Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
NH-55ର ତୁରନ୍ତ ମରାମତି ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
ଭୁବନେଶ୍ୱର : ଏନ୍ ଏଚ୍-୫୫ ରାସ୍ତାର ତୁରନ୍ତ ମରାମତି ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁରରୁ କଟକ ମଧ୍ୟରେ ଥିବା ରାସ୍ତାର ତୁରନ୍ତ ମରାମତି ଏବଂ ଖାଲ ସମସ୍ୟାର ସମାଧାନ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ!-->…
ସୁନା ବ୍ୟବସାୟୀଙ୍କ ଘରୁ କୋଟିଏ ଟଙ୍କାର ଗହଣା ଲୁଟ୍
କଣ୍ଟାବାଞ୍ଜି : ସୁନା ବ୍ୟବସାୟୀଙ୍କ ଘରୁ ଲୁଟ୍ । ଘରେ ପଶି ଲୁଟିନେଲେ ଦୁର୍ବୃତ୍ତ । ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଅଞ୍ଚଳରେ ବଡ ଧରଣର ଡକାୟତି ହୋଇଛି । ଥାନାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ମୁଖ୍ୟ ଛକ ସୁନା ବ୍ୟବସାୟୀ ଫୁଲଚନ୍ଦଙ୍କ ଘର । ଦୁର୍ବୃତ୍ତମାନେ ଘରେ ପଶି ମାରଣାସ୍ତ୍ର!-->…
କରେଣ୍ଟ ଲାଗି ନାବାଳକ ମୃତ, ବିଜ୍ଞାନ ପ୍ରକଳ୍ପ ତିଆରି ବେଳେ ଅଘଟଣ
ବ୍ରହ୍ମପୁର : ବିଦ୍ୟୁତ ଆଘାତରେ ନାବାଳକର ମୃତ୍ୟୁ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କୈରାସୀ ଗାଁରେ ଅଘଟଣ ଘଟିଛି । ମୃତକ ହେଲେ ପକ୍ଷୀରାଜ ସାହିର । ନାବାଳକ ଶ୍ରେଣୀରେ ପାଠ ପଢୁଥିଲେ। ଶନିବାର ସଂଧ୍ୟା ସମୟରେ ନିଜଘରେ ଏକ ସାଇନ୍ସ ପୋଜେକ୍ଟ କରୁଥିଲେ ଆଉ ସେଥିରେ ବିଦ୍ୟୁତ!-->…
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟିହେଲା ଲଘୁଚାପ । ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେଲା । ପଶ୍ଚିମବଙ୍ଗ ଓ ବାଂଲାଦେଶ ସଂଲଗ୍ନ ଅଞ୍ଚଳରେ ଏହି ଲଘୁଚାପ ସୃଷ୍ଟି ହୋଇଛି । ଲଘୁଚାପ ପ୍ରଭାବରେ ଓଡ଼ିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରରେ ପ୍ରବଳ ବର୍ଷା ପୂର୍ବାନୁମାନ କକରିଛି!-->…
ଢ଼ାବା ଶୌଚାଳୟରୁ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
ଛତ୍ରପୁର : ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଞ୍ଚଳର ଏକ ଢ଼ାବା ଶୌଚାଳୟରୁ କର୍ମଚାରୀଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ରମ୍ଭା ଥାନା ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ଢ଼ାବାରୁ ଜଣେ କର୍ମଚାରୀଙ୍କ ମୃତଦେହ ଠାବ ହୋଇଛି । ମୃତକ ଗଞ୍ଜାମ ବ୍ଲକ ସାନ!-->…
