Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପତିପତ୍ନୀଙ୍କୁ ପିଟି ଦେଲା ଟ୍ରକ୍, ପତ୍ନୀ ମୃତ
ଭୁବନେଶ୍ୱର: ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଘଟିଲା ଦୁର୍ଘଟଣା । ଉଜୁଡ଼ିଗଲା ସଂସାର। ଏକ ଟ୍ରକ୍ ପିଟି ଦେବାରୁ ସ୍କୁଟିରେ ବସିଥିବା ପତ୍ନୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇଛନ୍ତି ସ୍ୱାମୀ। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଆଜି ସକାଳେ ରାଜଧାନୀ!-->…
STF କବଜାରେ ଦୁଇ କୁଖ୍ୟାତ ନିଶା ବେପାରୀ
STF କବଜାରେ ଦୁଇ କୁଖ୍ୟାତ ନିଶା ବେପାରୀ । ଦୁଇ ଭାଇ ସୁନା ରୂପା ଚାଲାଣ ବେଳେ ଧରାପଡିଲେ । STF କବଜାରେ ଗଞ୍ଜେଇ ଭର୍ତ୍ତି ଗାଡି । ଗାଡ଼ି ଭିତରୁ ୬୦୭ ଗ୍ରାମ ସୁନା, ୧୯୬ ଗ୍ରା ରୂପା, ୨୯ଟି ଜମିଜମା କାଗଜପତ୍ର ଜବତ କରିଛି । ୧୦୭ ଗ୍ରାମ ଗଞ୍ଜେଇ ସହ ଇନୋଭା କାର ଜବତ କରିଛି STF । ଦୁଇ ଭାଇ!-->…
ଇ-ଉତ୍ପାଦନ ପୋର୍ଟାଲର ଆରମ୍ଭ କଲା ଓରମାସ
ଭୁବନେଶ୍ୱର: ଓରମାସ ପକ୍ଷରୁ ମାର୍କେଟିଂ ଓ ସ୍କିଲ ସମ୍ପର୍କିତ ଏକ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଯୋଗଦେଇ ଜାତୀୟ କିମ୍ବା ଅନ୍ତର୍ଜାତୀୟ ବଜାରରେ କୌଣସି ଦ୍ରବ୍ୟର ଚାହିଦା ସୃଷ୍ଟି କରିବାକୁ ହେଲେ!-->…
ରାଜ୍ୟରେ ଆଉ ୧୨ କୋରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ବର: ରାଜ୍ୟରେ କରୋନା ଗ୍ରାଫରେ କ୍ରମଶଃ ହ୍ରାସ ଘଟିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୨ କୋରୋନା ପଜିଟିଭ । ଏହି ସଂକ୍ରମିତଙ୍କ ମଧ୍ୟରୁ ୩ ଶିଶୁ ରହିଥିବାବେଳେ ୭ କ୍ବାରେଣ୍ଟାଇନ ସେଣ୍ଟର ଓ ୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ସେହିପରି ଚିହ୍ନଟ!-->!-->!-->…
କଟକର ଏକ ସ୍କୁଲ ବାରଣ୍ଡାରେ ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
କଟକ: ସ୍କୁଲ ବାରଣ୍ଡାରେ ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । କଟକ ସଦର ଥାନା ଶଙ୍ଖତ୍ରାସ ୟୁପି ସ୍କୁଲ ପରିସରରୁ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଯୁବକଯୁବତୀ ଦୁହେଁ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ମିଳିଛି । ତେବେ ଦୁହିଁଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା!-->…
ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରେ କପି କରି ଧରାପଡ଼ିଲେ ୨୩ ପରୀକ୍ଷାର୍ଥୀ
କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନ ଇଂରାଜୀ ଭାଷାରେ ୨୩ଜଣ ବିଦ୍ୟାର୍ଥୀ କପିକରି ଧରାପଡ଼ିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୨୦ଜଣ ନିୟମିତ ବିଦ୍ୟାର୍ଥୀ!-->…
ବୌଦ୍ଧ ଜିଲ୍ଲାପାଳଙ୍କ Fake IDରେ ଟଙ୍କା ମାଗୁଛି ସାଇବର ଠକ
ବୌଦ୍ଧ: ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଫଟୋକୁ ପ୍ରୋଫାଇଲ ଫଟୋ ଭାବେ ବ୍ୟବହାର କରି ହ୍ୱାଟସ୍ଆପ ନମ୍ବରରେ ବିଭିନ୍ନ ଅଧିକାରୀଙ୍କୁ ମେସଜ ପଠାଇ ଟଙ୍କା ମାଗିବା ଭଳି ଏକ ସମ୍ବେଦନଶୀଳ ଘଟଣା ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି । ଜିଲ୍ଲାପାଳଙ୍କ ଫଟୋ ଥାଇ ଏକ ନମ୍ବରରୁ ଜିଲ୍ଲାର କିଛି!-->…
ସୁନା ଦୋକାନରୁ ୨୦ ଲକ୍ଷ ଟଙ୍କାର ଅଳଙ୍କାର ଲୁଟ୍
କୋଣାର୍କ : କୋଣାର୍କରେ ସୁନା ଦୋକାନରୁ ଲୁଟ୍ । କଳା କନା ବୁଲାଇଲେ ଲୁଟେରା। କୋଣାର୍କ ନୂଆ ମାର୍କେଟ ସ୍ଥିତ ମହାଲକ୍ଷ୍ମୀ ସୁନା ଦୋକାନରୁ ଲୁଟ ହୋଇଛି ।
ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଦୋକାନ ସଟର ଭାଙ୍ଗି ଲୁଟ କରିଛନ୍ତି ଲୁଟେରା। ଦୋକାନ ଲକରରେ ଥିବା ସୁନା ଅଳଙ୍କାର ଲୁଟ!-->!-->!-->…
ରାଜଧାନୀରେ ବୀଭତ୍ସକାଣ୍ଡ, ସ୍ତ୍ରୀକୁ ପିଟି ପିଟି ହତ୍ୟା, ସ୍ୱାମୀ ଗିରଫ
ଭୁବନେଶ୍ୱର: ପାରିବାରିକ କଳହର କରୁଣ ପରିଣତି ସ୍ୱରୂପ ସହିଦନଗର ଥାନା ଅଧୀନ ବାସୁଆଘାଇ ବସ୍ତି ଅଞ୍ଚଳରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ପିଟି ପିଟି ହତ୍ୟା କରିଛନ୍ତି । ମହିଳାଙ୍କୁ ତାଙ୍କ ଅତି ନୃସଂଶ ଭାବେ ହତ୍ୟା ଅଭିଯୋଗରେ ତାଙ୍କ ସ୍ୱାମୀ ସୌଭାଗ୍ୟ ରଞ୍ଜନ ଦାସଙ୍କୁ ସହିଦନଗର ଥାନା!-->…
ମେ’ ୪ରେ ଘୂର୍ଣ୍ଣିବଳୟ ; ୧୦ରେ ବାତ୍ୟା
ଭୁବନେଶ୍ୱର : ବଙ୍ଗୋପସାଗରରେ ମେ' ମାସରେ ପୁଣି ଏକ ବାତ୍ୟା ସୃଷ୍ଟି ହେବାକୁ ଯାଉଛି। ବାତ୍ୟା ହେଲେ କେତେ ଶକ୍ତିଶାଳୀ ହେବ ଓ କେଉଁଠାରେ ସ୍ଥଳଭାଗ ଛୁଇଁବ ତାହା ଆକଳନ କରାଯାଇ ନ ଥିଲେ ମଧ୍ୟ ବାତ୍ୟା ଆଶଙ୍କା ଧୀରେ ଧୀରେ ଦୃଢ଼ୀଭୂତ ହେବାରେ ଲାଗିଛି। ବର୍ତ୍ତମାନର ସାମୁଦ୍ରିକ ସ୍ଥିତି ଓ!-->…