Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଏମ୍ସ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ, ଛଡ଼ାଇନେଲେ ସୁନା ଚେନ୍
ଭୁବନେଶ୍ଵର, ୨୪/୦୪ : ଏମ୍ସ ହସ୍ପିଟାଲର ଆଡମିନିଷ୍ଟ୍ରେଟର ପ୍ରବୀଣ ପାଠକଙ୍କୁ ମରଣାନ୍ତକ ଆକ୍ରମଣ। କେହି ଦୁର୍ବୃତ୍ତ ପ୍ରବୀଣ ପାଠକଙ୍କ ଉପରକୁ ଆକ୍ରମଣ କରିଛନ୍ତି। ଫଳରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
!-->!-->!-->…
ସ୍କୁଲ ପିଲାଙ୍କୁ ନେଉଥିବା ବସଗୁଡ଼ିକର ଫିଟନେସ୍ ଉପରେ ଗୁରୁତ୍ୱ ଦେବାକୁ ପରିବହନ ବିଭାଗର ନିବେଦନ
କଟକ: ସ୍କୁଲ ପିଲାଙ୍କୁ ନେଉଥିବା ବସଗୁଡ଼ିକର ଫିଟନେସ୍ ଉପରେ ଗୁରୁତ୍ୱ ଦେବାକୁ ପରିବହନ ବିଭାଗର ସଡ଼କ ସୁରକ୍ଷା ଯୁଗ୍ମ କମିସନର ସଞ୍ଜୟ ବିଶ୍ୱାଳ ନିବେଦନ କରିଛନ୍ତି। ସେ କହିଛନ୍ତି, ଅନୁପଯୁକ୍ତ ବସ୍ ଉପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ନଜର ରଖନ୍ତୁ, ବ୍ୟବହୃତ ଗାଡ଼ିର ଫିଟନେସ ଓ ମୋଟର ଆକ୍ଟ!-->…
ବଲାଙ୍ଗିର ମେଡିକାଲ ଛାତ୍ରଙ୍କ ମୃତ୍ୟୁ ଘଟଣା: ସାମ୍ନାକୁ ଆସିଲା ମୋବାଇଲ ଚାଟିଂ
ଭୁବନେଶ୍ୱର: ବଲାଙ୍ଗିର ଜିଲ୍ଲା ମେଡିକାଲ କଲେଜ ହଷ୍ଟେଲ ଛାତରୁ ଖସି ମୃତ୍ୟୁବରଣ କରିଥିବା ଛାତ୍ରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ନିଶାନ୍ତ ତାଙ୍କର ଜଣେ ବିଦେଶୀ ବନ୍ଧୁଙ୍କ ସହ ମୋବାଇଲରେ ଚାଟିଂ କରିଥିବା ଜଣାପଡ଼ିଛି । ନିଶାନ୍ତଙ୍କୁ ସିନିୟରମାନେ ର୍ୟାଗିଂ କରିବା ସହ ଖେଳ ପଡ଼ିଆକୁ!-->…
ବଢିବ ନନ୍ଦନକାନନ ଚିଡ଼ିଆଖାନାର ପରିସର: ଖର୍ଚ୍ଚ ହେବ ୬୦୦ କୋଟି ଟଙ୍କା
ଭୁବନେଶ୍ୱର: ବଦଳିବ ନନ୍ଦନକାନନର ରୂପରେଖ । ଦେଶର ସର୍ବ ବୃହତ ସବୁଜିମା ଚିଡ଼ିଆଖାନାର ବଢିବ ପରିସର । ୪୩୧ ହେକ୍ଟରରୁ ବଢି ୧୦୪୭ ହେକ୍ଟରରେ ପହଞ୍ଚିବ। ଏବେ ଚିଡ଼ିଆଖାନା, କାଞ୍ଜିଆ ହ୍ରଦ ଏବଂ ବୋଟାନିକାଲ ଗାର୍ଡ଼େନ ଏହାର ପରିସରରେ ଯାଉଥିବା ବେଳେ ପରିବର୍ତ୍ତିତ ଯୋଜନାରେ ଚନ୍ଦକା ଜଙ୍ଗଲ,!-->…
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ରୋଷେୟାଙ୍କ ମୃତ୍ୟୁକୁ ନେଇ ମୁହାଁମୁହିଁ ହେଲେ BJD-BJP, ୧୪୪ ଧାରାଜାରି
ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଘରେ ରୋଷେୟା ଭାବେ କାମ କରୁଥିବା ଲଳିତ ସାହୁଙ୍କ ଆତ୍ମହତ୍ୟା ମାମଲାକୁ ନେଇ ଆଜି ସକାଳେ ଝଣ୍ଡାଚୌକରେ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି। ଗଣ୍ଡଗୋଳର ଆଶଙ୍କା କରି ଆଜି ଝାରସୁଗୁଡ଼ାରେ ୧୪୪ ଧାରା ଲାଗୁ ହୋଇଛି। ଝାରସୁଗୁଡ଼ା ଥାନା!-->…
ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା ପାଇଁ ଗଠନ ହେଲା ସ୍କ୍ୱାର୍ଡ
ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା ପାଇଁ ଗଠନ ହେଲା ସ୍କ୍ୱାର୍ଡ । କେନ୍ଦ୍ରୀୟ ଜୋନ୍ ସ୍କ୍ୱାର୍ଡରେ ସର୍ବାଧିକ ୫୮ ଜଣ ସଦସ୍ୟ ରହିଛନ୍ତି । ସେହିପରି ସମ୍ବଲପୁର ଜୋନାଲ୍ ସ୍କ୍ୱାର୍ଡରେ ୩୫ ଜଣ ରହିଥିବାବେଳେ ବାରିପଦା ଓ ବ୍ରହ୍ମପୁର ଜୋନାଲ୍ ସ୍କ୍ୱାର୍ଡରେ ୩୦ ଜଣ ଲେଖାଏଁ ସଦସ୍ୟ!-->…
ନବୀନ ନିବାସରେ ସାଂଗଠନିକ ସ୍ତରର ବୈଠକ ଆରମ୍ଭ
ଭୁବନେଶ୍ବର: ବିଜେଡିର ମିଶନ ୨୦୨୪ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ନବୀନ ନିବାସରେ ଆରମ୍ଭ ହେଲା ସାଂଗଠନିକ ସ୍ତରର ବୈଠକ । ୯ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଓ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ଚାଲିଛି ମାନସ ମନ୍ଥନ । ଏହି ଜିଲ୍ଲା ଗୁଡ଼ିକ ହେଲେ କୋରାପୁଟ, ମାଲକାନଗିରି, କେନ୍ଦ୍ରାପଡ଼ା,!-->…
ମାତ୍ର ଶହେ ଟଙ୍କା ପାଇଁ ମା’କୁ ପିଟି ପିଟି ମାରିଦେଲା ପୁଅ
ମୟୁରଭଞ୍ଜ: ନିଶା ପାଇଁ ଅନେକ ପରିବାର ଉଜୁଡି ଯାଉଥିବା ବେଳେ ମୟୁରଭଞ୍ଜ ଜିଲ୍ଲାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ନିଶା ପାଇଁ ତୁଚ୍ଛ ପାଲଟିଲା ମା'ର ମମତା । ନିଶା ଖାଇବା ପାଇଁ ଟଙ୍କା ନଦେବାରୁ ୧୦ ମାସ କୋଳରେ ରଖି ଜନ୍ମ ଦେଇଥିବା ମା'କୁ ହତ୍ୟା କରିଛି ପୁଅ ।
ନିଶା ଖାଇବା ପାଇଁ!-->!-->!-->…
ଦିନ ୧୧ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ଟପିଲା ଭୁବନେଶ୍ୱରର ତାପମାତ୍ରା
ଭୁବନେଶ୍ୱର: ଗୀଷ୍ମପ୍ରବାହ ସହ ରାଜଧାନୀ ଭୁବନେଶ୍ୱରରେ ହେଉଛି ମୁଣ୍ଡଫଟା ଖରା । ଦିନ ୧୧ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ଟପିଛି ଭୁବନେଶ୍ୱରର ତାପମାତ୍ରା । ଆଜି ତାତିରେ ରେକର୍ଡ ଭାଙ୍ଗିବ ରାଜଧାନୀ ଭୁବନେଶ୍ୱର । ସାଢ଼େ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ୱର ପାଲଟିଛି ସବୁଠାରୁ!-->…
ମାନସ ହତ୍ୟା ମାମଲା: ଟିଆଇ ପରେଡରେ ୫ ଅଭିଯୁକ୍ତଙ୍କୁ ଚିହ୍ନିଲେ ୩ ସାକ୍ଷୀ
ଭୁବନେଶ୍ୱର: ୫ ଅଭିଯୁକ୍ତଙ୍କୁ ଚିହ୍ନିଗଲେ ୩ ସାକ୍ଷୀ। ଭଦ୍ରକ ଉପକାରାଗାର ଭିତରେ ଟିଆଇ ପରେଡ ଚାଲିଥିବା ବେଳେ ଗୋଟି ଗୋଟି କରି ମାନସ ହତ୍ୟାକାଣ୍ଡର ସମସ୍ତ ୫ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛନ୍ତି ୩ ସାକ୍ଷୀ। ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । କ୍ୟାମେରାମ୍ୟାନ!-->…