Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଆପାର୍ଟମେଣ୍ଟ ଭୁଷୁଡିବା ଘଟଣା: ମୃତକଙ୍କ ପରିବାରକୁ ୪ ଲକ୍ଷ ସହାୟତା ଘୋଷଣା
କଟକ : କଟକରେ ଆପାର୍ଟମେଣ୍ଟ ଭୁଷୁଡିବା ଘଟଣାରେ ତନାଘନା । ଏତେ ବଡ଼ ଦୁର୍ଘଟଣା ପାଇଁ ଦାୟୀ କିଏ ଚାଲିଛି ତନାଘନା। ସେପଟେ କଟକ ସହରରେ ଥିବା ଅସୁରକ୍ଷିତ କୋଠାର ଯାଂଚ ପାଇଁ ଏକ ସ୍ବତନ୍ତ୍ର ଟିମ୍ ମଧ୍ୟ ଗଠନ ହୋଇଛି । ତଦନ୍ତ ପାଇଁ ତିନି ଜଣିଆ କମିଟି ଗଠିତ ହୋଇଛି।
ସଦର!-->!-->!-->…
ଶିକ୍ଷକଙ୍କୁ ସୁପ୍ରିମ ଆଶ୍ବସ୍ତି, TET ଡେଡ୍ ଲାଇନ୍ ପୂର୍ବରୁ ପାସ୍ କରିଥିଲେ ଯିବନି ଚାକିରି
ଭୁବନେଶ୍ବର: ଶିକ୍ଷକଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ବସ୍ତି । TET ଡେଡ୍ ଲାଇନ୍ ପୂର୍ବରୁ ପାସ୍ କରିଥିଲେ ଯିବ ନାହିଁ ଚାକିରି । କୋର୍ଟ କହିଛନ୍ତି, TET ପାସ୍ କରିବା ପାଇଁ RTE ଆଇନ ଅନୁଯାୟୀ ବର୍ଦ୍ଧିତ ସମୟ ସୀମା ୨୦୧୯ ମାର୍ଚ୍ଚ ୩୧ ଦିଆଯାଇଥିଲା । ସେହି ସମୟ ପୂର୍ବରୁ ଯଦି କୌଣସି!-->…
ଗ୍ରୀନ ଇଣ୍ଡିଆ ଚିଟଫଣ୍ଡ ମାମଲା: ୪ଟି ସ୍ଥାନରେ ଚଢ଼ାଉ, ୮୪ ଲକ୍ଷ ଟଙ୍କା ଜବତ
ଭୁବନେଶ୍ବର: ଗ୍ରୀନ ଇଣ୍ଡିଆ ଚିଟଫଣ୍ଡ ମାମଲାରେ ଇଡିର ଚଢ଼ଉ । ମାଲିକ ପ୍ରଦୀପଙ୍କ ଘରୁ ମିଳିଲା ନଗଦ ୮୪ ଲକ୍ଷ । ମନି ଲଣ୍ଡରିଂ ନିବାରଣ ଆଇନ୍ ୨୦୦୨ (ପିଏମ୍ଏଲଏ) ଅନୁସାରେ ବ୍ରହ୍ମପୁରର ୪ ଟି ସ୍ଥାନରେ ଚଢ଼ଉ କରାଯାଇଛି । ଚଢ଼ଉ ସମୟରେ ଇଡିକୁ ହିସାବ ବିହୀନ ୮୪.୨୦ ଲକ୍ଷ ଟଙ୍କା!-->…
କେନାଲକୁ ଖସିଲା ବାଇକ, ଯୁବକ ମୃତ
କଣ୍ଟାବାଞ୍ଜି: କେତେବେଳେ କାହା ଜୀବନରେ ଖରାପ ସମୟ ଆସି ପହଞ୍ଚେ ସେ ବିଷୟରେ କେହି ଆଗରୁ ଜାଣି ନଥାନ୍ତି । ଦୁର୍ଘଟଣା ଘଟିଗଲା ପରେ ବି ସହଜରେ ବିଶ୍ୱାସ କରିହୁଏ ନାହିଁ । ଚାହୁଁ ଚାହୁଁ କ୍ଷଣିକ ଭିତରେ ସବୁ କିଛି ଓଲଟ ପାଲଟ ହୋଇଯାଏ । ଖୁସି ବଦଳରେ ଲୁହରେ ଭିଜି ଯାଏ ପରିବେଶ । ଏମିତି!-->…
୨୫ ଏକର ଜମିରେ ଗଞ୍ଜେଇ ଗଛ ପୋଡି
ରାଇକିଆ : ଶନିବାର କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ ରାଇକିଆ ପୁଲିସ ଓ ରାଜସ୍ୱ ବିଭାଗ ମିଳିତ ଚଢ଼ଉ କରି ସୁଗୁଡବାଡି ପଞ୍ଚାୟତ ନାହୁଡିମାହା ଅଞ୍ଚଳରେ ଥିବା ଗ୍ରାମ୍ୟ ଜଙ୍ଗଲ ଓ ନିକଟ ପାହାଡ଼ର ଚାଷ ହୋଇଥିବା ପ୍ରାୟ ୨୫ ଏକରର ଜମିରେ ୨୫୦୦୦ ହଜାର ଗଞ୍ଜେଇ ଗଛକୁ କାଟି ନିଆଁ ଲଗାଇ!-->…
