Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
୪ ଦିନ ପରେ ବର୍ଷା, ୭ ଦିନ ଭିତରେ ଦକ୍ଷିଣ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ
ଭୁବନେଶ୍ୱର : ୪ ଦିନ ପରେ ବର୍ଷା । ଆସନ୍ତା ୨ ତାରିଖ ବେଳକୁ ବର୍ଷା ସମ୍ଭାବନା । ଆଦ୍ରତାର ପରିମାଣ ବୃଦ୍ଧି ସହ ବାୟୁର ଦିଶା ପରିବର୍ତନକୁ ନେଇ ୨ କିମ୍ବା ୩ ତାରିଖ ବେଳକୁ ଉତ୍ତର ଆଭ୍ୟନ୍ତରିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ!-->…
ଆସନ୍ତା ୧୨ ତାରିଖରେ ଓଡ଼ିଶା ଆସିବେ ଜେପି ନଡ୍ଡା
ଭୁବନେଶ୍ଵର: ଆସନ୍ତା ୧୨ ତାରିଖରେ ଓଡ଼ିଶା ଆସିବେ ଜେପି ନଡ୍ଡା । ଏନେଇ ସୂଚନା ଦେଇଛନ୍ତି ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ । ବିଜେପିର ସାଂଗଠନିକ କାର୍ଯ୍ୟରେ ଯୋଗ ଦେବେ ନଡ୍ଡା । ତେବେ ନଡ୍ଡାଙ୍କ ଗସ୍ତ ପରେ ରାଜ୍ୟ ବିଜେପି ସଭାପତିଙ୍କ ନାଁ ଘୋଷଣା କରାଯିବ । ଆସନ୍ତା ଏପ୍ରିଲ ୧୪!-->…
ବାଂଲାଦେଶୀ ଖୋଜିବାକୁ ସ୍ପେଶାଲ WING, ମାଷ୍ଟର ମାଇଣ୍ଡକୁ ପଠାଗଲା ଜେଲ
ଭୁବନେଶ୍ୱର : ଓଡିଶାରେ ବାଂଲାଦେଶୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି I ଏବେ ବାଂଲାଦେଶୀ ଖୋଜି ବାହାର କରିବାକୁ ତତ୍ପର ହୋଇଛନ୍ତି ସରକାର I ବାଂଲାଦେଶୀ ଖୋଜିବାକୁ ସ୍ପେଶାଲ WING ଗଠନ କରାଯାଇଛି I ଜଣେ ବାଂଲାଦେଶୀ ଆସିବା ପାଇଁ ୩୫ ହଜାର ଓ ଫେରିବାକୁ ୩୦ ହଜାର ଟଙ୍କା ନେଉଥିଲା ଦଲାଲ I!-->…
୬୪ ଲକ୍ଷରୁ ଅଧିକ ଟଙ୍କା ଅନିୟମିତତା ମାମଲାରେ ୪ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ
ବରଗଡ: ଆର୍ଥିକ ଅନିୟମିତତା ମାମଲାରେ ୪ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗିରଫ ହୋଇଥିବା ୪ ଜଣ ହେଲେ ବରଗଡ଼ ଜିଲା କନସିଂହା ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ର ୨ ଜଣ ପୂର୍ବତନ ସମ୍ପାଦକ ଛବିଲ ବେହେରା ଏବଂ କାନ୍ତିଲାଲ ଭୋଇ ଏବଂ ପ୍ୟାକ୍ସର ପୂର୍ବତନ ସଚିବ ଭୁବନେଶ୍ୱର ସାହୁ,!-->…
ପୋଲିସ ଉପରକୁ କଂଗ୍ରେସ କର୍ମୀଙ୍କ ଆକ୍ରମଣ ଘଟଣା, ଜଣେ ଗିରଫ
ଭୁବନେଶ୍ୱର : ପୋଲିସ ଉପରକୁ କଂଗ୍ରେସ କର୍ମୀଙ୍କ ଆକ୍ରମଣ ଘଟଣାରେ ଜଣେ ଗିରଫ । ମିର୍ଜା ଇସଲମ୍ ବେଗଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସେ ପୋଲିସ ଉପରକୁ ଆକ୍ରମଣ ଯୋଜନା କରିଥିଲ। ଢେଲା ପଥର ମାଡ଼ ନେଇ ପୂର୍ବରୁ ଯୋଜନା କରିଥିଲା । ମିର୍ଜା ଇସଲମ୍ ବେଗ ନାଁରେ ପୂର୍ବରୁ ତିନିଟି!-->…
