Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବର୍ଷା ହେଲେ ବି ବାରବାଟୀରେ ଖେଳାଯିବ ମ୍ୟାଚ୍
କଟକ: ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ସିରିଜ ପାଇଁ ଗୁରୁବାର ବିସିସିଆଇ ଶତ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମ ଅନୁମତି ପ୍ରଦାନ କରିଛି । ଅର୍ଥାତ୍ ପ୍ରାୟ ୫୦ ହଜାର ଦର୍ଶକଙ୍କ ଉପସ୍ଥିତିରେ ବାରବାଟୀରେ ମ୍ୟାଚ ହୋଇପାରିବ । ତଥାପି ଶୁକ୍ରବାର ରାଜ୍ୟ ସରକାରଙ୍କ ସହ ଓସିଏ (ଓଡ଼ିଶା!-->…
ସାବିତ୍ରୀରେ ବନ୍ଦ ରହିବ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ
ଭୁବନେଶ୍ୱର : ଚଳିତ ମାସ ୩୦ରେ ପଡ଼ୁଛି ସାବିତ୍ରୀ ଅମାବାସ୍ୟା । ଏଥିପାଇଁ ଲାଗି ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି ।
ଏନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଆଜି ବିଶ୍ୱବିଦ୍ୟାଳୟ କୁଳପତି, ସରକାରୀ/ବେସରକାରୀ!-->!-->!-->…
ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ୩ ଦିନ ସ୍ୱତନ୍ତ୍ର ଛୁଟି ଘୋଷଣା
ଭୁବନେଶ୍ୱର: ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ଛୁଟି ଘୋଷଣା କରାଯାଇଛି । ନିର୍ବାଚନମଣ୍ଡଳୀ ବାହାରେ ରହୁଥିବା ଭୋଟର ମାନେ ୩ ଦିନ ଛୁଟି ନେଇପାରିବେ । ଗୋଟ ପୂର୍ବ ଦିନ, ଭୋଟ ଦିନ ଓ ଭୋଟ ପରଦିନ ଛୁଟି ନେଇପାରିବେ ଭୋଟର । ସେହିଭଳି ନିର୍ବାଚନମଣ୍ଡଳୀରେ ଥିବା!-->…
ଟ୍ରେନ ଧକ୍କାରେ ଆଖି ବୁଜିଲେ ୩ ହାତୀ
କେନ୍ଦୁଝର: ଟ୍ରେନ ଧକ୍କାରେ ଆଖି ବୁଜିଲେ ୩ ହାତୀ । କେନ୍ଦୁଝର ଜିଲ୍ଲା ବାଂଶପାଣୀ ବେହେରା ହଟିଂ ନିକଟ ରେଳଧାରଣାରେ ୨୨ ଟିକିଆ ହାତୀ ପଲ ଧାରଣା ଅତିକ୍ରମ କରୁଥିବାବେଳେ ଗତକାଲି( ଶୁକ୍ରବାର) ବିଳମ୍ବିତ ରାତିରେ ସେମାନଙ୍କୁ ଏକ ମାଲବାହୀ ଟ୍ରେନ୍ ଧକ୍କା ଦେଇଥିଲା । ଗୋଟିଏ ମାଈ ହାତୀ ସମେତ!-->…
ତେଜୁଛି ମହାନଦୀ ବଞ୍ଚାଅ ଆନ୍ଦୋଳନ, ଆମରଣ ଅନଶନରେ ଜଳମାନବ
ଝାରସୁଗୁଡ଼ା: ପୁଣି ତେଜିଲା ମହାନଦୀ ବଞ୍ଚାଅ ଆନ୍ଦୋଳନ(Save Mahanadi Campaign) । ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଆମରଣ ଅନଶନ କରିବେ ବୋଲି ଘୋଷଣା କରିଛନ୍ତି ଭାରତର ଜଳ ମାନବ ଭାବେ ପରିଚିତ ଡକ୍ଟର ରାଜେନ୍ଦ୍ର ସିଂ । ତୁରନ୍ତ ଛତିଶଗଡ ସରକାର କଲମାର ପାଞ୍ଚ ଗୋଟି ଗେଟ ଖୋଲିବା!-->…
