Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଡାଇରିଆ ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ରାଜ୍ୟ ନିୟନ୍ତ୍ରଣରେ ଥିବା ଘୋଷଣା କଲେ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଲୋକସେବା ଭବନରେ ରାଜ୍ୟର ଛଅଟି ଜିଲ୍ଲାରେ ଡାଇରିଆ ପରିସ୍ଥିତି ସମୀକ୍ଷା କରିଛନ୍ତି ଏବଂ ଏହାର ପ୍ରକୋପକୁ ରୋକିବା ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପଦକ୍ଷେପର ମୂଲ୍ୟାଙ୍କନ କରିଛନ୍ତି। ବୈଠକରେ ଆଲୋକପାତ କରାଯାଇଥିଲା ଯେ, ଡାଇରିଆ!-->…
ଜମି ବିବାଦ ହିଂସା: ଗୋଷ୍ଠୀ ଆକ୍ରମଣରେ ୩ ଯୁବକ ଗୁରୁତର ଆହତ
ଭୁବନେଶ୍ୱର: ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଏକ ଜମି ବିବାଦକୁ ନେଇ ଶନିବାର ଘଟିଥିବା ହିଂସାତ୍ମକ ସଂଘର୍ଷରେ ତିନି ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି।ଆହତମାନେ ବିଶୁ, ବାପି ଏବଂ ସଂଗ୍ରାମ ବୋଲି ଚିହ୍ନଟ କରାଯାଇଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି!-->…
୩୭୮ ପଞ୍ଜୀକୃତ ଛାତ୍ରୀଙ୍କ ମଧ୍ୟରୁ ମାତ୍ର ୫ଜଣ ସ୍କୁଲରେ ଉପସ୍ଥିତ: ଭର୍ତ୍ସନା କଲେ ମନ୍ତ୍ରୀ
ଫୁଲବାଣୀ: ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶନିବାର କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ପକନାଗାଁ ଗ୍ରାମର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରିଥିଲେ ଏବଂ ଛାତ୍ରୀଙ୍କ ଉପସ୍ଥାନ କମ ଥିବାରୁ ସ୍କୁଲ କର୍ମଚାରୀଙ୍କୁ ଭର୍ତ୍ସନା କରିଥିଲେ।୩୭୮ ଜଣ ପଞ୍ଜୀକୃତ!-->…
ନିମ୍ନମାନର ଏବଂ ବାସି ଖାଦ୍ୟ ବିକ୍ରି ଅଭିଯୋଗ: ଭୁବନେଶ୍ୱରର ବିଭିନ୍ନ ହୋଟେଲରେ ଚଢ଼ଉ
ଭୁବନେଶ୍ବର: ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରୁ, ଗ୍ରାହକମାନଙ୍କୁ ନିମ୍ନମାନର ଏବଂ ବାସି ଖାଦ୍ୟ ବିକ୍ରି ହେଉଥିବା ରିପୋର୍ଟ ଆସିବା ପରେ ଶନିବାର ରାଜଧାନୀ ସହରର ଅନେକ ହୋଟେଲରେ ଚଢାଉ କରାଯାଇଛି।ଖାଦ୍ୟ ସୁରକ୍ଷା ବିଭାଗ ସହିତ ମିଳିତ ଭାବରେ ଭୁବନେଶ୍ୱର ମ୍ୟୁନିସିପାଲ୍!-->…
ମଝି ଆକାଶରେ ସରିଗଲା ଇନ୍ଧନ, ଇଣ୍ଡିଗୋ ବିମାନର ଜରୁରୀ ଅବତରଣ
ନୂଆଦିଲ୍ଲୀ : ମଝି ଆକାଶରେ ବିମାନରୁ ସରିଗଲା ଇନ୍ଧନ। ଫଳରେ ବାଧ୍ୟହୋଇ ପାଇଲଟ ବିମାନକୁ ଜରୁରୀ ଅବତରଣ କରାଇଛନ୍ତି। ଗତ ଗୁରୁବାରର ଏହି ଘଟଣା ଏବେ ସାମ୍ନାକୁ ଆସିଛି।ଇଣ୍ଡିଗୋ ବିମାନ ୬ଇ ୬୭୬୪ ଗୁଆହାଟୀରୁ ଚେନ୍ନଇ ଯାଉଥିଲା। କିନ୍ତୁ ମଛି ଆକାଶରେ ପାଇଲଟ ହଠାତ ଜାଣିବାକୁ ପାଇଲେ ଯେ ବିମାନରୁ!-->…
ମୁଖ୍ୟମନ୍ତ୍ରୀ ମୋହନ ଙ୍କ ଆସିକା ଗସ୍ତ ପୂର୍ବରୁ ଆଇସକ୍ରିମ କୁ ନେଇ ଚର୍ଚ୍ଚା….!
ଗୋପାଳପୁର ଗଣ ଦୁଷ୍କର୍ମ ଘଟଣାକୁ ନେଇ ବିଜେଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ କଳା ପତାକା ଦେଖାଇବା ପାଇଁ ଖସଡା ପ୍ରସ୍ତୁତ…..!
