବାର ଏହି ଘାଟିରେ ଦୁର୍ଘଟଣା ଘଟିବା ସହ ଧନଜୀବନ ହାନି ହେଉଛି। କଳିଙ୍ଗା ଘାଟିରେ ଦୁର୍ଘଟଣା କମାଇବା ପାଇଁ ପରିବହନ ବିଭାଗ ପ୍ରାୟସ କରୁଥିଲେ ମଧ୍ୟ ବାହାର ରାଜ୍ୟରୁ ଆସୁଥିବା ଟୁରିଷ୍ଟ ଗାଡି ଗୁଡିକ ବାରମ୍ବାର…

ରାଜଧାନୀରେ ପୋଲିସ ଆଗରେ ଭାଇକୁ ହାଣିଲା ସାନ ଭାଇ

ଭୁୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଅସୁରକ୍ଷିତ ହୋଇଗଲଣା ରାଜ୍ୟ ରାଜଧାନୀ । ଦିନ ଦି'ପହରରେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ଦୁର୍ବୁତ୍ତ । କେବଳ ଏତିକି ନୁହେଁ ପୋଲିସ୍ ସାମ୍ନାରେ ମାରଣାସ୍ତ୍ରରେ ଗୋଡ଼ାଇ ଗୋଡ଼ାଇ ହୋଇଛି ଆକ୍ରମଣ ।ରାଜଧାନୀରେ ପୈତୃକ ସମ୍ପତିକୁ ନେଇ ବଡ଼ ଭାଇକୁ…

ପୁରୀ ଛୁରାମାଡ଼ ଘଟଣାରେ ୩ ଯୁବକ ଅଟକ

ପୁରୀ: ପୁରୀରେ ଗତକାଲି ହୋଇଥିବା ଛୁରାମାଡ଼ ଘଟଣାରେ ତିନି ଜଣ ଯୁବକଙ୍କୁ ଗତକାଲି ରାତିରୁ ପୋଲିସ ଅଟକ ରଖିଛି। ଦୁଇ ଦିନ ତଳେ କିଛି ବ୍ୟକ୍ତିଗତ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବାକ୍‌ ବିତଣ୍ଡା ହୋଇଥିଲା। ତେବେ ସେହି ଘଟଣାକୁ ନେଇ ସୂର୍ଯ୍ୟ ନାରାୟଣ ତ୍ରିପାଠୀଙ୍କୁ ଛୁରା ମାଡ଼ କରିଥିଲେ। କେବଳ…

ସମସ୍ତେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସମର୍ଥନ କରିବା ଉଚିତ୍‍: ବିଜେଡି

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଟି ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରସ୍ତୁତ ଏବଂ ଅନୁମୋଦନ କରାଯାଇଛି । ପ୍ରଥମତଃ ସାଧାରଣ ଲୋକେ ଏବଂ ବିଭିନ୍ନ ସଂଗଠନର ମତାମତ ପାଇଁ ଏହି ଯୋଜନାକୁ ପବ୍ଲିକ ଡୋମେନରେ ରଖାଯାଇଥିଲା । ଏହାପରେ ପରିଚାଳନା କମିଟି ଦ୍ୱାରା ଏହି ଯୋଜନା…

ବାଇକକୁ ଧକ୍କା ଦେଲା ହାଇଓ୍ଵା, ୩ ମୃତ

ସମ୍ବଲପୁର: ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯୁଯୁମରା ଥାନା ଭବାନିପାଲିରେ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଗୋଟିଏ ବାଇକୁ ପଛ ପଟୁ ଧକ୍କା ଦେଇଛି ଦ୍ରୁତଗାମୀ ହାଇଓ୍ଵା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ୍‌ଟି ସଂପୂର୍ଣ୍ଣ ଚୁରମାର ହୋଇଯାଇଛି। ଏଥିସହ ବାଇକ୍‌ଟି…

ଶ୍ରୀଗୁଣ୍ଡିଚା ଯାତ୍ରା ନୀତି ନିର୍ଘଣ୍ଟ ଚୁଡ଼ାନ୍ତ: ହାତୀବେଶରେ ତିନିଘଣ୍ଟା ଧରି ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଆସନ୍ତା ଜୁନ୍ ୧୪ ତାରିଖରେ ହେବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି ଦୁର୍ଲଭ ହାତୀବେଶରେ ତିନିଘଣ୍ଟା ଧରି ଦର୍ଶନ ଦେବେ। ଶ୍ରଦ୍ଧାଳୁମାନେ ନିବିଘ୍ନରେ ମହାପ୍ରଭୁମାନଙ୍କ ଦର୍ଶନ କରିପାରିବେ। ତେବେ ଶ୍ରଦ୍ଧାଳୁ ଶ୍ରୀବିଗ୍ରହଙ୍କୁ ସ୍ପର୍ଶ କରିପାରିବେ…

HFMD ଟମାଟୋ ଫ୍ଲୁ ନୁହେଁ , ଆତଙ୍କିତ ହେବାର କୌଣସି କାରଣ ନାହିଁ : ସ୍ବାସ୍ଥ୍ୟ ନିର୍ଦ୍ଦେଶକ 

ଭୁବନେଶ୍ବର: ରାଜ୍ୟରେ ୨୬ ଜଣ ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିଜ-HFMD ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଏଚଏଫଏମଡି ଟମାଟୋ ଫ୍ଲୁ ନୁହେଁ । ଏହାକୁ ନେଇ ଆତଙ୍କିତ ହେବାର କାରଣ ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଟମାଟୋ ଫ୍ଲୁ ନେଇ ICMR କି NCDC କୌଣସି…