Browsing Category

ଓଡିଶା

ବାସୁଦେବପୁରରେ ୫ ଦିନର କନ୍ୟା ସନ୍ତାନକୁ ବିକ୍ରି ଅଭିଯୋଗ

ବାସୁଦେବପୁର: ୫ଦିନର ଶିଶୁକୁ ବିକ୍ରି ଅଭିଯୋଗ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଖରିଦା ବିନାୟକପୁର ବଡ଼ ମଳିକ ସାହିରେ ଶିଶୁ ବିକ୍ରି ଅଭିଯୋଗ । କନ୍ୟା ସନ୍ତାନ ଜନ୍ମ ହୋଇଥିବରୁ ଶିଶୁକୁ ବିକ୍ରି କରାଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସେପ୍ଟେମ୍ବର

ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ: ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ନାହିଁ ବନ୍ୟା ସ୍ଥିତି । ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ବଂଶଧାରା । ଏବେ କାଶୀନଗରରେ ୫୪.୧୬ ମିଟରରେ ପ୍ରବାହିତ ହେଉଛି । ବଂଶଧାରାକୁ ବାଦ୍ ଦେଲେ ଅନ୍ୟ ନଦୀ ଗୁଡିକ ମଧ୍ୟ ବିପଦ ସଙ୍କେତ ତଳେ ରହିଛି । ଏବେ ବର୍ଷା କମିଥିବାରୁ ନଦୀର

ଦିନକ ପରେ ଗଜଲକ୍ଷ୍ମୀ ପୂଜା, କେନ୍ଦ୍ରାପଡ଼ାରେ ୬୮ରୁ ଅଧିକ ମଣ୍ଡପରେ ପୂଜା ପାଇବେ ଧନଦାତ୍ରୀ

କେନ୍ଦ୍ରାପଡ଼ା : ଦିନକ ପରେ ଗଜ ଲକ୍ଷ୍ମୀ ପୂଜା । ଆସନ୍ତା ୬ ତାରିଖ ଦିନ ମା’ ମହାଲକ୍ଷ୍ମୀ ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇବେ । ଏଥିପାଇଁ ଚଳଚଞ୍ଚଳ କେନ୍ଦ୍ରାପଡ଼ା । ୬୮ରୁ ଉର୍ଦ୍ଧ ପୂଜା ମଣ୍ଡପରେ ପୂଜା ପାଇବେ ଧନଦାତ୍ରୀ ମା ମହାଲକ୍ଷ୍ମୀ । ଗଜଲକ୍ଷ୍ମୀ ପୂଜା ପାଇଁ ବିଭିନ୍ନ ପୂଜା

ବେଆଇନ ଚାଲାଣ ବେଳେ ୫୫ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହର ଧୂବାପଡାରୁ ରାଜ୍ୟ ବାହାରକୁ ଯିବାକୁ ଥିବା ୫୫ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ପୁଲିସ। ରାଜ୍ୟ ବାହାରକୁ ଚାଲାଣ ପୂର୍ବରୁ ଦାଦନ ସର୍ଦ୍ଦାର ଘର ଭିତରୁ ସେମାନଙ୍କୁ ପୁଲିସ ଉଦ୍ଧାର କରିଛି। ଶ୍ରମିକମାନଙ୍କ ମଧ୍ୟରୁ ନୂଆପଡା ଜିଲ୍ଲା ଅନ୍ତର୍ଗତ ଖରିଆର

ଭୁବନେଶ୍ବର ଏୟାରପୋର୍ଟରୁ ୩ କୋଟି ଟଙ୍କାର ମାରିଜୁଆନା ଜବତ, ଜଣେ ଗିରଫ

ଭୁବନେଶ୍ବର : ଭୁବନେଶ୍ବର ବିମାନବନ୍ଦରରୁ ମାରିଜୁଆନା ଜବତ । ୩ କୋଟି ଟଙ୍କାର ମାରିଜୁଆନା ଜବତ କଲା କଷ୍ଟମ ବିଭାଗ । ଏହି ମାମଲାରେ କଷ୍ଟମ ବିଭାଗ ଭୁବନେଶ୍ୱର ଏୟାରପୋର୍ଟରୁ ଜଣକୁ ଉଠାଇ ନେଇଛି । ୩ କେଜି ୨୦୦ ଗ୍ରାମ ମାରିଜୁଆନା ସହ କେରଳର ଯୁବକ ଗିରଫ । ବ୍ୟାଙ୍କକରୁ ଚାଲାଣ

