Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପୁରୀ ଯାଉଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ, ୨ ଝିଅ ଗୁରୁତର
ବୌଦ୍ଧ: କାଳିଆ ଦର୍ଶନ ହେଲା ଶେଷ ଦର୍ଶନ । ପୁରୀ ଯାଉଥିବା ବେଳେ ହେଲା ଦୁର୍ଘଟଣା । ବୌଦ୍ଧ ଜିଲ୍ଲା ହରେକୃଷ୍ଣପୁର ୫୭ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଡିଭାଇଡରେ କାଟି ପିଟି ହୋଇଛି । ଫଳରେ ଘଟଣାସ୍ଥଳରେ ହିଁ ସ୍ୱାମୀ ଓ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଝିଅ ଗୁରୁତର!-->…
ଛାତ୍ର ବିଜେଡ଼ି ପକ୍ଷରୁ ବୁର୍ଲା ରକ୍ତଭଣ୍ଡାରରେ ରକ୍ତଦାନ ଶିବିର
ସମ୍ବଲପୁର (୧୪/୦୪) : ସମ୍ବଲପୁର ଛାତ୍ର ବିଜେଡ଼ି ପକ୍ଷରୁ ଜୀବନ ବିନ୍ଦୁ ଆନୁକୁଲ୍ୟରେ ବୁର୍ଲା ମେଡିକାଲ ରକ୍ତଭଣ୍ଡାରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ଛାତ୍ର ବିଜେଡ଼ି ମହାନଗର ନିଗମ ସାଧାରଣ ସମ୍ପାଦକ!-->!-->!-->…
ଓଡ଼ିଶା ସାହିତ୍ୟ ଏକାଡେମୀ ର କାର୍ଯ୍ୟ କ୍ରମ ରେ ଗଞ୍ଜାମ ସାହିତ୍ୟିକ, କବି, ଉପହସିତ ଓ ପ୍ରବଞ୍ଚନା ଶିକାର…!
ବ୍ରହ୍ମପୁର : ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ଆୟୋଜିତ ଜିଲ୍ଲା ସ୍ତରୀୟ ସାହିତ୍ୟ ସାରସ୍ଵତ ସମାବେଶ ବେଦନା କାହାଣୀ ପରି ଚିର ସ୍ମରଣୀୟ ହୋଇ ରହିବ। ଆଜି ସାରା ଗଞ୍ଜାମ ଜିଲ୍ଲାର ପ୍ରାୟ ଶହେ କବି ଙ୍କ ପାଇଁ ସାହିତ୍ୟ ଉତ୍ସବ ଆୟୋଜନ କରିଥିଲା କଳିଙ୍ଗ ସାହିତ୍ୟ ସମାଜ। ଓଡିଶା!-->!-->!-->…
ବାଳିକା ଆତ୍ମରକ୍ଷା ତାଲିମ ଶିବିର ସମାପ୍ତ।
ମାଲକାନଗିରି (୧୩/୦୪) : ମାଲକାନଗିରି ମହାବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା ତାଲିମ ଶିବିର ଆଜି ସମାପ୍ତ ହୋଇଯାଇଛି। କଲେଜର ଅଧକ୍ଷ ଅଶୋକ କୁମାର ଶଢଙ୍ଗୀ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିବା ଛାତ୍ରୀ ମାନଙ୍କୁ ଉସ୍ତାହିତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ!-->!-->!-->…
କେନ୍ଦୁପତ୍ର ତୋଳାଳି, ବନ୍ଧେଇ ଶ୍ରମିକ ଓ ସିଜିନାଲ କର୍ମଚାରୀମାନଙ୍କ ପାଇଁ ସରକାରଙ୍କ ଘୋଷଣା କୁ ଓଡିଶା କେନ୍ଦୁପତ୍ର…
ଭୁବନେଶ୍ବର (୧୩/୦୪) : ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ୨୦୨୨ ମସିହା ପାଇଁ କେନ୍ଦୁପତ୍ର ତୋଳାଳିମାନଙ୍କ ପାଇଁ କେରୀ ପ୍ରତି 1.20 ପଇସା ରୁ 1.40 ପଇସା କୁ ମୂଲ୍ୟ ବୃଦ୍ଧି କରାଯାଇଛି | ଅର୍ଥାତ୍ କେରୀ ପ୍ରତି ୨୦ ପଇସା ବୃଦ୍ଧି, ଶତକଡା ୫୦ ଭାଗ ବୋନସ, ବନ୍ଧେଇ ଶ୍ରମିକ ଓ ସିଜିନାଲ!-->…
