Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଭାଲୁ ଆକ୍ରମଣରେ ମହିଳା ଗୁରୁତର
ଜୟପୁର: ଭାଲୁ ଆକ୍ରମଣରେ ମହିଳା ଗୁରୁତର । ଶୌଚ ପାଇଁ ଯାଉଥିବା ବେଳେ ଆକ୍ରମଣ କଲା ଭାଲୁ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବନାଞ୍ଚଳ ମୁଣ୍ଡାଗୁଡା ଅଞ୍ଚଳରେ ପୁଣି ଭାଲୁ ଆତଙ୍କ । ବୋରିଗୁମ୍ମା ମୁଣ୍ଡାଗୁଡା ଗାଁର ୪ ଜଣ ମହିଳା ଶୌଚ ପାଇଁ ଗାଁ ନିକଟ ପଡିଆକୁ ଯାଇଥିଲେ । ହଠାତ ୩ଟି ଭାଲୁ!-->…
ତୋଷାଳୀ ଭବନରେ ଅଗ୍ନିକାଣ୍ଡ, ଜଳିଗଲା ଗୁରୁତ୍ୱପୂର୍ଣ୍ଣ ଫାଇଲ୍
ଭୁବନେଶ୍ବର: ତୋଷାଳୀ ଭବନରେ ଅଗ୍ନିକାଣ୍ଡ । ଭୁବନେଶ୍ବର ସତ୍ୟନଗର ସ୍ଥିତ ତୋଷାଳି ଭବନରେ ନିଆଁ ଲାଗିଛି । ଳୋକାୟୁକ୍ତଙ୍କ କାର୍ଯ୍ୟାଳୟ ରେକଡରୁମ ୩ରେ ନିଆଁ ଲାଗିଥିବା ସୂଚନା । ଘଟଣାୋସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବିଭାଗ । ସରକାରୀ ଗୁରୁତ୍ୱପୂର୍ଣ୍ଣ ଫାଇଲ୍!-->…
କୋଲ୍ଡ ଷ୍ଟୋରେଜ୍ ପାଇପ୍ ଫାଟି ଆମୋନିଆ ଗ୍ୟାସ ଲିକ୍, ଲୋକେ ଆତଙ୍କିତ
ଭୁବନେଶ୍ୱର: ଭୁବନେଶ୍ୱର ଆଇଗିଣିଆ ଶୀତଳଭଣ୍ଡାରରେ ରାତି ଅଧରେ ଅଘଟଣ । ଫାଟିଲା କୋଲ୍ଡ ଷ୍ଟୋରେଜ୍ ପାଇପ୍ । ଆଳୁଗୋଦାମ ନିକଟ ଏକ ଶୀତଳଭଣ୍ଡାରରୁ ଆମୋନିଆ ଗ୍ୟାସ ଲିକ୍ । ଗ୍ୟାସ ଲିକ ହେବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା । ପ୍ରବଳ ଦୁର୍ଗନ୍ଧ ହେବା!-->…
୨ ପଶ୍ଚିମବଙ୍ଗ ଅଧିକାରୀଙ୍କୁ ମାଡ଼, ୧୦୦ ଅଟକ
ଜଳେଶ୍ବର: ଏସ ଆଇ ଆର ସର୍ଭେ ପାଂଇ ଓଡିଶା ଭିତରକୁ ପଶି ଆସିଥିବା ଦୁଇ ପଶ୍ଚିମବଙ୍ଗ ଅଧିକାରୀଙ୍କୁ ମାଡ ମାରିବା ଘଟଣା ରେ ୧୦୦ ରୁ ଉର୍ଧ୍ବ ଲୋକଙ୍କୁ ଉଠାଇ ନେଲା ଜଳେଶ୍ବର ପୋଲିସ । ଗତକାଲି ଦୁଇ ଅଧିକାରୀଙ୍କୁ ପିଲା ଚୋର ସନ୍ଦେହ ରେ ଅଟକ ରଖି ମାଡ ମାରି ଥିଲେ ଗ୍ରାମବାସୀ । ଉଦ୍ଧାର!-->…
ଆସନ୍ତାକାଲିଠୁ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ଭୁବନେଶ୍ୱର:ଆସନ୍ତାକାଲି ଠାରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା (CPET) ପାଇଁ ଅନଲାଇନ୍ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ । ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟାକୁ ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିଷ୍ପତ୍ତି!-->…
ମାର୍ଚ୍ଚ ୧୬ ରେ ରାଜ୍ୟସଭା ନିର୍ବାଚନ; ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି
ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ମାର୍ଚ୍ଚ ୧୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ। ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ । ମାର୍ଚ୍ଚ ୫ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ । ୬ ତାରିଖରେ ଯାଞ୍ଚ ହେବ। ପ୍ରାର୍ଥୀପତ୍ର ପ୍ରତ୍ୟାହାର!-->…
ଗଞ୍ଜାମ ଜିଲ୍ଲାରେ ମୋରମ ମାଫିଆ ସକ୍ରିୟ :ରକ୍ଷକ ଆଜି ସାଜିଛି ଭକ୍ଷକ…!
