Browsing Category

ଓଡିଶା

ବନବାସୀ ସେବା ସମିତର ୫୪ ତମ ଜୟନ୍ତୀ ସମାରୋହ : ପିଲାଙ୍କ ହସ୍ତଲିପି “ ବନବାସୀସ୍ମୃତି ” ଉନ୍ମୋଚନ

ବାଲିଗୁଡ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତର ୫୪ ତମ ଜୟନ୍ତୀ ସମାରୋହ ସମିତି ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଦେହ ତ୍ୟାଗ କରିଥିବା ମନିଷୀ ମାନଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା l ପରେ ପରେ…

୬ ବର୍ଷ ଶିଶୁପୁତ୍ରର ମୃତ୍ୟୁ ପରେ ଅଙ୍ଗଦାନ, ବଞ୍ଚିଲା ଦୁଇ ଜୀବନ

ଭୁବନେଶ୍ୱର : ମୃତ୍ୟୁ ପରେ ଆଉ ଦୁଇଟି ଜୀବନ ବଂଚାଇବାରେ ସଫଳ ହୋଇପାରିଛି ଛଅ ବର୍ଷର ଏକ ଶିଶୁପୁତ୍ର । ବାରିପଦା ମୂର୍ଗାବାଡି ଅଚଂଳର ଏହି ଶିଶୁଟିର ଆକସ୍ମିକ ଦୁର୍ଘଟଣାରେ ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ସ୍ଥାନୀୟ ସମ୍‌ ଅଲ୍ଟିମେଟ ମେଡିକେୟାରରେ ଚିକିତ୍ସିତ ହେଉଥିଲା । ମାତ୍ର ଶିଶୁଟି ବ୍ରେନ୍‌…

ଦେଢ଼ ମାସରେ ୪,୫୯୯ ଛାତ୍ରଛାତ୍ରୀ ପାଲଟିଲେ କୃଷି ଶ୍ରମିକ

ନବରଙ୍ଗପୁର: ଗତ ଦେଢ଼ ମାସ ହେବ ଜିଲ୍ଲାର ୧୦ଟି ଯାକ ବ୍ଲକ୍‌ରେ ଧାନ ଅମଳ ପରେ ଏବେ ମକା ଓ ଆଖୁ ଅମଳ କାମ ସହ କେନ୍ଦୁପତ୍ର ତୋଳିବା ଜୋରସୋରରେ ଚାଳିଛି।ତେବେ ଜିଲ୍ଲାର ସବୁ ବ୍ଲକରୁ ବହୁ ପୁରୁଷ, ମହିଳା, ନାବାଳିକା, ନାବାଳକ, ଯୁବକ ଓ ଯୁବତୀମାନେ ଦାଦନ ଖଟିବାକୁ ପଳାଇଛନ୍ତି। କୃଷି ଶ୍ରମିକ…

ଉତ୍କଳ ସର୍ବୋଦୟ ମଣ୍ଡଳ ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀ ଉଦ୍‌ଯାପିତ

ଢେଙ୍କାନାଳ: ମହାତ୍ମା ଗାନ୍ଧୀଙ୍କ ଅହିଂସା ଦର୍ଶନ ଆଜିର ହିଂସା, ଆତଙ୍କବାଦ, ସାମ୍ପ୍ରଦାୟିକତା ଓ ଯୁଦ୍ଧଗ୍ରସ୍ତ ବିଶ୍ୱ ପାଇଁ ଅଧିକ ଜରୁରି, ଶାନ୍ତି ଆମର କାମ୍ୟ ଅହିଂସା ଆମର ଧର୍ମ ବୋଲି ଉତ୍କଳ ସର୍ବୋଦୟ ମଣ୍ଡଳ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀରେ ଉପସ୍ଥିତ ବକ୍ତା,…

ଖରସ୍ରୋତା ନଦୀରେ ପାଣି ପିଉଥିବା ବେଳେ ଯୁବକଙ୍କୁ ଝାମ୍ପିନେଲା କୁମ୍ଭୀର

ଯାଜପୁର : ଗାଈ ଚରାଇବାକୁ ଯାଇ ନଦୀରେ ପାଣି ପିଉଥିବା ବେଳେ ଯୁବକଙ୍କୁ ଝାମ୍ପିନେଲା କୁମ୍ଭୀର। ପାଣିକୋଇଲି ଥାନା ତଣ୍ଡରା ତଣ୍ଡରା ଗ୍ରାମର କୈଲାସ ମଲ୍ଲିକଙ୍କ ପୁଅ ସିଦ୍ଧାର୍ଥ ମଲ୍ଲିକ ଖରସ୍ରୋତା ନଦୀ କୂଳରେ ଗାଈ ଚରାଉଥିବା ବେଳେ ନଦୀକୁ ପାଣି ପିଇବାକୁ ଯାଇଥିଲେ।ଗାଈ ଚରାଇବାକୁ ଯାଇ ନଦୀରେ…

