Browsing Category

ଓଡିଶା

ରାଜଧାନୀରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ଇନଫୋସିଟି ଥାନା ଶିଖରଚଣ୍ଡୀ ପାହାଡ଼ରୁ ସଫ୍ଟଓ୍ବେର ଇଞ୍ଜିନିୟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ମୃତ ଯୁବକ ହେଲେ ନନ୍ଦନକାନନ ଥାନା ବାଲିପଡ଼ା ଗ୍ରାମର ଲଲାଟେନ୍ଦୁ ପ୍ରଧାନଙ୍କ ପୁଅ ଅବିନାଶ ପ୍ରଧାନ । ଘଟଣାସ୍ଥଳରୁ ମୋଟର ସାଇକେଲ, ଅଧାପୋଡା ଜୋତା, ପେଟ୍ରୋଲ ବୋତଲ…

ଦରବୃଦ୍ଧିର ନିଆରା ପ୍ରତିବାଦ, ସାଇକେଲ ଚଢ଼ି ବାହା ହେବାକୁ ଗଲେ ଶୁଭ୍ରାଂଶୁ

ଭୁବନେଶ୍ୱର: ତେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବୃଦ୍ଧି ସାଧାରଣ ଲୋକଙ୍କୁ ହନ୍ତସନ୍ତ କରୁଛି। ସାମାଜିକ ବ୍ୟବସ୍ଥାକୁ ବିଗାଡି ଦେଉଛି। ଆନ୍ଦୋଳନ, ଧର୍ମଘଟର ପ୍ରଭାବ ଦରବୃଦ୍ଧି ଉପରେ ପଡୁ ନ ଥିବାବେଳେ ରାଜଧାନୀର ଯୁବକ ଶୁଭ୍ରାଂଶୁ ସାମଲ ନିଆରା ପ୍ରତିବାଦ କରି ଚର୍ଚ୍ଚାକୁ ଆସିଛନ୍ତି।…

୩୨ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ରେ ମଂଜୁରି

ଭୁବନେଶ୍ୱର: ରାଜ୍ୟ କ୍ୟାବିନେ୍‌ଟ୍‌ରେ ଆଜି ୩୨ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏଥିରେ ପାନୀୟ ଜଳକୁ ପ୍ରାଥମିକତା ଦିଆଯାଇଛି । ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ସମ୍ବୋଧିତ କରି ଆଜି ସନ୍ଧ୍ୟାରେ ଏହି ସୂଚନା ଦେଇଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି ଯେ,…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସ୍ଥଳ ଖନନ ବିବାଦ ପ୍ରସଙ୍ଗ: ଜିପିଆରଏସ କରାଯାଇଛି – ପିନାକୀ ମିଶ୍ର

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସ୍ଥଳ ଖନନ ବିବାଦ ପ୍ରସଙ୍ଗ । ଜିପିଆରଏସ ସର୍ଭେ କରାଯାଇଥିବା କହିଲେ ପିନାକୀ ମିଶ୍ର । ଟୁଇଟ ଯୋଗେ ପୁରା ସାଂସଦ ପିନାକୀ ମିଶ୍ର ଙ୍କ ପ୍ରତିକ୍ରିୟା । ଜିପିଆରଏସ କରାଯାଇଛି, ଏ ସମ୍ପର୍କିତ କାଗଜାତ ପ୍ରଦର୍ଶନ ହେବ । ବିନା ଜିପିଆରଏସ ରେ ଖନନ…

ଓଡ଼ିଶା ଜଳ ନିଗମକୁ ମିଳିଲା ଗ୍ଲୋବାଲ ୱାଟର ଲିଡର ପୁରସ୍କାର

ଭୁବନେଶ୍ବର: ସ୍ପେନ୍‌ର ମାଦ୍ରିଦ୍‌ ଠାରେ ଅନୁଷ୍ଠିତ ଗ୍ଲୋବାଲ ୱାଟର ସମ୍ମିଳନୀରେ 'ୱାଟର କର୍ପୋରେସନ୍‌ ଅଫ୍‌ ଓଡ଼ିଶା (ୱାଟକୋ)କୁ ଗତକାଲି ସମ୍ମାନଜନକ 'ବିଶିଷ୍ଟ ଗ୍ଲୋବାଲ୍‌ ୱାଟର ଲିଡର-୨୦୨୨' ପୁରସ୍କାର ପ୍ରଦାନ କରାଯାଇଛି। ଗ୍ଲୋବାଲ ୱାଟର ଇଣ୍ଟେଲିଜେନ୍ସ ଦ୍ଵାରା ଏହି ବିଶ୍ଵସ୍ତରୀୟ…

