Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଭଦ୍ରକରେ ଏକୋଇଶିଆ ଭୋଜି ଖାଇ ୪୦ ଜଣ ଅସୁସ୍ଥ
ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ବ୍ଳକ ହସନାବାଦ ପଞ୍ଚାୟତର ତଳ ଅସ୍ତକ ଗାଁରେ ଭୋଜି ଖାଇ ୪୦ ଜଣ ଅସୁସ୍ଥ । ସମସ୍ତଙ୍କୁ ପ୍ରଥମେ ଯାଜପୁର ମଙ୍ଗଳପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ!-->!-->!-->…
ଦାଦାବଟି ମାଗି ବନ୍ଧା ହେଲେ ଶ୍ରୀମନ୍ଦିର ସେବାୟତ
ପୁରୀ: ଦାଦାବଟି ମାଗି ଗିରଫ ହେଲେ ସେବାୟତ । ଶ୍ରୀମନ୍ଦିର ସେବାୟତ ଲୋକଙ୍କୁ ଦାଦାବଟି ମାଗୁଥିବା ପୁରୀ ଟାଉନ ଥାନାରେ ଅଭିଯୋଗ ହୋଇଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ସେବାୟତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।
ଗିରଫ ସେବାୟତ ଜଣକ ହେଉଛନ୍ତି ପୁରୀ ଟାଉନ ଥାନା ଅଧିନ!-->!-->!-->…
ହିଞ୍ଜିଳି ଓ ଶେରଗଡର ପୌର ଓ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ସମସ୍ତେ ମିଳିମିଶି, କଠିନ ପରିଶ୍ରମ କରି ଅଞ୍ଚଳର ବିକାଶକୁ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ନବୀନ ନିବାସଠାରେ ହିଞ୍ଜିଳି ଓ ଶେରଗଡ ଅଞ୍ଚଳର ପୌରାଞ୍ଚଳ ଓ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକର ନବ ନିର୍ବାଚିତ!-->!-->!-->…
ବାରବାରଟିରେ ଟି-୨୦ ମ୍ୟାଚ୍, ଜୁନ୍ ୧୨ ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା
କଟକ: ବାରବାରଟିରେ ପୁଣି ଅନୁଷ୍ଠିତ ହେବ ଟି-୨୦ ମ୍ୟାଚ୍ । ଜୁନ୍ ୧୨ ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ଖେଳାଯିବ ବୋଲି ସୂଚନା ଦେଇଛନ୍ତି ଓଡ଼ିଶା କ୍ରିକେଟ ଅସୋସିଏସନ ସଂମ୍ପାଦକ ସଞ୍ଜୟ ବେହେରା ।ଚଳିତ ବର୍ଷ ପେବୃଆରୀ ମାସରେ ବାରବାଟିରେ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଟି-୨୦ ମ୍ୟାଚ୍!-->…
ମାଟ୍ରିକ୍ ଓ +୨ ପରୀକ୍ଷା ନେଇ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱପୁର୍ଣ୍ଣ ବୈଠକ
ଭୁବନେଶ୍ୱର: ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ନେଇ ଗୁରୁତ୍ୱପୁର୍ଣ୍ଣ ସମିକ୍ଷା ବୈଠକ କରିଛନ୍ତି ମୁଖ୍ୟ ଶାସନ ସଚିବ । ପ୍ରଶ୍ନପତ୍ର ସୁରକ୍ଷା, ପରୀକ୍ଷା ପରିଚାଳନ ଓ ମୂଲ୍ୟାଙ୍କନ ନେଇ ମୁଖ୍ୟ ଶାସନ ସଚିବ ଏହି ବୈଠକରେ ଆଲୋଚନା କରିଛନ୍ତି ।
ଏହି ସମୟରେ ସ୍କୁଲ୍ ଓ ଗଣଶିକ୍ଷା ସଚିବ, ପୋଲିସ!-->!-->!-->…
ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
ପୁରୀ: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ହୋଇପାରିନି ଶ୍ରୀମନ୍ଦିର ବଜେଟ୍ । ଆସନ୍ତା ୨୫ ତାରିଖରେ ପୁନର୍ବାର ବୈଠକ ବସି ବଜେଟ ଚୂଡ଼ାନ୍ତ ହେବ । ବୈଠକରେ ନୀତି ସବ୍କମିଟିରେ ନିଆଯାଇଥିବା ନିଷ୍ପତ୍ତି ଓ ଚନ୍ଦନଯାତ୍ରା ନୀତିନିର୍ଘଣ୍ଟକୁ ମୋହର ମାରିଛି ପରିଚାଳନା କମିଟି ।!-->…
ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ
ଯାଜପୁର: ବହୁ ଚର୍ଚ୍ଚିତ ବରୀ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ନାବାଳିକା ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ ।ନାବାଳିକା ଜଣକୁ ପ୍ରଥମେ ଦୁଷ୍କର୍ମ ଓ ପରେ ନିର୍ମମ ଭାବେ ତଣ୍ଟି କାଟି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ସୁବ୍ରତ ବେହେରାଙ୍କୁ!-->…
ଭୀମ ଭୋଇ ମେଡିକାଲ କଲେଜ ହଷ୍ଟେଲ ଛାତରୁ ଖସି ଡାକ୍ତରୀ ଛାତ୍ର ମୃତ
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ମେଡିକାଲ କଲେଜରେ ଘଟିଯାଇଛି ଏକ ଅଘଟଣ । ହଷ୍ଟେଲ ଛାତରୁ ପଡି ଜଣେ ଛାତ୍ର ପ୍ରାଣ ହରାଇଥିବା ଜଣାପଡିଛି । ମୃତକ ଛାତ୍ର ଜଣକ ହରିୟାଣାର ନିଶାନ୍ତ କୁମାର ବୋଲି ତାଙ୍କ ପରିଚୟ ମିଳିଛି । ନ୍ୟୁ ବଏଜ ହଷ୍ଟେଲରେ ରହୁଥିବା ବେଳେ ଆଜି ଛାତରୁ ପଡି ନିଶାନ୍ତଙ୍କର!-->…
କାଳବୈଶାଖୀ ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ବିଜୁଳି, ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।୧୫ଟି ଜିଲ୍ଲାରେ ବର୍ଷା ହେବା ନେଇ ୟେଲୋ ଓ୍ବାର୍ଣ୍ଣିଂ ପାଣିପାଗ ବିଭାଗ!-->…
ବିଜେଡିର ୨୦୨୪ ପ୍ରସ୍ତୁତି : ନବୀନ ନିବାସରେ ଶନିବାର ଜିଲ୍ଲା ପର୍ଯ୍ୟବେକ୍ଷକ ବୈଠକ
ଭୁବନେଶ୍ୱର : ପାଖାପାଖି ଦୁଇ ବର୍ଷ ଆଗରୁ ଆରମ୍ଭ ହେଲା ପ୍ରସ୍ତୁତି । ବିଜେଡିର ମିଶନ ୨୦୨୪ ରଣନୀତି ପାଇଁ ପ୍ରଥମ ବୈଠକ । ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶରେ ଶନିବାର ବସିବ ଦଳର ଜିଲ୍ଲାଓ୍ୱାରୀ ପର୍ଯ୍ୟବେକ୍ଷକଙ୍କ ବୈଠକ । ନବୀନ ନିବାସରେ ଜିଲ୍ଲାଓ୍ୱାରୀ ବୈଠକ ନେବେ ନବୀନ । ନିଜେ ସବୁ!-->…