Browsing Category

ଓଡିଶା

ପଶୁଙ୍କ ପାଇଁ ଆମ୍ବୁଲାନ୍ସ ଆଣିବ ବିଏମ୍‍ସି

ଭୁବନେଶ୍ୱର: ରାଜଧାନୀର ପ୍ରାଣୀମାନଙ୍କୁ ତତ୍କାଳ ଚିକିତ୍ସା ଯୋଗାଇ ଦେବା ଉପରେ ଗୁରୁତ୍ୱ ଦେଇଛି ବିଏମ୍‍ସି। ଏଥିପାଇଁ ପଶୁମାନଙ୍କ ଆଶୁ ଚିକିତ୍ସା ବା ଆମ୍ବୁଲାନ୍ସର ସମସ୍ତ ସୁବିଧା ଥିବା ଏକ ବୃହତ୍‍ ପଶୁ ଉଠାଇବା ଗାଡ଼ି କିଣିବା ପାଇଁ ବିଏମ୍‍ସି ନିଷ୍ପତ୍ତି ନେଇଛି। ଦୁଇମାସ ପୂର୍ବେ ବିଏମସି…

ଘର ସହ ଜିଅନ୍ତା ଜଳିଗଲେ ମହିଳା ୱାର୍ଡ଼ମେମ୍ବର

ଜଗତସିଂହପୁର: ଘର ସହ ଜିଅନ୍ତା ଜଳିଗଲେ ମହିଳା ୱାର୍ଡ଼ମେମ୍ବର । ତେବେ ଗୁରୁତର ଅବସ୍ଥାରେ ଏସସିବି ସ୍ଥାନାନ୍ତରଣ ବେଳେ ମୃତ ଘୋଷଣା କଲେ ଡ଼ାକ୍ତର । ମୃତ ମହିଳା ଜଣଙ୍କ ହେଉଛନ୍ତି ଜଗତସିଂହପୁର ତିର୍ତ୍ତୋଳ ଥାନା ବିଦ୍ୟାଧରପୁର ପଞ୍ଚାୟତର ୱାଡ଼ମେମ୍ବର ସରସ୍ୱତୀ ସେଠୀ । ଆଜି ସକାଳେ…

ଭୁବନେଶ୍ୱରରେ ହେବ ବିଶ୍ୱ ସ୍ତରୀୟ କ୍ରିକେଟ୍ ଏକାଡେମୀ

ଭୁବନେଶ୍ୱର: କ୍ରିକେଟ୍ ପ୍ରେମୀମାନଙ୍କ ପାଇଁ ଏବଂ ଯେଉଁମାନେ କ୍ରିକେଟ୍ କ୍ୟାରିୟର କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର । ଭୁବନେଶ୍ୱର ନିକଟ ବରୁଣାଇରେ ଆର୍ଟ ଷ୍ଟାଡିୟମର ସ୍ଥିତି, ଅଭ୍ୟାସ ଗ୍ରାଉଣ୍ଡ, ଆବାସିକ ସୁବିଧା ଏବଂ ଅନ୍ୟାନ୍ୟ ସୁବିଧା ଭଳି ବିଶ୍ୱ ସ୍ତରୀୟ…

ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ +୨ ରେଜଲ୍ଟ

ଭୁବନେଶ୍ୱର: ୨୦୨୨-୨୩ ଯୁକ୍ତ ଦୁଇ ପରୀକ୍ଷା ଆସନ୍ତା ୩୧ ତାରିଖରେ ଶେଷ ହେବ । ଏହା ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇଥିବା ବେଳେ ୨ୟ ପର୍ଯ୍ୟାୟ ପରୀକ୍ଷା ଗତ ୧୧ରୁ ଆରମ୍ଭ ହୋଇଛି । ଦୀର୍ଘ ୨ ବର୍ଷ ପରେ ଅଫ୍‌ଲାଇନ୍‌ରେ ପରୀକ୍ଷା ପରିଚାଳନା କରାଯାଉଥିବା ବେଳେ ଚଳିତବର୍ଷ ପରୀକ୍ଷା…

ଶ୍ରୀମନ୍ଦିର ନାଟ ମଣ୍ଡପ ଉପରେ ଚଢ଼ିବାକୁ ଯୁବକଙ୍କ ଉଦ୍ୟମ, ଥାନାରେ ଅଟକ

ପୁରୀ: ପୁଣି ଶ୍ରୀମନ୍ଦିର ଭିତରେ ଥିବା ନାଟ ମଣ୍ଡପ ଉପରେ ଚଢ଼ିବାକୁ ଉଦ୍ୟମ । ଜଣେ ଯୁବକ ନାଟ ମଣ୍ଡପ ଉପରକୁ ଚଢିବାକୁ ପ୍ରୟାସ କରୁଥିବାବେଳେ ଉଦ୍ଧାର ହୋଇଛନ୍ତି । ପ୍ରଥମେ ଜଗନ୍ନାଥ ମନ୍ଦିର ପୋଲିସ ଉକ୍ତ ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରିତିବାବେଳେ ସିଂହଦ୍ୱାର ଥାନାରେ ସେ ଅଟକ ରହିଛନ୍ତି…