ଝାରସୁଗୁଡ଼ା ଦେଶର ସବୁଠୁ ଉତ୍ତପ୍ତ ସହର, ୪୪ଡିଗ୍ରୀ ତାପମାତ୍ରା ରେକର୍ଡ
ଭୁବନେଶ୍ୱର: ଜଳୁଛି ପଶ୍ଚିମ ଓଡ଼ିଶା । ଝାରସୁଗୁଡ଼ା ହୋଇଛି ଦେଶର ସବୁଠୁ ଉତ୍ତପ୍ତ ସହର । ୪୪ଡିଗ୍ରୀ ତାପମାତ୍ରା ସହିତ ରାଜ୍ୟ ତଥା ଦେଶର ତତଲା ସହର ପାଲଟିଛି ଝାରସୁଗୁଡ଼ା ଆଜି ରାଜ୍ୟରେ ୪୦ଡିଗ୍ରୀ ଅତିକ୍ରମ କରିଛି ୧୨ ସହର । ଟିଟିଲାଗଡ଼ରେ ୪୩ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ!-->…
ଭୁବନେଶ୍ୱରରେ ପ୍ରଥମ ଥର ପାଇଁ କୋକେନ ଜବତ, ୨ ଗିରଫ
ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଥର ପାଇଁ ନିଶାଦ୍ରବ୍ୟ 'କୋକେନ' ଜବତ କରିଛି ପୁଲିସ। ଭୁବନେଶ୍ବର ଜାଭିଅର ଛକ ନିକଟରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଦ୍ବାରା ଚଢ଼ଉ କରାଯାଇ ୨୦୨ ଗ୍ରାମ୍ ଓଜନର କୋକେନ୍ ଜବତ ହୋଇଛି। କୋକନ୍ କାରବାର ସହିତ ଜଡ଼ିତ ରାଜସ୍ଥାନର ଦୁଇ ବେପାରୀ ଗିରଫ ହୋଇଛନ୍ତି।
!-->!-->!-->…
ପୂର୍ବତନ ପୋଲିସ ଡିଜିପି ଅଭୟ ହେଲେ ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନ ଅଧ୍ୟକ୍ଷ
ଭୁବନେଶ୍ୱର: ବରିଷ୍ଠ ପୋଲିସ ପ୍ରଶାସନିକ ଅଧିକାରୀ ତଥା ପୂର୍ବତନ ପୋଲିସ ଡିଜି ଅଭୟଙ୍କୁ ମିଳିଲା ନିଯୁକ୍ତି । ଓଏସଏସସି ଅଧ୍ୟକ୍ଷ ଭାବେ ଅଭୟଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର । ଓଡ଼ିଶା ସିଭିଲ ସର୍ଭିସ ସିଲେକସନ୍ କମିଶନରେ ନିଯୁକ୍ତି ପାଇଛନ୍ତି ପୂର୍ବତନ ପୋଲିସ ମହାନିର୍ଦେଶକ ଅଭୟ!-->…
ଆକାଂକ୍ଷୀ ଜିଲ୍ଲା ଟପ୍-୫ ଭିତରେ ରହିଲା ମାଲକାନଗିରି ଜିଲ୍ଲା
ନୀତି ଆୟୋରେ ମାଲକାନଗିରିଗ ଆକାଂକ୍ଷୀ ଜିଲ୍ଲା ଡେଲଟା ରାଙ୍କିଂର ଟପ୍ ଫାଇଭରେ ମାଲକାନଗିରି । ଭିତ୍ତିଭୂମି କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଛି ମାଲକାନଗିରି ଜିଲ୍ଲା । ଫେବ୍ରୁଆରୀ ମାସର ଡେଲଟା ରାଙ୍କିଂରେ ତିନି ନମ୍ବର ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ଆସାମର ଉଦଲଗିରି, ଦ୍ୱିତୀୟରେ!-->…
ମାହାଙ୍ଗା ଗଣହତ୍ୟା: ମୁଖ୍ୟ ଅଭିଯୁକ୍ତ ଶିବ ସାହୁଙ୍କୁ କୋର୍ଟଚାଲାଣ
ମାହାଙ୍ଗା: ମାହାଙ୍ଗାରେ ଗୋଟିଏ ପରିବାରର ୫ ଜଣଙ୍କୁ ବିଭତ୍ସ ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ । ଗଣହତ୍ୟାର ମୁଖ୍ୟ ଅଭିଯୁକ୍ତ ଶିବ ସାହୁଙ୍କୁ କୋର୍ଟଚାଲାଣ କଲା ପୋଲିସ । ଶିବ ସାହୁଙ୍କୁ ସାଲେପୁର କୋର୍ଟରେ ହାଜର କଲା ପୋଲିସ । ତେବେ ରିମାଣ୍ଡରେ ନେଇ ପୋଲିସ ତଦନ୍ତ କରିବ!-->…