Browsing Category

ଓଡିଶା

ଆଜି ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ପାରମ୍ପରିକ ସାହିଯାତ ଆରମ୍ଭ

ପୁରୀ : ଆଜି ପବିତ୍ର ଶ୍ରୀରାମନବମୀ । ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ । ଶ୍ରୀମନ୍ଦିର ରୀତିନୀତି ସହ ସମ୍ପୃକ୍ତ ଏହି ସାହିଯାତରେ ରାମାୟଣ କଥାବସ୍ତୁ ଉପରେ ଆଧାରିତ ହୋଇଥାଏ । ଶ୍ରୀରାମ ଜନ୍ମ ଠାରୁ ଆରମ୍ଭ କରି ରାମାଭିଷେକ ପର୍ଯ୍ୟନ୍ତ ନୀତିକାନ୍ତି ଅନୁଷ୍ଠିତ…

ଯୁଦ୍ଧ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ, ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଉଚ୍ଚସ୍ତରୀୟ ବୈଠକରେ ପଶ୍ଚିମ ଏସିଆରେ ଯୁଦ୍ଧ ପାଇଁ ଦେଶ ତଥା ରାଜ୍ୟରେ ସୃଷ୍ଟି ହୋଇଥିବା ବିଭିନ୍ନ ଦ୍ରବ୍ୟର କୃତ୍ରିମ ଅଭାବଜନିତ ସମସ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।…

ମହିଳାଙ୍କୁ ହାଣି ଘରେ କଳାକନା ବୁଲାଇଲେ ମୁଖା ପିନ୍ଧା ଲୁଟେରା

ପିପିଲି: ପିପିଲିରେ ମାତିଲେ ମୁଖା ପିନ୍ଧା ଲୁଟେରା । କଣାସ ଗୋଲରା ଗାଁରେ ୩ ମୁଖା ପିନ୍ଧା ଲୁଟେରା ଆତଙ୍କ ଖେଲାଇଛନ୍ତି । ଘରେ ପଶି ମହିଳାଙ୍କୁ ହାଣିଲେ । ବିଳମ୍ବିତ ରାତିରେ ଘରୁ ଲୁଟିନେଲେ ୩ ଲକ୍ଷ ଟଙ୍କା ଓ ସୁନା ଗହଣା । ଏହା ସହ ମହିଳାଙ୍କ ହାତକୁ ହାଣିବା ସହ ୮ ବର୍ଷ ପୁଅକୁ…

ଏକ୍ସସାଇଜ୍‌ ଡ୍ୟୁଟି ହ୍ରାସ୍‌ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଏକ୍ସସାଇଜ୍‌ ଡ୍ୟୁଟି ହ୍ରାସ୍‌ ପାଇଁ ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ନିଷ୍ପତ୍ତି ଲୋକଙ୍କୁ ଆଶ୍ୱସ୍ତି ଦେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସ୍ଥିରତା ଓ ଜନ କଲ୍ୟାଣ ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଏହା ସ୍ପଷ୍ଟ କରୁଛି। ଗୁଜବ…

ନାବାଳିକା ବଳାତ୍କାରୀକୁ ମୃତ୍ୟୁ ଦଣ୍ଡାଦେଶ…

ବ୍ରହ୍ମପୁର : ବ୍ରହ୍ମପୁରର ଆଡହକ୍ ଫାଷ୍ଟ ଟ୍ରାକ୍ ସ୍ପେଶାଲ୍ କୋର୍ଟ (ଏଫ୍‌ଟିଏସ୍‌ସି), ପୋକ୍ସୋ ଆଦାଲତ ଏକ ଗୁରୁତର ମାମଲାରେ ଅଭିଯୁକ୍ତ କେଶବ ନାହାକ (କେଶା ଓରଫ କେଶବ), ପିତା ପଣ୍ଡିତ ନାହାକ, ଗ୍ରାମ ମାନସିଲା, ଥାନା ପୋଲସରାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହା ସହିତ…

ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ: ସୋମବାର ଯାଏଁ ଗୃହ ମୁଲତବୀ

ଭୁବନେଶ୍ଵର: ଆସନ୍ତା ସୋମବାର ପର୍ଯ୍ୟନ୍ତ ଗୃହ ମୁଲତବୀ। ବିରୋଧୀଙ୍କ ହଟ୍ଟଗୋଳ ଭିତରେ ସୋମବାର ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବୀ ଘୋଷଣା କରାଯାଇଛି। ଆଜି ମଧ୍ୟ ଚାଲିପାରିନି ବିଧାନସଭା । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ଏସସିବି ଅଗ୍ନିକାଣ୍ଡ ଏବଂ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ପ୍ରସଙ୍ଗକୁ ନେଇ…

ପ୍ରକାଶ ପ୍ରଧାନ ହତ୍ୟା ମାମଲା: ୭ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ସମ୍ବଲପୁର : ୭ ଅଭିଯୁକ୍ତଙ୍କୁ ଆଜୀବନ । ସମ୍ବଲପୁରର ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ରାୟ ପ୍ରକାଶ । ୭ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଜିଲ୍ଲା ଓ ଦୌରାଜଜ କୋର୍ଟ। ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଅଶୋକ କୁମାର ପ୍ରଧାନ, ଭୋଜରାଜ ପ୍ରଧାନ,…

ଭୁବନେଶ୍ୱର-କଟକରେ ପ୍ରବଳ ଝଡ଼ବର୍ଷା, ସହ କୁଆପଥର ବୃଷ୍ଟି

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (IMD)ର ଆଞ୍ଚଳିକ କେନ୍ଦ୍ର ଦ୍ୱାରା ପୂର୍ବାନୁମାନ ଅନୁଯାୟୀ, ଆଜି ଅପରାହ୍ନରେ ଭୁବନେଶ୍ୱର ଏବଂ କଟକ ଦ୍ୱୈତନଗରୀରେ ପ୍ରବଳ ଝଡ଼ବର୍ଷା, ବଜ୍ରପାତ ସହ କୁଆପଥର ବୃଷ୍ଟି ହୋଇଛି। କଟକ (କଟକ ସହର ସମେତ), ଜଗତସିଂପୁର, ଖୋର୍ଦ୍ଧା (ଭୁବନେଶ୍ୱର…

ଗଳା କାଟି ଦିବ୍ୟାଙ୍ଗ ଯୁବକଙ୍କୁ ହତ୍ୟା

ବାଲୁଗାଁ : ଢାଵା ଭିତରେ ହତ୍ୟାକାଣ୍ଡ । ସାଥୀ କର୍ମଚାରୀ ଅଟକ । ଢାବାରେ କାର୍ଯ୍ୟରତ ଦିବ୍ୟାଙ୍ଗ ଯୁବକଙ୍କୁ ଗଳା କାଟି ହତ୍ୟା ଅଭିଯୋଗ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନଂ ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟ ଏକ ଢାବା ଭିତରେ…

ଗାଡି ଓଭରଟେକକୁ ନେଇ ଫରେଷ୍ଟ ଗାର୍ଡଙ୍କୁ ମାଡ଼ ମାରିଲେ ଏସିଏଫ

ବାଲେଶ୍ଵର: ଜଙ୍ଗଲୀ ବାବୁଙ୍କ ଦାଦାଗିରି । ଗାଡି ଓଭରଟେକକୁ ନେଇ ଏସିଏଫଙ୍କ ମାଡ଼ରେ ନିଲମ୍ବିତ ଫରେଷ୍ଟ ଗାର୍ଡ ଲହୁ ଲୁହାଣ । ଦୁଇ ଆହତ ଫକୀରମୋହନ ମେଡିକାଲ କଲେଜରେ ଭର୍ତ୍ତି । ବାଲେଶ୍ଵର କୁଳଡିହା ରେଞ୍ଜର ଏବଂ ACF ସୁବ୍ରତ ବେହେରାଙ୍କ ନାଁରେ ସାଂଘାତିକ ଅଭିଯୋଗ । ସୂଚନା…