ଏମାର ମଠ ପାଖ ଅଞ୍ଚଳରୁ ବାହାରିଲା ସିଂହ ମୂର୍ତ୍ତି

ପୁରୀ: ପୁରୀ ଏମାର ମଠ ପାଖ ଅଞ୍ଚଳରେ ହୋଇଥିବା ଖନନରୁ ବାହାରିଲା ପଥରର ସିଂହ ମୂର୍ତ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମାଟି ଖନନ ବେଳେ ଏକ ସିଂହମୂର୍ତ୍ତି ବାହାରିଥିବା ଦେଖିବାକୁ ମିଳିଛି । ତେବେ ସିଂହ ମୂର୍ତ୍ତିଟି ଭାଙ୍ଗି ଯାଇଥିବା ବେଳେ ଜିପିଆର ସର୍ଭେ ନହୋଇ ଖନନ କାର୍ଯ୍ୟ…

ଆଗେଇ ଚାଲିଛି ତିନି ରଥର ଚକ ନିର୍ମାଣ କାର୍ଯ୍ୟ

ପୁରୀ: ମହାପ୍ରଭୁଙ୍କ ତିନି ରଥର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଆସନ୍ତା ଜୁଲାଇ ୧ ତାରିଖରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ଚକ ନିର୍ମାଣରେ ଲାଗି ପଡିଛନ୍ତି ସେବକମାନେ । ଆଗକୁ ଭଉଁରୀ ତିଥି ଥିବାରୁ ଚକ ଅଖ ଡେରା ନୀତି ପାଇଁ ଚକ ନିର୍ମାଣ ଚାଲିଥିବାବେଳେ…

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟରେ କଂଗ୍ରେସର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇଥିବା ବେଳେ ଏହାକୁ ସଶକ୍ତ କରିବା ପାଇଁ ଆସିବାକୁ ଯାଉଛନ୍ତି ପ୍ରିୟଙ୍କା ଗାନ୍ଧୀ । ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଅନୁଷ୍ଠିତ ଚିନ୍ତନ ଶିବିରରେ ଯୋଗ ଦେଇ ଫେରିବା ପରେ ଏମିତି ବୟାନ ଦେଇଛନ୍ତି ନିରଞ୍ଜନ…

ପୁରୀରେ ନକଲି ଶଙ୍କରାଚାର୍ଯ୍ୟଙ୍କୁ ବିରୋଧ

ପୁରୀ : ନିଜକୁ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଦାବି କରୁଥିବା ଅଧ୍ଯକ୍ଷାନନ୍ଦ ଦେବତୀର୍ଥ ଶଙ୍କରାଚାର୍ଯ୍ୟଙ୍କୁ ପୁରୀରେ ବିରୋଧ । ସେ ହାୱାଡା-ପୁରୀ ଟ୍ରେନରେ ଆସି ପୁରୀରେ ପହଞ୍ଚିବା ପରେ ଆଦିତ୍ୟ ବାହିନୀ ଓ ଗୋବର୍ଦ୍ଧନ ପୀଠର କର୍ମକର୍ତ୍ତା ମାନେ ବିରୋଧ ଓ ନାରାବାଜି ପ୍ରଦର୍ଶନ କରିଥିଲେ। …

ସମବାୟ ନିର୍ବାଚନ ପ୍ରସ୍ତୁତି : ବରିଷ୍ଠ ନେତାଙ୍କ ସହ ବିଜେଡି ସୁପ୍ରିମୋଙ୍କ ଆଲୋଚନା, ୭ ଜଣିଆ କମିଟି ଗଠିତ

ଭୁବନେଶ୍ବର: ସମବାୟ ନିର୍ବାଚନ ନେଇ ବିଜେଡ଼ିର ଜୋରଦାର ପ୍ରସ୍ତୁତି । ଦଳର ବରିଷ୍ଠ ନେତୃତ୍ୱଙ୍କ ସହିତ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ । ସମବାୟ ନିର୍ବାଚନ ପରିଚାଳନା କରିବା ନେଇ ୭ ଜଣିଆ କମିଟି ଗଠନ କଲା ବିଜେଡି । କମିଟିରେ ଆବାହକ ପ୍ରତାପ ଦେବ ରହିଥିବା ବେଳେ…