ତୁର୍କୀରେ ପରଫ୍ୟୁମ ଡିପୋରେ ନିଆଁ ଲାଗି ୬ ମୃତ
ଇସ୍ତାନବୁଲ : ଉତ୍ତର-ପଶ୍ଚିମ ତୁର୍କୀରେ ଏକ ପରଫ୍ୟୁମ ଡିପୋରେ ଭୟଙ୍କର ନିଆଁ ଲାଗିଛି । ଏଥିପାଇଁ ୬ ଜଣ ଲୋକଙ୍କ ଜୀବନ ଚାଲିଯାଇଛି । ଘଟଣାରେ ଜଣେ ଆହତ ହୋଇଛନ୍ତି । ଘଟଣା ବିଷୟରେ ଖବର ମିଳିବା ପରେ ଅଗ୍ନିଶମ ଟିମର ଅଧିକାରୀ ନିଆଁ ଲିଭାଇବା ସହିତ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।!-->…
ନୂଆପଡ଼ାରେ ରୋଡ ସୋ କରି ଜୟ ଢୋଲକିଆଙ୍କ ପାଇଁ ଭୋଟ ମାଗିଲେ ମୁଖ୍ୟମନ୍ତ୍ରୀ
ନୂଆପଡ଼ା : ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ରୋଡ ସୋ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆପଡ଼ାରୁ ଖରିଆର ରୋଡ ପର୍ଯ୍ୟନ୍ତ ହୋଇଛି ରୋଡ ସୋ । ଏଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ମନ୍ତ୍ରୀ!-->…
ଆପାର୍ଟମେଣ୍ଟ ବାଲକୋନି ଭୁଶୁଡି ୩ ମୃତ
କଟକ : କଟକରେ ବଡ ଅଘଟଣ । ଭୁଶୁଡିଲା ଆପାର୍ଟମେଣ୍ଟ ବାଲକୋନି । ଆଜବେଷ୍ଟେସ ଘର ଉପରେ ପଡିବାରୁ ୩ ମୃତ । କଟକ ମଣିସାହୁ ଛକ ନିକଟରେ ଥିବା ଏକ ପୁରୁଣା ଆପାର୍ଟମେଣ୍ଟର ବାଲକୋନି ଭୁଶୁଡିଲା । ତଳେ ଥିବା ଆଜବେଷ୍ଟେସ ଛାତ ଉପରେ ପଡ଼ିଲା ବାଲକୋନିର ସିମେଣ୍ଟ ଖଣ୍ଡ । ଆଜବେଷ୍ଟସ ଘର ଭାଙ୍ଗି!-->…
ଜଣେ PSO ସହ ପୀତବାସଙ୍କ ଘର ଆଗରେ ରହିବେ ୪ ପୋଲିସ…
ବ୍ରହ୍ମପୁର : ପୀତବାସଙ୍କ ପରିବାରକୁ ମିଳିଲା ପୋଲିସ ସୁରକ୍ଷା । ପରିବାରକୁ ଧମକପୂର୍ଣ୍ଣ ଫୋନ କଲ ପରେ ସିକ୍ୟୁରିଟି ପ୍ରଦାନ । ଗୁଳି ମାଡ଼ରେ ମୃତ୍ୟୁ ଘଟିଥିବା ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡାଙ୍କ ପରିବାରକୁ ମିଳିଲା ପୋଲିସ ସୁରକ୍ଷା । ବ୍ରହ୍ମପୁର ପୋଲିସ ପକ୍ଷରୁ ଜଣେ PSO ଦିଆଯିବା!-->…
ନୂଆପଡ଼ାରେ ବିଜେଡି ନେତାଙ୍କ ଘରେ ଆଇଟି ରେଡ୍
ନୂଆପଡ଼ା: ନୂଆପଡ଼ାରେ ବିଜେଡି ନେତା ମହମ୍ମଦ ଜୁନେଦଙ୍କ ଘରେ ଆୟକର(ଆଇଟି) ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଜୁନେଦ ଗତ ଶୁକ୍ରବାର କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ଜୁନେଦଙ୍କ ଘର ସମେତ ଅନ୍ୟ କେତେକ ସ୍ଥାନରେ ଚଢ଼ାଉ ହୋଇଥିବା ଜଣାପଡ଼ିଛି। ତେବେ ରାଜନୈତିକ ମହଲରେ ଏହି ଚଢ଼ାଉକୁ!-->…