Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କେନ୍ଦୁଝର ଜିଲ୍ଲାରେ ସ୍ୱାଭାବିକ ହେଲା ଇଣ୍ଟରନେଟ ସେବା
ଯୋଡ଼ା: ଯୋଡ଼ାରେ ଦୁଇ ଗୋଷ୍ଠି ମୁହାଁମୁହିଁ ଘଟଣା ପରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା କରି ସମଗ୍ର କେନ୍ଦୁଝର ଜିଲ୍ଲାରେ ଗତ ୧୧ ତାରିଖ ମଧ୍ୟରାତ୍ରରୁ ବନ୍ଦ ରହିଥିବା ଇଣ୍ଟରନେଟ ସେବା ଆଜି ସ୍ୱାଭାବିକ ହୋଇଛି। ଦୁଇ ଦିନ ଏହି ସେବା ବନ୍ଦ ରଖାଯାଇଥିଲା। ଅନ୍ୟପକ୍ଷରେ ଆସନ୍ତା ୧୫!-->…
ଓଡ଼ିଆ ନବ ବର୍ଷ ଓ ମହାବିଷୁବ ପଣା ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର: ମହାବିଷୁବ ପଣା ସଂକ୍ରାନ୍ତି, ପବିତ୍ର ଓଡ଼ିଆ ନବ ବର୍ଷ ଏବଂ ହନୁମାନ ଜୟନ୍ତୀ ଅବସରରେ ରାଜ୍ୟ, ଦେଶ ତଥା ବିଶ୍ୱର କୋଣ ଅନୁକୋଣରେ ବସବାସ କରୁଥିବା ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା,!-->…
ମାହାଙ୍ଗା ଗଣହତ୍ୟା ମାମଲା: ୩ ଦିନିଆ ରିମାଣ୍ଡରେ ଗଲା ଅଭିଯୁକ୍ତ ଶିବପ୍ରସାଦ
କଟକ: ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ବଡ଼ଭାଇର ପରିବାରକୁ ନିଶ୍ଚିହ୍ନ କରିଥିବା ସାନଭାଇ ଶିବପ୍ରସାଦକୁ ପୁଲିସ ଆଜି ରିମାଣ୍ଡରେ ଆଣିଛି। ଅଭିଯୁକ୍ତ ଶିବପ୍ରସାଦ ସାହୁକୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ପୁଲିସ ସାଲେପୁର ଜେଏମ୍ଏଫ୍ସିରେ ଆବେଦନ କରିଥିଲା। କିନ୍ତୁ କୋର୍ଟ ୩ ଦିନିଆ!-->…
ନବରଙ୍ଗପୁରରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ବିକାଶର ନୂଆ ଇତିହାସ ଯୋଡ଼ି ହେବାକୁ ଯାଉଛି । ଉପାନ୍ତ ଜିଲ୍ଲାରେ ମିଳିବ ଉନ୍ନତମାନର ସ୍ୱାସ୍ଥ୍ୟସେବା । ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା । ଆସନ୍ତା ଶୁକ୍ରବାର ଠାରୁ ସେବା ଆରମ୍ଭ ହେଉଥିବା ବେଳେ ଏନେଇ!-->…
ଯାଜପୁର କିନ୍ନର ଶିଶୁ ବିବାଦ ଘଟଣା; ଲିଙ୍ଗ ନିରୂପଣ ପାଇଁ ନବଜାତକଙ୍କୁ ଅଣାଯିବ ଶିଶୁଭବନ
ଯାଜପୁରର ଘରୋଇ ମେଡିକାଲରେ ଶିଶୁ ଜନ୍ମ ନେଇ ବିବାଦ ଘଟଣା । ଲିଙ୍ଗ ନିରୂପଣ ପାଇଁ ନବଜାତକଙ୍କୁ ଅଣାଯିବ ଶିଶୁଭବନ । ଏନେଇ ଯାଜପୁର ସିଡିଏମଓ ସ୍ୱାସ୍ଥ୍ୟ ବିଭାଗକୁ ଚିଠି କରିଥିବା ସୂଚନା ଦେଇଛନ୍ତି । କ୍ରମୋଜୋମ ଷ୍ଟଡି ଓ ଅଲଟ୍ରାସାଉଣ୍ଡ କରି ଲିଙ୍ଗ ନିରୂପଣ କରାଯିବ ।
