Browsing Category

ଓଡିଶା

ଏନ୍ଏମ୍‌ଏ ଏନ୍ଓସି ବିନା ଚାଲିଛି ପରିକ୍ରମା ପ୍ରକଳ୍ପ କାମ

ବଲାଙ୍ଗିର: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ରାଜନୈତିକ ନେତାମାନେ ଏହାକୁ ନେଇ ବୟାନବାଜି ଆକ୍ଷେପ ପ୍ରତିଆକ୍ଷେପ ଜାରି ରଖିଛନ୍ତି । ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣକୁ ନେଇ ଆମସାର୍ ଆଇନ ଉଲ୍ଲଂଘନର ଅଭିଯୋଗ ଆସିବା ପରେ…

ରାଜ୍ୟର ୧୩ ଜିଲ୍ଲାରେ ଘଡ଼ଘଡ଼ି ସହ ୨ ଦିନ ଯାଏଁ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ରାଜ୍ୟରେ ଘଡ଼ଘଡ଼ି ସହ ୨ ଦିନ ଯାଏଁ ବର୍ଷା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ । ୨୫ ଓ ୨୬ରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବା ସମ୍ଭାବନା । ବୁଧବାର ସକାଳ ଯାଏଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୩…

ଦିବ୍ୟାଙ୍ଗ ନବଜାତ ଶିଶୁକୁ ବୁଦା ମୂଳରେ ଫିଙ୍ଗି ଚାଲିଗଲେ ମା’ ବାପା

ସୋର : ହଜିଗଲା ମାନବିକତା । ମା ବାପା ପରିବାର କାହାରି ହୃଦୟରେ ଦୟା ଆସିଲାନି ? ଦିବ୍ୟାଙ୍ଗ ନବ ଜାତ ଶିଶୁ ପୁତ୍ରକୁ ନିଛାଟିଆ ରେଳଲାଇନ କଣ୍ଟା ବୁଦା ମୂଳରେ ଫିଙ୍ଗି ଚାଲିଗଲେ l ନବଜାତ ଦିବ୍ୟାଙ୍ଗ ଶିଶୁର ଦୁଇ ଗୋଡ଼ ଓ ଗୋଟିଏ ହାତ ନାହିଁ । ସୋର ପୌରପାଳିକା ମୋବାରକପୁର ଗ୍ରାମର ବାସନ୍ତୀ…

୨୨ଟି ସର୍ତ୍ତରେ ପୁଣି ଖୋଲିବ ରାମମନ୍ଦିର ନିକଟ ‘ଖାଓ ଗଲି’

ଭୁବନେଶ୍ୱର: ଭୁବନେଶ୍ୱର ରାମମନ୍ଦିର ନିକଟ ଖାଓ ଗଲି ପୁଣି ଥରେ ଖୋଲିବ । ୨୨ଟି ସର୍ତ୍ତରେ ଦୋକାନ ଖୋଲିବାକୁ ଅନୁମତି ଦେଲା ବିଏମସି । ପ୍ରତି ଦୋକାନ ସିକ୍ୟୁରିଟି ଜମା ୨୫ ହଜାର ସହିତ ମାସିକ ଭଡା ୬ ହଜାର ଦେବେ । ସନ୍ଧ୍ୟା ସାଢେ ୫ଟାରୁ ରାତି ୧୦ଟା ଯାଏଁ ଖୋଲିବ ଖାଓ ଗଲି ।

କମିଶନରେଟ ପୋଲିସ କବଜାରେ ଡକାୟତ ଗ୍ୟାଙ୍ଗ, ଜଣେ ମହିଳାଙ୍କ ସମେତ ୭ ଗିରଫ

ଭୁବନେଶ୍ବର: କମିଶନରେଟ୍ ପୁଲିସର ବଡ ସଫଳତା । ଧରାପଡିଲେ ସୁନା ଚେନ୍ ଲୁଟେରା ଗ୍ୟାଙ୍ଗ । କମିଶନରେଟ୍ ପୁଲିସର ରାତିର ନିଦ ହଜାଇ ଦେଇଥିବା ୭ଜଣ ଅପରାଧୀଙ୍କୁ ଗିରଫ କରିବା ସହ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ ହୋଇଛି । ୭ ଅପରାଧୀଙ୍କ ଭିତରେ ଜଣେ ମହିଳା ଲୁଟେରା ଥିବା କମିଶନରେଟ୍ ପୋଲିସ…

