Browsing Category

ଓଡିଶା

ପୁନର୍ବାର ଲେଖାଯିବ କଳିଙ୍ଗ ଯୁଦ୍ଧର ଇତିହାସ, ସର୍ବ ଭାରତୀୟସ୍ତରରେ ପହଞ୍ଚାଯିବ ଏହାକୁ : ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ବର : ଓଡ଼ିଆଙ୍କୁ ସମ୍ପର୍ପିତ ହେବ କଳିଙ୍ଗ ଯୁଦ୍ଧ ଇତିହାସ । ଇତିହାସର ସତ୍ୟତା ଏବଂ ଏହାର ରୁଚି ବୋଧତା ପାଠକଙ୍କ ପାଖେ ପହଞ୍ଚା ଯିବ । ଯାହାର ଦାୟିତ୍ବ ନେଇଛି ସାହିତ୍ୟ ଏକାଡେମୀ । ଯେଉଁ ଉତ୍ତର ପୀଢ଼ି ଆମ ସାହିତ୍ୟ ପଢ଼ିବେ ସେମାନଙ୍କ ପାଖେ ଓଡ଼ିଆ ଜାତୀୟତାବାଦ ପହଞ୍ଚି

ଘାଟିରେ ଦୁର୍ଘଟଣା ରୋକିବ ଆଧୁନିକ ଜ୍ଞାନ କୌଶଳ; ପରୀକ୍ଷାମୂଳକ କାମ ଆରମ୍ଭ

ଘୁ.ଉଦୟଗିରି: ଓଡ଼ିଶାର ଦୀର୍ଘତମ ଏବଂ ବ୍ୟସ୍ତବହୁଳ କଳିଙ୍ଗା ଘାଟି ରାସ୍ତା ପ୍ରସସ୍ଥ ଥିଲେ ମଧ୍ଯ ନିୟମିତ ଦୁର୍ଘଟଣା ଘଟିବାରେ ଲାଗିଛି। ଏଥିରେ ବହୁ ଧନ ଜୀବନ ମଧ୍ୟ ନଷ୍ଟ ହେଉଛି। କଳିଙ୍ଗା ଘାଟିରେ ନିୟମିତ ଦୁର୍ଘଟଣାକୁ ନେଇ ପରିବହନ ଏବଂ ପୁଲିସ ବିଭାଗ ପାଇଁ ମୁଣ୍ଡ ବ୍ୟଥାର କାରଣ ପଲଟିଥିବା

ଡିଜିଟାଲ୍‌ ଆରେଷ୍ଟକୁ ନେଇ ସତର୍କ ରହିବାକୁ କିହିଲା ଓଡ଼ିଶା ପୋଲିସ

ଭୁବନେଶ୍ୱର: ଭାରତୀୟ ଆଇନରେ ଡିଜିଟାଲ୍‌ ଆରେଷ୍ଟ ଭଳି କୌଣସି ଶବ୍ଦ ନାହିଁ। ଏନେଇ ‘ଏକ୍ସ’ ଯୋଗେ ସତର୍କ ରହିବାକୁ ସୂଚନା ଦେଇଛି ଓଡ଼ିଶା ପୋଲିସ। ଆଜିକା ଦିନରେ ସାଇବର ଅପରାଧିମାନେ ବିଭିନ୍ନ ଉପାୟରେ ଠକୁଛନ୍ତି। ତେଣୁ ସାଧାରଣ ଜନତା ସାବଧାନ ରହିବା ଉଚିତ୍। ସାଇବର ଅପରାଧୀମାନେ ନିଜକୁ

କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇଏଏସ୍ ଅଧିକାରୀ ଆଶିଷ ଠାକରେ

ଭୁବନେଶ୍ୱର : କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇଏଏସ୍ ଅଧିକାରୀ ଆଶିଷ ଠାକରେ । ୨୦୧୧ ବ୍ୟାଚର ଏହି ଆଇଏଏସ ଅଧିକାରୀଙ୍କୁ ନିଯୁକ୍ତି ମିଳିଛି । ସେ ଦିଲ୍ଲୀରେ ଭିନ୍ନକ୍ଷମ ଶସକ୍ତିକରଣ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଭାବେ କାମ କରିବେ । ଏନେଇ DOPT ପକ୍ଷରୁ ଆଜି ବିଦ୍ଧିବଧ ଭାବେ ବିଜ୍ଞପ୍ତି

ଏଣିକି ପ୍ରତ୍ୟେକ ଯାନବାହାନ ଯାଞ୍ଚ କରିପାରିବେ ଥାନା ପୋଲିସ, ବସ୍ ମାଲିକ ସଂଘ ଓ ଟ୍ରକ୍ ମାଲିକ ସଂଘ ପକ୍ଷରୁ ବିରୋଧ