ଜୀବନକୁ ବାଜି ଲଗାଇ ନାଳ ପାର୍ ହେଉଛନ୍ତି ଗ୍ରାମବାସୀ; ପୋଲ ନିର୍ମାଣ ପାଇଁ ଦାବି
ଗୁଡ଼ାରୀ:ଲଗାଣ ବର୍ଷାରେ ଫୁଲିଛି ନାଳ। ପ୍ରବଳ ପାଣି ସ୍ରୋତ ମଧ୍ୟରେ ଗାଁକୁ ଯିବା ପାଇଁ ଜୀବନକୁ ବାଜି ଲଗାଇ ନାଳ ପାର ହେଉଛନ୍ତି ଲୋକେ। ଯାତାୟାତ ପାଇଁ ଅନ୍ୟ କୌଣସି ବିକଳ୍ପ ରାସ୍ତା ନଥିବାରୁ ପ୍ରତିବର୍ଷ ବର୍ଷାଦିନେ ଏଭଳି ବିପଦପୂର୍ଣ୍ଣ ଯାତାୟାତ କରିବା ଗ୍ରାମବାସୀଙ୍କ ନିତିଦିନିଆ ଘଟଣା!-->…
ନୀଳହ୍ରଦରୁ ୨ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
ନୀଳଗିରି:ନୀଳହ୍ରଦରୁ ମିଳିଲା ନିଖୋଜ ୨ ଛାତ୍ରଙ୍କ ମୃତଦେହ।ବାଲେଶ୍ବର ଜିଲା ନୀଳଗିରିରେ ଥିବା ନୀଳହ୍ରଦ ବା ବ୍ଲ୍ୟୁଲେକ୍ରେ ଗତ କାଲି ୩ଜଣ ସାଙ୍ଗ ଗାଧୋଇବାକୁ ଯାଇଥିବା ବେଳେ ୨ଜଣ ଅଥଳ ପାଣିରେ ନିଖୋଜ ହୋଇ ଯାଇଥିଲେ। ମିତ୍ରପୁର ନିକଟସ୍ଥ ଏହି ନୀଳହ୍ରଦକୁ ରେମୁଣା କଲେଜ ଛାତ୍ର ତଥା!-->…
ବୁଡ଼ିଲା ପାରାଦୀପରୁ ସିଙ୍ଗାପୁର ଯାଉଥିବା ଜାହାଜ, ୨୪ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୨ ଜଣ ଉଦ୍ଧାର
ଭୁବନେଶ୍ୱର : ବୁଡ଼ିଲା ପାରାଦୀପରୁ ସିଙ୍ଗାପୁର ଯାଉଥିବା ଜାହାଜ । ପାରାଦୀପ ଠାରୁ ୨୦୦ ନଟିକାଲ ମାଇଲ୍ ଦୂର ସମୁଦ୍ରରେ ଅଘଟଣ । ପାନାମା ପତାକାବାହୀ ମାଲବାହୀ ଜାହାଜ ବୁଡ଼ିଥିବା ଜଣାପଡ଼ିଛି । ପାରାଦୀପରୁ ସିଙ୍ଗାପୁର ଯାଉଥିବା ପାନାମା ପତାକାବାହୀ ଜାହାଜ!-->…
ହାତୀ ନଦୀରେ ବନ୍ୟା; ୨୦୦ ଲୋକ ସ୍ଥାନାନ୍ତର
ଭବାନୀପାଟଣା:ହାତୀ ନଦୀରେ ବନ୍ୟା । କଳାହାଣ୍ଡି ଜୟପାଟଣା ଓ କଲମପୁର ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। । ମଙ୍ଗଳପୁର ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ହାତୀ ନଦୀକୁ ଛଡ଼ାଯାଇଛି। ଏଥିରେ ୪୧୨ କ୍ୟୁମେକ ବନ୍ୟା ଜଳ ନିଷ୍କାସିତ ହେଉଛି।
ଏବେ ପାଣି ଘେରରେ!-->!-->!-->…
କୋଟିଆରେ ସ୍ୱାସ୍ଥ୍ୟସେବାକୁ ନିୟମିତ ବିଶେଷଜ୍ଞଙ୍କ ଚିକିତ୍ସା ପାଇଁ ଗୁରୁତ୍ୱ ପ୍ରଦାନ
କୋରାପୁଟ : କୋଟିଆ ଅଞ୍ଚଳର ଲୋକଙ୍କୁ ଗୁଣାତ୍ମକ ଓ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦିଗରେ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିରନ୍ତର ପଦକ୍ଷେପ ନିଆଯାଉଛି। ଦୁର୍ଗମ ଅଞ୍ଚଳର ଲୋକଙ୍କୁ ପାଖରେ ବିଶେଷଜ୍ଞ ଚିକିତ୍ସା ସୁବିଧା ଯୋଗାଇ ଦିଆ ଯାଉଛି।ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ!-->!-->!-->…