Browsing Category

ଓଡିଶା

ଦୁଇ ମାସ ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ବର: ଦୁଇ ମାସ ଯାଏଁ ସମୁଦ୍ରକୁ ଯାଇପାରିବେ ନାହିଁ ମତ୍ସ୍ୟଜୀବୀ । ରାଜ୍ୟର ପୂର୍ବ ଉପକୂଳ ଗୁଡିକରେ ଆସନ୍ତା ୧୫ ତାରିଖରୁ ସାମୁଦ୍ରିକ କଟକଣା ଲାଗୁ ହେବ । ଏନେଇ ଓଡ଼ିଶା ସରକାରଙ୍କ ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ୧୧ ତାରିଖରେ ନୋଟିସ ଜାରି କରାଯାଇଛି । ନୋଟିସ ନଂ. ୪୦୩୮ରେ

ପରିବର୍ତ୍ତନକୁ ଗ୍ରହଣ କରିବାକୁ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୋମବାର ଦିନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ସଦସ୍ୟମାନଙ୍କୁ ସମ୍ବୋଧିତ କରି ତାଙ୍କର ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି। ସେ କହିଛନ୍ତି, ଗୋଟିଏ ସଂଗଠନ ପ୍ରାୟତଃ ଜଣେ ବ୍ୟକ୍ତିଙ୍କ ନେତୃତ୍ୱରେ ବଢ଼େ।

ଶ୍ରୀକ୍ଷେତ୍ରରେ ପଣାସଂକ୍ରାନ୍ତି, ଆରମ୍ଭ ହେଲା କୁସ୍ତି ଅଭ୍ୟାସ

ପୁରୀ: ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ତଥା ମହାବୀର ଜୟନ୍ତୀ । ଓଡିଆଙ୍କ ପାଇଁ ନୂତନ ବର୍ଷର ଆରମ୍ଭ । ଆଜିଠାରୁ ଓଡ଼ିଆ ନୂଆ ବର୍ଷ ଆରମ୍ଭ ହଉଥିବା ବେଳେ ନୂଆ ଓଡ଼ିଆ କ୍ୟାଲେଣ୍ଡର ସହିତ ଶ୍ରୀମନ୍ଦିରରେ ପ୍ରଚଳନ ହୁଏ ନୂଆ ପାଞ୍ଜି । ବିଷୁବ ସଂକ୍ରାନ୍ତି ଅବସରରେ

ତାରିଣୀପୀଠର ଉନ୍ନତୀକରଣ ପାଇଁ ୨୧୫ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦୁଝର ଜିଲାରେ ଅବସ୍ଥିତ ତାରିଣୀ ମନ୍ଦିର ପାଇଁ ୨୧୫ କୋଟି ଟଙ୍କାର ଡିପିଆର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ମା’ ତାରିଣୀଙ୍କୁ ଓଡ଼ିଆ ନୂଆ ବର୍ଷର ଦର୍ଶନ ବେଳେ ମୁଖ୍ୟମନ୍ତ୍ରୀ ଏହା ପ୍ରକାଶ କରିଛନ୍ତି । ଏହି ପ୍ରକଳ୍ପ କାମ

ଖଣି ଚୋରି ମାମଲା; ‘ତଦନ୍ତରେ ପ୍ରମାଣ ଆସିଲେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ବର: ସୁନ୍ଦରଗଡ ଜିଲ୍ଲା ହେମଗିରିର ତେଲେନଡିହି, ରତନସରା, ଭୋଗ୍ରାକଚ୍ଛାର ଆଦି ଅଞ୍ଚଳରେ କୋଇଲା ଖଣି ଲୁଟ ଘଟଣାରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ଜୁଏଲଓରାମ କହିଛନ୍ତି । ସେ କହିଛନ୍ତି ଯେ, ଘଟଣାକୁ ନେଇ ତଦନ୍ତ ଚାଲିଛି ଏଥିରେ ପ୍ରମାଣ ସ୍ପଷ୍ଟ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ

ଶିବ ମନ୍ଦିରରେ ଅଭାବନୀୟ ଘଟଣା, ମହୁମାଛି ଆକ୍ରମଣରେ ୨୦ରୁ ଅଧିକ ଆହତ

ମୋହନା : ଆଜି ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଅନେକ ଶୈବ ପୀଠ ତଥା ଅନେକ ମନ୍ଦିର ଉତ୍ସବ ମୁଖର ହୋଇଥିବା ଦେଖିବାକୁ ମିଳୁଛି । ଅନେକ ଭକ୍ତ ଅନେକ ଆଶା ଓ ବିଶ୍ୱାସ ନେଇ ମନ୍ଦିରକୁ ବାହାରି ଠାକୁରଙ୍କ ଦର୍ଶନ କରି ଫେରିଥାନ୍ତି ହେଲେ ଆଜି ସକାଳୁ ସକାଳୁ କିଛି ଭକ୍ତ