ମୋରମ ପାଇଁ ସ୍ୱଳ୍ପ ରୟାଲଟି ଦେଇ ସହ ସହ ଗାଡ଼ିରେ ହର ଲୁଟ ହେଉଛି ମୋରମ …..!
ମନ୍ତ୍ରୀଙ୍କୁ ସନ୍ତୁଷ୍ଟ କରିବାକୁ ଚାଲିଛି ପ୍ରଶାସନ କଳରେ ପ୍ରତିଯୋଗିତା..!
ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାରେ ଜମି ମାଫିଆ ମାନେ ସ୍ଥାନୀୟ ନେତା ଓ ପ୍ରଶାସନ ର ଲେଖା ଛିଡେଇ ମୋରମ ମାଫିଆ ମାନଙ୍କୁ ହାତ!-->!-->!-->!-->!-->!-->!-->…
ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ୧ କୋଟିର ଅନୁଦାନ
କେନ୍ଦ୍ରାପଡ଼ା:ତୁଳସୀ କ୍ଷେତ୍ରରେ ଗଡୁଥିବା ବ୍ରହ୍ମ ତାଳଧ୍ୱଜ ରଥ ଏଥର ନୂଆ ହେବ । ଅର୍ଥାତ ପୂର୍ବରୁ ଯେପରି ପୁରୁଣା ରଥକୁ ମରାମତି କରାଯାଉଥିଲା ତାହା ହେବ ନାହିଁ । ରଥ ପାଇଁ ବ୍ୟବହାର ହେଉଥିବା ସମସ୍ତ ଚକ, ଅଖ ନୂଆ ହେବ । ପୂର୍ବ ବର୍ଷର କୌଣସି ପୁରୁଣା କାଠ ବ୍ୟବହାର ହେବ ନାହିଁ । ଏହି!-->…
ମାର୍ଚ୍ଚ ପ୍ରଥମ ସପ୍ତାହରେ ରତ୍ନ ଭଣ୍ଡାର ଗଣତି ମଣତି: ଆଇନମନ୍ତ୍ରୀ
ଭୁବନେଶ୍ବର: ମାର୍ଚ୍ଚ ପ୍ରଥମ ସପ୍ତାହରେ ରତ୍ନ ଭଣ୍ଡାର ଗଣତି ମଣତି । ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଛତିଶା ନିଯୋଗ ସହିତ ଆଲୋଚନା ହୋଇଛି । ଖୁବ ଶୀଘ୍ର ସମୟ ନିର୍ଘଣ୍ଟ ସ୍ଥିର ହେବ । ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ସୁଦ୍ଧା ଗଣତି ମଣତି ଆରମ୍ଭ କରିବା ପାଇଁ!-->…
୨୫ କୋଟି ଟଙ୍କାର ଅଫିମ ଗଛ ନଷ୍ଟ କଲା ଅବକାରୀ ବିଭାଗ
ଦେବଗଡ଼: ଗଞ୍ଜେଇ ପରେ ଅଫିମ । ବଢ଼ୁଛି ବେଆଇନ ଅଫିମ ଚାଷ । ବିଭିନ୍ନ ସ୍ଥାନରେ କୋଟି କୋଟି ଟଙ୍କାର ଅଫିମ ଗଛ ନଷ୍ଟ କରୁଛି ପୋଲିସ । ଦେବଗଡ଼ ଜିଲ୍ଲାରେ ପ୍ରାୟ ୨୫ କୋଟି ଟଙ୍କାର ଅଫିମ ଗଛ ନଷ୍ଟ କଲା ଅବକାରୀ ବିଭାଗ । ରିଆମାଳ ଥାନା କାଦୋପଡ଼ା ଗାଁରେ ବେଆଇନ ଅଫିମ ଚାଷ ହୋଇଥିଲା!-->…