Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପୁରୀ ଦଳାଚକଟାର ଭିଡିଓ ଏବଂ ସୂଚନା ସେୟାର କରିବାକୁ ପ୍ରତ୍ୟକ୍ଷଦର୍ଶୀଙ୍କୁ ଅନୁରୋଧ କଲେ ଅନୁ ଗର୍ଗ
ପୁରୀ : ପୁରୀ ରଥଯାତ୍ରା ଦଳାଚକଟା ସଂପର୍କିତ ଜନସାଧାରଣଙ୍କ ପାଖରେ ଯାହା ଭିଡିଓ କି ତଥ୍ୟ ଅଛି ତାକୁ ପ୍ରଦାନ କରନ୍ତୁ । ଅନେକ ଲୋକ ଶରଧାବାଲିରେ ଦଳାଚକଟା ସମୟରେ ଭିଡିଓ କରିଥିଲେ। ଯାହାକି ତଦନ୍ତରେ ସହଯୋଗ କରିବ ବୋଲି କହିଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ ।
ଘଟଣାସ୍ଥଳକୁ!-->!-->!-->…
ଶ୍ରୀଗୁଣ୍ଡିଚା ମନ୍ଦିରରେ ପୋଲିସ ଡିଜି; ଜନ୍ମବେଦୀରେ ଶ୍ରୀଜିଉଙ୍କ ଶୃଙ୍ଖଳିତ ଦର୍ଶନର କଲେ ତଦାରଖ
ପୁରୀ: ଗୁଣ୍ଡିଚା ମନ୍ଦିରରେ ପୋଲିସ ଡିଜି ୱାଇ ବି ଖୁରାନିଆ। ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଉପସ୍ଥିତ ରହି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ନିରୀକ୍ଷଣ କରୁଛନ୍ତି। ପୋଲିସ ଡିଜିଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ!-->…
‘ଛୋଟ ବଡ କିଛି ନାହିଁ, ସମସ୍ତ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ମିଳିବ ଟଙ୍କା’
ଭୁବନେଶ୍ବର: ମିଳିବ ଚିଟଫଣ୍ଡ ଟଙ୍କା । ସମସ୍ତ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଦିଆଯିବ ବୋଲି ଆଜି ଆଶ୍ବସ୍ତି ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଛୋଟ ଜମାକାରୀ, ବଡ ଜମାକାରୀ କିଛି ନାହିଁ, ଯାହାଙ୍କ ପାଖରେ ଜମା କରିବାର ଛୋଟ ପ୍ରମାଣଟିଏ ବି ଥିବ ତାଙ୍କୁ ଟଙ୍କା ଫେରାଇ!-->…
ପୁରୀ ଏୟାରପୋର୍ଟ ପାଇଁ ଜଙ୍ଗଲ ଜମି ଅନୁମୋଦନ ସ୍ଥଗିତ
ପୁରୀ : ପୁରୀରେ ପ୍ରସ୍ତାବିତ ଏୟାରପୋର୍ଟ ପାଇଁ ଜଙ୍ଗଲ ଜମି ବାଧା । ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମୋଦନ ସ୍ଥଗିତ । କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଫରେଷ୍ଟ ଆଡଭାଇଜରୀ କମିଟି FAC ଅନୁମୋଦନକୁ ସ୍ଥଗିତ ରଖିଛି । ଅଲିଭ ରିଡଲେ!-->…
ରାଜ୍ୟରେ ବନ୍ୟା ସ୍ଥିତି ନାହିଁ: ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
ଭୁବନେଶ୍ବର: ରାଜ୍ୟରେ ବନ୍ୟା ସ୍ଥିତି ନାହିଁ କହିଲେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ । ସୁବର୍ଣ୍ଣରେଖାରେ ପାଣି କମିଛି । କେଉଁ ବେସିନରେ ପାଣି ଅଧିକ ନାହିଁ । ସତର୍କ ସୂଚନା କେଉଁଠି ନାହିଁ ବୋଲି ସେ କହିଛନ୍ତି ।
