Browsing Category

ଓଡିଶା

ଭୁବନେଶ୍ୱର ଇଡି ଅଫିସରେ କଂଗ୍ରେସର ସତ୍ୟାଗ୍ରହ

ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କୁ ଇଡିର ସମନକୁ ରାଜଧାନୀରେ ବିରୋଧ । ତାତିଲେ ରାଜ୍ୟ କଂଗ୍ରେସର କର୍ମୀ । ଭୁବନେଶ୍ୱର ଇଡି ଅଫିସ ଆଗରେ ବିକ୍ଷୋଭ ସହ ଧସେଇ ପଶିବାକୁ ଉଦ୍ୟମ । କଂଗ୍ରେସ କର୍ମୀଙ୍କ ହୋ ହାଲ୍ଲା କରୁଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି । ଇଡି ଅଫିସକୁ ପଶିବାକୁ ଉଦ୍ୟମ ବେଳେ ୩୦ରୁ…

ଟିକା ନେଇଥିଲେ ବି ମାସ୍କ ପିନ୍ଧନ୍ତୁ : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର ୨୦।୬: ରାଜ୍ୟରେ ଏବେ କୋଭିଡ୍ ସଂକ୍ରମଣ ଧୀରେ ଧୀରେ ବଢୁଛି । ଭୟଙ୍କର ସ୍ଥିତି ନାହିଁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ ଆହୁରି କହିଛନ୍ତି, ନିଜର ସୁରକ୍ଷା ନିଜେ ନିଅନ୍ତୁ । ଭିଡ଼ ସ୍ଥାନକୁ ଯାଆନ୍ତୁ ନାହିଁ । ଭିଡ ସ୍ଥାନକୁ ଯାଉଥିଲେ ମାସ୍କ…

ରଥଖଳା ନିକଟରେ ଦୁର୍ଘଟଣା : ପିକଅପ୍ ଭ୍ୟାନ୍ ମାଡିଯାଇ ୨ ପର୍ଯ୍ୟଟକ ଆହତ

ପୁରୀ : ପୁରୀ ରଥଖଳା ନିକଟରେ ଦୁର୍ଘଟଣା। ଭାରସାମ୍ୟ ହରାଇ ନନ୍ଦିଘୋଷ ରଥ ଆଡ଼କୁ ମାଡ଼ିଗଲା ପିକଅପ୍ ଭ୍ୟାନ୍। ଫଳରେ ୨ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ପିକଅପ୍‌ ଭ୍ୟାନ୍‌ ଡ୍ରାଇଭରକୁ ଫିଡସ୍ ମାରିବାରୁ ଭାରସାମ୍ୟ ହରାଇ ଗାଡିଟି ମାଡିଯାଇଥିବା ଜଣାପଡିଛି । ସୂଚନାନୁଯାୟୀ, ଗୁରୁତର ଆହତ…

ଓଡ଼ିଆ ଟେଲି ଅଭିନେତ୍ରୀଙ୍କ ଆତ୍ମହତ୍ୟା

ଭୁବନେଶ୍ବର : ''ମିସ୍ ୟୁ ବାବା। ମୁଁ ଉପରେ ଥାଇ ତୁମକୁ ବହୁତ ମିସ୍ କରିବି। ମୁଁ କାହା କଥା କେବେ ଶୁଣେନି। ମୁଁ ଗୋଟେ ବହୁତ ଖରାପ ଝିଅ। ମୋ ମୃତ୍ୟୁକୁ ନେଇ କାହାକୁ ଦାୟୀ କରିବନି। ଆଉ ଯଦି କାହା ନାଁରେ ଅଭିଯୋଗ ଦେବ ମୁଁ କାହାରିକୁ ଛାଡ଼ିବିନି।'' ଓଡ଼ିଆ ଧାରାବାହିକ ଅଭିନେତ୍ରୀ…

