Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଲୋୟର ପିଏମଜିରେ ଗର୍ଜିଲେ ମିଶନ ଶକ୍ତି ସଦସ୍ୟା, ପାଞ୍ଚ ଦଫା ଦାବି ନେଇ ରାଜରାସ୍ତାରେ
ଭୁବନେଶ୍ବର : ଭୁବନେଶ୍ବରର ଲୋୟର ପିଏମଜିରେ ଗର୍ଜିଲେ ମିଶନ ଶକ୍ତି ସଦସ୍ୟା । ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଅଧୀନରେ କାର୍ଯ୍ୟରତ କ୍ଲଷ୍ଟର ରିସୋର୍ସ ପର୍ସନ ଫର କମ୍ୟୁନିଟି ମୋବିଲାଇଜେନସ ବା ସିଆରପି-ସିଏମ୍ ପକ୍ଷରୁ ବିକ୍ଷୋଭ। ପାଞ୍ଚ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ଅଲ!-->…
‘ମୁଁ ଅତୁଲ ସୁବାଷ ନୁହେଁ, ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବି’
ଭୁବନେଶ୍ୱର: ପତ୍ନୀ ଅର୍ଚ୍ଚନା ଦାସଙ୍କ ଅଭିଯୋଗ ପରେ ଥାନାରେ ହାଜର ହେଲେ OAS ସାର୍ଥକ ସୌରଭ ମହାପାତ୍ର । ମହିଳା ଥାନାରୁ ବାହାରିବା ପରେ ମୁହଁ ଖୋଲିଲେ ସାର୍ଥକ । ସେ ତାଙ୍କ ସ୍ତ୍ରୀ ଅର୍ଚ୍ଚନା ଦାସଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ଅର୍ଚ୍ଚନା ଯାହା ଅଭିଯୋଗ!-->…
ଖୋଲିବ ବଡ଼ମ୍ବା ଚିନିକଳ ! କେନ୍ଦ୍ରୀୟ ଟିମ-ଜିଲ୍ଲା ପ୍ରଶାସନ ଆଲୋଚନା
କଟକ : ବଡ଼ମ୍ବା ଚିନିକଳ ଖୋଲିବା ନେଇ ଆଶା ଉଜ୍ଜୀବିତ ହୋଇଛି । ଏହା କହିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାଏବ ସିନ୍ଦେ। ଗତକାଲି କେନ୍ଦ୍ରୀୟ ଟିମ ବଡ଼ମ୍ବାରେ ସୁଗାର ମିଲ ବୁଲି ଜିଲ୍ଲା ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ବିଶେଷକରି ଜଳ ସେଚନ!-->…
ଆସନ୍ତା ୩୧ ତାରିଖରେ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା, ପ୍ରଶ୍ନପତ୍ର ଭାଇରଲ ପାଇଁ ଥିଲା ସ୍ଥଗିତ
କଟକ : ଆସନ୍ତା ୩୧ ତାରିଖରେ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ପ୍ରଶ୍ନପତ୍ର ଭାଇରଲ ପାଇଁ ପରୀକ୍ଷା ଥିଲା ସ୍ଥଗିତ । ଗତ ୨୦ ତାରିଖରେ ହେବାର ଥିଲା ଓଟିଇଟି ପରୀକ୍ଷା। ପ୍ରଶ୍ନପତ୍ର ଭାଇରଲ ହେବା ପରେ ସରକାର ପରୀକ୍ଷାକୁ ସ୍ଥଗିତ ରଖିଥିଲେ । ପ୍ରଶ୍ନପତ୍ର ଲିକ୍ ର!-->…
ରାଜ୍ୟରେ ଖୋଲିବ ମଡେଲ୍ ମଣ୍ଡି; ରହିବ ଏହି ସବୁ ସୁବିଧା
ଭୁବନେଶ୍ବର: ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ବଡ଼ ଘୋଷଣା । ଆସନ୍ତା ବର୍ଷ ସୁଦ୍ଧା ରାଜ୍ୟରେ ଖୋଲିବ ମଡେଲ୍ ମଣ୍ଡି । ରାଜ୍ୟର ୩୦ଟି ଜିଲ୍ଲାରେ ହେବ ୩୮ଟି ମଡେଲ୍ ମଣ୍ଡି । ଆବଶ୍ୟକତା ଦେଖି ବଡ଼ ଜିଲ୍ଲାରେ ୨ଟି ମଣ୍ଡି ହେବ । ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି!-->…
