Browsing Category

ଓଡିଶା

ଜଟଣୀ ଫ୍ଲାଏଓଭର ବ୍ରିଜ୍‌ ର ନିର୍ମାଣ କାର୍ଯ୍ୟ ତଦାରଖ କଲେ ସାଂସଦ ଅପରାଜିତା

ଜଟଣୀ: ତାରିଖ ପରେ ତାରିଖ ଗଡ଼ିଚାଲିଛି । ଏ ଭିତରେ ୭ ବର୍ଷ ହୋଇଗଲାଣି । ଅଥଚ ଜଟଣୀ ଫ୍ଲାଏଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ସରୁନି । ୧୨ମିଟର ଓସାର ଓ ୧୧୩୩ ମିଟର ଲମ୍ବ ଏହି ବ୍ରିଜ୍‌ କାମ ୨୦୧୫ରୁ ଆରମ୍ଭ ହୋଇଥିଲା । ଇତିମଧ୍ୟରେ ବିଭାଗୀୟ ଅଧିକାରୀ ଓ ମନ୍ତ୍ରୀ ନିର୍ମାଣସ୍ଥଳ ପରିଦର୍ଶନ କରି…

ରାଜଧାନୀ ଭୁବନେଶ୍ୱରରେ ମିଳିବ ମାଗଣା ୱାଇଫାଇ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ମିଳିବ ମାଗଣା ୱାଇଫାଇ। ତାହାବି ପୁଣି ହାଇସ୍ପିଡ୍ ଇଣ୍ଟରନେଟ୍। ସ୍ମାର୍ଟସିଟିକୁ ଆହୁରି ସ୍ମାର୍ଟ କରାଇବା ପାଇଁ ଏଭଳି ସେବା ଆରମ୍ଭ କରିଛି ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ( ବିଏସ୍‌ସିଏଲ) । ବିଏସ୍‌ସିଏଲ ପକ୍ଷରୁ ୨୦୧୮ରେ ମାଗଣା ୱାଇଫାଇ ନେଇ…

ଆସନ୍ତାକାଲିଠୁ ମୁଖ୍ୟମନ୍ତ୍ରୀଙ୍କ ୫ ଦିନିଆ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ । ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଅପରାହ୍ନ ସାଢ଼େ ୧ଟାରେ ନୂଆଦିଲ୍ଲୀ ଅଭିମୁଖେ ବାହାରିବେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେ ଗସ୍ତ ଶେଷ କରି ଆସନ୍ତା ମେ' ମାସ ୩ ତାରିଖରେ…

ଆରମ୍ଭ ହେଲା ଯୁକ୍ତଦୁଇ ପରୀକ୍ଷା

ଭୁବନେଶ୍ବର: ଆରମ୍ଭ ହେଲା ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା । ପ୍ରଥମ ଦିନରେ ମାତୃଭାଷା ବିଷୟରେ ପରୀକ୍ଷା ଦେଇଛନ୍ତି କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀ । ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ହୋଇଥିବା ବେଳେ ସାଢେ ୮ଟା ସମୟରେ ପିଲାଙ୍କୁ କେନ୍ଦ୍ରକୁ ଛଡା ଯାଇଥିଲା । ୮ଟା ୫୦ମିନିଟରେ…

କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କୁ ପୁଣି ସମନ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କୁ ପୁଣି ସମନ । ହାଜର ପାଇଁ ସମନ କଲେ ଜାତୀୟ ଜନଜାତି କମିଶନ । ମେ' ୯ ତାରିଖ ଦିନ ୧୧ଟାରେ ହାଜର ହେବାକୁ ସମନ । କମିଶନଙ୍କ ସଦସ୍ୟ ଅନନ୍ତ ନାୟକଙ୍କ ଇଜିଲାସାରେ ହାଜର ହେବାକୁ ରହିଛି ନିର୍ଦ୍ଦେଶ । ପ୍ରତିନିଧି ନୁହେଁ, ବ୍ୟକ୍ତିଗତ ଭାବେ…

୪୫ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ଆଜି ରାଜ୍ୟର ତାପମାତ୍ରା ୪୫ ଡିଗ୍ରୀର ଲକ୍ଷ୍ମଣରେଖା ପାର୍ କରିଯାଇଛି । ବୌଦ୍ଧ ଜିଲ୍ଲାରେ ଏଭଳି ତାପମାତ୍ରା ରେକର୍ଡ କରାଯାଇଛି । ଯାହାକି ରାଜ୍ୟର ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା । ରାଜ୍ୟର ୨୫ଟି ଷ୍ଟେସନରେ ତାପମାତ୍ରା ୪୦ ଟପିଯାଇଛି । ଉପକୂଳବର୍ତୀ କିଛି ଅଞ୍ଚଳକୁୁ ଛାଡି ଦେଲେ ସାରା…

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସତ୍ୟଭାମାପୁରରେ ଉତ୍କଳ ଗୌରବ ମଧସୂଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର ଲୋକାର୍ପିତ

ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ପବିତ୍ର ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁର ଠାରେ 'ଉତ୍କଳ ଗୌରବ ମଧୁସୁଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର' ( Museum & Interpretation Centre ) ଲୋକାର୍ପିତ କରିଛନ୍ତି…

ବ୍ରାଉନସୁଗାର ଜବତ ସହ ଦୁଇ ମହିଳା ଗିରଫ

ନୟାଗଡ଼: ବ୍ରାଉନସୁଗାର ବେପାରରେ ମାତିଛନ୍ତି ମହିଳା । ବ୍ରାଉନସୁଗାର ଜବତ ସହ ଦୁଇ ମହିଳାଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ରାତିରେ ଏସଆଇ ଧର୍ମେନ୍ଦ୍ର ସିଆଳଙ୍କ ନେତୃତ୍ବରେ ନୟାଗଡ଼ ଟାଉନ୍ ପୋଲିସ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଦୁଇଜଣ ମହିଳା, ଜଣେ ବ୍ରାଉନସୁଗାର ଯୋଗାଣକାରୀଙ୍କ…

ବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୧୭୪ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୧୭୪ତମ ଜୟନ୍ତୀ ବିଧାନସଭା ପରିସରରେ ପାଳିତ ହୋଇଯାଇଛି । ବାଚସ୍ପତି ଡଃ. ସୂର୍ଯ୍ୟ ନାରାୟଣ ପାତ୍ର, ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ବରିଷ୍ଠ ବିଧାୟକ ଶ୍ରୀ…

ଆସନ୍ତାକାଲିଠାରୁ ମାଟ୍ରିକ ପରୀକ୍ଷା : ୩୨୦୩ଟି ପରୀକ୍ଷା କେନ୍ଦ୍ର, ୫୭୧୯୦୯ ପରୀକ୍ଷାର୍ଥୀ

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ସମେଟିଭ୍‍ ଆସେସ୍‍ମେଣ୍ଟ -୨ ପରୀକ୍ଷା ଶୁକ୍ରବାର (ଆସନ୍ତାକାଲି)ଠାରୁ ଆରମ୍ଭ ହେବ। ଏହା ମେ' ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବ​ର୍ଷ ​‌ ମୋଟ ୩୨୦୩ଟି ପରୀକ୍ଷା କେନ୍ଦ୍ରରେ ୫,୭୧,୯୦୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା…