Browsing Category

ଓଡିଶା

ଆଗର୍ଦା ଖେଳ ପଡ଼ିଆ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଜାରି

ଆନନ୍ଦପୁର : ଆଗର୍ଦା ଖେଳ ପଡ଼ିଆ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ୍ୟକୁ ନେଇ ସନ୍ଦେହ । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ସାଇଁକୁଳ ଫାଣ୍ଡି ଆଗର୍ଦା ଖେଳ ପଡ଼ିଆ ନିକଟରୁ ମୃତ ଦେହ ଉଦ୍ଧାର କରାଯାଇଛି । କିଛି ସ୍ଥାନୀୟ ଯୁବକ ମୃତ ଦେହ ପଡ଼ିଥିବା ଦେଖି ଫାଣ୍ଡିକୁ

ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ଘରେ ରେଡ୍‌ ପ୍ରସଙ୍ଗ; ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିଲା । ମଙ୍ଗଳବାର ଶୁଣାଣି ପରେ ହାଇକୋର୍ଟ ଏହି ସୁରକ୍ଷା ବଳବତ୍ତର ରଖିଛନ୍ତି । ୧୮ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି । ବର୍ତ୍ତମାନ ସିବିଆଇ ବିଷ୍ଣୁପଦ ସେଠୀଙ୍କୁ ଗିରଫ କରିପାରିବନି । ସୂଚନାମୁତାବକ,

ସାମନ୍ତରାପୁର ଏଟିଏମ ତାଡ଼ି ଲୁଟ ଘଟଣାରେ ୨ ମାଷ୍ଟର ମାଇଣ୍ଡ ଗିରଫ

ଭୁବନେଶ୍ବର : ଭୁବନେଶ୍ବର ସାମନ୍ତରାପୁର ଏଟିଏମ ତାଡ଼ି ଲୁଟ ଘଟଣାରେ ୨ ମାଷ୍ଟର ମାଇଣ୍ଡ ଗିରଫ । ଗିରଫ ଦୁଇ ମାଷ୍ଟରମାଇଣ୍ଡ ଅନ୍ତଃରାଜ୍ୟ ଏଟିଏମ ଲୁଟେରା । ପଶ୍ଚିମ ବଙ୍ଗରୁ ମିଜାନୁର ରହେମାନ ବା ରାଜୁକୁ ଏବଂ ରୁସ୍ତମକୁ ଉତ୍ତର ପ୍ରଦେଶର ଗଜିଆବାଦରୁ ଧରିଲା କମିସନରେଟ

‘ବିଜେଡିର ସମ୍ପତ୍ତି ନଥିଲେ ବିଜୁ ବାବୁ’ : ମନ୍ତ୍ରୀ

ଭୁବନେଶ୍ବର: ପଞ୍ଚାୟତିରାଜ ଦିବସକୁ ନେଇ ବିଜେଡି ଲଗାତାର ସରକାରଙ୍କୁ ଆଜି ଟାର୍ଗେଟ କରିଥିବା ବେଳେ ଏହାର କଡା ଜବାବ ରଖିଛନ୍ତି, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ବିଜୁ ବାବୁଙ୍କୁ ବିଜେପି ସରକାର ଅସମ୍ମାନ କରୁଥିବା ଲାଞ୍ଛନାକୁ ନେଇ ମନ୍ତ୍ରୀ କହିଛନ୍ତି, ବିଜୁ ବାବୁ ଓଡିଶାର ବରପୁତ୍ର

ଭିଜିଲାନସ ଜାଲରେ ଯୋଗାଣ ବିଭାଗ ଆକାଉଣ୍ଟାଣ୍ଟ, ୫୦ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ

ଅନୁଗୁଳ : ଭିଜିଲାନସ ଜାଲରେ ଯୋଗାଣ ବିଭାଗ ଆକାଉଣ୍ଟାଣ୍ଟ । ୫୦ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ଦୁଇ ଜୁନିଅଲ ଆକାଉଣ୍ଟାଣ୍ଟ । ରାଇସ ମିଲ ମାଲିକଙ୍କ ବକେୟା ବିଲ ମଞ୍ଜୁର କରିବାକୁ ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଲେ ଆକାଉଣ୍ଟାଣ୍ଟ । ଅନୁଗୁଳ ସିଭିଲ ସପ୍ଲାଇ ଅଫିସର ଦୁଇ ଜୁନିଅର

