Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କେନ୍ଦୁଝର ଜିଲ୍ଲାପାଳଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ
କେନ୍ଦୁଝର: କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି । ତେବେ କେନ୍ଦୁଝର ଜିଲ୍ଲାପାଳଙ୍କୁ ଆଣି କମିଶନଙ୍କ ଠାରେ ହାଜର କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବାରମ୍ବାର ସମନ ସତ୍ତ୍ୱେ ହାଜର ହେଉନଥିବାରୁ ୱାରେଣ୍ଟ ଜାରି ହୋଇଛି ।
ଜନଜାତି ଉତ୍ପୀଡନ!-->!-->!-->…
ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ଆକ୍ରମଣ ଘଟଣାରେ ଧର୍ମେନ୍ଦ୍ରଙ୍କ ନିନ୍ଦା
ଭୁବନେଶ୍ୱର: ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଉପରେ ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ଘଟଣାକୁ ନିନ୍ଦା କରିବା ସହ ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ!-->…
ରାଜ୍ୟର ହିତାଧିକାରୀଙ୍କୁ ୧୦୦ ପ୍ରତିଶତ ଚାଉଳ ଦିଅ
ଭୁବନେଶ୍ୱର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟର ହିତାଧିକାରୀଙ୍କୁ ୧୦୦ ପ୍ରତିଶତ ଚାଉଳ ଯୋଗାଇବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୋମବାର କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି । ମନ୍ତ୍ରୀ ସ୍ବାଇଁ ତାଙ୍କ ଚିଠିରେ!-->…
ଗଡ଼ିଲା କଣ୍ଟାବାଞ୍ଜି-ହାୱଡା ଇସ୍ପାତ ଏକ୍ସପ୍ରେସ୍ ଟ୍ରେନ୍
ପାଟଣାଗଡ: ଦିଲ୍ଲୀ, ମୁମ୍ବାଇ ପରେ ଏବେ କଣ୍ଟାବାଞ୍ଜିରୁ ସିଧାସଳଖ ହାୱଡାକୁ ଗଡ଼ିଲା ଏକ୍ସପ୍ରେସ ଟ୍ରେନ୍ । ଆଜି କଣ୍ଟାବାଞ୍ଜି ସହରବାସୀଙ୍କ ଦୀର୍ଘ ବର୍ଷର ଦାବି ପୂରଣ ହୋଇଛି । କଣ୍ଟାବାଞ୍ଜି ସହରରୁ ଇସ୍ପାତ ଏକ୍ସପ୍ରେସ୍ ଚାଲିଲା । ଏନେଇ ସ୍ଥାନୀୟ ରେଳ ଷ୍ଟେସନରେ ପୂର୍ବତନ ରେଳପଥ ସମ୍ବଲପୁର!-->…
ମା’ ତାରାତାରିଣୀଙ୍କ ଦର୍ଶନ କଲେ ୫-ଟି ସଚିବ
ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀଙ୍କର ଚାଲିଛି ଚୈତ୍ର ଯାତ୍ରା । ଆଜି ମା'ଙ୍କ ଚୈତ୍ର ଯାତ୍ରାର ଶେଷ ମଙ୍ଗଳବାର । ଏହି ଅବସରରେ ମା'ଙ୍କୁ ଦର୍ଶନ କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ । ୫-ଟି ସଚିବଙ୍କ ସହ ତାଙ୍କ ଧର୍ମପତ୍ନୀ ମଧ୍ୟ ମା'ଙ୍କୁ ଦର୍ଶନ!-->…
ରାଜ୍ୟର ୧୦ ଆକାଂକ୍ଷୀ ଜିଲ୍ଲା ବୁଲିବେ ୧୦ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟର ୧୦ ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ସ୍ଥିତି ପରଖିବେ ବିଭିନ୍ନ କେନ୍ଦ୍ରମନ୍ତ୍ରୀ । ୨୦ ତାରିଖ ମଧ୍ୟରେ ୧୦ କେନ୍ଦ୍ରମନ୍ତ୍ରୀ ଗସ୍ତ କରିବେ ବୋଲି ସୂଚନା ମିଳିଛି । ଏନେଇ ଆଜିଠାରୁ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ଆରମ୍ଭ ହୋଇଛି । ଆକାଂକ୍ଷୀ ଜିଲ୍ଳାରେ କେନ୍ଦ୍ରୀୟ ଅନୁଦାନର!-->…
ଯୋଡ଼ାରେ ଆସନ୍ତାକାଲି ଦିନ ୧୦ଟା ଯାଏ ୧୪୪ ଧାରା ଜାରି
ଯୋଡ଼ା: ରାମନବମୀ ଝଣ୍ଡା ଶୋଭାଯାତ୍ରାକୁ ନେଇ ଯୋଡ଼ାରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ପରେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ପ୍ରଶାସନର ମଧ୍ୟସ୍ଥତା ପରେ ସ୍ଥିତିରେ ସୁଧାର ଆସିଥିଲେ ବି ଚାପା ଉତ୍ତେଜନା ଲାଗିରହିଛି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ!-->…
ଓଡିଶାରେ ୪୦ ଡିଗ୍ରୀ ଉପରେ ୧୨ ସହର
ଭୁବନେଶ୍ବର : ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଜାରି ରହିଛି। ଯଦିଓ କିଛି ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି, କିନ୍ତୁ ଏବେ ବି ତାତି ଅସହ୍ୟ ହେଉଛି। ସୂର୍ଯ୍ୟଙ୍କ ପ୍ରଖର କିରଣ ଯୋଗୁଁ ବର୍ତ୍ତମାନ ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ତାପମାତ୍ରା ଅଧିକ ରହିଛି। ସୋମବାର ରାଜ୍ୟର!-->…
ପୁଣି ୩ ଦିନିଆ ରିମାଣ୍ଡରେ ଯିବେ କାର୍ତ୍ତିକେଶ୍ବର
ଭୁବନେଶ୍ୱର: ଗଞ୍ଜାମ ଜିଲା କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କୁ ପୁଣି ରିମାଣ୍ତରେ ନେବାକୁ ଅନୁମତି ମିଳିଛି। ଭିଜିଲାନ୍ସ କୋର୍ଟ ତାଙ୍କୁ ୩ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି। ଏହା ସହିତ ଭିଜିଲାନ୍ସ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଥିବା!-->…
ମାଉସୀ’ମା ଛକରେ ପହଞ୍ଚିଲା ରୁକୁଣା ରଥ
ଭୁବନେଶ୍ବର : ମାଉସୀମା ଛକ ରେ ସନ୍ଧ୍ୟା ପୂର୍ବରୁ ପହଞ୍ଚିଲା ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ । ରାମେଶ୍ବର ମନ୍ଦିରକୁ ପହଣ୍ଡି ବିଜେ କରିଛନ୍ତି ପ୍ରଭୁ ଲିଙ୍ଗରାଜ । ଗତକାଲି ବଡ଼ ଶଙ୍ଖ ନିକଟରେ ରଥ ଦବିବାରୁ ଆଜି ରଥ ଟଣାଯାଇଥିଲା । ରାମେଶ୍ବର ମନ୍ଦିରରେ ସନ୍ଧ୍ୟାରେ ଶ୍ରୀ ଜୀଉଙ୍କ!-->…