Browsing Category

ଓଡିଶା

ବୁର୍ଲା ପାୱାର କେନାଲରେ ଭାସିଗଲେ ଇଂଞ୍ଜିନିୟରିଂ ଛାତ୍ର, ମୃତଦେହ ଉଦ୍ଧାର

ସମ୍ବଲପୁର: ସାଙ୍ଗମାନଙ୍କ ସହ ଗାଧେଇବା ହେଲା କାଳ । ସମ୍ୱଲପୁର ବୁର୍ଲା ପାଓ୍ୱାର କେନାଲରେ ସାଙ୍ଗମାନଙ୍କ ସହ ଗାଧୋଉଥିବାବେଳେ ଭାସିଗଲେ ଭିସୁଟର ଇଞ୍ଜିନିୟରିଂ ଛାତ୍ର । ତେବେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ଖୋଜାଖୋଜି ଜାରି କରିଥିଲେ । ଦୀର୍ଘ ସମୟର ଖୋଜାଖୋଜି ପରେ…

ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ନାମଲେଖା ଅଭିଯୋଗ: ୬ ଛାତ୍ରଛାତ୍ରୀଙ୍କ ନାମରେ ଏତଲା

ଭୁବନେଶ୍ବର: ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ନାମ ଲେଖାଇବା ଅଭିଯୋଗରେ ଭୁବନେଶ୍ୱରର ରାଜଧାନୀ କଲେଜର ୬ଜଣ ଛାତ୍ରଛାତ୍ରୀଙ୍କ ନାମରେ ଏତଲା ହୋଇଛି। ୨୦୨୧ ଓ ୨୦୨୨ ଶିକ୍ଷାବର୍ଷରେ ଆଡମିସନ କରିଥିବା ୨୭ଜଣ ଛାତ୍ରଛାତ୍ରୀଙ୍କ ଭିନ୍ନକ୍ଷମ ସାର୍ଟିଫିକେଟ ଚେକ୍ କରିବା ପାଇଁ ବିଭିନ୍ନ ଜିଲାର…

ବୟଫ୍ରେଣ୍ଡଙ୍କୁ ୯୭ ଲକ୍ଷ ଟଙ୍କା ପଠାଇ ବନ୍ଧା ହେଲେ ମହିଳା ଆକାଉଣ୍ଟାଣ୍ଟ

ଭୁବନେଶ୍ବର: ୯୭ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ତମାଣ୍ଡୋ ସ୍ଥିତ ସିଭିରମଣ ଇଞ୍ଜିନିୟରିଂ କଲେଜର ମହିଳା ଆକାଉଣ୍ଟାଣ୍ଟ ଗିରଫ ହୋଇଥିବା ଜଣାଯାଇଛି। ସିଭି ରମଣ ଇଞ୍ଜିନିୟରିଂ କଲେଜର ମହିଳା ଆକାଉଣ୍ଟାଣ୍ଟ ପାୟଲ ମହାପାତ୍ର ତାଙ୍କର ବୟଫ୍ରେଣ୍ଡଙ୍କୁ ୯୭ ଲକ୍ଷ ଟଙ୍କା ପଠାଉଥିବାର ଅଭିଯୋଗ ହୋଇଥିଲା।…

ନାବାଳିକାଙ୍କ ଅଶ୍ଲୀଳ ଫଟୋ କରି ଫେକ୍ ଆକାଉଣ୍ଟରେ ବ୍ଲାକମେଲ୍, ଅଭିଯୁକ୍ତ ଗିରଫ

କଟକ: ନାଵାଳିକା ମାନଙ୍କର ଫଟୋକୁ ଏଡିଟିଂ କରି ଅଶ୍ଳୀଳ ଫଟୋ ତିଆରି କରି ଵ୍ଲାକମେଲ୍ କରୁଥିବା ଜଣେ ଯୁଵକଙ୍କୁ ଗିରଫ କରିଛି କଟକ ସାଇଵର ଥାନା ପୋଲିସ । ଅଭିଯୁକ୍ତ ଯୁଵକ ସୋସିଆଲ ମିଡିଆ ମାଧ୍ୟମରେ ନାଵାଳିକା ମାନଙ୍କୁ ଫ୍ରେଣ୍ଡ ରିକୁଏଷ୍ଟ ପଠାଉଥିଲେ । ସମ୍ପୃକ୍ତ ନାଵାଳିକା ଫ୍ରେଣ୍ଡ…

ଶେଷ ହେଲା ମାଟ୍ରିକର ପ୍ରଥମ ଦିନ ପରୀକ୍ଷା

କଟକ: ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା (ସମେଟିଭ ଆସେସମେଣ୍ଟ-୨) ଆଜିଠୁ ଆରମ୍ଭ ହୋଇଛି । ୨ ବର୍ଷ ପରେ ଅଫଲାଇନରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସକାଳ ୮ ରୁ ୧୦…

