Browsing Category

ଓଡିଶା

ବ୍ୟାପୁଛି ବାର୍ଡ ଫ୍ଲୁ; ନନ୍ଦନକାନନ ପ୍ରାଣୀଉଦ୍ୟାନରେ ନିଆଗଲା ସତର୍କତା ମୂଳକ ପଦକ୍ଷେପ

ଭୁବନେଶ୍ୱର: ରାଜଧାନୀରେ ବ୍ୟାପିବରେ ଲାଗିଛି ବାର୍ଡ ଫ୍ଲୁ । ଏହାକୁ ନେଇ ଏବେ ଚିନ୍ତାରେ ନନ୍ଦନକାନନ ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷ । ନନ୍ଦନକାନନ ପ୍ରାଣୀଉଦ୍ୟାନରେ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି । ନନ୍ଦନକାନନର ଉନ୍ନତି କାର୍ଯ୍ୟ ଚାଲୁ ରହିଥିବାରୁ ପୂର୍ବରୁ ହୋଇଥିବା ବାର୍ଡ ଫ୍ଲୁକୁ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଟଙ୍କା କାରବାର, ସମୟ ଅନୁସାରେ ନିର୍ଦ୍ଧାରିତ ହୋଇଛି ଟଙ୍କା

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଟଙ୍କା ମାଗୁଛି ଏକ ୱେବସାଇଟ । ମହାପ୍ରଭୁଙ୍କ ଦର୍ଶନ ନାଁରେ ଲୋକଙ୍କୁ ଭ୍ରମିତ କରୁଛି ଇଣ୍ଡିଆ ଥ୍ରିଲସ ୱେବସାଇଟ । ବିଭିନ୍ନ ବର୍ଗର ଦର୍ଶନ ପାଇଁ ଏହି ୱେବସାଇଟରେ ରହିଛି ତଥ୍ୟ । ଦର୍ଶନ ସମୟ ଅନୁସାରେ ନିର୍ଦ୍ଧାରିତ ହୋଇଛି ଟଙ୍କା ।

କୋରାପୁଟ ମ୍ୟୁନିପାଲିଟି ପାଇବ ଶ୍ରେଷ୍ଠ ପୌରାଞ୍ଚଳ ପୁରସ୍କାର

କୋରାପୁଟ: ରାଜ୍ୟର ଶ୍ରେଷ୍ଠ ପୁରସ୍କାର ପାଇବ କୋରାପୁଟ ପୌରାଞ୍ଚଳ । ଏନେଇ କୋରାପୁଟ ପୌରାଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ପ୍ରକାଶ କରିଛନ୍ତି । ସ୍ବାୟତ୍ତ ଶାସନ ଦିବସରେ ଉଲେଖନୀୟ କାର୍ଯ୍ୟ ପାଇଁ କୋରାପୁଟ ମ୍ୟୁନିସିପାଲିଟିକୁ ରାଜ୍ୟର ଶ୍ରେଷ୍ଠ ପୌରାଞ୍ଚଳ ଭାବେ ପୁରସ୍କୃତ କରାଯିବ । କୋରାପୁଟ

ସ୍ୱାୟତ୍ତ ଶାସନ ଦିବସ ନାଁ ରେ ଚାଲିଛି ହରଲୁଟ: ହେଉଛି କୋଟି କୋଟି ଟଙ୍କାର ଘୋଟାଲା..!

ଏହି ଦିବସ ହେଉଛି ବାବୁ ମାନଙ୍କ ପାଇଁ ଚିତ୍ତ ବିନୋଦନ ଦିବସ..! ବ୍ରହ୍ମପୁର : ନୂତନ ସରକାର ଆସିବା ପରେ ଗଞ୍ଜାମ ଜିଲ୍ଲା କୁ ଉପେକ୍ଷା କରାଯାଉଥିବା ନେଇ ଚର୍ଚ୍ଚା ହେଉଛି।କିନ୍ତୁ ପ୍ରକୃତ ରେ ତାହା ନୁହଁ ଉପେକ୍ଷା ଏକ ରାଜନୀତିକ ଢାଲ l ପୂର୍ବ ସରକାର ଖସଡା ପ୍ରସ୍ତୁତ କରିବା ପରେ

ଘରୋଇ କମ୍ପାନିକୁ ଫାଇଦା ଦେବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି: ଶ୍ରୀକାନ୍ତ ଜେନା

ଭୁବନେଶ୍ବର: ରାଜ୍ୟରେ ସାର ସଙ୍କଟ ‌ନେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମୁଁ ଏହି ବିଭାଗର ମନ୍ତ୍ରୀ ଥିଲାବେଳେ ତାଳଚେର ସାର କାରଖାନା ଚାଲୁ କରିବାକୁ ପ୍ରଥମେ ପ୍ରସ୍ତାବ ଦେଇଥିଲି ।ଦେଶରେ ଅକାମୀ ହୋଇ ପଡିଥିବା ୬ଟି ସାର କାରଖାନା ଆମ