ରାଜ୍ୟରେ ବଢୁଛି ଅସହାୟ, ସ୍ବାମୀ ପରିତ୍ୟକ୍ତାଙ୍କ ସଂଖ୍ୟା
ଭୁବନେଶ୍ଵର: ରାଜ୍ୟରେ ବଢୁଛି ଅସହାୟ, ସ୍ବାମୀ ପରିତ୍ୟକ୍ତାଙ୍କ ସଂଖ୍ୟା । ଏନେଇ ଗୃହରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଚଳିତ ବର୍ଷ ୧୧,୫୯୮ ଅସହାୟ, ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ବଲାଙ୍ଗିରରେ ସର୍ବାଧିକ ୩୭୨୯ ଅସହାୟ ଓ!-->…
ଲଭ୍, ସେକ୍ସ ଓ ଧୋକା ଅଭିଯୋଗରେ SI ଗିରଫ, ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ପୀଡ଼ିତା
ଜଳେଶ୍ୱର : ଲଭ୍ , ସେକ୍ସ ଓ ଧୋକା ଅଭିଯୋଗରେ SI ଗିରଫ । ପୋଲିସ ଏସଆଇକୁ ଗିରଫ କଲା ପୋଲିସ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ଏବେ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ପୀଡ଼ିତା ।
ସୂଚନା ଅନୁସାରେ ୨୦୧୭ ମସିହାରେ ଯୁବତୀ!-->!-->!-->…
ଗତ ୩ ବର୍ଷରେ ୧୯ ହଜାର ୨୦୦ କୋଟି ଟଙ୍କାର ରାଜସ୍ବ ଆଦାୟ କରିଛନ୍ତି ପୂର୍ବ ସରକାର
ଭୁବନେଶ୍ଵର: ଦିନକୁ ଦିନ ବିଗିଡିବାରେ ଲାଗିଛି ରାଜ୍ୟର ସ୍ଥିତି । ମଦ ନେଉଛି ହଜାର ହଜାର ଜୀବନ । ନିଶାର ହବ୍ ସତେ ପାଲଟିଛି ଓଡିଶା । ତେବେ ରାଜ୍ୟରେ ପୂର୍ବ ସରକାର ସମୟରେ ମଦ ପିଇ ୫୨ ଜଣ ଲୋକ ପ୍ରାଣ ହରାଇଥିବା ସରକାରୀ ରେକର୍ଡ ରହିଛି । ସେହିପରି ୨୦୨୪ ରୁ ଅଦ୍ୟାବଧି ମଦରୁ ରାଜସ୍ୱ ଆଦାୟର!-->…
୨ ବର୍ଷରେ ତୁଟିବ ଜଗନ୍ନାଥଙ୍କ ଜମି ବିବାଦ, ୩ ମାସ ମଧ୍ୟରେ ଆସିବ ନୂଆ ୟୁନିଫର୍ମ ଲ୍ୟାଣ୍ଡ ପଲିସି
ଭୁବନେଶ୍ୱର : ୩ ମାସ ମଧ୍ୟରେ ନୂଆ ୟୁନିଫର୍ମ ଲ୍ୟାଣ୍ଡ ପଲିସି ଆଣିବେ ରାଜ୍ୟସରକାର । ରାଜ୍ୟବ୍ୟାପୀ ଜଗନ୍ନାଥଙ୍କ ଜମି ବିବାଦ ଦୁଇ ବର୍ଷ ମଧ୍ୟରେ ତୁଟିବ ବୋଲି ଗୃହରେ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଯେଉଁମାନେ ଅଧିକ ବର୍ଷ ଜଗ୍ନନାଥଙ୍କ ଜମି ଜବରଦଖଲ କରିଥିବେ ସେମାନଙ୍କୁ!-->…
ଖୁବଶୀଘ୍ର ଆଉ ୧୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବେ ସରକାର
ଭୁବନେଶ୍ୱର : ଓଡ଼ିଶାରେ ୧୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିଜେପି ସରକାର ନିଯୁକ୍ତି ଦେଇଛନ୍ତି । ଆହୁରି ୧୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଗତକାଲି ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ପ୍ରଶ୍ନକାଳରେ ବନ୍ଦ!-->!-->!-->…