ନବୀନଙ୍କୁ ଚିଠି ଲେଖିଲେ ରଣେନ୍ଦ୍ର: କହିଲେ, ‘ଦଳକୁ ହାଇଜାକ୍ କରିବାକୁ ଦିଆନଯାଉ’

ଭୁବନେଶ୍ବର: ବିଜେଡିର ସାଂଗଠନିକ ନିର୍ବାଚନ ଚାଲିଥିବା ବେଳେ ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓରଫ ରାଜା ସ୍ବାଇଁ । ଗତ କିଛି ଦିନରେ ଯାହା ଚାଲିଛଇ ଏବଂ ଆଗକୁ ଦଳ କେଉଁ ଆଭିମୁଖ୍ୟ ନେଇ ଚାଲିବା ଉଚିତ୍ ସେନେଇ ନବୀନଙ୍କୁ କିଛି

ଶେଷ ହେଲା ଗଞ୍ଜାମ ଦଣ୍ଡପର୍ବର ମାସନ୍ତ ମେରୁ ଯାତ୍ରା

ଗଞ୍ଜାମ: ବେଲ-କାଠରେ ପ୍ରସ୍ତୁତ ହୋଇଥିଲା ମେରୁ-ଖୁଣ୍ଟି । ତଳେ ରହିଥିଲା ଅଗ୍ନି-କୁଣ୍ଡ । ପାଟଭୋକ୍ତାଙ୍କୁ ଓଲଟା ରଖି ତିନିଥର ଝୁଲାଇ ଦିଆଗଲା । ବେଲ-ଖୁଣ୍ଟିରେ ବନ୍ଧାଯାଇଥିବା ଆମ୍ବ ଏବଂ ଖଜୁରୀ କୋଳିକୁ ଭକ୍ତଙ୍କ ଭିତରେ ବାଣ୍ଟିଲେ ପାଟଭକ୍ତା । ଶେଷରେ ମା’ ରୁଦ୍ର-କାଳୀଙ୍କୁ

୧୬ରୁ ଯୁକ୍ତ ୩ ନାମଲେଖା ଆବେଦନ: ଜୁଲାଇ ୧୦ ସୁଦ୍ଧା ପାଠପଢା ଆରମ୍ଭ

ଭୁବନେଶ୍ଵର: ଏପ୍ରିଲ ୧୬ରୁ ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ ହେବାକୁ ଯାଉଛି। ଜୁଲାଇ ୧୦ ସୁଦ୍ଧା ଆରମ୍ଭ ହେବ ପାଠପଢା। ଶିକ୍ଷାବର୍ଷ ୨୦୨୫-୨୬ ସ୍ନାତକ ଶ୍ରେଣୀ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆବେଦନକାରୀମାନେ ଏପ୍ରିଲ ୧୬ ତାରିଖ ଠାରୁ ଫର୍ମ ପୂରଣ କରିପାରିବେ। ନାମଲେଖା ପ୍ରକ୍ରିୟା ଜାତୀୟ

ସ୍ତ୍ରୀ ପାଇଁ ଷଡଯନ୍ତ୍ର ରଚିଥିଲା ସ୍ୱାମୀ, ହେଲେ ମଝିକୁ ଆସିଗଲା କୁନି ଝିଅ

ବାଙ୍କୀ : ସ୍ୱାମୀର ବର୍ବର କାଣ୍ଡ । ଭୁଲିଗଲା ମଣିଷତ୍ଵ ସାଜିଲା ସଇତାନ୍ । ସ୍ତ୍ରୀର ରକ୍ତରେ ହୋଲି ଖେଳିବ ବୋଲି ରଚିଥିଲା ଷଡଯନ୍ତ୍ର । ହେଲେ ମଝିରେ ଆସିଗଲା କୁନି ଝିଅ । ସମସ୍ତଙ୍କ ଆଗରେ ସ୍ତ୍ରୀକୁ ଜୀବନରୁ ମାରିବାକୁ ଉଦ୍ୟମ କଲାବେଳେ ଝିଅ ମୁଣ୍ଡରେ ବାଜିଲା ଚୋଟ । ମାଆ