ଏସ୍‌ଆଇ ଚାକିରି କେଳେଙ୍କାରୀ: ଅରିଜିନାଲ ସାର୍ଟିଫିକେଟ ନେଇ ହେଉଥିଲା ଡିଲ୍, ବ୍ଳାଙ୍କ ଚେକରେ ଟଙ୍କା କାରବାର

ଭୁବନେଶ୍ୱର : ପୋଲିସ ଏସଆଇ ଚାକିରି ପଛରେ ସିଣ୍ଡିକେଟ୍ । ଅରିଜିନାଲ ସାର୍ଟିଫିକେଟ ନେଇ ଚାଲୁଥିଲା ଡିଲ୍ । ବ୍ଳାଙ୍କ ଚେକ୍ ରେ ହେଉଥିଲା ଟଙ୍କା କାରବାର । ବିଭିନ୍ନ କୋଚିଂ ସେଣ୍ଟରେ କୋଚିଂ ଦେଉଥିବା ଶିକ୍ଷକଙ୍କ ଜରିଆରେ ଚାଲୁଥିଲା ସିଣ୍ଡିକେଟ୍ । କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ବଡ଼

କଟକରେ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ: ୬ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ

କଟକ: କଟକରେ ଦୁର୍ଗାପୂଜା ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ ଘଟଣାରେ ୬ ଗିରଫ । ଘଟଣାସ୍ଥଳ ଏବଂ ଆଖପାଖ ଅଂଚଳର ସିସିଟିଭି ଫୁଟେଜ ଯାଞ୍ଚ କରୁଛି କମିଶନରେଟ୍ ପୋଲିସ । ଡ୍ରୋନ୍ ଭିଜୁଆଲ ଫୁଟେଜରୁ ଗଣ୍ଡଗୋଳକାରୀଙ୍କୁ ଚିହ୍ନଟ କରାଯାଇଛି । ଏବେ ଶାନ୍ତି ବାତାବରଣ ଅଛି । ଆଗକୁ ମଧ୍ୟ ଶାନ୍ତି ବଜାୟ

ବିପର୍ଯ୍ୟୟ ମୁକାବିଲା ପାଇଁ ନିର୍ମାଣ ହେବ ବିପର୍ଯ୍ୟୟ ଭବନ

ଭୁବନେଶ୍ୱର : ବିପର୍ଯ୍ୟୟ ମୁକାବିଲା ପାଇଁ ଭୁବନେଶ୍ବରରେ ବିପର୍ଯ୍ୟୟ ଭବନ ନିର୍ମାଣ କରିବେ ସରକାର ଏଥିପାଇଁ ୨୦୦କୋଟି ଟଙ୍କା ଖର୍ଚ୍ଚ ହେବ । ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ

ନଡ୍ଡାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ସାଙ୍ଗଠନିକ ବିଷୟ ଉପରେ ହେଲା ଆଲୋଚନା

ଭୁବନେଶ୍ବର: ଦିଲ୍ଲୀରେ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିଛନ୍ତି । ଏନେଇ ଏକ୍ସରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଉଭୟଙ୍କ ମଧ୍ୟରେ ବିଭିନ୍ନ ସାଂଗଠନିକ ବିଷୟ ଉପରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ଏହାସହିତ

ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ଦୁଇ ଭାଇ

ସୁନ୍ଦରଗଡ଼: ଦୁଇ ଭାଇଙ୍କ ସଲିଳସମାଧି  । ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଝୁପୁରୁଙ୍ଗା ଗାଁର ଦୁଃଖଦ ଘଟଣା । ଗାଁର ଛିଟକେନଢିପାରେ ପୋଖରୀରେ ଗାଧୋଇବାକୁ ଯାଇ ଦୁଇ ଭାଇ ଦେବାଶିଷ ମାକର ଓ ଚିତ୍ତ ମାକର ବୁଡ଼ିଯାଇଥିଲେ । ଘଟଣାସ୍ଥଳରେ ପୋଲିସ ଓ