ଟ୍ରକ ଡାଲାରୁ ହାତଗୋଡ଼ ବନ୍ଧା ଯୁବକକୁ ଉଦ୍ଧାର କଲା ପୋଲିସ

ମାର୍ଶାଘାଇ: ୫୩ ନମ୍ବର ଜାତୀୟ ରାଜପଥରେ ନୀଳାଞ୍ଚଳ ବଜାର ନିକଟରୁ ଚୋରି ଅଭିଯୋଗରେ ଜଣେ ଯୁବକକୁ ଟ୍ରକ ଆଗରେ ବାନ୍ଧି ଗାଡ଼ି ଚଲାଇ ନେବା ଭିଡିଓ ଭାଇରାଲ୍‌ ଘଟଣାକୁ ମାସେ ନ ପୂରୁଣୁ ଆଉ ଏକ ଘଟଣା ଚର୍ଚ୍ଚା ଜୋର ଧରିଛି । ଟ୍ରକ ଡାଲାରୁ ଜଣେ ଯୁବକଙ୍କୁ ମାର୍ଶାଘାଇ ପୁଲିସ ହାତ ବନ୍ଧା ଅବସ୍ଥାରେ…

ରାଜ୍ୟରେ ଆଉ ୪୬ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୭ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୧୯ ଜଣ ସ୍ଥାନୀୟ ସଂକ୍ରମିତ । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ଜଣେ ଶିଶୁ ସଂକ୍ରମିତ ରହିଛନ୍ତି । ଚିହ୍ନଟ…

ରାଜ୍ୟର ୫ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ଯରେ ମୌସୁମୀ ଅଗ୍ରସର ପାଇଁ ବାଟ ଫିଟାଉଛି ପ୍ରାକ-ମୌସୁମୀ ବର୍ଷା । ଆଜିଠାରୁ ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । କିଛି ସ୍ଥାନରେ ୭ ରୁ ୧୧ ସେମି ଓ ଆଉ କିଛି ସ୍ଥାନରେ ୧୧ ରୁ ୨୦ ସେମି ବର୍ଷା ସମ୍ଭାବନା ରହିଛି । ଏ ନେଇ…

ଫୁଲୁରି ତେଲ ଲାଗି ହେଲେ ମହାପ୍ରଭୁ

ପୁରୀ : ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପିଡ଼ିତ ଚତୁର୍ଦ୍ଧାମୂର୍ତ୍ତି। ଅଣସର ଘରେ ଦଇତାପତି ଓ ପତିମହାପାତ୍ର ସେବକମାନେ ନିଷ୍ଠାର ସହ ମହାପ୍ରଭୁଙ୍କୁ ଆୟୁର୍ବେଦୀୟ ଉପଚାର କରୁଛନ୍ତି। ରବିବାର ହେଉଛି ଅଣସରର ପଞ୍ଚମ ଦିବସ। ଏବେ ମହାପ୍ରଭୁଙ୍କୁ ଗରମ…

କୋଟିପତି ବିଡିଓ ଅଶ୍ବିନୀ କୁମାର ଦାସ ଗିରଫ

କଟକ: କୋଟିପତି ବିଡିଓ ଅଶ୍ବିନୀ କୁମାର ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଓଡ଼ିଶା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଜଳେଶ୍ଵର ବିଡିଓ ଅଶ୍ବିନୀ କୁମାର ଦାସ । ସେ ତାଙ୍କ ଆୟ ଠାରୁ ୪୫୦ ପ୍ରତିଶତ ଅଧିକ ଆୟ କରିଥିଲେ । ବର୍ତ୍ତମାନ ତାଙ୍କୁ…

ପୋଷ୍ଟାଲ ସ୍କିମ୍‌ରେ ବିନିଯୋଗ କରିବାକୁ କହି ଠକିନେଲେ ୧୧ ଲକ୍ଷ, ଜଣେ ଗିରଫ

ଭୁବନେଶ୍ବର: ପୋଷ୍ଟାଲ ସ୍କିମରେ ଟଙ୍କା ବିନିଯୋଗ କରିବାକୁ କହି ୧୧ ଲକ୍ଷ ୮୫ ହଜାର ଟଙ୍କା ଠକେଇ କରିଥିବା ଅଭିଯୋଗରେ ଜଣେ ପୋଷ୍ଟାଲ ଏଜେଣ୍ଟଙ୍କୁ ବିଭୂତି ଭୂଷଣ ମହାପାତ୍ର ଖାରବେଳ ନଗର ଥାନା ପୋଲିସ ଗିରଫ କରିଛି । ଗିରଫ ପୋଷ୍ଟାଲ ଏଜେଣ୍ଟ ଜଣକ ହେଲେ ବିଭୂତି ଭୂଷଣ ମହାପାତ୍ର । ପୋଷ୍ଟାଲ…