ଭଲ ପାଇ ଭୁଲ୍ କଲି, ଭୁଲ ନିଷ୍ପତ୍ତିର ଭୋଗୁଛି ଫଳ: ଅନୁଭବ
ଭୁବନେଶ୍ୱର: ଦିନକୁ ଦିନ ଅଧିକ ଛନ୍ଦି ହେବାରେ ଲାଗିଛି ବର୍ଷା ଅନୁଭବ ବିବାଦ । ତାଙ୍କ ପାରିବାରକ ମାମଲା ଏବେ କୋର୍ଟରେ ଚାଲିଥିବାବେଳେ ଦୀର୍ଘଦିନ ପରେ ମୁହଁ ଖୋଲିଛନ୍ତି ସାଂସଦ ଅନୁଭବ । ୟ୍ୟୁଟ୍ୟୁବରେ ଭିଡିଓ ସେୟାର କରି ବଖାଣିଛନ୍ତି ନିଜ ମନର ଅକୁହା ସତ । ଭିଡିଓ କରିଛନ୍ତି ଯାହାକୁ ନେଇ!-->…
ରାଜ୍ୟର ୧୫ ଟି ଜିଲାରେ ଘଡଘଡି ସହ ବର୍ଷା ସମ୍ଭାବନା
ଭୁବନେଶ୍ବର: ରାଜ୍ୟରେ କିଛି ଦିନର ଆଶ୍ବସ୍ତୀ ପରେ ପୁଣି ତାତି ବଢିଛି। ଫଳରେ କାଳବୈଶାଖୀ ସମ୍ଭାବନା ସୃଷ୍ଟି ହୋଇଛି। ରାଜ୍ୟର ୧୫ ଟି ଜିଲାରେ ଆସନ୍ତା ୨୪ ଘଣ୍ଟାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ୧୫ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଜିଲ୍ଲା!-->…
କାର୍ଯ୍ୟକ୍ଷମ ହେବ ୧.୩୫ ଲକ୍ଷ ଏଲ୍ଆଇ ପ୍ରକଳ୍ପ
ଭୁବନେଶ୍ୱର: ରାଜ୍ୟରେ ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବ ପାଖାପାଖି ୧ ଲକ୍ଷ ୩୫ ହଜାର ଉଠା ଜଳସେଚନ ପ୍ରକଳ୍ପ । ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟରେଆହୁରି ଅଧିକ ୧୩.୩୨ ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିବ । ସେଥିମଧ୍ୟରୁ ୩୨ ହଜାର ୭୮୦ଟି କମ୍ୟୁନିଟି ଉଠା ଜଳସେଚନ ପ୍ରକଳ୍ପ!-->…
ବିଶ୍ୱସ୍ତରୀୟ ହେବ କଳିଙ୍ଗ ଷ୍ଟୁଡିଓ, ୨୦୦ କୋଟି ଟଙ୍କା ମଞ୍ଜୁର
ଭୁବନେଶ୍ୱର: ଖୁବଶୀଘ୍ର ବିଶ୍ଵସ୍ତରୀୟ ହେବାକୁ ଯାଉଛି କଳିଙ୍ଗ ଷ୍ଟୁଡିଓ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିପାଇଁ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟର ଆଜି ଶୁଭାରମ୍ଭ ହୋଇଛି । ଆଜି ମଣ୍ଡପ ଓ ଟେକଜୋନ୍ କାର୍ଯ୍ୟର ପୂଜାର୍ଚ୍ଚନା ପରେ କଂକ୍ରିଟ କରଣ!-->…
ବରପଦା ଇଞ୍ଜିନିୟରିଂ କଲେଜ ବନ୍ଦ ଲାଗି ସାଙ୍ଘାତିକ ଷଡ଼ଯନ୍ତ୍ର ଅଭିଯୋଗ
ଭଦ୍ରକ: ଉତ୍ତର ଓଡ଼ିଶାର ପ୍ରାଚୀନ ଏବଂ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ବରପଦା ଇଞ୍ଜିନିୟରିଂ କଲେଜ ବନ୍ଦ ଲାଗି ସାଙ୍ଘାତିକ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ l ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁହଁ ଖୋଲିଲେ ସଂଖ୍ୟାଧିକ କର୍ମଚାରୀ l ବରପଦା ଇଞ୍ଜିନିୟରିଂ କଲେଜର ପରିଚାଳନାଗତ ବିବାଦ କୋର୍ଟର!-->…