Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଦ୍ବନ୍ଦ୍ବରେ ଶିକ୍ଷକ, ସେପ୍ଟେମ୍ବର ୨୭ରେ ସ୍ୱତନ୍ତ୍ର OTET ପରୀକ୍ଷା
ଭୁବନେଶ୍ୱର : ଦ୍ବନ୍ଦ୍ବରେ ଶିକ୍ଷକ। ସ୍ଵତନ୍ତ୍ର ଓଟିଇଟି ପରୀକ୍ଷା ଦିନ ଶିକ୍ଷକମାନେ ସ୍କୁଲରେ ରହିବେ ନାଁ ପରୀକ୍ଷା ଦେବାକୁ ଯିବେ । ସେପ୍ଟେମ୍ବର ୨୭ରେ ସ୍ୱତନ୍ତ୍ର OTET ପରୀକ୍ଷା । ପ୍ରଶ୍ନପତ୍ର ଲିକ ଓ ବୋର୍ଡରେ ଅଧିକାରୀ ନଥିବାରୁ ବାରମ୍ବାର ପରୀକ୍ଷା ତାରିଖରେ ପରିବର୍ତ୍ତନ ହୋଇଛି!-->…
ରାସ୍ତାରେ ରିଲ୍ସ ବା ଭିଡିଓ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ରାସ୍ତାରେ ରିଲ୍ସ ବା ଭିଡିଓ କରୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ। କାରଣ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍ଟିଏ) ଓଡ଼ିଶାର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ଙ୍କୁ ରାସ୍ତା ସୁରକ୍ଷା ଉଲ୍ଲଙ୍ଘନକାରୀ, ବିଶେଷକରି ଗାଡ଼ି ଚାଳନା ବେଳେ ରିଲ୍ କିମ୍ବା ଭିଡିଓ!-->…
ଆନ୍ତଃଜିଲ୍ଲା ଲୋକ କଳାକାର ମହାସମାବେଶ ସହ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକସ୍ଥ ନୀଳାଦ୍ରିନଗରରେ ଆନ୍ତଜିଲ୍ଲା ଲୋକ କଳାକାର ମହା ସମାବେଶ ସହ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ବାଲିମେଳା ନଗର ନିକଟସ୍ଥ ନୀଳାଦ୍ରି ନଗର କଲ୍ୟାଣ ମଣ୍ଡପ ଠାରେ ବନ୍ଦେ ଉତ୍କଳ ଲୋକକଳା ଓ ଲୋକସଂସ୍କୃତି ମହାସଂଘ!-->…
ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ଶାସକ ଓ ବିରୋଧୀଙ୍କ ବୈଠକ
ଭୁବନେଶ୍ୱର: ଆସନ୍ତା ୧୮ରୁ ୨୫ତାରିଖ ପର୍ଯ୍ୟନ୍ତ ବିଧାନସଭାର ମୌସୁମୀ ଅଧିବେଶନ ବସିବ। ଏଥିରେ ମୋଟ୍ ୭ଟି କାର୍ଯ୍ୟଦିବସ ରହିଛି। ବିଧାନସଭା ଯେପରି ସୁରୁଖୁରରେ ଚାଲିବ ସେଥିପାଇଁ ବାଚସ୍ପତି ସୁରମା ପାଢ଼ୀ ମଙ୍ଗଳବାର ଦିନ ସର୍ବଦଳୀୟ ବୈଠକ ଡାକିଛନ୍ତି। ରାଜ୍ୟରେ ଏବେ ସରକାରଙ୍କ ବିରୋଧରେ ଅନେକ!-->…
ସାର ପାଇଁ ଲମ୍ୱା ଲାଇନ୍, ପ୍ରବଳ ଗହଳି ଯୋଗୁଁ ରାସ୍ତା ଜାମ୍
ଲକ୍ଷ୍ମୀପୁର: ବସ୍ତାଏ ସାର ପାଇଁ ଲମ୍ୱା ଲାଇନ୍। କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ସାର ସମସ୍ୟା । ଲକ୍ଷ୍ମୀପୁର ନାରାୟଣପାଟଣା ସେବା ସମବାୟ ସମିତି ଆଗରେ ପ୍ରବଳ ଭିଡ଼। ବସ୍ତାଏ ୟୁରିଆ ସାର ପାଇଁ ଲମ୍ୱା ଲାଇନ୍ ଲଗାଇଛନ୍ତି ଶହ ଶହ ଚାଷୀ । ଗତ ୮ ତାରିଖରେ ୨୨୦୦ ବସ୍ତା ସାର!-->…
କେବେ ହେବ ଛାତ୍ର ସଂସଦ ନିର୍ବାଚନ ?
ଭୁବନେଶ୍ଵର : କେବେ ହେବ ଛାତ୍ର ସଂସଦ ନିର୍ବାଚନ । ଚଳିତବର୍ଷ ନିର୍ବାଚନ ନେଇ ବେଶ୍ କଳ୍ପନାଜଳ୍ପନା ଲାଗିରହିଥିଲା। ସରକାର ନିର୍ବାଚନ ନେଇ ଇଙ୍ଗିତ ଦେଇଥିଲେ ହେଲେ ଦିନ ଗଡି ଗଡି ଚାଲିଛି। କିନ୍ତୁ ଛାତ୍ର ସଂସଦ ନିର୍ବାଚନକୁ ନେଇ କିଛି ବି ସୂଚନା ମିଳୁନି। ଏସବୁ ଭିତରେ ଆଜି ବିଜେଡି ରାଜ୍ୟ!-->…
ଜୟପୁରରୁ ଉଡନ୍ତା ସାପ ଉଦ୍ଧାର
ଜୟପୁର : ପ୍ରଥମଥର ପାଇଁ ଜୟପୁର ସହରରୁ ଏକ ଉଡନ୍ତା ସାପ ଉଦ୍ଧାର କରାଯାଇଛି। ଆଜି ସକାଳେ ଗୌଡ଼ସାହିର ଜଣେ ବ୍ୟକ୍ତି ନିଜ ବାଥରୁମ୍ରେ ଏକ ସାପ ଦେଖିବାକୁ ପାଇଥିଲେ। ଏବଂ ପରେ ସେ ୱାଇଲ୍ଡ ଆନିମଲ୍ ରେସ୍କ୍ୟୁ ଟିମକୁ ଖବର ଦେଇଥିଲେ। ସୂଚନା ପାଇବା ପରେ ସାପ ଉଦ୍ଧାରକାରୀ ଦଳର ସଂସ୍ଥାପକ କୃଷ୍ଣ!-->…
ଅବକାରୀ ନୀତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର : ଚଳିତ ମାସରୁ ରାଜ୍ୟରେ ନୂଆ ଅବକାରୀ ନୀତି ଲାଗୁ ହେବାକୁ ଯାଉଛି । ଏହାପୂର୍ବରୁ ନୂଆ ଅବକାରୀ ନୀତି ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ନିକଟରେ ଏକ ପ୍ରତିନିଧି ଦଳ ଦୁଇଟି ରାଜ୍ୟକୁ ଗସ୍ତ କରି ସେଠାକାର ଅବକାରୀ ନୀତି!-->…
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ୍
ଭୁବନେଶ୍ଵର :ରାଜ୍ୟରେ ସୁଭଦ୍ରା ଯୋଜନାରେ ଅଭିଯୋଗ ସମାଧାନ ପ୍ରକ୍ରିୟାକୁ ଆହୁରି ସୁଦୃଢ ଓ ସୁଗମ କରିବା ନିମନ୍ତେ ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା “ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ୍” ର ଶୁଭାରମ୍ଭ କରିଛନ୍ତି ।!-->…
ନେପାଳରୁ ଯାଜପୁର ଫେରିଲେ ପଶୁପତିନାଥଙ୍କ ଦର୍ଶନ ପାଇଁ ଯାଇ ଫସିଥିବା ୧୦ ଓଡ଼ିଆ ପରିବାର
ଯାଜପୁର: ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ । ୧୦ ପରିବାରର ୨୩ ଜଣ ସଦସ୍ୟ ସୁରକ୍ଷିତ ଭାବେ ଯାଜପୁର ଫେରିଛନ୍ତି । ହାୱଡା- ଭୁବନେଶ୍ୱର ଜନଶତାବ୍ଦୀ ଏକ୍ସପ୍ରେସରେ ଆସି ଯାଜପୁର ରୋଡ ରେଳଷ୍ଟେସନରେ ଓହ୍ଲାଇଛନ୍ତି ପର୍ଯ୍ୟଟକ ମାନେ । ପଶୁପତିନାଥଙ୍କ ଦର୍ଶନ ପାଇଁ ନେପାଳ ଯାଇଥିବା!-->…