ଭୁବନେଶ୍ୱର : ଏଣିକି ପ୍ରତ୍ୟେକ ଯାନବାହାନ ଯାଞ୍ଚ କରିପାରିବେ ଥାନା ପୋଲିସ। ଏମିତି ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଗତ ମେ ମାସ ୩୦ ତାରିଖରେ ଚିଠି ମାଧ୍ୟମରେ ଦେଇଛି ପରିବହନ ବିଭାଗ। ଏହି ପ୍ରସ୍ତାବକୁ ଆଜି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଓ ଟ୍ରକ୍ ମାଲିକ ସଂଘ ପକ୍ଷରୁ ବିରୋଧ

ରାଜ୍ୟରେ ଅନାଥ ଶିଶୁଙ୍କ ସର୍ଭେ କରିବେ ସରକାର

ଭୁବନେଶ୍ୱର: ରାଜ୍ୟରେ ଅନାଥ ଏବଂ ଏକକ ପିତାମାତା ଥିବା ପିଲାମାନଙ୍କର ଅଧିକାର ଏବଂ ମୌଳିକ ଆବଶ୍ୟକତା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ଏକ ସର୍ଭେ କରିବେ। ସରକାରୀ ସୂତ୍ର ଅନୁଯାୟୀ ମହିଳା ଏବଂ ଶିଶୁ ବିକାଶ ବିଭାଗ ଏହି ସମ୍ପର୍କରେ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଦୁଇ ନାବାଳକ ଓ ନାବାଳିକା ନିଖୋଜ ମାମଲାର ପର୍ଦ୍ଦାଫାସ, ମଞ୍ଚେଶ୍ବର ଓ ପାହାଳ ଅଞ୍ଚଳରୁ ହେଲେ ଉଦ୍ଧାର

ଭୁବନେଶ୍ବର: ଦୁଇ ନାବାଳକ ଓ ନାବାଳିକା ନିଖୋଜ ମାମଲାର ପର୍ଦ୍ଦାଫାସ । ଭୁବନେଶ୍ବର ମଞ୍ଚେଶ୍ବର ଓ ପାହାଳ ଅଞ୍ଚଳରୁ ନିଖୋଜ ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରିଛି ପୋଲିସ । ୩୦ଟି ସିସିଟିଭି ଫୁଟେଜ ଯାଞ୍ଚ କରି ପିଲାଙ୍କ ନିକଟରେ ପହଞ୍ଚିଥିଲା ପୋଲିସ । ସୂଚନା ଅନୁସାରେ ଗତ ୧ ତାରିଖରେ

୭ ମାସର ଶିଶୁକନ୍ୟାକୁ କଚାଡି ମାରିଲା ନୃଶଂସ ବାପା

ଢେଙ୍କାନାଳ:ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା କଣ୍ଟାପାଳ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହରୁ ସାତ ମାସର ଶିଶୁକନ୍ୟାକୁ କଚାଡ଼ି ମାରିଥିବା ଜଣାପଡିଛି । ସୂଚନାନୁସାରେ, ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଉଦାସାହି ଗ୍ରାମର ସଞ୍ଜୟ ଚାତାର ଶ୍ୱଶୁର ଘର

ପୁଣି ବଦଳିଲା ପ୍ରାଥମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର, ଜୁନ୍ ୭ ତାରିଖ ଆବେଦନର ଶେଷ ତାରିଖ

ଭୁବନେଶ୍ୱର : ପ୍ରାଥମିକ ଶିକ୍ଷକଙ୍କ ବଦଳି କ୍ୟାଲେଣ୍ଡର ପୁଣିଥରେ ବଦଳିଛି । ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରକୁ ବଦଳି ପାଇଁ ଆବେଦନ ପାଇଁ ମିଳିଛି ଅନୁମତି । ଜୁନ ୬ ତାରିଖ ଭିତରେ ପୋର୍ଟାଲ ଜରିଆରେ ଆବେଦନ କରିପାରିବେ ବୋଲି ପୂର୍ବରୁ ନିର୍ଦ୍ଦେଶ ରହିଥିଲା । ପୂର୍ବରୁ ଆବେଦନର ଶେଷ

ହୀରାକୁଦ ଜଳଭଣ୍ଡାରରୁ ହଟିଲା କଟକଣା, ବୁଲିପାରିବେ ପର୍ଯ୍ୟଟକ

ସମ୍ବଲପୁର: ଅପରେସନ ସିନ୍ଦୂର ସମୟରେ ହୀରାକୁଦ ଦଳଭଣ୍ଡାରର ସୁରକ୍ଷା ପାଇଁ ଜାରି ହୋଇଥିବା କଟକଣାକୁ ଆଜି ପ୍ରତ୍ୟାହର କରାଯାଇଛି । ଏବେ ହୀରାକୁଦ ଜଳଭଣ୍ଡାରକୁ ଆସିପାରିବେ ପର୍ଯ୍ୟଟକ । ଏହି କଟକଣା ହଟିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲାପାଳ ଆହୁରି କହିଛନ୍ତି ଯେ,