ଏମାର ମଠ ଖନନ ସ୍ଥଳରେ ସରିଲା GPR ସର୍ଭେ

ପୁରୀ: ଏମାର ମଠ ଖନନ ସ୍ଥଳରେ ସରିଲା Ground Penetrating Radar Survey(GPRS) । ଏମାର ମଠର ଖନନ ସ୍ଥଳରେ ଆଜି(ମଙ୍ଗଳବାର) GPR ସର୍ଭେ କରାଯାଇଛି । ଗୁଜୁରାଟ ଆଇଆଇଟି ପକ୍ଷରୁ ଏହି ସର୍ଭେ କରାଯାଉଥିବା ଜଣାପଡିଛି । ଏଥିସହିତ ଏମାର ମଠ ଜାଗାରେ ବି ସର୍ଭେ କରୁଥିବା ଦେଖିବାକୁ…

ଓଡ଼ିଶାରେ ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିଜ୍‌ର ୨୬ ରୋଗୀ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିଜର ୨୬ ରୋଗୀ ଚିହ୍ନଟ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର। ମେଡିକାଲକୁ ଆସିଥିବା ୩୬ ରୋଗୀଙ୍କ HFMD ମାମଲାର ନମୁନା RMRCକୁ ପଠାଯାଇଥିଲା। ସେଥିମଧ୍ୟରୁ ୨୬ ଜଣ ପଜିଟିଭ ବାହାରିଛନ୍ତି। ସେମାନଙ୍କ…

ସ୍କୁଲ ସ୍ତରରୁ ଆରମ୍ଭ ହେବ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି: ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପାଠଶାଳାରୁ ଅଲିମ୍ପିକ୍ସ ପ୍ରସ୍ତୁତି। ସ୍କୁଲସ୍ତରରୁ ଛାତ୍ରଛାତ୍ରୀଙ୍କୁ ଅଲିମ୍ପିକ୍‌ସ ସମ୍ପର୍କରେ ଶିକ୍ଷା । ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତୀୟ ଅଲିମ୍ପିକ୍‌ସ ଆସୋସିଏସନ ଓ ଅଭିନବ ବିନ୍ଦ୍ରା ଫାଉଣ୍ଡେସନ୍‌…

ବ୍ରଜରାଜନଗର ଉପନିର୍ବାଚନ: ପ୍ରଚାର ମୈଦାନକୁ ଓହ୍ଲାଇଲେ ଧର୍ମେନ୍ଦ୍ର ପ୍ରଧାନ

ବ୍ରଜରାଜନଗର: ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ବିଜେପି ପକ୍ଷରୁ ଷ୍ଟାର ପ୍ରଚାରକ ଭାବେ ଯୋଗ ଦେଇଛନ୍ତି । ରମ୍ପେଲାର ଡୁଙ୍ଗଡୁଙ୍ଗଠାରେ ପହଞ୍ଚିବା ପରେ ଦଳିୟ କର୍ମୀ ତାଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି । ବିଜେପି ପ୍ରାର୍ଥୀ…

ବଡ଼ ମେଡିକାଲରୁ ଧରାପଡ଼ିଲେ ୫ ଦଲାଲ କର୍ମଚାରୀ

କଟକ: କଟକ ବଡ଼ ଡାକ୍ତରଖାନାରୁ ଧରାପଡ଼ିଲେ ୫ ଦଲାଲ । ରୋଗୀଙ୍କୁ ସରକାରୀ ଡାକ୍ତରଖାନାରୁ ଘରୋଇ କ୍ଲିନିକକୁ ମୁହାଁଉଥିଲେ ଏମାନେ । ମଙ୍ଗଳବାର କମିଶନରେଟ ପୋଲିସ ରେଡିଓଲୋଜି ବିଭାଗରୁ ୫ ଜଣଙ୍କୁ ଗିରଫ କରିଛି । ତେବେ ଗିରଫ ୫ ଜଣ ହେଉଛନ୍ତି ଏସସିବି ମେଡିକାଲ କଲେଜର ଆଉଟସୋର୍ସିଂ ଷ୍ଟାଫ୍ ।…