Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଆବେଦନ ଖାରଜ
କଟକ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନିୟମିତ ଜାମିନକୁ ଖାରଜ କଲେ ଓଡ଼ିଶା ହାଇକୋର୍ଟ। ଲୋକଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାରେ ସେ ଆବେଦନ କରିଥିବା ଜାମିନ ହାଇକୋର୍ଟରେ ଖାରଜ ହୋଇଛି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଏବେ ଅନ୍ତରୀଣ ଜାମିନରେ ଥିଲେ ପ୍ରଶାନ୍ତ ଜଗଦ୍ଦେବ। ନିୟମିତ ଜାମିନ!-->…
ଓଡ଼ିଆ ଗାୟକ ହ୍ୟୁମାନ ସାଗରଙ୍କ ନାଁରେ ଥାନାରେ ଏତଲା
ଭୁବନେଶ୍ୱର: ପୁଣି ବିବାଦରେ ଓଲିଉଡ୍ର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର। ସଂଗୀତକାର ଜାପାନୀ ଅଭିଯୋଗ କରିଛନ୍ତି ଯେ, ପ୍ରଭୁ ଜଗନ୍ନାଥଙ୍କ ଭଜନ ଗାଇବାକୁ ସେ ତାଙ୍କୁ ବାରମ୍ବାର ନିବେଦନ କରିଥିଲେ ବି ସେ ତାକୁ ପ୍ରତ୍ୟାଖାନ କରୁଛନ୍ତି। ଖାଲି ଏତିକି ନୁହେଁ, ଏଥିପାଇଁ ସେ ଜାପାନୀଙ୍କୁ ହତ୍ୟା!-->…
ଅନୁଭବଙ୍କ ଭିଡିଓ ରିଲିଜ୍ ପରେ ପ୍ରତିକ୍ରିୟା ରଖିଲା ବିଜେଡି
ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତିଙ୍କ ଭିଡିଓ ରିଲିଜ୍ ପରେ ଆଜି ଏନେଇ ବିଜେଡି ପ୍ରତିକ୍ରିୟା ରଖିଛି । ଦଳର କେନ୍ଦ୍ରାପଡା ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟାରେ ରଖି କହିଛନ୍ତି, ସେ ଭିଡିଓଟିକୁ ଦେଖିଛନ୍ତି ଓ ସେଥିରେ ସାଂସଦ ନିଜ ବ୍ୟକ୍ତିଗତ ଜୀବନ କଥା କହିଛନ୍ତି । ସାଂସଦ!-->…
ବିଧବା ପତ୍ନୀ ହେଲେ ସଧବା, ସ୍ୱାମୀଙ୍କୁ କଲେ ଦ୍ୱିତୀୟ ବିବାହ
କୋରାପୁଟ : ପୁଣି ସଧବା ହେଲେ ବିଧବା ପତ୍ନୀ । ନିଜ ସ୍ୱାମୀଙ୍କୁ କଲେ ଦ୍ୱିତୀୟ ବିବାହ । ହୋମଯଜ୍ଞ ଓ ବ୍ରାହ୍ମଣଙ୍କ ମନ୍ତ୍ରୋଚାରଣ ଭିତରେ ପୁଣିଥରେ ପଡିଲା ହାତଗଣ୍ଠି । ହାତରେ ଶଙ୍ଖା ପିନ୍ଧିଲେ ସୁବର୍ଣ୍ଣ । ଦ୍ୱିତୀୟଥର ପାଇଁ ସ୍ୱାମୀ ଘାସିଙ୍କୁ ବୈଦୀକ ରୀତିରେ କଲେ ବିବାହ । କୋରାପୁଟ!-->…
ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ମୋଟ୍ ୨୭୯ ବୁଥରେ ହେବ ମତଦାନ
ଭୁବନେଶ୍ବର: ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ମୋଟ୍ ୨୭୯ ବୁଥରେ ହେବ ମତଦାନ । ଏନେଇ ପ୍ରେସମିଟ କରି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ । ମୋଟ ୧୧ ଜଣ ପ୍ରାର୍ଥୀ ଥିବାବେଳେ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ମତଦାନ କରିବେ । ସେହିପରି ୫୦ ପ୍ରତିଶତ ବୁଥରେ ହେବ!-->…
