Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଓଡ଼ିଆ ଅସ୍ମିତା: ଅରୁଣ-ସୂର୍ଯ୍ୟବଂଶୀ କଥା କଟାକଟି
ଭୁବନେଶ୍ଵର: ବିଧାନସଭାରେ ଉଠିଲା ଓଡ଼ିଆ ଅସ୍ମିତା ଝଡ । କଥା କଟାକଟି ହେଲେ ଶାସକ-ବିରୋଧି । ବିରୋଧୀ ଦଳର ବିଧାୟକ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ ଏବଂ କ୍ରୀଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ମୁହାଁମୁହିଁ । ଅରୁଣ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ସୂର୍ଯ୍ୟବଂଶୀ । ବିଜେଡି ବିଧାୟକ!-->…
ରାଜ୍ୟରେ ବଢୁଛନ୍ତି ଇଞ୍ଜିନିୟର ବେକାରୀ
ଭୁବନେଶ୍ବର: ରାଜ୍ୟରେ ଇଞ୍ଜିନିୟର ପାଠର ଆଜି ଅତି ବିକଳ ଚିତ୍ର ଦର୍ଶାଇଛନ୍ତି ମନ୍ତ୍ରୀ । ଇଞ୍ଜିନିୟରିଂ ପାଠ ପଢ଼ା ଆଜି ହଜାର ହଜାର ପିଲା ବେକାର ବସିଛନ୍ତି । ୧୦ ବର୍ଷରେ ଇଞ୍ଜିନିୟରିଂ ପଢ଼ି ପାସ୍ କରିଛନ୍ତି ୩୪ ହଜାର ୪୭୧ ପିଲା । ହେଲେ ଚାକିରୀ ନାହିଁ । ସେଥି ମଧ୍ୟରୁ ମାତ୍ର ୧୫,୨୮୯!-->…
ବିଶ୍ଵବିଦ୍ୟାଳୟରେ ନାହାଁନ୍ତି ପ୍ରଫେସର, ପଢାଉଛନ୍ତି ଗେଷ୍ଟ ଫ୍ୟାକୋଲ୍ଟି
ଭୁବନେଶ୍ଵର: ଗେଷ୍ଟ ଫ୍ୟାକୋଲ୍ଟି ଭରସାରେ ଚାଲିଛି ଓଡିଶାର ନାମକରା ବିଶ୍ବବିଦ୍ୟାଳୟମାନ । ୧୭ଟି ବିଶ୍ବବିଦ୍ୟାଳୟରେ ୯୬୩ ଜଣ ଗେଷ୍ଟ ଫ୍ୟାକୋଲ୍ଟି ପଢ଼ାଉଛନ୍ତି । ଆଜି ବିଧାନସଭା ବଜେଟ୍ ଅଧିବେଶନର ଦ୍ଵିତୀୟ ଦିନ । ମାତ୍ର ସୁରୁଖୁରୁରେ ଚାଲିପାରୁନାହିଁ ଗୃହ କାର୍ଯ୍ୟ । ଦୁଇ ଦୁଇ ଥର ମୁଲତବୀ!-->…
କଟକରେ ଡବଲ ମର୍ଡର ମାମଲା: ଅଭିଯୁକ୍ତ ୫ ବର୍ଷ ପରେ ଗିରଫ
କଟକ: କଟକର ବେଲେଶ୍ବରରେ ୨୦୧୯ ଡିସେମ୍ବରରେ ହୋଇଥିବା ଡବଲ ମର୍ଡର ମାମଲାରେ କମିସନରେଟ୍ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ସନ୍ତୋଷ ସିହ୍ନା। ଭୁବନେଶ୍ବର-କଟକ ପୁଲିସ କମିସନରେ ସୁରେଶ ଦେବଦତ୍ତ ସିଂ ଶୁକ୍ରବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ଡିସିପି ଅଫିସରେ!-->!-->!-->…
୧୯ରୁ ୨୧ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ବର: ଆସନ୍ତା ୧୯ ତାରିଖରୁ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି । ୧୯ରୁ ୨୧ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୧୯ରୁ ୨୧ ମଧ୍ୟରେ ରାଜ୍ୟର ୯ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣ!-->…
