Browsing Category

ଓଡିଶା

ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କ ହତ୍ୟାକୁ ଦୃଢ଼ନିନ୍ଦା କଲେ ଅମିତ ଶାହ

କୋଲକାତା: ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କ ହତ୍ୟାକୁ ଦୃଢ଼ନିନ୍ଦା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କୋଲକାତାରେ ଏକ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଟିଏମସିକୁ ନିଶାନା କରିଛନ୍ତି ଶାହ। ବିଜେପି କର୍ମୀଙ୍କ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ଶାହ। କୋଲକାତାର…

ଆଇନ୍‍କୁ ହାତକୁ ନେଲେ ଓଡିଶାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ: ବିଜେଡି

ଭୁବନେଶ୍ୱର : ଓଡିଶାର ବିଜେପି ନେତାମାନେ ଜାଣି ରଖିବା ଉଚିତ୍‍ ଯେ ଏହା ୟୁପି କିମ୍ବା ବିହାର ନୁହେଁ, ଏହା ହେଉଛି ଓଡିଶା । ଏଠି ଆଇନ୍‍ର ଶାସନ ଚାଲେ । ସେ ନେତା, ମନ୍ତ୍ରୀ, ବିଧାୟକ କିମ୍ବା ଅଫିସର ଯିଏ ହୁଅନ୍ତୁ ନା କାହିଁକି, ଆଇନ୍‍କୁ ହାତକୁ ନେଲେ ତାଙ୍କ ବିରୋଧରେ ଦୃଢ ଆଇନ୍‍ଗତ…

ଚିଲିକାରେ ବୁଡ଼ିଲା ଡଙ୍ଗା: ଜଣେ ନିଖୋଜ, ୧୧ ଉଦ୍ଧାର

ବାଲୁଗାଁ: କାଳବୈଶାଖୀ ଜନିତ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଆଜି ଚିଲିକାରେ ଏକ ଡଙ୍ଗା ବୁଡ଼ି ଯିବାରୁ ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଥିବା ବେଳେ ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି। ଡଙ୍ଗାରେ ମୋଟ ୧୨ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣ ହେଉଛନ୍ତି ପର୍ଯ୍ୟଟକ। ସେମାନେ ସମସ୍ତେ ସୁରକ୍ଷିତ…

ବାତ୍ୟା ହେବ କି ନାହିଁ, କାଲି ଜଣାପଡିବ, ମୁକାବିଲା କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ : SRC

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ନେଇ ପ୍ରେସମିଟ୍ କରିଛନ୍ତି ଏସଆରସି । ତାଙ୍କ କହିବା ମୁତାବକ, ଘୂର୍ଣ୍ଣିବଳୟ ଆସନ୍ତାକାଲି ଅବପାତର ରୂପ ନେଇପାରେ । ଏହାପରେ ଏହି ଅବପାତ ବାତ୍ୟାରେ ପରିଣତ ହେବ କି ନାହିଁ, ତାହା ଆସନ୍ତାକାଲି ଜଣାପଡିବ । ତେବେ ଯଦି ବି ବାତ୍ୟା ଆସେ, ଏହାକୁ ସାମ୍ନା କରିବାକୁ…

ସମ୍ଭାବ୍ୟ ବାତ୍ୟା ନେଇ ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ: ଅଗ୍ନିଶମ ଡିଜି

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ପାଇଁ ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଏହାସହିତ ପ୍ରତି ଜିଲ୍ଲାର ହେଡ କ୍ୱାର୍ଟରରେ ଆବଶ୍ୟକ ସାମଗ୍ରୀ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଆବଶ୍ୟକ…

ପାପଡ଼ାହାଣ୍ଡି BDO ଓ ତାରା ବାହିନୀପତିଙ୍କ ମଧ୍ୟରେ ଯୁକ୍ତିତର୍କ

ନବରଙ୍ଗପୁର: ବିଧାୟକ -ବିଡିଓଙ୍କ ମଧ୍ୟରେ ଯୁକ୍ତିତର୍କ । ସାଧାରଣ ସ୍ଥାନରେ ବିଡିଓଙ୍କ ଉପରେ ବର୍ଷିଲେ ବିଧାୟକ । ଦୁର୍ନିତୀଗ୍ରସ୍ତ ଅଫିସର ବୋଲି କହି ବର୍ଷିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ବିଡିଓ ନିଜକୁ ମହିଳା ଓ ଦଳିତ ବୋଲି କହି ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ କରିଛନ୍ତି…

ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ ରହିବାକୁ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କୁ ରାଜସ୍ବ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହାଯୋଗୁଁ ଦକ୍ଷିଣ ଆଣ୍ଡାମାନ ସାଗର ଅଶାନ୍ତ ହେଉଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲି ଅର୍ଥାତ ୬ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ ରୂପ ନେବା ପରେ ଏହା…

ପୁରୀରେ ୨୫୫ ଗ୍ରାମ୍‌ ବ୍ରାଉନ୍‌ସଗାର ଜବତ, ୪ ଅଭିଯୁକ୍ତ ଗିରଫ

ପୁରୀ: ନିଶା କାରବାର ରୋକିବା ପାଇଁ ପୁଲିସ ଓ ଅବକାରୀ ବିଭାଗ ବ୍ୟାପକ ଚଢ଼ଉ କରୁଥିବା ବେଳେ ଦଲାଲମାନେ ଏହାକୁ ଖାତିର କରୁନାହାନ୍ତି। ଆଧ୍ୟାତ୍ମିକ ସହର 'ପୁରୀ'ରେ ଆଜି ଏସ୍‌ଟିଏଫ୍‌ ଓ ବାସେଳିସାହି ଥାନା ପୁଲିସ ଅତର୍କିତ ଭାବେ ଚଢ଼ଉ କରି ୨୫୫ ଗ୍ରାମ୍‌ ଓଜନର ବ୍ରାଉନ୍‌ସୁଗାର ଜବତ କରିଛନ୍ତି।…

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

ପୁରୀ: ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ ‌ହୋଇଯାଇଛି। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ୍‌ ହାଉସ୍‌ରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ପ୍ରଶାସନିକ ଅଧିକାରୀ, ଶ୍ରୀମନ୍ଦିର କାର୍ଯ୍ୟାଳୟର କର୍ମଚାରୀ,…

ଏସଟିଏଫ୍ ଓ ବନ ବିଭାଗର ମିଳିତ ଚଢଉ: ୯କେଜିର ୬ ହାତୀ ଦାନ୍ତ ଜବତ, ଜଣେ ଗିରଫ

ବଲାଙ୍ଗିର: ଗୁରବାର ସ୍ୱତନ୍ତ୍ର ଟାସ୍କ ଫୋର୍ସ(ଏସଟିଏଫ୍) ଓ ବଲାଙ୍ଗିର ବନ ବିଭାଗ ମିଳିତ ଭାବେ ଚଢଉ କରି ହାତୀ ଦାନ୍ତ ଜବତ କରିଛନ୍ତି। ଏହି ଘଟଣାରେ ଜଣେ ମାଫିଆଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ନୁରିନ ସେଠ ବୋଲି ଜଣାପଡିଛି। ବଲାଙ୍ଗିର ସହରର ମାଲପଡ଼ାରୁ ୬ଟି ହାତୀ ଦାନ୍ତ ଏସଟିଏଫ୍ ଓ…