ବାଲିଯାତ୍ରା ପ୍ରସ୍ତୁତି ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରାଥମିକ ବୈଠକ

କଟକ: କଟକ ବାଲିଯାତ୍ରା ଉତ୍ସବ-୨୦୨୫ ଆୟୋଜନ ନିମନ୍ତେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ଯକ୍ଷତାରେ ଏକ ପ୍ରାଥମିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଐତିହାସିକ ବାଲିଯାତ୍ରାର ପ୍ରସ୍ତୁତି ନିମନ୍ତେ ଏହି ପ୍ରାକ-ପ୍ରସ୍ତୁତି ବୈଠକରେ ଜିଲ୍ଲା ପ୍ରଶାସନର

କମିସନରେଟ ପୁଲିସ ହାତରେ ଧରାପଡିଲେ ୩ ସାଇବର ଠକ

ଭୁବନେଶ୍ବର: କମିସନରେଟ ପୁଲିସ ହାତରେ ଧରାପଡିଲେ ୩ ସାଇବର ଠକ। ଦୁଇଜଣଙ୍କୁ ଗୁଜୁରାଟରୁ ଆଉ ଜଣଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ପୁଲିସ। ଗୁଜରାଟର ଏକ ସାଇବର ଠକ ଗ୍ୟାଙ୍ଗ ସ୍କାଇପ ଜରିଆରେ ଓଡ଼ିଶାର ଜଣେ ବ୍ୟକ୍ତିଙ୍କୁ ଡିଜିଟାଲ ଆରେଷ୍ଟ କରିଥିଲେ। କୋରିଅରରେ ଗଞ୍ଜେଇ ଆସିଥିବା କହି ଠକ

ନଗଡ଼ାରେ ଶିଶୁ ଅଧିକାର ସୁରକ୍ଷା ଆୟୋଗ: ଅଙ୍ଗନବାଡ଼ି ଅବ୍ୟବସ୍ଥା ଦେଖି ବିଗିଡ଼ିଲେ ଅଧ୍ୟକ୍ଷା

କାଳିଆପାଣି: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର ଏବଂ ଏହାର ୪ ଜଣ ସଦସ୍ୟା ମନସ୍ମିତା ଖୁଣ୍ଟିଆ, କସ୍ତୁରୀ ମିଶ୍ର, ସୁଜାତା ନାୟକ ଓ ଚନ୍ଦନା ଦାସ ଗୁରୁବାର ସଦଳବଳ ନଗଡ଼ା ଗସ୍ତକରି ବାସ୍ତବ ସ୍ଥିତି ପରଖିଛନ୍ତି। ଅଧ୍ୟକ୍ଷା ଉପରନଗଡ଼ା ଓ ତଳନଗଡ଼ା ଅଙ୍ଗନବାଡ଼ି କେନ୍ଦ୍ର

୫ଦିନ ପରେ ବନ୍ୟାପାଣି କମିଛି; ଦୁର୍ଦ୍ଦଶା ବଢୁଛି 

ଭଦ୍ରକ : ବୈତରଣୀରେ ଆସିଥିବା ବନ୍ୟା ଦୀର୍ଘ ୬ଦିନ ଧରି ତା’ର କରାଳ ରୂପ ଦେଖାଦେବା ପରେ ଏବେ କମିବାରେ ଲାଗିଛି। ବନ୍ୟା ଯୋଗୁଁ ଭଦ୍ରକ ଜିଲାର ଧାମନଗର ବ୍ଲକର ୧୨ଟି ପଞ୍ଚାୟତର ୩୫ ରୁ ଉର୍ଦ୍ଧ ଗାଁ ଜଳଵନ୍ଦୀ ହୋଇ ରହିଥିବା ଵେଳେ ଚାନ୍ଦବାଲି ବ୍ଲକର ୪ ପଞ୍ଚାୟତରେ

ନାବାଳିକା ଦୁଷ୍କର୍ମକାରୀକୁ ୩୦ ବର୍ଷ ସଶ୍ରମ କାରା ଦଣ୍ଡାଦେଶ      

ସମ୍ବଲପୁର: ସମ୍ବଲପୁର ଏଡିଜେ–ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୩୦ ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତକୁ ୫୦ ହଜାର ଟଙ୍କା ଜରିମାନା ଆଦେଶ ଦେବା ସହିତ ପୀଡ଼ିତାଙ୍କୁ ୧୩ ଲକ୍ଷ ୫୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