Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଅଯୋଧ୍ୟା ଓ ବାରଣାସୀକୁ ତୀର୍ଥଯାତ୍ରା କରିବେ ବରିଷ୍ଠ ନାଗରିକ: ମେୟର
ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱର ଷ୍ଟେସନରୁ ଅଯୋଧ୍ୟା ଓ ବାରଣାସୀକୁ ତୀର୍ଥଯାତ୍ରାରେ ଯିବେ ବରିଷ୍ଠ ନାଗରିକ । ଓଡ଼ିଶାର ବିଭିନ୍ନ ସ୍ଥାନରୁ ୨୦୦ରୁ ଅଧିକ ବରିଷ୍ଠ ନାଗରିକ ଅଯୋଧ୍ୟା ଓ ବାରଣାସୀକୁ ତୀର୍ଥଯାତ୍ରାରେ ଯିବେ । ଏନେଇ ସୂଚନା ଦେଲେ ଭୁବନେଶ୍ୱର ମେୟର୍ ସୁଲୋଚନା ଦାସ ।
ମେୟର!-->!-->!-->…
ବିଜେଡି ଛାଡିଲେ ଭାସ୍କର ରାଓ, ‘ବିଜୁ ସ୍ୱାଭିମାନ ମଞ୍ଚ’ ଗଠନ ନେଇ ଘୋଷଣା…
ବିଜେଡିକୁ ଏହା ଏକ ଶକ୍ତ ଝଟକା...
ନଦୀ କିମ୍ବା ଜଳାଶୟରେ ପାଇପ୍ ଲାଇନ୍ ବିଛାଇବା ଉପରେ ଜଳ ସମ୍ପଦ ବିଭାଗର କଟକଣା
ଭୁବନେଶ୍ବର: ନଦୀ କିମ୍ବା ଜଳାଶୟରେ ପାଇପ୍ ଲାଇନ୍ ବିଛାଇବା ଉପରେ କଟକଣା ଲଗାଇଲେ ସରକାର । ଏବେ ଆଉ ନଦୀ କିମ୍ବା ଜଳାଶୟ ବା ଜଳଭଣ୍ଡାର ଭିତରେ ମନ ଇଛା ପାଇପ ଲାଇନ ବିଛାଇ ପାରିବେନି କୌଣସି ସଂସ୍ଥା । ଏନେଇ ଆଜି ନୂଆ ମାର୍ଗଦର୍ଶିକା ସହ କଡ଼ା ନିର୍ଦ୍ଦେଶନାମା ଜାରି କଲା ଜଳ ସମ୍ପଦ ବିଭାଗ ।
!-->!-->…
କରଞ୍ଜିଆରେ ହେଟାବାଘ ଆତଙ୍କ: ୧୫ ଆହତ
କରଞ୍ଜିଆ : ପୁଣି ହେଟାବାଘ ଆତଙ୍କ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ତିନିଟିଆ ଓ ତୁଳସୀପୋଷି ଗାଁରେ ହେଟାବାଘଟି ୧୫ ଜଣଙ୍କୁ ଆକ୍ରମଣ କରି ଆହତ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ସନ୍ଧ୍ୟାରେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ତିନିଟିଆ ଓ!-->!-->!-->…
ଆସନ୍ତାକାଲି ସୁଭଦ୍ରା ସମୀକ୍ଷା ବୈଠକ, ଯୋଜନାରୁ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ସାମିଲ ନେଇ ହେବ ଆଲୋଚନା
ଭୁବନେଶ୍ୱର : ଆସନ୍ତାକାଲି ସୁଭଦ୍ରା ସମୀକ୍ଷା ବୈଠକ । ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ସାମିଲ ନେଇ ହେବ ଆଲୋଚନା । ତିନି ବିଭାଗକୁ ତଥ୍ୟ ମାଗି ଥିଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ । ପରିବହନ, ଖାଦ୍ୟ ଯୋଗାଣ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ମଗାଯାଇଥିଲା ତଥ୍ୟ ।
ବାଣିଜ୍ୟ ଏବଂ ପରିବହନ!-->!-->!-->…