ତେବେ ଯାଜପୁର!-->!-->!-->…
୨୦୨୪ ମାର୍ଚ୍ଚ ସୁଦ୍ଧା ମାଲକାନଗିରିକୁ ବିମାନ ଉଡିବ: ମୁଖ୍ୟ ସଚିବ
ଭୁବନେଶ୍ବର/ମାଲକାନଗିରି: ରାଜ୍ୟ ମୁଖ୍ୟ ଶାସନ ସଚିବ ସୁୁରେଶ ଚନ୍ଦ୍ର ମହାପାତ୍ର ଆଜିଠାରୁ ୪ ଦିନିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି। ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସେ ପ୍ରଥମ ଦିନରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର!-->…
ବୈତରଣୀ ନଦୀ ବ୍ରିଜରୁ ଡେଇଁ ଯୁବତୀ ନିଖୋଜ
ଚାନ୍ଦବାଲୀ: ପୁଣି ଜଣେ ଯୁବତୀ ଚାନ୍ଦବାଲି ଗେମନ ବ୍ରିଜରେ ଡେଇଁ ଆତ୍ମହତ୍ୟା କରିଛନ୍ତି । ବ୍ରିଜ ଉପରୁ ନଦୀ ମଧ୍ୟକୁ ୧ଶହ ଫୁଟ ତଳକୁ ଡେଇଁଛନ୍ତି ଯୁବତୀ । ତେବେ ନଦୀର ପ୍ରଖର ସ୍ରୋତରେ ଜଣେ ଯୁବତୀ ଭାସିଯିବାରୁ ସ୍ଥାନୀୟ ବାସୀ ଅଗ୍ନିଶମ ବିଭାଗ ଓ ଚାନ୍ଦବାଲି ଥାନାକୁ ଖବର ଦେଇଥିଲେ । ଘଟଣା!-->…
ଗାଧୋଇବାକୁ ଯାଇ ମହାନଦୀରେ ବୁଡି ଗଲେ ଦୁଇ ଭାଇ
ପାରାଦୀପ: ପଣା ସଂକ୍ରାନ୍ତିରେ ଅଘଟଣ। ଗାଧୋଇବାକୁ ଯାଇ ମହାନଦୀରେ ବୁଡି ଗଲେ ଦୁଇ ଭାଇ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ଜିଲା କୁଜଙ୍ଗର ପଥୁରିଆ ଗାଁରେ। ସେମାନେ ହେଲେ ଗଣେଶ୍ୱର ସାହୁ ଓ ରାଜେନ୍ଦ୍ର ସାହୁ।ଗଣେଶ୍ୱର ଓ ରାଜେନ୍ଦ୍ର ସ୍ଥାନୀୟ ଯୁକ୍ତ ଦୁଇ କଲେଜର ଛାତ୍ର ଥିଲେ। ଏହି!-->…
ପଣା ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଅପ୍ରେଲ୧୪: ଆଜି ପଣା ସଂକ୍ରାନ୍ତି ତଥା ଓଡିଆ ନବବର୍ଷ । ମନ୍ଦିର, ଘରେ ସବୁଠାରେ ପଣା ପୂଜାର ବିଧି ରହିଛି । ଏଥିସହିତ ଏହି ଦିନଟି ଶ୍ରୀ ହନୁମାନଙ୍କ ଜୟନ୍ତୀ ଭାବେ ପାଳନ ହୋଇଥାଏ । ଆଜି ବିଭିନ୍ନ ପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଛି ଝାମୁ!-->…
ନନ୍ଦନକାନନରେ ପୁଣି ଏକ ବାଘ ଶାବକର ମୃତ୍ୟୁ
ବାରଙ୍ଗ: ରାଜଧାନୀ ଭୁୁବନେଶ୍ବର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ସାଧାରଣ ନାଲି ରଙ୍ଗର ବାଘୁଣୀ ରୁପାର ଏକ ମାଈ ଶାବକର ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ ଶାବକଟି ଏକ ମାସର ସାଧାରଣ ନାଲି ରଙ୍ଗର ଥିଲା । ଗତ ମାର୍ଚ୍ଚ ମାସ ୧୧ ତାରିଖରେ 'ରୁପା' ଓ ସାଧାରଣ ରଙ୍ଗର ମହାବଳ!-->…