ଅସଜଡା ପ୍ୟାଣ୍ଟ୍ ପିନ୍ଧି ମହାବିଦ୍ୟାଳୟ ଆସିବା ମନା, ଅଧ୍ୟକ୍ଷଙ୍କ ଅଭିନବ ଶୃଙ୍ଖଳା
ସୁନ୍ଦରଗଡ଼: ଅବାଗିଆ କେଶ ସଜା ସହ ଅସଜଡା ପ୍ୟାଣ୍ଟ୍ ପିନ୍ଧି ମହାବିଦ୍ୟାଳୟ ଆସିବା ମନା । ସାଧସିଧା ପୋଷାକ ସହ ଜଣେ ପାଠ ପଢୁଆ ଛାତ୍ରଙ୍କ ପରି ମହାବିଦ୍ୟାଳୟକୁ ଆସିବେ ଛାତ୍ରଛାତ୍ରୀ । ଏହାକୁ ଅବମାନନା କଲେ କୌଣସି ଛାତ୍ରଛାତ୍ରୀ ମହାବିଦ୍ୟାଳୟରେ ପଶିପାରିବେ ନାହିଁ । ସୁନ୍ଦରଗଡ଼ ଜିଲ୍ଲା!-->…
ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ, ୫୦୦୦ ଟଙ୍କା ଲାଞ୍ଜ ନେବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍
ଯାଜପୁର ରୋଡ଼ : ଭିଜିଲାନ୍ସ ଜାଲରେ ଏବେ ଆଉ ଜଣେ ସରକାରୀ ବାବୁ । ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ରାଜସ୍ବ ସହାୟକ କିରାଣୀ ହେମନ୍ତ କୁମାର ପେରେଇ ୫୦୦୦ ଟଙ୍କା ଲାଞ୍ଜ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍। ସୂଚନା ମୁତାବକ କୋରେଇ!-->…
‘ପଦରୁ ହଟାନ୍ତୁ’: ଓଟିଇଟି ପ୍ରଶ୍ନପତ୍ର ଲିକ୍ ନେଇ ବୋର୍ଡ ଉପସଭାପତିଙ୍କ ଉପରେ ପ୍ରଶ୍ନ ଉଠାଇଲେ ବିଜୟ
ଭୁବନେଶ୍ବର: ଏବେ ରାଜ୍ୟରେ ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ନେଇ ଉତ୍ତେଜନା ଜାରି ରହିଥିବା ବେଳେ ଏଥିରେ ଉପସଭାପତିଙ୍କ ଭୂମିକା ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ଏନେଇ ବିଜୟ କହିଛନ୍ତି, ହାତ ଲେଖା ପ୍ରଶ୍ନପତ୍ର ଲାପଟପରୁ ବାହାରିଲା ବୋଲି କୁହାଯାଉଛି,!-->…
ମହିଳା ଥାନାରେ ହାଜର ହେଲେ OAS ବାବୁ, ଦୁଇ ଦିନ ତଳେ ଏତଲା ଦେଇଥିଲେ ପତ୍ନୀ
ଭୁବନେଶ୍ବର: ଭୁବନେଶ୍ବର ମହିଳା ଥାନାରେ ହାଜର ହେଲେ OAS ବାବୁ । OSDMA ରେ କାର୍ଯ୍ୟରତ DGM ସାର୍ଥକ ସୌରଭ ମହାପାତ୍ର ହାଜର ହୋଇଛନ୍ତି । ଦୁଇ ଦିନ ତଳେ ଓଏଏସ୍ ବାବୁଙ୍କ ପତ୍ନୀ ମହିଳା ଥାନାରେ ଏତଲା ଦେଇଥିଲେ । ଏନେଇ ମହିଳା ଥାନା ମାମଲା ରୁଜୁ କରି ନୋଟିସ୍ ପଠାଇବା ପରେ ଆଜି ଥାନାରେ!-->…
ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ୍ ମନ୍ତ୍ରୀଙ୍କ ସୂଚନା, ୨ ଜଣ ବିଶେଷଜ୍ଞଙ୍କୁ ମନୋନୀତ କଲା ଆରବିଆଇ
ଭୁବନେଶ୍ୱର: ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ୍ ମନ୍ତ୍ରୀଙ୍କ ସୂଚନା। ୨ ଜଣ ଏକ୍ସପର୍ଟ ଦେବା ପାଇଁ RBIକୁ ଚିଠି ଲେଖିଛନ୍ତି ସରକାର। RBI ୨ ଜଣ ଏକ୍ସପର୍ଟଙ୍କ ନାଁ ମଧ୍ୟ ଦେଇଛନ୍ତି। ଖୁବଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହେବ। କମିଟି ଅନୁମତିରେ ରତ୍ନ ସବୁ ଭିତର ରତ୍ନଭଣ୍ଡାରକୁ!-->…