ଆମ ବସ ଦୁର୍ଘଟଣାଗ୍ରସ୍ତ, ଜେଜେମା; ନାତୁଣୀ ଆହତ
କଟକ: ପୁଣି ଆମ ବସ ଦୁର୍ଘଟଣାଗ୍ରସ୍ତ । ଜେଜେମା, ନାତୁଣୀ ଆହତ ହୋଇଛନ୍ତି । କଟକ ଗଣେଶଘାଟ ନିକଟରେ ଆମ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଆହତ ଜେଜେମା ଓ ନାତୁଣୀଙ୍କୁ ସିଟି ହସପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ଦେଖିବାକୁ!-->…
ଭଦ୍ରକ ଅଟୋନମସ କଲେଜରେ ଉତ୍ତେଜନା ଛାତ୍ରଙ୍କ ଧାରଣା
ଭଦ୍ରକ: ବ୍ୟାନର ଟାଙ୍ଗିବାକୁ ନେଇ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଥମୁନି ଉତ୍ତେଜନା । ମୁଖ୍ୟ ଗେଟ ଆଗରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ପରେ ଗତକାଲିଠାରୁ ଏଯାଏ ଉତ୍ତେଜନା ଲାଗି ରହିଛି । ଆଜି ମଧ୍ୟ ଗୋଟିଏ ଗୋଷ୍ଠୀର ଛାତ୍ର କଲେଜ ଗେଟ ସମ୍ମୁଖରେ ତୀବ୍ର ଉତ୍ତେଜନା!-->…
ଲେଡି ନିଶା ମାଫିଆଙ୍କ ଘରେ ଚାଲିଲା ବୁଲଡୋଜର
ଭୁବନେଶ୍ୱର : ସାବାଡ୍ ହେବେ ନିଶା ମାଫିଆ । ଲେଡି ନିଶା ମାଫିଆଙ୍କ ଘରେ ବୁଲିଲା ବୁଲଡୋଜର । ରାଜଧାନୀରେ ଲେଡି ନିଶା ମାଫିଆଙ୍କ ଘରେ ଚାଲିଲା ବୁଲଡୋଜର । ଚାରି ଚାରି ଥର ଗିରଫ ପରେ ମଧ୍ୟ ଚେତୁନଥିବାରୁ ଭାଙ୍ଗିଲା ଘର । ନୟାପଲ୍ଲୀ ଥାନା ଆଇଡି ମାର୍କେଟରେ ଭାଙ୍ଗିଲା ନିଶା ମାଫିଆଙ୍କ ଘର!-->…
ପ୍ରଶାସନର ପଲିଥିନ ନିଷିଦ୍ଧ ଏକ ଭେଳିକି ! : ଗାଈ ପେଟରୁ ବାହାରିଲା ୫୦ କିଲୋ ଜରି
ବ୍ରହ୍ମପୁର; ୦୮/୦୯ : ରାଜ୍ୟରେ ପଲିଥିନ ବ୍ୟାଗ୍ ଓ ପ୍ଲାଷ୍ଟିକ ବ୍ୟବହାରକୁ ସରକାରଙ୍କ ପକ୍ଷରୁ ନିଷିଦ୍ଧ କରାଯାଇଛି। କିନ୍ତୁ ତାହା କେବଳ କାଗଜକଲମରେ ସୀମିତ ରହିଛି। କିଛିଦିନ ଧରପଗଡ ପରେ ସରକାରୀ କଳ ଶୋଇପଡ଼ିଛି। ଯେଉଁଥିପାଇଁ ଆଜି ଛୋଟରୁ ବଡବଡ ଦୋକାନରେ କିଣାକିଣି ବେଳେ ପଲିଥିନ ବ୍ୟବହାର!-->…
‘ଧୃତରାଷ୍ଟ୍ର’ କିଏ ? ଅଯୋଗ୍ୟ ରାଜା କହି କାହାକୁ ନିଶାନ କଲେ ଶ୍ରୀମୟୀ…
ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ‘ଧୃତରାଷ୍ଟ୍ର’ଙ୍କ ଉଦାହରଣ ଦେଇ ଶ୍ରୀମୟୀଙ୍କ ନିଶାନା। କୌଣସି ବ୍ୟକ୍ତିଙ୍କ ନାଁ ନନେଇ ପରୋକ୍ଷରେ କଡ଼ା ଆକ୍ଷେପ କଲେ ଶ୍ରୀମୟୀ। ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଅନ୍ଧ ଧୃତରାଷ୍ଟ୍ର ନିଶାନାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦୀର୍ଘଦିନର ନୀରବତା ପରେ!-->…