Browsing Category

ଓଡିଶା

ମଣ୍ଡିରେ ପଡ଼ିରହିଛି ଧାନ, ଚାଷୀ ଅସନ୍ତୁଷ୍ଟ

ସମ୍ବଲପୁର : ମଣ୍ଡିରୁ ଉଠୁନି ଧାନ । ଦାନା ବାନ୍ଧୁଛି ଚାଷୀ ଆନ୍ଦୋଳନ । ସମ୍ବଲପୁରରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ମଣ୍ଡିକୁ ଉଠିପାରିଲାନି ଧାନ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ଚାଷୀ । ଗତକାଲି ଧାନ…

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି, ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ୪୨ କୋଟିର ଅତିରିକ୍ତ ବଜେଟ ବ୍ୟବସ୍ଥା

ଭୁବନେଶ୍ବର : ବଢ଼ିଲା ପଞ୍ଚାୟତ ନିର୍ବାଚନ ଚର୍ଚ୍ଚା । ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଆରମ୍ଭ । ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ଅତିରିକ୍ତ ବଜେଟରେ ୪୨ କୋଟିର ବ୍ୟବସ୍ଥା ହୋଇଛି । ଯଦିଓ ୨୦୨୭ ମସିହା ପ୍ରାରମ୍ଭରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ତଥାପି…

କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ବଲାଙ୍ଗିର : କୂଅରୁ ଉଦ୍ଧାର ହୋଇଛି ଜଣେ ଯୁବକଙ୍କ ମୃତଦେହ । ହାତରେ ବନ୍ଧା ହୋଇଛି ଦଉଡ଼ି । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ବୁରୋମାଳ ଗାଁର ଚାଷଜମିରେ ଥିବା କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ସୁରେନ୍ଦ୍ର ଭାଟି । ତାଙ୍କ ହାତରେ ଦଉଡ଼ି ଏକ ପଥର ବନ୍ଧା ହୋଇଛି…

୪୧୪୫ ମନ୍ଦିରର ଅନୁଦାନ ରାଶି ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଆଜି ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିବସ। ଏଥିରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତର ରଖି ଆଇନ ମନ୍ତ୍ରୀ ପୃଥ୍ବୀରାଜ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାର ୪୧୪୫ ମନ୍ଦିରର ଆର୍ଥିକ ଅନୁଦାନ ବୃଦ୍ଧି କରିଛନ୍ତି। ପୂର୍ବାପେକ୍ଷା ଅଢ଼େଇ କୋଟି…

ଅତିରିକ୍ତ ବଜେଟ ରାଜ୍ୟବାସୀଙ୍କ ଆଶାକୁ ଧୂଳିସାତ କରୁଛି: ନବୀନ

ଭୁବନେଶ୍ୱର: ବିଧାନସଭାରେ ଗତକାଲି ଉପସ୍ଥାପିତ ହୋଇଥିବା ଅତିରିକ୍ତ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ ସୋସିଆଲ ମିଡିଆ ଏକ୍ସରେ ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି ବିଜେପି ସରକାର ବିଧାନସଭାରେ ଆଗତ କରିଥିବା ଅତିରିକ୍ତ ବଜେଟ ଓଡ଼ିଶାବାସୀଙ୍କ…

ସରକାରୀ ଅର୍ଥ ଆତ୍ମସାତ: ପିଇଓ ଗିରଫ

କନ୍ଧମାଳ: ଭିଜିଲାନ୍ସ ଜାଲରେ ପିଇଓ । ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ପିଇଓ ଗିରଫ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କୋଇରୀମାଣ୍ଡୁ ପିଇଓ ବିନାୟକ ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗତ ଫେବୃଆରୀରେ ବିନାୟକ ରାଜ୍ୟ ଅର୍ଥ କମିଶନ ଯୋଜନା ଅନୁଦାନରୁ ୧୨ ଲକ୍ଷ ୮୭ ହଜାର…

ଖଣି ମନ୍ତ୍ରୀଙ୍କ ଫର୍ମାନ… ଖଣି, ବାଲି ମାଫିଆ ଙ୍କ ଉପରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ : କିନ୍ତୁ ମନ୍ତ୍ରୀ ଙ୍କ…

ଜିଲ୍ଲା ରେ ଚୋରା ବାଲି ଚାଲାଣ ଓ ଲଘୁ ଖଣିଜ ଖୁଲାମ ଖୁଲା ଚୋରି …..! ଖଣି ବିଭାଗ ର ବିଚିତ୍ର ନୀତି, ଚୋରା ବାଲି ଗାଡି ଯାଞ୍ଚ ବେଳେ କାଗଜ ପତ୍ର ଠିକ ନାହିଁ ଫି୍କ୍ସଙ୍ଗ ପରେ ସକାଳୁ ସବୁ ଠିକବ୍ରହ୍ମପୁର: ଖଣି ମନ୍ତ୍ରୀବିଭୁତି ଜେନା ଙ୍କ ଫର୍ମାନ ଗଞ୍ଜାମ ଜିଲ୍ଲାର ବାଲି ମାଫିଆ ମାନେ…

ଡିସେମ୍ବର ୮ରୁ ରାଜସୁନାଖଳା ମହୋତ୍ସବ ‘କାଉଁରୀ-୨୦୨୫’: ନେପାଳର ‘ମାରୁଣୀ’ ନୃତ୍ୟ ହେବ ମୁଖ୍ୟ ଆକର୍ଷଣ

ନୟାଗଡ଼, ୨୮/୧୧ (ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରାଜସୁନାଖଳା ପଞ୍ଚାୟତର ଗୌରବ ବହନ କରୁଥିବା ‘ରାଜସୁନାଖଳା ମହୋତ୍ସବ କାଉଁରୀ-୨୦୨୫’ ଚଳିତ ବର୍ଷ ସପ୍ତମ ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ଏନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ କମିଟିର ସଭାପତି…

ବିନା ମନ୍ତ୍ର ଓ ପୁରୋହିତରେ ସମ୍ପନ୍ନ ହେଲା ଆଦର୍ଶ ବିବାହ: ସମ୍ବିଧାନକୁ ସାକ୍ଷୀ ରଖି ଏକାଠି ହେଲେ ଭାନୁତେଜା ଓ…

ବ୍ରହ୍ମପୁର : ବିବାହ କେବଳ ଟଙ୍କା ପଇସାର ଖେଳ କିମ୍ବା ଯୌତୁକର କାରବାର ନୁହେଁ, ବରଂ ଏହା ହେଉଛି ଦୁଇଟି ମନର ପବିତ୍ର ମିଳନ। ବର୍ତ୍ତମାନ ସମୟରେ ବିବାହ ନାଁରେ ଚାଲିଥିବା ‘ମେଗା ସେଲିବ୍ରେସନ’ ଓ ଆଡମ୍ବରପୂର୍ଣ୍ଣ ଖର୍ଚ୍ଚରୁ ଦୂରେଇ ରହି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଦୁଇ…

ଶ୍ରୀମନ୍ଦିରକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଶୁଭଙ୍କର ମିଶ୍ର

ଭୁବନେଶ୍ବର : ଶ୍ରୀମନ୍ଦିର ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଛନ୍ତି ଲୋକପ୍ରିୟ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଶୁଭଙ୍କର ମିଶ୍ର। ପ୍ରେମୀ ଯୁଗଳ ବିବାହ ପୂର୍ବରୁ ଶ୍ରୀମନ୍ଦିରକୁ ଗଲେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଏ ବୋଲି ଶୁଭଙ୍କର ଏକ ପଡକାଷ୍ଟରେ କହିବା ପରେ ଏହାକୁ ନେଇ…