ସୁନ୍ଦରଗଡ଼, ଛତିଶଗଡ଼ ଛଡ଼ା କେଉଁଠି ବର୍ଷା!-->!-->!-->…
ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦିଲେଶ୍ୱର ମାଝୀ ଗିରଫ
ଭୁବନେଶ୍ୱର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ବଲାଙ୍ଗୀରର କଣ୍ଟାବାଞ୍ଜି ଆର୍ ଆଣ୍ଡ ବି ଡିଭିଜନ ଅଧୀନରେ ଥିବା ଟିଟଲାଗଡ଼ ଆର୍ ଆଣ୍ଡ ବି ସବ-ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (AEE) ଦିଲେଶ୍ୱର ମାଝୀ। ଗତକାଲି ଦିଲେଶ୍ୱରଙ୍କ ନିକଟରେ ଆୟବହିର୍ଭୁତ ସମ୍ପତି ଥିବା!-->…
ସ୍ବାଭାବିକ ହେଲା ଭୁବନେଶ୍ବର ମହାନଗର ନିଗମରେ କାର୍ଯ୍ୟ, ନିୟୋଜିତ ହେଲେ ଗନ୍ ମ୍ୟାନ
ଭୁବନେଶ୍ବର : ସ୍ବାଭାବିକ ହେଲା ଭୁବନେଶ୍ବର ମହାନଗର ନିଗମରେ କାର୍ଯ୍ୟ । କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି । କର୍ମଚାରୀଙ୍କ ପାଇଁ ବଢିଲା ସୁରକ୍ଷା । ନିୟୋଜିତ ହେଲେ ଗନ୍ ମ୍ୟାନ। ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ କମିଶନରଙ୍କ ସହ ଆଲୋଚନା କରାଯାଇଛି ।
!-->!-->!-->…
ଏଣିକି ଚୁକ୍ତିଭିତ୍ତିକ ମହିଳା କର୍ମଚାରୀ ନେଇ ପାରିବେ ପ୍ରସବ କାଳୀନ ଛୁଟି
କଟକ: ଏଣିକି ଚୁକ୍ତିଭିତ୍ତିକ ମହିଳା କର୍ମଚାରୀମାନେ ନେଇ ପାରିବେ ପ୍ରସବ କାଳୀନ ଛୁଟି। ଏହି ରାୟ ଦେଇଛନ୍ତି ହାଇକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ। ପୂର୍ବରୁ ଏକ ଆବେଦନର ଶୁଣାଣି କରି ହାଇକୋର୍ଟଙ୍କ ଜଣକିଆ ଖଣ୍ଡପୀଠ ଅନୁରୂପ ରାୟ ଦେଇ ଚୁକ୍ତିଭିତ୍ତିକ ମହିଳାଙ୍କୁ ପ୍ରସବକାଳୀନ ଛୁଟିରୁ ବଞ୍ଚିତ!-->…
ଜେଲରେ ରାତି କାଟିଲେ ଜଗା: କାର୍ଯ୍ୟରେ ଯୋଗ ଦେଲେ ଓଏଏସ ଅଧିକାରୀ
ଭୁବନେଶ୍ବର: ଗୁରୁବାର ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ ଘଟଣାରେ ବିଜେପି ନେତା ଜଗା ପ୍ରଧାନ ଗିରଫ ହେବା ପରେ, ଏବେ ସ୍ଥିତି ପୁଣି ପୂର୍ବ ଅବସ୍ଥାକୁ ଫେରୁଛି । ଓଏଏସ ସଂଘ ଆନ୍ଦୋଳନରୁ ଓହରିଥିବା ବେଳେ ଆଜି କାର୍ଯ୍ୟକୁ ଫେରିଛନ୍ତି ଓଏଏସ ଅଧିକାରୀ । ବିଏମସି ଅଫିସ ସହ ରାଜ୍ୟର ବିଭିନ୍ନ!-->…
କଳାକାରଙ୍କ ଅସ୍ମିତାର ପ୍ରତୀକ ବରିଷ୍ଠ କଳାକାର ସଂଘ
ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ"ର ଷଷ୍ଠ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଆଜି ମହୋତ୍ସବର ଦ୍ଵିତୀୟ ଦିନରେ ଏକ ରାଜ୍ୟସ୍ତରୀୟ ବର୍ଣ୍ଣାଢ୍ୟ କଳାକାର ଶୋଭାଯାତ୍ରା ସ୍ଥାନୀୟ ଗାନ୍ଧି ନଗର ଛକ ସ୍ଥିତ ଗାନ୍ଧି!-->…