Browsing Category

ଓଡିଶା

ଆସନ୍ତାକାଲି ଓଡ଼ିଶା ଆସିବେ ରାହୁଲ

ଭୁବନେଶ୍ୱର : ଷଡଯନ୍ତ୍ର କରୁଛନ୍ତି ସରକାର । ଆନ୍ଦୋଳନର ସମାଧାନ ନକରି ଲୋକଙ୍କୁ ତ ହଇରାଣ କରଛନ୍ତି ତା ସହ କଂଗ୍ରେସର କାର୍ଯ୍ୟକ୍ରମ ମଧ୍ୟ ଭଣ୍ଡୁର କରିବାକୁ ଚେଷ୍ଟା କରୁଛନ୍ତି । ଏପରି ଅଭିଯୋଗ ଆଣିଛନ୍ତି ପିସିସ ସଭାପତି ଭକ୍ତ ଚରଣ ଦାସ । କାଲି ଓଡ଼ିଶା ଆସିବେ ରାହୁଲ। ଭୁବନେଶ୍ୱର

‘ହାତ’ ଧରିଲେ ସୁନୀତା ବିଶ୍ବାଳ

ଭୁବନେଶ୍ବର: ହେମାନନ୍ଦ ବିଶ୍ୱାଳଙ୍କ ଝିଅ  ସୁନୀତା ବିଶ୍ବାଳ କଂଗ୍ରେସରେ ଯୋଗ ଦେଇଛନ୍ତି। ବୁଧବାର ସେ "ଶଙ୍ଖ' ଛାଡ଼ିଥିଲେ, ୨୪ ଘଣ୍ଟା ନପୂରୁଣୁ ସେ ଗୁରୁବାର "ହାତ' ଧରିଛନ୍ତି ।  ଆସନ୍ତାକାଲି ଓଡିଶା ଗସ୍ତ କରୁଛନ୍ତି ଲୋକସଭା ବିରୋଧୀଦଳ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ଅବସରରେ

ଝାଡ଼ଖଣ୍ଡ ରାଞ୍ଚିରେ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର : ଝାଡ଼ଖଣ୍ଡ ରାଞ୍ଚିରେ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି। ଝାଡ଼ଖଣ୍ଡ, ବିହାର, ଓଡ଼ିଶା, ପଶ୍ଚିମବଙ୍ଗର ୭୦ ପ୍ରତିନିଧି ବୈଠକରେ ଯୋଗଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ

ସୁକାନ୍ତ ଖଟୁଆଙ୍କୁ ଗିରଫ ପାଇଁ ଦାବି କଲା ବିଜେଡି

ଭୁବନେଶ୍ୱର : ନୀଳଗିରିର ବିଜେପି ବିଧାୟକ ସୁକାନ୍ତ ଖଟୁଆଙ୍କ ବିରୋଧରେ ବାହାରିଛି ରାଜ୍ୟ ମହିଳା ବିଜେଡି । ସୁକାନ୍ତଙ୍କୁ ଗିରଫ ଦାବି କରି ରାଜ୍ୟ ମହିଳା ବିଜେଡି ରାଜରାସ୍ତାକୁ ଓହ୍ଲାଇଛି । ଶତାଧିକ ବିଜେଡି ମହିଳା କର୍ମୀ ଏକତ୍ରିତ ହୋଇ ନୀଳଗିରି ବିଜେପି ବିଧାୟକ ସୁକାନ୍ତ ଖଟୁଆଙ୍କୁ ମନଇଛା

ବଢ଼ିଲା ରାଜା ଚକ୍ରଙ୍କ ଅଡୁଆ, ଜଗନ୍ନାଥପୁର ବାସଭବନ ଉପରେ ଇଡିର ଚଢଉ

କେଉଁଝର : ବଢ଼ିଲା ରାଜା ଚକ୍ରଙ୍କ ଅଡୁଆ । ଆଜି ରାଜା ଚକ୍ରଙ୍କ ଜଗନ୍ନାଥପୁର ସ୍ଥିତ ବାସଭବନ ଉପରେ ଇଡିର ଚଢଉ । ଶୁଆକାଟି ସ୍ଥିତ ଗନ୍ଦମାର୍ଦ୍ଦନ ଲୋଡିଂ ଏଜେନ୍ସି ର କୋଟି କୋଟି ଟଙ୍କାର ଅର୍ଥ ହେରଫେର ମାମଲାରେ ରାଜା ଚକ୍ର EOW ଦ୍ଵାରା ଗିରଫ ହୋଇ ବାଲେଶ୍ୱର ଜେଲରେ ଅଛନ୍ତି । ଫେବୃଆରୀ