ବ୍ରହ୍ମପୁର: ମୋଦି ସରକାରଙ୍କ ଏଗାର ବର୍ଷ ପୂର୍ତ୍ତି ପାଇଁ ଏବଂ ମୋହନ ସରକାରଙ୍କ ଏକ ବର୍ଷ ପୂର୍ତ୍ତିର ଜନସମା ବେଶରେ ବିରାଟ ବିଫଳତା ପରେ ମୁଖ୍ୟମନ୍ତ୍ରୀ!-->!-->!-->…
ବଢ଼ିଲା ଓମ୍ଫେଡ୍ କ୍ଷୀର ଦର: ପ୍ରିମିୟମ୍ ଓ ଟୋନ୍ଡ କ୍ଷୀର ଲିଟର ୨ ଟଙ୍କା ବୃଦ୍ଧି
ଭୁବନେଶ୍ୱର: ଓମ୍ଫେଡ୍ କ୍ଷୀର ଦର ବଢ଼ାଯାଇଛି। ଖାଉଟିମାନେ ଲିଟର ପିଛା ୫୨ ଟଙ୍କା ଦେଉଥିଲା ବେଳେ ଏବେ ୫୪ ଟଙ୍କା ଦେବେ। ଆଜିଠାରୁ ଓମଫେଡ୍ କ୍ଷୀର ଲିଟର ପ୍ରତି ଦାମ୍ ବୃଦ୍ଧି ପାଇଛି ଓ ବଜାରକୁ ଆସିଛି ଓମଫେଡର ନୂଆ ଦର |ପ୍ରିମିୟମ୍ ଓ ଟୋନ୍ଡ କ୍ଷୀର ଲିଟର ୨ ଟଙ୍କା ବୃଦ୍ଧି ପାଇଥିବାବେଳେ!-->…
ଗଞ୍ଜାମ ଜିଲ୍ଲାରେ ଅପମିଶ୍ରଣ ଦେଶୀ ଓ ବିଦେଶୀ ମଦର ବନ୍ୟା…! ପୁଣି ଆଉ ଏକ ମଦ ମୃତ୍ୟୁକୁ ଅପେକ୍ଷା କରିଛି ପ୍ରଶାସନ ……!
ଆସିକା ଅପମିଶ୍ରଣ ମଦ ବ୍ୟବସାୟୀ ଙ୍କ ହବ...!!
ପୋଚ ମଦ କୁ ଲେବ୍ରୋଟୋରି ଟେଷ୍ଟିଙ୍ଗ କରିଲେ ଅନେକ ଗୁମର ଖୋଲିବ...
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଅପମିଶ୍ରଣ ମଦ ଚାଲାଣ ଖୁଲାମ ଖୁଲା ହେଉଛି। ହୋମିଓ ପ୍ୟାଥିକ ସ୍ପିରିଟ ରେ ବିଭିନ୍ନ ପ୍ରକାର ଫ୍ଲେବର ମିଶ୍ରଣ କରି ବିଦେଶୀ ମଦ!-->!-->!-->!-->!-->…
ରଥଯାତ୍ରା ବର୍ଷାରେ ଭିଜିବା ସମ୍ଭାବନା ! : ଜୁନ୍ ୨୭ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ପୂର୍ବାନୁମାନ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗତି କରି ଝାଡ଼ଖଣ୍ଡ ନିକଟରେ ଦୁର୍ବଳ ହୋଇଛି। ଏହା ଦ୍ବାରା ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଅଞ୍ଚଳ ନିକଟରେ ଏକ ଲଘୁଚାପ କ୍ଷେତ୍ର ପରିଣତ ହୋଇଛି। ଏହା ଆସନ୍ତା ୨୪ ଘଣ୍ଟା ପରେ ଆହୁରି ଦୁର୍ବଳ ହେବ କିନ୍ତୁ ଓଡ଼ିଶାରେ ବର୍ଷା ୨୭ ଜୁନ୍!-->…
ଲୋକ ପଚାରୁଛନ୍ତି ଗୋଟିଏ କଥା: ଓଡ଼ିଆଙ୍କ ମଉଡ଼ମଣି କିଏ ନବୀନ ନା ଜଗନ୍ନାଥ
ଭୁବନେଶ୍ୱର: ଆରୋଗ୍ୟ ହେବାର ବାର୍ତ୍ତା ଦେଇ ଅଡୁଆରେ ଫସିଲେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର | ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୁସ୍ଥ ହେବାର ବାର୍ତ୍ତା ଦେବାକୁ ଯାଇ ଏମିତି ପ୍ରଶଂସା କଲେ ଯେ ସୋସିଆଲ ମିଡ଼ିଆ ୟୁଜର୍ସ ପଚାରୁଛନ୍ତି କେବଳ ଗୋଟିଏ କଥା ଓଡ଼ିଆଙ୍କ!-->…