Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସାମାନ୍ୟ ଯୁକ୍ତିତର୍କରୁ ଡବଲ ମର୍ଡର
କୋରାପୁଟ: କୋରାପୁଟ ଜିଲ୍ଲା ଦାମନଯୋଡି ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଯାଇଛି। ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ଘଟିଛି। ସଂଘବଦ୍ଧ ଆକ୍ରମଣରେ ସିନ୍ଧିପାର ଗାଁର ୨ ଯୁବକ ମୃତ ମୃତ୍ଯୁ ଘଟିଥିବା ବେଳେ ଜଣେ ଗୁରୁତର ହୋଛନ୍ତି। ମୃତକ ହେଲେ ଦେବେନ୍ଦ୍ର ଜାନୀ ଓ ପୂର୍ଣ୍ଣ ନାୟକ। ଗୁରୁତରଙ୍କୁ!-->…
ମାଲକାନିଗିରି ରେ କେନ୍ଦ୍ର ରେଳ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କ ଦ୍ଵାରା ମୁଖ୍ୟ ଡାକଘର ଉଦ୍ଘାଟିତ…
ମାଲକାନଗିରି : ଆଜି କେନ୍ଦ୍ର ରେଳ , ଯୋଗାଯୋଗ , ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଙ୍କ ମାଲକାନଗିରି ଗସ୍ତ ଅବସରରେ ଜିଲା ଡାକଘରର ଶୁଭ ଉଦ୍ଘାଟନ ହୋଇଯାଇଛି । ଉଦ୍ଘାଟନ ଅବସରରେ ମନ୍ତ୍ରୀ କହିଛନ୍ତି ଯେ ଆଗମିଦିନରେ ଡାକଘରେ ଅଧିକ ୨୨ପ୍ରକାର ସୁବିଧା!-->…
ରାଜ୍ୟ ସରକାରଙ୍କୁ ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମର ୧ କୋଟି ୪୦ ଲକ୍ଷ ଟଙ୍କା ଲାଭାଂଶ ପ୍ରଦାନ
ଭୁବନେଶ୍ବର : ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୨୦୧୮-୧୯ ବର୍ଷ ପାଇଁ ୧,୪୦,୨୭,୧୦୩ ଟଙ୍କା ଲାଭାଂଶ ବାବଦରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଓଡିଶା କ୍ଷୁଦ୍ରଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ ଏହି ପରିମାଣର!-->…
ପାଓ୍ଵାରକଟ୍ ଉପରେ ଆସିବ ନିୟନ୍ତ୍ରଣ: TPCODL CEO
୨୪ ଘଣ୍ଟା ନିରବିଚ୍ଛିନ୍ନ ବିଦ୍ୟୁତ ଶକ୍ତି ଯୋଗାଣ ପାଇଁ TPCODL ସଂକଳ୍ପବଦ୍ଧ । ସାରା ରାଜ୍ୟରେ ହେଉଥିବା ପାଓ୍ଵାର କଟ୍ ସମସ୍ୟାର ସମାଧାନ ନେଇ ଏଭଳି ଆଶ୍ୱାସନା ଦେଇଛନ୍ତି TPCODL ସିଇଓ ଏମ୍ ସେନ୍ଵାଗମ୍ । ପାଓ୍ଵାର କଟ୍ ସମସ୍ୟାର ସମାଧାନ ପାଇଁ ବିଶେଷ ବ୍ୟବସ୍ଥା କରାଯାଉଛି । ୮ଟି!-->…
କୋହଲା ପାଗ ଯୋଗୁଁ ରାଜ୍ୟକୁ ମିଳିଲା ସାମନ୍ୟ ତ୍ରାହି
ଭୁବନେଶ୍ୱର: କିଛି ଦିନରୁ ଅସହ୍ୟ ତାତିରେ ଛଟପଟ ହେଉଥିଲେ ସାରା ରାଜ୍ୟ । କିନ୍ତୁ ଆଜି ଏହି ବଢୁତିବା ତାତିରେ ସାମାନ୍ୟ ବ୍ରେକ ଲାଗିଛି । ଅନେକ ଜାଗାରେ ଗରମରୁ ଆଜି ସାମାନ୍ୟ ଉପଶମ ପାଇଛନ୍ତି ରାଜ୍ୟବାସୀ । ସକାଳୁ ସକାଳୁ କୋହଲା ପାଗ ଯୋଗୁଁ ଆଜି ଏହି ତାତିରୁ ମୁକ୍ତି ମିଳିଛି । ଆଜି!-->…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ପ୍ରଶଂସା କଲା ସଂସଦୀୟ କମିଟି
ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି । ମିଳିଥିବା ସୂଚନା ଅନୁସାରେ ପକ୍ଷ ରଖିବା ପାଇଁ ଅଧିକ ସମୟ ମାଗିଛି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ବା ଏଏସଆଇ । ଗତ ୮ତାରିଖରେ ମାମଲାର ଶୁଣାଣି କରି ୧୭ ତାରିଖ ସୁଦ୍ଧା ପକ୍ଷ ରଖିବା ପାଇଁ ରାଜ୍ୟ!-->…
ମହଙ୍ଗା ପଡ଼ିଲା କବାଡ଼ିଆକୁ ସ୍କୁଲ ବହି ବିକିବା, ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ
ରାଉରକେଲା: ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି କବାଡିଆକୁ ବହି ବିକିବା ପ୍ରଧାନ ଶିକ୍ଷକଙ୍କୁ ମହଙ୍ଗା ପଡିଛି। ତଦନ୍ତ ପରେ ବ୍ଲକ ଶିକ୍ଷା ଅଧିକାରୀ କୋଇଡା ବ୍ଲକ ସର୍ଗିଗଡ଼ ସରକାରୀ ପ୍ରକଳ୍ପ ବିଧ୍ୟାଳୟ ପ୍ରଧାନ ଶିକ୍ଷକ ଛନ୍ଦା ଚରଣ ସିଂଙ୍କୁ ଚକାରୀରୁ ନିଲମ୍ବିତ କରିଛନ୍ତି ।!-->…
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟାଙ୍କ ଆତ୍ମହତ୍ୟା ମାମଲା: ବିଜେପି ନେତାମାନଙ୍କ ବିରୁଦ୍ଧରେ ଥାନାରେ ଲିଖିତ ଅଭିଯୋଗ
ଝାରସୁଗୁଡା: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସଙ୍କ ଘରେ ରୋଷେୟା ଭାବେ କାର୍ଯ୍ୟରତ ଲଳିତ ସାହୁ(୨୨)ଙ୍କ ଆତ୍ମହତ୍ୟାକୁ ନେଇ ବିଜେପି ନେତାମାନେ ରାଜନୀତି କରୁଥିବା ନେଇ ଲଳିତଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେ ଏଥିରେ ଦର୍ଶାଇଛନ୍ତି ଯେ ବିଜେପି ନେତା ଟଙ୍କଧର!-->…
ସ୍କୁଲ ବସ୍କୁ ୨ ଲକ୍ଷ ୩୩ ହଜାର ଟଙ୍କାର ଫାଇନ୍
ଭୁବନେଶ୍ଵ: ସ୍କୁଲ ବସକୁ ୨ ଲକ୍ଷ ୩୩ ହଜାର ଟଙ୍କାର ଫାଇନ୍। ଭୁବନେଶ୍ୱର ଡମଣା ଛକ ନିକଟରେ ଚେକିଂ ବେଳେ କଟିଲା ଫାଇନ୍। ଏହାସହିତ ବସ୍କୁ ସିଜ୍ କରିଛି ଏମ୍ଭିଆଇ ।
ସୂଚନା ଅନୁଯାୟୀ, ପରିବହନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ବିଭିନ୍ନ ସ୍ଥାନରେ ସ୍କୁଲ ବସ୍ ଗୁଡ଼ିକର ଯାଞ୍ଚ୍!-->!-->!-->…
କଟକ ଚଣ୍ଡୀ ମନ୍ଦିରରେ ୫- ଟି ସଚିବ
କଟକ: ଆଜି ସକାଳେ କଟକ ଚଣ୍ଡୀ ମନ୍ଦିରରେ ୫- ଟି ସଚିବ ଭି .କେ. ପାଣ୍ଡିଆନ୍ ପହଞ୍ଚିଥିଲେ। ତାଙ୍କ ସାଙ୍ଗରେ କଟକ ଜିଲ୍ଲାପାଳ, କଟକ ଡିସିପି ଓ ମହାନଗର ନିଗମ କମିସନର ଅନନ୍ୟ ଦାସ ପ୍ରମୁଖ ବି ଉପସ୍ଥିତ ଥିଲେ। ୫- ଟି ସଚିବ ମା କଟକ ଚଣ୍ଡୀଙ୍କ ଦର୍ଶନ କରିବା ସହ ମୁଖ୍ୟ ପୂଜକ ମନୋଜ ପଣ୍ଡାଙ୍କ ସହ!-->…