Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ପଦଯାତ୍ରାକୁ ସ୍ଥଗିତ ରଖିଲା ସଂଗଠନ
ପୁରୀ: ପୁରୀ ଐତିହ୍ୟ ପ୍ରକଳ୍ପ ପ୍ରସଙ୍ଗରେ ଆସନ୍ତାକାଲି ହେବାକୁ ଥିବା ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ପଦଯାତ୍ରାକୁ ସ୍ଥଗିତ ରଖିଲା ସଂଗଠନ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ସୁରକ୍ଷା ଆନ୍ଦୋଳନର ଆବାହକ ବିନୟ ନୃସିଂହ ମହାପାତ୍ର । କାଲି ପାଇଁ ପଦଯାତ୍ରାକୁ ଅନୁମତି ଦେଇନଥିଲା ପୁରୀ!-->…
ବିଧାନସଭା ପରିସରରେ ପାରଳା ମହାରାଜାଙ୍କ ଜୟନ୍ତୀ ପାଳିତ
ଭୁବନେଶ୍ୱର: ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୦ତମ ଜୟନ୍ତୀ ଅବସରରେ ଓଡ଼ିଶା ବିଧାନସଭା ପରିସରରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ବାଚସ୍ପତି ଡଃ. ସୂର୍ଯ୍ୟନାରାୟଣ ପାତ୍ର, ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ, ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ!-->…
ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ବନିତା ସେନାପତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଜଣେ ଶିକ୍ଷୟତ୍ରୀଙ୍କ ସ୍ୱାମୀ ଏଭଲି କରିଥିବା ଜଣାପଡିଛି । ଉକ୍ତ ଶିକ୍ଷୟତ୍ରୀ ଏକ ଦାବି ନେଇ ଆନ୍ଦୋଳନ କରିଥିଲେ!-->…
ଆଉ ୫ ଦିନ ପ୍ରଚଣ୍ଡ ତାତି, ହିଟ ୱେଭ ଓ୍ବାର୍ଣ୍ଣିଂ ଜାରି
ଭୁବନେଶ୍ବର:ବଢୁଛି ତାତି। ଅସହ୍ୟ ହେଲାଣି ରୌଦତାପ। ଗରମ ବଢ଼ୁଥିବାର ରାସ୍ତା ଘାଟ ମଧ୍ୟ ଶୂନଶାନ ହେଇପଡୁଛି। ପୂର୍ବାହ୍ନ ୧୧ ଟା ପରେ ରାସ୍ତାରେ ଗାଡି ଚଳାଚଳ କମିଯାଉଛି। ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ବର୍ତ୍ତମାନ ତାତିରୁ ନାହିଁ ଆଶ୍ବସ୍ତି । ତାତିରୁ ତ୍ରାହି ମିଳିବା ପାଇଁ!-->…
ମେ ପ୍ରଥମ ସପ୍ତାହରେ ପିସିସି ସଭାପତି ପରିବର୍ତ୍ତନ: ଚେଲ୍ଲା କୁମାର
ଭୁବନେଶ୍ୱର: ମେ ପ୍ରଥମ ସପ୍ତାହରେ ପିସିସି ସଭାପତି ପରିବର୍ତ୍ତନ । କଂଗ୍ରେସ ବୈଠକ ପରେ ପ୍ରଭାରୀ ଚେଲ୍ଲା କୁମାରଙ୍କ ସୂଚନା । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।
ଓଡିଶା ଗସ୍ତରେ ଆସିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ।!-->!-->!-->…