ଭୁବନେଶ୍ୱରରେ ଦିନ ଦ୍ୱିପହରେ ଯୁବତୀଙ୍କୁ ଅପହରଣ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ଦିନ ଦ୍ୱିପ୍ରହରରେ ଜଣେ ଯୁବତୀଙ୍କୁ ଅପହରଣ ବେଳେ ପୋଲିସ୍ ହାତରେ ଧରାପଡ଼ି ହଟହଟା ହୋଇଛନ୍ତି ଅପହର୍ତ୍ତା । ନୟାପଲ୍ଲୀର ଏକ ଘରୋଇ ହଷ୍ଟେଲ୍‌ରୁ ସମ୍ପୃକ୍ତ ଯୁବତୀଙ୍କୁ ତାଙ୍କର ମାମୁ ଦୁଇଜଣ ସହଯୋଗୀଙ୍କ ସହ ଏକ କାର୍ ଯୋଗେ ନେଇ ଚମ୍ପଟ ମାରୁଥିବା ବେଳେ ପିସିଆର୍…

ଆମେ ପାଣ୍ଡେମିକ୍‌ରୁ ଏଣ୍ଡେମିକ୍ ଆଡ଼କୁ ଯାଉଛେ, ନିୟମ ମାନିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ଭୁବନେଶ୍ଵର: ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା । ଏବେ ଆମେ ପାଣ୍ଡେମିକ୍‌ରୁ ଏଣ୍ଡେମେମିକ୍ ଆଡ଼କୁ ଯାଉଛେ । ଏହା ଭିତରେ ଏମିତି ଗୋଟେ ଗୋଟେ ସ୍ପାଇକ୍ ଆସିବ । ଏଥିପାଇଁ ଆତଙ୍କିତ ହେବାର ନାହିଁ । ଏହି ଭାଇରସ୍ କୁଆଡ଼େ…

ବିଜେଡ଼ି ବିଧାୟକ ମନୋହର ରାନ୍ଧାରୀଙ୍କୁ ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ ଟାର୍ଗେଟ

ଭୁବନେଶ୍ବର: ବିଜେଡ଼ି ବିଧାୟକ ମନୋହର ରାନ୍ଧାରୀଙ୍କୁ ପୁର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ ଟାର୍ଗେଟ । ବିଧାୟକଙ୍କ ନାଁରେ ୨୦୦୬ରୁ ରହିଛି ଦୁର୍ନୀତି ମାମଲା । ନନ୍ଦାହାଣ୍ଡି ବ୍ଳକ ସିନିଅର କ୍ଲର୍କ ତଥା ଷ୍ଟୋର ଇନଚାର୍ଜ ଥିବା ବେଳେ ୧୧ ଲକ୍ଷ ଟଙ୍କାର ଦୁର୍ନୀତି କରିଥିଲେ ରାନ୍ଧାରୀ ।…

ସରକାରୀ ଚାକିରି ପାଇଁ ଆଉ ପଡ଼ିବନି ଆବେଦନ ଦେୟ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅଧୀନସ୍ଥ ବିଭିନ୍ନ ପଦରେ ନିଯୁକ୍ତି ହେବା ନେଇ କରାଯାଉଥିବା ଆବେଦନ ପାଇଁ ଏଣିକି କୌଣସି ଦେୟ ପଡ଼ିବ ନାହିଁ। ଏନେଇ ରାଜ୍ୟ ସରକାର କିଛିଦିନ ତଳେ ନୀତିଗତ ନିଷ୍ପତ୍ତି ନେବା ସହ ସମସ୍ତ ବିଭାଗକୁ ଅବଗତ କରାଇଛନ୍ତି। ବିନା ଦେୟରେ ଆବେଦନକାରୀମାନେ ବିଭିନ୍ନ ସରକାରୀ…

ଆଜିଠୁ ସାଧାରଣ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର

ପୁରୀ: ଆଜିଠୁ ସାଧାରଣ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର। ଆଜିଠାରୁ ସିଂହଦ୍ୱାର ସହ ପଶ୍ଚିମ ଦ୍ୱାର ଦେଇ ମଧ୍ୟ ଶ୍ରୀମନ୍ଦିରରେ ପ୍ରବେଶର ସୁଯୋଗ ପାଇଛନ୍ତି ସମସ୍ତ ଭକ୍ତ। ସେହିଭଳି ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି । ଆଗାମୀ ୩ ତାରିଖ…