Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଆଜି ବି ଇଣ୍ଟରନେଟ୍ ସେବା ବନ୍ଦ : ଯୋଡାରେ ଜାରି ରହିଛି ୧୪୪ ଧାରା
ଯୋଡା: କେନ୍ଦୁଝରରେ ଆଜି ବି ବନ୍ଦ ରହିଛି ଇଣ୍ଟରନେଟ୍ ସେବା । ଆସନ୍ତାକାଲି ହନୁମାନ ଜୟନ୍ତୀ ଥିବାରୁ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି । ପୋଲିସ ଫକ୍ଷରୁ ପ୍ଲାଗମାର୍ଚ୍ଚ ଜୋରଦାର କରାଯାଇଛି । ଯୋଡାରେ ୧୪୪ ଧାରା ଜାରି ରହିଛି । ଯୋଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ଉତେଜନାକୁ!-->…
ରାଜଧାନୀ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ୭୪ ତମ ପ୍ରତିଷ୍ଠା ଦିବସ ପାଳୁଛି ରାଜଧାନୀ ଭୁବନେଶ୍ବର । ୧୯୪୮ରେ ଏପ୍ରିଲ ୧୩ରେ ମନ୍ଦିର ମାଳିନୀ ସହର ଭୁବନେଶ୍ବର ଓଡ଼ିଶାର ରାଜଧାନୀ ହୋଇଥିଲା । ଏଭିତରେ ଅନେକ ବଦଳିଛି ଭୁବନେଶ୍ବର । ବିକାଶ ବହୁତ ଆଗକୁ ଯାଇଛି । ତଥାପି ଅନେକ!-->…
ଦଶପଲ୍ଲାରୁ ମିଳିଲା ଗ୍ରାଫାଇଟ ଖଣିର ସନ୍ଧାନ
ନୟାଗଡ଼: ଦଶପଲ୍ଲାରୁ ମିଳିଲା ଗ୍ରାଫାଇଟ ଖଣିର ସନ୍ଧାନ। ଜିଓଲୋଜିକାଲ ସର୍ଭେରେ ସାମ୍ନାକୁ ଆସିଛି ଏଭଳି ତଥ୍ୟ। ଦଶପଲ୍ଲାର ତୁମାଣ୍ଡି ଅଞ୍ଚଳରେ ମାଟି ତଳେ ପ୍ରଚୁର ପରିମାଣର ଗ୍ରାଫାଇଟ ଥିବା ସାଟେଲାଇଟ ସର୍ଭେରୁ ଜଣାପଡ଼ିଛି । ଏନେଇ ଗତ ଗତ ୩ ମାସ ଧରି ସର୍ଭେ ଚଳାଇଛି ଭାରତୀୟ ଭୁ ବିଜ୍ଞାନ!-->…
ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି : ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାରେ ସାମିଲ ହେବେ ଭକ୍ତ
ପୁରୀ : ଜଗନ୍ନାଥ ପ୍ରେମୀ ଓ ଭକ୍ତଙ୍କ ପାଇଁ ଖୁସି ଖବର। ଆସନ୍ତା ମେ ମାସ ତିନି ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାରେ ସାମିଲ ହେବେ ଭକ୍ତ। ଗତ ଦୁଇବର୍ଷ ଧରି କୋଭିଡ କଟକଣା ଯୋଗୁ ଭକ୍ତ ମାନେ ଏହି ଯାତ୍ରାରେ ସାମିଲ ହେବାରୁ ବଞ୍ଚିତ ଥିଲେ । ଏବେ ସଂକ୍ରମଣ!-->…
ମୃତକଙ୍କ ପରିବାରବର୍ଗଙ୍କୁ ‘ଓଡ଼ିଶା ମୋ ପରିବାର’ର ସହାୟତା
ଭୁବନେଶ୍ୱର: ଅସହାୟ ପରିବାର ବର୍ଗଙ୍କର ଦୁଃଖରେ ସାଥି ହୋଇ ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ୮୦ ବର୍ଷିୟା ବୃଦ୍ଧା ପାର୍ବତୀ ଭୂୟାଁ, ଗତ ମାର୍ଚ୍ଚ ୩ ତାରିଖରେ ଅସୁସ୍ଥ ହୋଇ କଟକ ବଡ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଦୁର୍ଭାଗ୍ୟବଶତଃ, ଗତ!-->…