ମେ ୨ ଯାଏଁ ୟୁଜି ଓ ପିଜି କ୍ଲାସ୍ରୁମ୍ ପାଠପଢା ବନ୍ଦ
ଭୁବନେଶ୍ଵ: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଉଚ୍ଚ ଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି। ବୁଧବାର ଠାରୁ ରାଜ୍ୟର ସମସ୍ତ କଲେଜ ଓ ୟୁନିଭରସିଟିରେ କ୍ଲାସ୍ ବନ୍ଦ। ପ୍ରଚଣ୍ଡ ଖରା ଯୋଗୁଁ ଆସନ୍ତା ମେ ୨ ତାରିଖ ଯାଏଁ ୟୁଜି ଓ ପିଜି କ୍ଲାସ୍ରୁମ୍ ପାଠପଢା ବନ୍ଦ ରହିବ। ତେବେ ପରୀକ୍ଷା ଖାତା!-->…
ମନ୍ଦିର ସୁରକ୍ଷିତ ଅଛି କି ନାହିଁ ଗଜପତି କେମିତି କହିବେ : ବିଜୟ ମହାପାତ୍ର
ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ସୁରକ୍ଷିତ ଅଛି । ଏନେଇ ଗତକାଲି ଗଜପତି ଦେଇଥିବା ବୟାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ବିଜୟ କହିଛନ୍ତି, ମନ୍ଦିର ସୁରକ୍ଷିତ ଅଛି କି ନାହିଁ ତାହା ଗଜପତି କେମିତି କହିବେ? ଗଜପତି ନୀତିକାନ୍ତି ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ!-->…
ମାନସ ସ୍ୱାଇଁ ହତ୍ୟା ମାମଲା, ନିରଞ୍ଜନ ସେଠୀଙ୍କ ଜାମିନ ଆବେଦନ ଖାରଜ
ଭଦ୍ରକ: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ସେଠୀଙ୍କୁ ଲାଗିଛି ବଡ ଝଟକା । ନିରଞ୍ଜନଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଭଦ୍ରକ ଜିଲ୍ଲା ଜଜ୍ ।
ସୂଚନା ଅନୁସାରେ, କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ୭ ଜଣ!-->!-->!-->…
ପଲସରରେ ଆସି ଲୁଟି ନେଲେ ୩ କେଜି ସୁନା
ଗୁଣପୁର: ଗୁଣପୁରର ହଳଦିଆ ନାଳ ନିକଟସ୍ଥ ଏକ ଗହଣା ଦୋକାନ ସାମ୍ନାରୁ ବଡ଼ ଧରଣର ଲୁଟ୍ ହୋଇଛି । ଲୁଟେରା ମାନେ ପଲସରରେ ଆସି ଗହଣା ଦୋକାନ ସାମ୍ନାରୁ ୩ କେଜି ସୁନା ସହ ୨ ଲକ୍ଷ ଟଙ୍କା ଲୁଟିନେଇଥିବା ଅଭିଯୋଗ କରିଛନ୍ତି ଦୋକାନୀ ଜଣକ । ଅଭିଯୋଗ ଅନୁଯାୟୀ ବ୍ୟକ୍ତି ଜଣକ ଦୋକାନ ଖୋଲିବାକୁ ଚାବି!-->…
ଗାଡ଼ି ପାର୍କିଂରେ କେହି ଟଙ୍କାଟିଏ ଅଧିକ ଆଦାୟ କଲେ ବାତିଲ ହେବ ନିଲାମ: ବିଏମ୍ସି
ଭୁବନେଶ୍ୱର: ଦୀର୍ଘ ବର୍ଷ ଧରି ପାର୍କିଂସ୍ଥାନରେ ଚାଲିଥିବା ଲୁଟ୍ ପ୍ରସଙ୍ଗରେ ନିରବ ରହିବା ପରେ ଏବେ ବିଏମ୍ସି ହଠାତ୍ ଚେଇଁ ଉଠିଛି। ଘନ ଘନ ବୈଠକ ପରେ ଏକାଧିକ ନିଷ୍କର୍ଷ ବାହାରିଛି । ପାର୍କିଂ ଫି' ଆଦାୟ ନାଁରେ ଚାଲିଥିବା ଲୁଟ୍ରେ ଅସ୍ତବ୍ୟସ୍ତ ସହରବାସୀଙ୍କ ଡାକରା ବିଏମ୍ସି ବାବୁଙ୍କ!-->…