“ଯାହାକୁ ମୁଁ ଭଲ ପାଉଥିଲି, ଶେଷରେ ସେ ମୋତେ ଧୋକା ଦେଲା ” କହି ଆତ୍ମହତ୍ୟା କଲେ ଯୁବକ
ଖୋର୍ଦ୍ଧା: ପ୍ରେମରେ ବିଫଳ ହେବାପରେ ସୌମ୍ୟରଞ୍ଜନ ଆତ୍ମହତ୍ୟା। ମୃତ୍ୟୁ ପୂର୍ବରୁ ଏକ ଭିଡିଓ କରି ନିଜ ହାତର ଶିରା କାଟି ଟ୍ରେନ୍ ଆଗକୁ ଡେଇଁ ପଡ଼ିଲେ ଯୁବକ। ସୌମ୍ୟରଞ୍ଜନ ନିଜ ପରିବାର ସହ ଖୋର୍ଦ୍ଧା ସଦର ଥାନା ଆଣ୍ଡାବାଜପୁର ଅଞ୍ଚଳରେ ଭଡ଼ାରେ ରହୁଥିଲେ। ସେ ବେଙ୍ଗାଲୁରରେ ଚାକିରି କରୁଥିଲେ।!-->…
ବର୍ଷା ହେଲେ ବି ବାରବାଟୀରେ ଖେଳାଯିବ ମ୍ୟାଚ୍
କଟକ: ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ସିରିଜ ପାଇଁ ଗୁରୁବାର ବିସିସିଆଇ ଶତ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମ ଅନୁମତି ପ୍ରଦାନ କରିଛି । ଅର୍ଥାତ୍ ପ୍ରାୟ ୫୦ ହଜାର ଦର୍ଶକଙ୍କ ଉପସ୍ଥିତିରେ ବାରବାଟୀରେ ମ୍ୟାଚ ହୋଇପାରିବ । ତଥାପି ଶୁକ୍ରବାର ରାଜ୍ୟ ସରକାରଙ୍କ ସହ ଓସିଏ (ଓଡ଼ିଶା!-->…
ସାବିତ୍ରୀରେ ବନ୍ଦ ରହିବ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ
ଭୁବନେଶ୍ୱର : ଚଳିତ ମାସ ୩୦ରେ ପଡ଼ୁଛି ସାବିତ୍ରୀ ଅମାବାସ୍ୟା । ଏଥିପାଇଁ ଲାଗି ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି ।
ଏନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଆଜି ବିଶ୍ୱବିଦ୍ୟାଳୟ କୁଳପତି, ସରକାରୀ/ବେସରକାରୀ!-->!-->!-->…
ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ୩ ଦିନ ସ୍ୱତନ୍ତ୍ର ଛୁଟି ଘୋଷଣା
ଭୁବନେଶ୍ୱର: ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ଛୁଟି ଘୋଷଣା କରାଯାଇଛି । ନିର୍ବାଚନମଣ୍ଡଳୀ ବାହାରେ ରହୁଥିବା ଭୋଟର ମାନେ ୩ ଦିନ ଛୁଟି ନେଇପାରିବେ । ଗୋଟ ପୂର୍ବ ଦିନ, ଭୋଟ ଦିନ ଓ ଭୋଟ ପରଦିନ ଛୁଟି ନେଇପାରିବେ ଭୋଟର । ସେହିଭଳି ନିର୍ବାଚନମଣ୍ଡଳୀରେ ଥିବା!-->…
ଟ୍ରେନ ଧକ୍କାରେ ଆଖି ବୁଜିଲେ ୩ ହାତୀ
କେନ୍ଦୁଝର: ଟ୍ରେନ ଧକ୍କାରେ ଆଖି ବୁଜିଲେ ୩ ହାତୀ । କେନ୍ଦୁଝର ଜିଲ୍ଲା ବାଂଶପାଣୀ ବେହେରା ହଟିଂ ନିକଟ ରେଳଧାରଣାରେ ୨୨ ଟିକିଆ ହାତୀ ପଲ ଧାରଣା ଅତିକ୍ରମ କରୁଥିବାବେଳେ ଗତକାଲି( ଶୁକ୍ରବାର) ବିଳମ୍ବିତ ରାତିରେ ସେମାନଙ୍କୁ ଏକ ମାଲବାହୀ ଟ୍ରେନ୍ ଧକ୍କା ଦେଇଥିଲା । ଗୋଟିଏ ମାଈ ହାତୀ ସମେତ!-->…