ରାଜ୍ୟରେ କାଳାବୈଶାଖୀ ଓ ବଜ୍ରପାତ ସମ୍ଭାବନା
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ କାଳାବୈଶାଖୀ ଓ ବଜ୍ରପାତ ସମ୍ଭାବନା । ଏନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲାଗୁଡିକ ହେଲା କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ ଓ କନ୍ଧମାଳ । ଏହି ସବୁ ଜିଲ୍ଲା ପାଇଁ ପାଣିପାଗ!-->…
ଏପ୍ରିଲ ୧୪ ଓ ୧୫ରେ ବନ୍ଦ ରହିବ ‘ଏମ୍ସ’ର ଓପିଡି ସେବା
ଭୁବନେଶ୍ବର: ଆସନ୍ତା ୧୪ ଓ ୧୫ ତାରିଖ ଭୁବନେଶ୍ବର ଏମ୍ସର ବର୍ହିବିଭାଗ (ଓପିଡି) ବନ୍ଦ ରହିବ। ମହାବୀର ଜୟନ୍ତୀ ଓ ଗୁଡ୍ ଫ୍ରାଇଡେ୍ ଅବସରରେ ଏହ ୨ ଦିନ ଓପିଡି ସେବା ବନ୍ଦ ରହିବ। ଏମ୍ସ କର୍ତ୍ତୃପକ୍ଷ ତରଫରୁ ଏନେଇ ନୋଟିସ୍ ଜାରି ହୋଇଛି।
ସୂଚନା ଅନୁସାରେ ଆସନ୍ତା ୧୪ ତାରିଖ!-->!-->!-->…
ଆସନ୍ତାକାଲି ଭୁବନେଶ୍ବରର ୭୪ତମ ପ୍ରତିଷ୍ଠା ଦିବସ
ଭୁବନେଶ୍ବର: ଆସନ୍ତାକାଲି ରାଜଧାନୀ ଭୁବନେଶ୍ବରର ୭୪ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ନିଜ ଘର ଓ ଅନୁଷ୍ଠାନକୁ ଆଲୋକ ଓ ଦୀପରେ ସଜାଇବା ସହ ରାଜଧାନୀ ପ୍ରତିଷ୍ଠା ଉତ୍ସବକୁ ଧୂମଧାମରେ ପାଳନ କରନ୍ତୁ ବୋଲି ଭୁବନେଶ୍ବର ମହାନଗର ନଗମ ପକ୍ଷରୁ ଟ୍ବିଟ କରି କୁହାଯାଇଛି। ତେବେ ଚଳିତ ଥର କୋଭିଡ!-->…
ବଡ଼ଭାଇର ପରିବାରର ୫ଜଣଙ୍କୁ ହତ୍ୟା କଲା ସାନଭାଇ
କଟକ: ଜମିଜମା ବିବାଦକୁ କେନ୍ଦ୍ର କରି ବଡ଼ଭାଇର ପରିବାରର ୫ ଜଣଙ୍କୁ ହତ୍ୟା କଲା ସାନ ଭାଇ । ହତ୍ୟା କରିବା ପରେ ଥାନାରେ ଆତ୍ମ ସମର୍ପଣ କରିଛି ଅଭିଯୁକ୍ତ ସାନଭାଇ ଶିବ ସାହୁ । କଟକ ଜିଲ୍ଲା କୁସୁପୁର ପଞ୍ଚାୟତ କୁସୁପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନା ଅନୁଯାୟୀ, ଜମିବାଡି!-->!-->!-->…
ସାମ୍ବାଦିକ ଓ ସାଧାରଣ ଲୋକଙ୍କୁ ୧୮ରୁ ଲୋକସେବା ଭବନ ପ୍ରବେଶ ଅନୁମତି
ଭୁବନେଶ୍ୱର: ଜନସାଧାରଣ, ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ । ଏପ୍ରିଲ ୧୮ରୁ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ଯାଇପାରିବେ ଲୋକସେବା ଭବନ । କୋଭିଡ ସ୍ଥିତିରେ ସୁଧାର ଆସିବା ପରେ ଗୃହ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଲୋକସେବା, ଖାରବେଳ ଓ ରାଜୀବ ଭବନ ରିସେପସନ କାଉଣ୍ଟର!-->…