କେନ୍ଦ୍ର ସରକାରଙ୍କ ଲାଗି ଓଡ଼ିଶାରେ ଗହମର ଅଭାବ ଅଛି, ଏହା ଦୁଃଖଦାୟକ ଘଟଣା: ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାରେ ଗହମର ଅଭାବ ପରିଲକ୍ଷିତ ହୋଇଛି। ଓଡିଶାକୁ କମିଛି ଗହମ ଯୋଗାଣ। ଏଥିପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ଦାୟୀ କରିଛନ୍ତି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। କେନ୍ଦ୍ର ସରକାର ଫୁଡ଼ ସବସିଡ଼ିକୁ ବଜେଟରେ କମାଇ ଦେଇଛନ୍ତି।…

ବରଗଡ଼ରେ ୫ଟି ସ୍ଥାନରେ ଜିଏସ୍‌ଟି ଚଢ଼ାଉ ଜାରି

ବରଗଡ଼: ବରଗଡ଼ର ୫ଟି ସ୍ଥାନରେ GST ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି । ସଦର ଥାନା ଅନ୍ତର୍ଗତ ଚକରକେନ୍ଦ ସ୍ଥିତ ବାଲ ଗୋପାଲ ଫୁଡ଼ ପ୍ରଡକ୍ଟସ, ଦେଓସର୍ବାଲି ଅଏଲ ମିଲ, ବୈଷ୍ନୌ ଦେବୀ ଅଏଲ ମିଲ, ଗୋବିନ୍ଦପୁର ସ୍ଥିତ BRMC ଅଏଲ ମିଲ ଓ ବରଗଡ଼ ଟାଉନ ଥାନା ଅନ୍ତର୍ଗତ ନାଗେନ ପାଲି ସ୍ଥିତ ଶ୍ରୀ…

ରାଜଧାନୀରୁ ଅପହୃତ ଯୁବକଙ୍କୁ ଉଦ୍ଧାର କଲା ପୁଲିସ୍, ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଯୁବକଙ୍କ ମୁଣ୍ଡ ଜାମିନ ରଖି ୨ ଲକ୍ଷ ଟଙ୍କା ମାଗୁଥିବା ଅଭିଯୋଗରେ କମିସନରେଟ ପୁଲିସ ଆଜି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ବକେୟା ଟଙ୍କା ଆଦାୟକୁ ନେଇ ଭୁବନେଶ୍ୱର ବଡଗଡ଼ କେନାଲ ରୋଡ଼ରୁ ଜଣେ ଯୁବକକୁ ଦୁର୍ବୃତ୍ତମାନେ ମଙ୍ଗଳବାର ରାତିରେ ଅପହରଣ କରିଥିଲେ।…

ମେଣ୍ଟେନାନ୍ସ ପାଇଁ ରାଜ୍ୟରେ ହେବ ପାୱାର କଟ୍

ଭୁବନେଶ୍ୱର: ପାୱାର କଟ୍ ଓ ଅଧିକ ବିଲ୍ ଆସିବା ସମସ୍ୟାକୁ ନେଇ ବିଧାନସଭା ଷ୍ଟାଣ୍ଡିଂ କମିଟିରେ ଉଦ୍ବେଗ ପ୍ରକାଶ ପାଇଛି । ସମସ୍ୟାର ସମାଧାନ ନେଇ ବିଭିନ୍ନ ବିଦ୍ୟୁତ୍ ବିତରଣୀ ସଂସ୍ଥା ସହ ବୈଠକରେ ଆଲୋଚନା କରିଛି ଷ୍ଟାଣ୍ଡିଂ କମିଟି । ବୈଠକ ପରେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବା ସୁବତ୍ର…

କାଳବୈଶାଖୀ ସମ୍ଭାବନା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଏନେଇ ୧୪ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ,…