ଭିଜିଲାନ୍ସ ଜାଲରେ କଲେଜ ଜୁନିଅର କ୍ଲର୍କ, ଛାତ୍ରଙ୍କଠାରୁ ନେଉଥିଲେ ଲାଞ୍ଚ
ଭୁବନେଶ୍ୱର: ଭିଜିଲାନ୍ସ ହାତରେ ଧରାପଡିଲେ ଦେବଗଡ଼ କଲେଜର ଜୁନିଅର କ୍ଲର୍କ ମଞ୍ଜୁଲା ପ୍ରଧାନ। ସେ ଜଣେ ପୂର୍ବତନ ଛାତ୍ର (ଅଭିଯୋଗକାରୀ)ଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଧରାଡିଛନ୍ତି।
ଅଭିଯୋଗକାରୀ ଏବଂ ଉକ୍ତ କଲେଜର ଅନ୍ୟ ଜଣେ ପୂର୍ବତନ ଛାତ୍ରଙ୍କ ନଷ୍ଟ ହୋଇଥିବା ମୂଳ!-->!-->!-->…
ଅଷ୍ଟମ ଶ୍ରେଣୀ ପିଲା ଜାଣିନାହାନ୍ତି ଫେଡାଣ ଓ ହରଣ
ଭୁବନେଶ୍ଵର: ରାଜ୍ୟରେ ଶିକ୍ଷାର ବିକଳ ଚିତ୍ର । ଅଷ୍ଟମ ଶ୍ରେଣୀ ପିଲା ଜାଣିନାହାନ୍ତି ଫେଡାଣ ଓ ହରଣ । ୬୮.୫% ପିଲା ଫେଡ଼ାଣ ଓ ୪୫.୮% ପିଲା ହରଣ ଜାଣିନାହାଁନ୍ତି । ବିଧାୟକ ଚକ୍ରମଣି କହଁର ପ୍ରଶ୍ନ ରେ ଲିଖିତ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତେବେ ପ୍ରତି ବର୍ଷ!-->…
ମୋବାଇଲରେ ରିଲ୍ସ କରିବା ହେଲା କାଳ, ନଦୀରେ ଖସି ପଡିଲେ ଯୁବତୀ
ଢେଙ୍କାନାଳ : ମୋବାଇଲରେ ରିଲ୍ସ କରିବା ହେଲା କାଳ । ରିଲ୍ସ କରିବା ସମୟରେ ଅସାବଧାନତା ଯୋଗୁଁ ବ୍ରିଜ ଉପରୁ ବ୍ରାହ୍ମଣୀ ନଦୀରେ ଖସି ପଡିଲେ ଯୁବତୀ । ଯୁବତୀ ଜଣଙ୍କ ଢେଙ୍କାନାଳ ତରଭା ଗାଁର ୧୯ ବର୍ଷୀୟ ଅମ୍ବିକା ନାୟକ । ସେ ମାଉସୀଙ୍କ ସହ ମିଶି ଢେଙ୍କାନାଳ ତରଭା ଗାଁରୁ କାମାକ୍ଷାନଗର!-->…
ବିଜେଡି କାହିଁକି ଭାଙ୍ଗିବ, ବିଜେପି ଭାଙ୍ଗିଯାଉ
ଭୁବନେଶ୍ବର: ‘ବିଜେଡି କାହିଁକି ଭାଙ୍ଗିବ, ବିଜେପି ଭାଙ୍ଗିଯାଉ । ପ୍ରଫୁଲ ଘଡାଇ ଜାଣିଥିବେ, କିଏ କେଉଁଠି ଷଡଯନ୍ତ୍ର କରିଥିଲା । ବିଜେଡି ଦଳ ଭିତରେ କିଛି ଷଡଯନ୍ତ୍ର ହୋଇନାହିଁ ।’ ବିଜେଡିର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ପ୍ରଫୁଲ ଘଡାଇଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ କିଛି ଏପରି କଡା!-->…
ରାଜ୍ୟରେ ଅଛନ୍ତି ୫୨୮୪ ଭିକାରୀ, ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ଭୁବନେଶ୍ୱର : ରାଜ୍ୟରେ ଭିକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଧାନସଭାରେ ଭିକାରୀ ତାଲିକା ଦେଲେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଓଡିଶାରେ ମୋଟ ୫୨୮୪ ଜଣ ଭିକାରୀ ଅଛନ୍ତି ବୋଲି ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନରେ ଲିଖିତ ଉତ୍ତର!-->…