ଲଭ୍,ସେକ୍ସ ଧୋକା : ରିସେପ୍ସନ ଷ୍ଟେଜରୁ ବରଙ୍କୁ ଗିରଫ କରି କୋର୍ଟ ଚାଲାଣ

ଭୁବନେଶ୍ବର: ଲଭ୍,ସେକ୍ସ ଧୋକା ଅଭିଯୋଗରେ ଧଉଳି ପୁଲିସ ବିବାହ ରିସେପ୍ସନ ଷ୍ଟେଜରୁ ବରକୁ ଉଠାଇ ଆଣିଛି। ବିବାହ ରିସେପ୍ସନରେ ଜଣେ ଯୁବତୀ ନାଟକୀୟ ଭାବରେ ପହଞ୍ଚି ଦାବି କରିଥିଲେ ଯେ, ବର ତାଙ୍କର ପୂର୍ବତନ ପ୍ରେମିକ। ସେ ତାଙ୍କ ପ୍ରତି ବିଶ୍ୱାସଘାତକତା କରି ବିବାହର ପ୍ରତିଶ୍ରୁତି ଦେଇ…

ବେଆଇନ ଭାବେ ଫ୍ଲାଏ ଆସ୍ ଡମ୍ପିଂ କରୁଥିବା ୨୩ ହାଇୱା ପୁଲିସ ଦ୍ବାରା ଜବତ

ସମ୍ବଲପୁର: ବେଆଇନ ଭାବେ ଫ୍ଲାଏ ଆସ୍ ଡମ୍ପିଂ କରୁଥିବା ୨୩ ହାଇୱାକୁ ଜବତ କରିଛି ପୁଲିସ । ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ପୁଲିସ ପାଉଁଶ ବୋଝେଇ ୨୩ଟି ହାଇୱା ଟ୍ରକ୍‌ ଜବତ କରିଛି। ଏହି ଗାଡ଼ିଗୁଡିକ ଝାରସୁଗୁଡାରୁ ଡମ୍ପିଂ ପରମିଟ୍ ବିନା ଆସୁଥିଲେ ଏବଂ ଠେଲକୋଲୋଇ ସରକାରୀ ହାଇସ୍କୁଲ ନିକଟରେ…

ସାନ୍ତାଳୀ ଭାଷାର ବିକାଶ ପାଇଁ ବ‌ର୍ଷ ସାରା କାର୍ଯ୍ୟକ୍ରମ: ମୁଖ୍ୟମନ୍ତ୍ରୀ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରର ମହୁଲଡିହାରେ ଅଲଚିକି ଲିପିର ଶତବାର୍ଷିକୀ ଏବଂ ଏହାର ସ୍ରଷ୍ଟା ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ତମ ଜନ୍ମବାର୍ଷିକୀ ମହାସମାରୋହରେ ପାଳିତ ହୋଇଯାଇଛି। ଏନେଇ ଓଡ଼ିଶା ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛି।ମୁଖ୍ୟମନ୍ତ୍ରୀ ମୋହନ…

ଜାଲ୍‌ ନୋଟ୍‌ କାରବାରର ମାଷ୍ଟରମାଇଣ୍ଡ ଗିରଫ

ଭଦ୍ରକ : ଜାଲ୍‌ ନୋଟ୍‌ କାରବାର ଅଭିଯୋଗରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଶନିବାର ଜଣଙ୍କୁ ଗିରଫ କରିଥିବା ବେଳେ ରବିବାର ରାତିରେ ଏହି ରାକେଟର ମାଷ୍ଟର ମାଇଣ୍ଡକୁ ଯାଜପୁର ଜିଲା ଦଶରଥପୁର ଥାନା ଛଞ୍ଚିଣା ଗ୍ରାମରୁ ତାଙ୍କ ଘରୁ ଗିରଫ କରିଛି l ଗ୍ରାମାଞ୍ଚଳ ଥାନା ଆନନ୍ଦବଜାରର ଏକ ଷ୍ଟେସନାରୀ…

କଲବଲ କରୁଛି ଗୁଳୁଗୁଳି: ଆହୁରି ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଥିବାବେଳେ ଖରା ଓ ଗୁଳୁଗୁଳି କଲବଲ କରୁଛି। ତେବେ ଆଗାମୀ ୩ଦିନ ମଧ୍ୟରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ରବିବାର ମଧ୍ୟ ୧୯ ସହରରେ…