ମହିଳା ଦିବସରେ ବ୍ରହ୍ମପୁର ଯିବେ ମୁଖ୍ୟମନ୍ତ୍ରୀ, ମିଳିବ ସୁଭଦ୍ରାର ଦ୍ବିତୀୟ କିସ୍ତି

ଭୁବନେଶ୍ବର: ଆସନ୍ତା ୮ ତାରିଖ, ବିଶ୍ବ ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବ୍ରହ୍ମପୁର ଗସ୍ତରେ ଯିବେ । ଉକ୍ତ ଦିନ ସୁଭଦ୍ରାର ଦ୍ବିତୀୟ କିସ୍ତି ମହିଳାମାନଙ୍କୁ ବଣ୍ଟା ଯିବାକୁ ଥିବା ବେଳେ ବ୍ରହ୍ମପୁର ସଭାରେ ଏହାର ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ବ୍ରହ୍ମପୁର ସ୍ଥିତ

ରେକର୍ଡ ତାତି, ଝାରସୁଗୁଡ଼ାରେ ସର୍ବାଧିକ ୩୭. ୮ ଡିଗ୍ରୀ ସେଲସିୟସ

ଭୁବନେଶ୍ବର : ମାର୍ଚ୍ଚ ଆରମ୍ଭରୁ ରେକର୍ଡ ତାତି । ରାଜ୍ୟରେ ଉପର ମୁହାଁ ହେଲାଣି ପାରଦ। ୩୭ ଡିଗ୍ରୀ ପାର କଲା ତାପମାତ୍ରା । ଝାରସୁଗୁଡ଼ା ଓ ସମ୍ବଲପୁରରେ ଡହ ଡହ ତାତି। ଆଜି ଦିନ ସାଢେ ୨ଟା ସୁଦ୍ଧା ଝାରସୁଗୁଡ଼ାରେ ୩୭. ୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି

ଲିଙ୍ଗରାଜ ମନ୍ଦିର ବେଢାରେ ଫଟୋ ଉଠାଇ ଅଡୁଆରେ ପିସିସି ସଭାପତି

ଭୁବନେଶ୍ୱର: ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ପରିସରରେ ପିସିସି ସଭାପତି ଭକ୍ତ ଚରଣ ଦାସ ଫଟୋ ଉଠାଇବାକୁ ନେଇ ବିବାଦ ଦେଖାଦେଇଛି। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏପରିକି ଅନେକ ଲୋକ ମନ୍ଦିରର ସୁରକ୍ଷା ବ୍ୟବସ୍ଥା

ମହିଳାଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କରି ମାଡ ମାରିଲେ ଯୁବକ

କେନ୍ଦ୍ରାପଡା : ବର୍ବରତାର ସବୁ ସୀମା ପାର୍ କରିଦେଲେ । ମହିଳାଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କରି ମାଡ ମାରିଲେ କିଛି ଯୁବକ। ଏ ଦୃଶ୍ୟ ଦେଖିଲାରୁ ଦେହ ଶିତେଇ ଯାଉଛି ଲୋମ ଟାଙ୍କୁରି ଉଠୁଛି । କି ମାଡ଼ ! ଏମିତି କଣ କିଏ କାହାକୁ ମାରିପାରେ । ଯଦି ସେହି ସମୟରେ ମହିଳାଙ୍କ ଜୀବନ

ପ୍ରେମ ଫ୍ରେମ କିଛି ନାହିଁ, ମୋ ପୁଅ ଆରେଞ୍ଜଡ୍ ମ୍ୟାରେଜ୍ କରିଛି

ଭୁବନେଶ୍ଵର: ‘ପୂର୍ବରେ ତ ଫାଟିଗଲା, ଆଉ ସଂପର୍କ ନଫାଟୁ, ତାଙ୍କ ଜୀବନ ଶାନ୍ତିରେ କଟୁ । ମୋ କୁଟୁମ୍ବ ବଡ଼ କୁଟୁମ୍ବ, ୫ଶହରୁ ୧ହଜାର ଭିତରେ ମୋ କୁଟୁମ୍ବ। ତେବେ ପ୍ରେମ ଫ୍ରେମ କିଛି ନାହିଁ, ମୋ ପୁଅ ଆରେଞ୍ଜଡ୍ ମ୍ୟାରେଜ୍ କରିଛି।’ ଏ ଥିଲା ପୁଅ ମନ୍ମଥ ରାଉତରାୟଙ୍କ ବିବାହ ପରେ ବାପା ସୁର