ଓଲିଉଡ ଅଭିନେତା ପାର୍ଥସାରଥୀ ରାୟ ଗିରଫ

ଭୁବନେଶ୍ୱର : ଓଡ଼ିଆ ଅଭିନେତା ପାର୍ଥ ସାରଥୀ ରାୟ ଗିରଫ । ପାର୍ଥସାରଥୀଙ୍କୁ ଗିରଫ କଲା ଭୁବନେଶ୍ବର ବଡ଼ଗଡ଼ ଥାନା ପୋଲିସ । ଅପହରଣ , ଟଙ୍କା ମାଗିବା, ହତ୍ୟା ଉଦ୍ୟମ, ବନ୍ଧୁକ ଦେଖାଇବା ଏବଂ ଆଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ ଗିରଫ କଲା ପୋଲିସ । ପୂର୍ବରୁ

ହୀରାକୁଦ ଜଳଭଣ୍ଡାରର ୧୬ଟି ଗେଟ୍‌ ଖୋଲା

ସମ୍ବଲପୁର: ହୀରାକୁଦର ପ୍ରଥମ ବନ୍ୟାଜଳ ମୁଣ୍ଡଳୀରେ ପହଞ୍ଚିବା ପରେ ଫୁଲୁଛି ମହାନଦୀ। ପ୍ରତି ସେକେଣ୍ଡରେ ମୁଣ୍ଡଳୀରେ ୪ ଲକ୍ଷ ୧୦ ହଜାର ୨୪୮ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଆଜି ମୁଣ୍ଡଳୀର ଅପ୍ ଷ୍ଟ୍ରିମରେ ଜଳସ୍ତର ୮୬.୭୦ ଫୁଟ୍ ରହିଛି। ମୁଣ୍ଡଳୀର ଡାଉନ୍ ଷ୍ଟ୍ରିମରେ ଜଳସ୍ତର ୮୩.୬୦ ଫୁଟ୍

ଆଜି ସୁଦ୍ଧା ଡ୍ରାଇଭର ମହାସଂଘଙ୍କ ସମସ୍ୟାର ସମାଧାନ ହେବ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର : ଆଜି ସୁଦ୍ଧା ଡ୍ରାଇଭର ମହାସଂଘଙ୍କ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆଜି ରାତି ସୁଦ୍ଧା ମହାସଂଘ ସହିତ ସରକାରଙ୍କ ଆଲୋଚନା ପରେ ସମସ୍ୟାର ସମାଧାନ ହୋଇଯିବ । ଡ୍ରାଇଭର ମାନଙ୍କ ପ୍ରାୟତଃ ଦାବିକୁ ସରକାର

ତରବରିଆ ହୋଇ କିଣନ୍ତୁ ନାହିଁ ପେଟ୍ରୋଲ : ସଞ୍ଜୟ ଲାଠ

ଭୁବନେଶ୍ୱର: ପେଟ୍ରୋଲ୍ ପମ୍ପ୍‌ରେ ତେଲ ସଙ୍କଟ ଆଶଙ୍କା ଟଳିଲା। ପେଟ୍ରୋଲିୟମ୍‌ ଡିଲର୍ ସଂଘ ସାଧାରଣ ସମ୍ପାଦକଙ୍କ ସୂଚନା। ୧୫୦ ପେଟ୍ରୋଲ୍ ଟ୍ୟାଙ୍କର ଆସି ପହଞ୍ଚଥିବା କହିଛନ୍ତି ସଞ୍ଜୟ ଲାଠ। ପେଟ୍ରୋଲ୍ ପମ୍ପ୍‌ରେ ତେଲ ସରିଯିବା ଆଶଙ୍କା ଆଉ ନାହିଁ। ପେଟ୍ରୋଲ୍ ପମ୍ପ୍‌ରେ ଅଯଥା ଭିଡ଼ ନକରିବା

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର : ଆସୁଛନ୍ତି ରାଷ୍ଟ୍ରପତି । ଆସନ୍ତା ୧୪ ଓ ୧୫ରେ ଦୁଇ ଦିନ ପାଇଁ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତ ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ରାଜ୍ୟସ୍କରୀୟ ପ୍ରସ୍ତୁତି ବୈଠକ